‘ଦିଦି ନଂ-୧’ରେ ସ୍ବାମୀ-ସ୍ତ୍ରୀର ପରିଭାଷା
ଜୀ-ସାର୍ଥକର ବିବାହ ମହୋତ୍ସବ ଧାରାରେ ସାମିଲ ହୋଇଛି ଅନ୍ୟତମ ଲୋକାପ୍ରିୟ ରିଆଲିଟି ଶୋ’ ‘ଦିଦି ନଂ-୧’ । ଏହି ସପ୍ତାହ ଦିଦି ନଂ-୧ରେ ଦିଦିମାନେ ସେମାନଙ୍କର ବୈବାହିକ ଜୀବନର ତିକ୍ତ-ମଧୁର ସମ୍ପର୍କ ବିଷୟରେ ଆଲୋଚନା କରୁଛନ୍ତି। ନିଜର ସ୍ବତନ୍ତ୍ର ଦିନର ସ୍ମୃତି…
ସମ୍ବିତ କୁମାରଙ୍କ ଆକଳନ
ସମ୍ବିତ କୁମାର ନିଜ ଅଭିନୀତ ତଥା ନିକଟରେ ରିଲିଜ୍ ହୋଇ ସଫଳତା ହାସଲ କରିଥିବା ଓଡ଼ିଆ ଫିଲ୍ମ ‘ନାରୀ ନୁହେଁ ତୁ ଅର୍ଦ୍ଧନାରୀ’କୁ ନେଇ ଯାହା ଆକଳନ କରିଥିଲେ ତାହା ସତ ହୋଇଛି। ଏ ନେଇ ସମ୍ବିତ କହନ୍ତି, ‘ଏହି ସିନେମାର…
ହଳଦିଆ ତରଭୁଜର ଚାହିଦା ବଢୁଛି
ନୂଆପଡ଼ା ଅଫିସ,୩୦।୩:ନୂଆପଡା ସଦର ବ୍ଲକ ଗୋଡଫୁଲା ପଞ୍ଚାୟତ ଭେରାକାଲା ଗ୍ରାମର ଏକ ପରିବାର ପନିପରିବା ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି। ଉକ୍ତ ଗ୍ରାମର ଭୁକୁରାମ ପଟେଲଙ୍କ ସ୍ତ୍ରୀ ଜବତିନବାଇ ପଟେଲ ଏବଂ ତାଙ୍କ ୨…
ପ୍ରିୟେ ତୁ ମୋ ସିଏ
ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’ ଆସନ୍ତା ମାସରେ ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଲିଡ୍ ରୋଲ୍ରେ ଅମ୍ଳାନ ଅଭିନୟ କରିଥିବା ବେଳେ ତାଙ୍କ ସହ ପ୍ରଥମ ଥର ପାଇଁ ଦେଖାଦେବେ…
ଫେସବୁକ୍, ଇନ୍ଷ୍ଟାଗ୍ରାମ ବ୍ଲୁ ଟିକ୍ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା
କାଲିଫର୍ନିଆ,୩୦।୩: ନିକଟରେ ମେଟା ଆମେରିକାରେ ଏହାର ସବ୍ସ୍କ୍ରିପ୍ଶନ ମଡେଲ ଲଞ୍ଚ୍ କରିଛି। ଆମେରିକାର ଫେସ୍ବୁକ ଏବଂ ଇନ୍ଷ୍ଟାଗ୍ରାମ ୟୁଜର୍ସମାନେ ବର୍ତ୍ତମାନ ମାସିକ ୧୧.୯୯ ଡଲାର ଅର୍ଥାତ୍ ୯୯୦ ଟଙ୍କା ଦେୟ ଦେଇ ସେମାନଙ୍କ ଆକାଉଣ୍ଟ ଭେରିଫାଏ କରିପାରିବେ। ୱେବ୍ ସଂସ୍କରଣ ପାଇଁ…
୧୪ ବର୍ଷ ପରେ ଲୋଗୋ ପରିବର୍ତ୍ତନ କଲା ପେପ୍ସୀ, କାରଣ ଜାଣିଲେ…
ଆମେ ଯେତେବେଳେ କ୍ଳାନ୍ତ ହୋଇଥାଉ କିମ୍ବା ହୋଟେଲରେ ଖାଇଥାଉ ସେତେବେଳେ କିଛି ଥଣ୍ଡା ପାନୀୟ ଗ୍ରହଣ କରିଥାଉ। ଅନେକ କମ୍ପାନୀ ଥଣ୍ଡା ପାନୀୟ ତିଆରି କରନ୍ତି। କିଛି ଲୋକ ପେପ୍ସୀକୁ ଅଧିକ ପସନ୍ଦ କରନ୍ତି। ଏହା ପଛର କାରଣ ହେଉଛି ଏହି…
ଗେରୁଆ ରଙ୍ଗରେ ସଜେଇ ହୋଇଛି ଭଦ୍ରକ
ଭଦ୍ରକ ଅଫିସ,୩୦ା୩: ଭଦ୍ରକ ସହରରେ ଚାଲିଥିବା ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞର ଗୁରୁବାର ପୂର୍ଣ୍ଣାହୁତି ଥିବାବେଳେ ନଗର ସଂକୀର୍ତ୍ତନ ପାଇଁ ଗେରୁଆ ରଙ୍ଗରେ ସଜେଇ ହୋଇଛି ଭଦ୍ରକ ସହର। ସହରର ପୋଷ୍ଟ ଅଫିସ ଛକ, ଅପର୍ତ୍ତିବିନ୍ଧା ଛକ, ଟାଉନହଲ ଛକ, ବନ୍ତ…
ଭାଜପାକୁ ଚେତାବନୀ ଦେଲେ ମମତା
କୋଲ୍କାତା,୩୦।୩: ଚଳିତ ବର୍ଷ ପଶ୍ଚିମବଙ୍ଗରେ ରାମନବମୀକୁ ବଡ଼ ଉତ୍ସାହର ସହ ପାଳନ କରିବାକୁ ଭାଜପା ନିଷ୍ପତ୍ତି ନେଇଛି। ଦଳ ପକ୍ଷରୁ ଅନେକ ସ୍ଥାନରେ ବିଶାଳ ଶୋଭାଯାତ୍ରା ବାହାରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନେଇ ଭାଜପାକୁ ଚେତାବନୀ ଦେଇଛନ୍ତି। ମମତା…
୨ ମହିଳାଙ୍କୁ ଦଳିଦେଲା ହାତୀ, ରାସ୍ତା ଅବରୋଧ କଲେ ଗ୍ରାମବାସୀ
ସାତମାଇଲ,୩୦ା୩(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ତ ଦୁଦୁରୁକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ୨ ଜଣ ମହିଳାଙ୍କୁ ହାତୀ ଦଳିଦେବାରୁ ଉଭୟଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଗୁରୁବାର ଭୋର୍ରୁ ଗ୍ରାମର ସ୍ବର୍ଗତ ମଙ୍ଗୁଳ ସାମଲଙ୍କ ସ୍ତ୍ରୀ…
ରାମନବମୀରେ ଭିଡ଼ ଭିତରୁ ୬ ମହିଳାଙ୍କ ଚେନ୍ ଝାମ୍ପିନେଲେ ଲୁଟେରା
ନିଶ୍ଚିନ୍ତକୋଇଲି,୩୦ା୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଲ ପଞ୍ଚୟତ ରଘୁନାଥ ମନ୍ଦିରରେ ଶ୍ରୀରାମ ନବମୀ ଅବସରରେ ବହୁ ଜନ ସମାଗମ ହୋଇଥିଲା। ଏହାର ସୁଯଗ ନେଇ ଚେନ୍ ଲୁଟେରା ସକ୍ରିୟ ହୋଇ ପଡ଼ିଥିଲେ। ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖି ଲୁଟେରାମାନେ…
ମାଟ୍ରିକ ମାର୍କଶିଟ୍ ଶେୟାର କଲେ କୋହଲି: ଜାଣନ୍ତୁ କେଉଁ ବିଷୟରେ ରଖିଥିଲେ କେତେ ନମ୍ବର
ନୂଆଦିଲ୍ଲୀ,୨୦।୩: ଭାରତର ତାରକା ଖେଳାଳି ବିରାଟ କୋହଲି ଏବେ ଆଇପିଏଲ ପ୍ରସ୍ତୁତିରେ ଅଛନ୍ତି। ତାଙ୍କ ଟିମ୍ ଆର୍ସିବି ଏହାର ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ। ଆଇପିଏଲରେ ସମସ୍ତ ଆରସିବି ପ୍ରଶଂସକ ବିରାଟ କୋହଲିଙ୍କ ବ୍ୟାଟ୍ରୁ ରନ୍ ବର୍ଷାକୁ ଅପେକ୍ଷା…
ଆକ୍ସନ ପ୍ଲାନ୍ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ
ପୁରୀ ଅଫିସ,୩୦।୩:ଆସନ୍ତା ଜୁନ୍ ୨୦ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ବିଗତ ବର୍ଷ ଭଳି ଚଳିତବର୍ଷ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ କରିବା ନେଇ ବୁଧବାର ପ୍ରଥମ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ…

