Home Left

ଆଲୋକିତ ହେଲା ପଦ୍ମଶ୍ରୀଙ୍କ ଘର

କେନ୍ଦୁଝର,୧୮ା୧୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ତଳବୈତରଣୀ ଗ୍ରାମରେ ରହୁଥିବା ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଘର ଆଲୋକିତ ହେଲା। ଦୀର୍ଘ ଏକ ମାସ ଧରି ବିଦ୍ୟୁତ୍‌ କାଟ୍‌ ଯୋଗୁ ଅନ୍ଧାରରେ ରାତି କାଟୁଥିଲେ ଦୈତାରୀଙ୍କ ପରିବାର। ଏହାକୁ ନେଇ ଧରିତ୍ରୀରେ ଶନିବାର ‘ଅନ୍ଧାରରେ ପଦ୍ମଶ୍ରୀଙ୍କ…

ମିଳିଛି ଗ୍ରୀନ୍‌ ସିଗ୍‌ନାଲ: ପୂରଣ ହେବ ଦୀର୍ଘଦିନର ସ୍ବପ୍ନ

ପୁରୁଷୋତ୍ତମପୁର,୧୮।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୁରଣ ହେବାକୁ ଯାଉଛି। ସହରର ମୁଖ୍ୟରାସ୍ତାରେ ଷ୍ଟ୍ରିଟଲାଇଟ ଲଗାଇବା, ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ, ପୁରୁଷୋତ୍ତମପୁର-ବ୍ରହ୍ମପୁର ରାସ୍ତାର କାଳୀ ମନ୍ଦିର ଛକଠାରୁ ପାଣ୍ଡିଆ ଛକ ମଧ୍ୟରେ ଥିବା ବିଭିନ୍ନ ସାହି ବସ୍ତି ରାସ୍ତା ସଂକୀର୍ଣ୍ଣ…

ପୁଣି ଥରେ ପୁଅଙ୍କୁ ପ୍ରଶଂସା କଲେ ଅମିତାଭ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକଙ୍କ ପ୍ରତି ଥିବା ଭଲପାଇବା ଏବଂ ସମ୍ମାନ ବିଷୟରେ ସମସ୍ତ ପ୍ରଶଂସକ ଜାଣିଛନ୍ତି। ବିଗ୍‌ ବି’ ତାଙ୍କ ଟୁଇଟରରେ ପୁଣି ଥରେ ଅଭିଷେକଙ୍କ ପ୍ରଶଂସା କରିଛନ୍ତି। ରବିବାର ଅଭିଷେକଙ୍କ ଦଳ ଜୟପୁର ପିଙ୍କ୍‌ ପାନ୍ଥର୍ସ ପ୍ରୋ…

ନୀତୀଶ କୁମାର ଜଣେ ନିଷ୍ଠୁର ମୁଖ୍ୟମନ୍ତ୍ରୀ: ସୁଶୀଲ ମୋଦି

ପାଟନା,୧୮।୧୨: ବିହାର ମଦମୃତ୍ୟୁକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଭାଜପା ନେତା ତଥା ରାଜ୍ୟ ସଭା ଏମ୍‌ପି ସୁଶୀଲ ମୋଦି ଏକ ଖବରଦାତା ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସୁଶୀଲ ଛପ୍ରାଠାରେ ହୋଇଥିବା ମଦ୍ୟପାନ ଘଟଣାରେ ପ୍ରାଣ…

କେବେ ବିବାହ କରିବେ ପ୍ରଭାସ, ନିଜେ ଦେଲେ ଉତ୍ତର

‘ବାହୁବଳୀ’ ଫେମ୍‌ ପ୍ରଭାସଙ୍କ ଲଭ୍‌ ଲାଇଫ୍‌ ବିଷୟରେ ଜାଣିବାକୁ ତାଙ୍କ ପ୍ରଶଂସକ ବେଶ୍‌ ଆଗ୍ରହୀ। ପ୍ରଭାସ କେବେ ଏବଂ କାହାକୁ ବିବାହ କରିବେ ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ନିକଟରେ ଏକ ଶୋ’ରେ ପ୍ରଭାସ ଏସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି।…

କୋଦଳା ଏନ୍‌ଏସି ନିର୍ବାହୀ ଅଧିକାରିଣୀଙ୍କୁ ହାଇକୋର୍ଟଙ୍କ ଛାଟ: ବୈଠକ କରାଇ ନ ଦେବାରୁ ମାମଲା ରୁଜୁ

ବେଗୁନିଆପଡ଼ା,୧୮ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସି କାଉନସିଲ ସାଧାରଣ ବୈଠକ କରାଇ ନ ଦେବା ନେଇ ଷଡ଼ଯନ୍ତ୍ର କରିଥିଲେ ନିର୍ବାହୀ ଅଧିକାରିଣୀ। ମ୍ୟୁନିସିପାଲିଟି ଆଇନ ଓ ନିୟମର ଧଜିଆ ଉଡ଼ାଇ ଅଯଥା ହସ୍ତକ୍ଷେପ କରିଥିଲେ ଏବଂ ବୈଠକକୁ ବିଧାୟକ, ଏମ୍‌ପିଙ୍କୁ ଉପସ୍ଥିତ…

ପୋଲିସ ଗାଡି ଉପରକୁ ବୋମା ମାଡ: ୮ ପୋଲିସକର୍ମୀ ମୃତ୍ୟୁ

ବାଗଦାଦ,୧୮।୧୨: ଇରାକ ରାଜଧାନୀ ବାଗଦାଦଠାରୁ ପ୍ରାୟ ୨୩୮ କିଲୋମିଟର ଦୂର ତୈଳ ସମୃଦ୍ଧ କିରକୁକ ସହରରେ ଫେଡେରାଲ ପୋଲିସ କର୍ମଚାରୀଙ୍କ ଏକ ଗାଡି ଉପରକୁ ବୋମା ମାଡ କରାଯାଇଛି। ଏଥିରେ ଅତିକମରେ ଆଠ ଜଣ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଥିବାବେବେଳେ ଦୁଇଜଣ ପୋଲିସ…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ମାରିଲେ ମାଓବାଦୀ

ଫୁଲବାଣୀ ଅଫିସ/କୋଟଗଡ, ୧୮ା୧୨: ବିଗତ ଦିନରେ ପୋଲିସ ମାଓବାଦୀଙ୍କୁ ମାରିବା ଏବଂ ଦୁଇ ଜଣ ଆତ୍ମସମର୍ପିତ ମାଓବାଦୀଙ୍କୁ ବିବାହ ବନ୍ଧନରେ ବାନ୍ଧିବା ଘଟଣାକୁ ସହଜରେ ନେଇ ପାରି ନାହାନ୍ତି ମାଓବାଦୀ । ରବିବାର ସ୍ପଷ୍ଟ ଦିବା ଲୋକରେ ଜଣେ ଠିକାଦାର/ବଢ଼େଇଙ୍କୁ ସର୍ବ…

ଖ୍ରୀଷ୍ଟମାସ ଅପେକ୍ଷାରେ ଆଲିଆ, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: ୨୦୨୨ ବର୍ଷ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ତାଙ୍କ ଜୀବନରେ ସବୁଦିନ ପାଇଁ ସ୍ମରଣୀୟ ମୁହୂର୍ତ୍ତ ଦେଇ ଏହି ବର୍ଷ ଚାଲିଛି। ଏହି ବର୍ଷ ସେ ‘ଗଙ୍ଗୁବାଇ କାଠିଆଓ୍ବାଡି’, ‘ଆର୍‌ଆର୍‌ଆର୍‌’ ‘ଡାର୍ଲିଙ୍ଗ୍ସ’ ଏବଂ ‘ବ୍ରହ୍ମାସ୍ତ୍ର’ ଭଳି…

୨୦୨୭ରେ ଗୁଜରାଟରେ ସରକାର ଗଢିବୁ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୮।୧୨: ଆମ ଆଦମୀ ପାର୍ଟି ଏକ ଜାତୀୟ ଦଳର ଟ୍ୟାଗ ପାଇବା ପରେ ରବିବାର ଦଳର ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲ ଦିଲ୍ଲୀରେ ଏକ ଜାତୀୟ ସମ୍ମିଳନୀ ଡାକିଛନ୍ତି। ଏହି ସମ୍ମିଳନୀରେ ସେ ଦଳର କର୍ମୀଙ୍କୁ ସମ୍ବୋଧିତ କରି ଦଳର ଦୂରଦୃଷ୍ଟି ବିଷୟରେ…

ଫିଫା ବିଶ୍ୱକପ୍‌ ଫାଇନାଲ୍‌ ଦେଖିବେ ଭାରତୀୟ ଦଳ: ଜାଣନ୍ତୁ କାହାକୁ କରିବେ ସପୋର୍ଟ

ଚଟ୍ଟଗ୍ରାମ,୧୮।୧୨: ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ବାଂଲାଦେଶକୁ ୧୮୮ ରନ ବ୍ୟବଧାନରେ ପରାସ୍ତ କରିଛି। ଏଥି ସହିତ, ଏହି ସିରିଜର ଦ୍ୱିତୀୟ ଏବଂ ଶେଷ ଟେଷ୍ଟ ୨୨ ଡିସେମ୍ବରରୁ ମିରପୁରରେ ଖେଳାଯିବ। ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ଜିତିଛି…

ଦେବେନ୍ଦ୍ର ଫଡନଭିସଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ଦାବି କଲେ ଭାଜପା ନେତା

ପୁନେ,୧୮।୧୨: ମହାରାଷ୍ଟ୍ରରେ ଶୀତ ଅଧିବେଶନ ପୂର୍ବରୁ ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଦେବେନ୍ଦ୍ର ଫଡନଭିସଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି। ବାୱାନକୁଲେ କହିଛନ୍ତି, ମହାରାଷ୍ଟ୍ର ଅଧ୍ୟକ୍ଷ ଥିବା ସମୟରେ ଫଡନଭିସ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ଉଚିତ୍‌।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri