ପାଣି ବିକୁଥିବା ଯୁବକ ଚଳାଇଛନ୍ତି କନଷ୍ଟେବଳ ପରୀକ୍ଷା ଲାଗି ପ୍ରସ୍ତୁତି
କଥାରେ ଅଛି ‘ଯେଉଁମାନେ ପରିଶ୍ରମ କରନ୍ତି ସେମାନେ ସଫଳ ନିଶ୍ଚୟ ହୁଅନ୍ତି’। ଅନେକ ବିଫଳ ହେବା ଭୟରେ ଚେଷ୍ଟା କରି ନ ଥାନ୍ତି। ହେଲେ ବହୁତ କମ୍ ଲୋକ ଏହାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିଥାନ୍ତି। ସେଭଳି ଏକ ସୁନ୍ଦର ଚିତ୍ର…
ନର୍ଭସ ନୁହେଁ ଉତ୍ସାହିତ ଅଛି: ବାବର
ମେଲବୋର୍ନ,୧୨।୧୧: ପାକିସ୍ତାନୀ ଅଧିନାୟକ ବାବର ଆଜମ ଆଉ ଗୋଟିଏ ମ୍ୟାଚ୍ ପରେ ମହାନ କ୍ରିକେଟର ଇମରାନ ଖାଁଙ୍କ ଉପଲବ୍ଧିର ସମକକ୍ଷ ହେବେ। ହେଲେ ସେ ଏଥିପାଇଁ ନର୍ଭସ ହେବା ପରିବର୍ତ୍ତେ ଉତ୍ସାହିତ ଅଛନ୍ତି। କାରଣ ସେ ବିଶ୍ୱକପ୍ରେ ଗତ ୩ ମ୍ୟାଚ୍ରେ…
ଶାହାଙ୍କ ସହିତ ଧୋନୀଙ୍କ ଫଟୋ, ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା !…
ନୂଆଦିଲ୍ଲୀ,୧୨।୧୧ : ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଭେଟ ହୋଇଛି। ଏହାପରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଅମିତ ଶାହା ଏବଂ ଧୋନୀଙ୍କ ଏହି ଫଟୋ ଏବେ…
୬୫ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କଲା ଏୟାରଟେଲ
ନୂଆଦିଲ୍ଲୀ,୧୨।୧୧: ଭାରତୀ ଏୟାରଟେଲ ଏକ ନୂତନ ୪ଜି ଡାଟା ଭାଉଚର ଲଞ୍ଚ କରିଛି। ଏହି ଭାଉଚରର ମୂଲ୍ୟ ହେଉଛି ୬୫ ଟଙ୍କା। ନିକଟରେ ଏୟାରଟେଲ ମଧ୍ୟ ୧୯୯ ଟଙ୍କା ଯୋଜନା ଆରମ୍ଭ କରିଛି। ଏହି ଯୋଜନା ଅଧିକ ବୈଧତା ଚାହୁଁଥିବା ଗ୍ରାହକଙ୍କ…
ବିଦ୍ୟୁତତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟଣା: ୯ ଗିରଫ
ଦେବଗଡ଼,୧୨ା୧୧(ଡି.ଏନ୍.ଏ.): ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ନିଶାବିରା ଗ୍ରାମରେ ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ଜୀବନ୍ତ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଗତ ସୋମବାର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ କେସ୍ ନମ୍ବର ୫୦୭/୨୨ରେ ୯…
ପୁଣି ଫେରୁଛନ୍ତି ଅର୍ଚ୍ଚନା
ବମ୍ବେ: ବିଦା ହେବା ପରେ ପୁଣି ଫେରୁଛନ୍ତି ଅର୍ଚ୍ଚନା ଗୌତମ। ଶାରୀରିକ ହିଂସାକୁ ନେଇ କିଛି ଦିନ ତଳେ ସେ ବିବାଦୀୟ ରିଆଲିଟି ଶୋ’ ବିଗ୍ବସ୍ରୁ ବାହାର ହୋଇଥିଲେ। ହେଲେ ତାଙ୍କ ପ୍ରଶଂସକ ଏହାକୁ ସହଜରେ ଗ୍ରହଣ କରି ନ ଥିଲେ।…
ପୁଣି ଥରେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗ୍ରେଗ୍ ବାର୍କଲେ, ଜୟ ଶାହାଙ୍କୁ ମିଳିଲା ବଡ ଦାୟିତ୍ୱ
ମେଲବୋର୍ନ,୧୨।୧୧: ନ୍ୟୁଜିଲ୍ୟାଣ୍ଡର ଗ୍ରେଗ୍ ବାର୍କଲେ ଶନିବାର ସର୍ବସମ୍ମତି କ୍ରମେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ଲାଗି ନିର୍ବାଚିତ ହୋଇଛନ୍ତି। ବାର୍କଲେଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିବ। ଜିମ୍ବାୱେର ତାୱେଙ୍ଗୱା ମୁକୁହଲାନି ନିଜ ନାମ ପ୍ରତ୍ୟାହାର କରିନେବାପରେ ବାର୍କଲେ…
ତୀର ମାରି ଗର୍ଭିଣୀ ହାତୀକୁ ମାରିବା ଘଟଣା: ଫରେଷ୍ଟର ନିଲମ୍ବିତ,ରେଞ୍ଜ ଅଧିକାରୀ; ଫରେଷ୍ଟ ଗାର୍ଡଙ୍କୁ କାରଣ ଦର୍ଶାଅ ନୋଟିସ
କେନ୍ଦୁଝର,୧୨ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅନ୍ତର୍ଗତ ତାଳପଦା ସେକ୍ସନ ଅଧିନସ୍ଥ ଏସ୍ଏନ୍ପୁରଗୋଡ଼ା ବିଟ୍ ଅନ୍ତର୍ଗତ କଳାପାଟ ସଂରକ୍ଷିତ ଜଙ୍ଗଲରେ ଏକ ଗର୍ଭିଣୀ ହାତୀକୁ ତୀର ବିନ୍ଧି ମାରିଦେବା ଘଟଣାରେ କେନ୍ଦୁଝର ଡିଏଫ୍ଓ ଏଚ୍.ଡି.ଧନରାଜ ଉକ୍ତ ସେକ୍ସନର ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କୁ…
‘ମୁଁ ଭାବୁଛି ପାକିସ୍ତାନ ଜିତିବ’
ନୂଆଦିଲ୍ଲୀ,୧୨।୧୧: ଆଇସିସି ଟି-୨୦ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ-ଇଂଲଣ୍ଡ। ଏହି ମୁକାବିଲାରେ ବାବର ଆଜମ ନେତୃତ୍ୱାଧୀନ ପାକିସ୍ତାନ ଟିମ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା କିରଣ ମୋରେ। ପାକିସ୍ତାନ ଟାଇଟଲ ଜିତିଲେ କ୍ରିକେଟ ପ୍ରଶଂସକଙ୍କ…
ସୋରଡ଼ା ଆସିବେ ଲୋକ ସେବା ଆୟୋଗର ଚୟନକୃତ ୫ ଶିକ୍ଷାନିବେଶ
ସୋରଡ଼ା,୧୨ା୧୧(ଡି.ଏନ୍.ଏ.): ଭାରତୀୟ ଲୋକ ସେବା ଆୟୋଗର ଚୟନ କୃତ ୫ ଶିକ୍ଷାନିବେଶ ସୋମବାର ସୋରଡ଼ାରେ ପହଞ୍ଚିବେ। ଏଥିପାଇଁ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳର ସମସ୍ତ ବିଭାଗକୁ ସୂଚନା ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ଲାଲ୍ ବାହାଦୂର ଶାସ୍ତ୍ରୀ…
ବିଧିବଦ୍ଧ ଭାବେ ସତ୍ୟଭୂଷଣଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନକୁ ନେଇ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ସତ୍ୟଭୂଷଣ ସାହୁଙ୍କୁ ବିଧିବଦ୍ଧ ଭାବେ ଦଳ ପ୍ରାର୍ଥୀ କରିଛି। ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଅନୁମୋଦନ ପରେ ଏଆଇସିସି ପକ୍ଷରୁ ପ୍ରେସ ରିଲିଜ ଯୋଗେ ଶନିବାର ପ୍ରାର୍ଥୀ ଘୋଷଣା କରାଯାଇଛି। ଡିସେମ୍ବର…
ମୁଁ ଆଗାମୀ ବିଶ୍ୱକପ୍ରେ କିଛି ଖେଳାଳିଙ୍କ ମୁହଁ ଦେଖିବାକୁ ଚାହେଁନା: ସେହ୍ବାଗ
ନୂଆଦିଲ୍ଲୀ,୧୨।୧୧: ଭାରତର ଟି୨୦ ବିଶ୍ୱକପ୍ ୨୦୨୨ରେ ବାଜିମାତ୍ କରିବାର ସ୍ବପ୍ନ ଅଧାରେ ରହିଗଲା। ସେମିଫାଇନାଲରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍ରେ ପରିବର୍ତ୍ତନ ଆଶଙ୍କା ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ବାଗ କହିଛନ୍ତି ଯେ, ସେ…
Archives


