ପିଲାଙ୍କୁ ପଢ଼ାନ୍ତୁ ଗ୍ରୁପ୍‌ରେ

ଏକାଠି ଗ୍ରୁପ୍‌ ହୋଇ ବସି ପାଠ ପଢ଼ିବା ପିଲାଙ୍କ ପାଇଁ ବହୁତ ଭଲ। ସେମାନଙ୍କ ମଧ୍ୟରେ ଏକ ସକାରାତ୍ମକ ଭାବନା ବୃଦ୍ଧି ପାଇଥାଏ। ଏକୁଟିଆ ପଢ଼ିବା ବଦଳରେ ସାଙ୍ଗମାନଙ୍କ ସହ ଏବଂ ଘରେ ଭାଇଭଉଣୀଙ୍କ ସହ ପାଠ ପଢ଼ିବା ପିଲାଙ୍କ ପାଇଁ ବହୁତ ଭଲ।
ଯଦି ଏକାଠି ପଢ଼ନ୍ତି ତେବେ ସେମାନେ ନିଜ ଟାର୍ଗେଟରେ ଅଧିକ ଫୋକସ୍‌ କରିପାରନ୍ତି। କାରଣ ସେମାନଙ୍କ ଉପରେ ଆପେ ଆପେ ଏକ ମାନସିକତା ସୃଷ୍ଟି ହୁଏ କି ଅନ୍ୟମାନଙ୍କ ତୁଳନାରେ ସେମାନେ ଯେପରି ସବୁଥିରେ ଭଲ କରିପାରିବେ। ବିଶେଷକରି ସ୍କୁଲ ପିଲାଙ୍କ କ୍ଷେତ୍ରରେ ଏହି ଭାବନା ରହିଥାଏ ତେଣୁ ସେମାନଙ୍କୁ ଗ୍ରୁପ୍‌ରେ ପଢ଼ାଇବା ପାଇଁ ସୁଯୋଗ ଦେବା ଦରକାର।
ପଢ଼ିଲେ ପିଲାଙ୍କ ମଧ୍ୟରେ ଏକ ମଜାଦାୟକ ପରିବେଶ ସୃଷ୍ଟି ହୁଏ। ମଝିରେ ମଝିରେ ସେମାନେ ପରସ୍ପର ସହିତ ଖୁସିମଜା କରି କଥା ହୋଇ ମନକୁ ଫ୍ରେଶ୍‌ କରିଥାନ୍ତି। ଏହା ସହିତ ଯେଉଁମାନେ ପାଠ ନ ପଢ଼ି ଅନ୍ୟ କିଛି କାମ କରୁଥାନ୍ତି ସେମାନଙ୍କୁ ବି ଜଗିବାକୁ ପଡ଼େନି। ସେମାନେ ପରସ୍ପର ପ୍ରତି ଏ କ୍ଷେତ୍ରରେ ଦୃଷ୍ଟି ରଖିଥାନ୍ତି।
ଭୟ କିମ୍ବା ଅନ୍ୟ କେଉଁ କାରଣରୁ ପିଲାମାନେ କ୍ଲାସ୍‌ରେ ନିଜର ସନ୍ଦେହ ସମ୍ପର୍କରେ ପଚାରିପାରି ନ ଥାନ୍ତି। କିନ୍ତୁ ଏକାଠି ପଢ଼ିବା ସମୟରେ ପରସ୍ପରକୁ ବେଶ୍‌ ସହଜରେ ପଚାରି ବୁଝିପାରନ୍ତି। ତେଣୁ ସେମାନଙ୍କର ଜ୍ଞାନ ବୃଦ୍ଧି ହୋଇଥାଏ।
ପଢ଼ିବା ସମୟରେ ବି ନିଜକୁ ବୋରିଂ ଲାଗୁଥିବା ବିଷୟ ଅନ୍ୟମାନଙ୍କ ସହାୟତାରେ ମଜା ଲାଗିପାରେ।
ପଢୁଥିବା ସମୟରେ କୌଣସି ସମସ୍ୟା ଆସିଲେ ସହାୟତା ପାଇଁ ପିଲାମାନେ ଶିକ୍ଷକ କିମ୍ବା ଅଭିଭାବକଙ୍କ ସହାୟତା ନେଇଥାନ୍ତି। ଯଦି ପାଖରେ କେହି ନ ଥାନ୍ତି ତେବେ ସେହି ପ୍ରଶ୍ନକୁ ଛାଡ଼ି ଅନ୍ୟ ବିଷୟ ପଢିବାକୁ ହୋଇଥାଏ। ମାତ୍ର ଏକାଠି ପଢ଼ିବା ସମୟରେ ପ୍ରତି ପ୍ରଶ୍ନର ଉତ୍ତର କାହା ପାଖରେ ତ ନିଶ୍ଚୟ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri