Home Left

ରାଜସ୍ଥାନର ପ୍ରଥମ ମହିଳା ବଡି ବିଲ୍ଡର

ଜୟପୁର: ଇଚ୍ଛାଶକ୍ତି ଥିଲେ ମଣିଷ ସମସ୍ତ କାର୍ଯ୍ୟ କରିପାରିବ। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ତାକୁ ପଛରେ ପକାଇ ପାର କରିଯିବ। ଏପରି କିଛି କରିଛନ୍ତି ରାଜସ୍ଥାନର ଜଣେ ମହିଳା। ପ୍ରିୟା ସିଂ ଥାଇଲାଣ୍ଡର ଇଣ୍ଟର ନ୍ୟାଶନାଲ ବଡି ବିଲ୍ଡିଂ ଚାମ୍ପିୟନ୍‌ଶିପ୍‌ରେ…

କସ୍‌ମେଟିକ୍‌ ସର୍ଜରିରୁ ମୃତ୍ୟୁ

ୱାଶିଂଟନ୍‌: ସୁନ୍ଦର ଦେଖାଯିବା ପାଇଁ ଆମେରିକାର ଜଣେ ମହିଳା ତାଙ୍କ କସ୍‌ମେଟିକ୍‌ ସର୍ଜରି କରିଥିଲେ। କିନ୍ତୁ କିଛିଦିନ ମଧ୍ୟରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଚିକାଗୋର ମହିଳା ସୁକ୍ରେତା ଟାଲିବର୍‌ ତାଙ୍କ କସ୍‌ମେଟିକ୍‌ ସର୍ଜରି ପାଇଁ ୧୨ ଡିସେମ୍ବରରେ ହସ୍ପିଟାଲରେ…

ହସ୍ପିଟାଲ ମେସେଜ୍‌ ଦେଖି ଡରିଗଲେ ୮ ହଜାର ରୋଗୀ

ଲଣ୍ଡନ: ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୮,୦୦୦ ରୋଗୀଙ୍କ ପାଖକୁ ଏକ ସମୟରେ ଏକ ମେସେଜ୍‌ ଆସିଥିଲା। ଯାହାକୁ ଦେଖି ସମସ୍ତେ ବ୍ୟସ୍ତ ଏବଂ କାନ୍ଦି ପକାଇଥିଲେ। ବ୍ରିଟେନ୍‌ର ଏକ ଆସ୍କେନ ହସ୍ପିଟାଲରେ ଏପରି ଘଟଣା ଘଟିଛି। ରିପୋର୍ଟ ମୁତାବକ, ହସ୍ପିଟାଲ ପକ୍ଷରୁ…

ଭାଜପା ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛପଟୁ ମିଳିଲା ମହିଳାଙ୍କ ମୃତଦେହ

ମୁମ୍ବାଇ,୩୧ା୧୨: ମହାରାଷ୍ଟ୍ରର ସତାରରେ ଥିବା ଭାଜପା ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛପଟୁ ଜଣେ ମହିଳାଙ୍କ ଅଧାପୋତା ହୋଇଥିବା ମୃତଦେହ ମିଳିଛି। ମହିଳାଙ୍କୁ କେହି ହତ୍ୟା କରି ବଙ୍ଗଳା ପଛପଟେ ପୋତି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତଦେହ ପଚି ଯାଇଥିବାରୁ ତାଙ୍କୁ…

କଇଁଛକୁ ଆକ୍ରମଣ କରି ଯୁବକ ଜେଲ ଗଲେ

ଓ୍ବାଶିଂଟନ୍‌: ନିଶା ମଣିଷର ସବୁଠାରୁ ବଡ଼ ଶତ୍ରୁ। ଯେତେବେଳେ ସେ ନିଶାରେ ଥା’ନ୍ତି, ସେତେବେଳେ କିଛି ଅଜବ କାମ କରିଥା’ନ୍ତି। ତାହା ମଜାଳିଆ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହୋଇପାରେ। ଆମେରିକାର ଜଣେ ବ୍ୟକ୍ତି ନିଶାରେ ଏକ ଦୁର୍ଲଭ କଇଁଛକୁ ଆକ୍ରମଣ କରି…

ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ

ଭୁବନେଶ୍ୱର, ୩୧ା୧୨(ସ୍ପୋଟର୍‌ସ ବ୍ୟୁରୋ): ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ, ରାଜ୍ୟ କ୍ରୀଡ଼ା ଯୁବସେବା ବିଭାଗ ଓ କିଟ୍‌ ୟୁନିଭର୍ସିଟିର ସହଯୋଗରେ ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ୩୪ତମ ଜାତୀୟ ସବ୍‌ ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ଏହାର ୧୭…

ଦୁଇ ବର୍ଷ ଲେଖାଏ ବ୍ୟବଧାନରେ ହୋଇଥିଲା ପ୍ରଥମ ୩ ବିଶ୍ୱକପ୍‌

ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଆନୁକୂଲ୍ୟରେ ପୁରୁଷ ହକି ବିଶ୍ୱକପ୍‌ ୧୯୭୧ରୁ ଆରମ୍ଭ ହୋଇଥିଲା। ଇତିହାସ ଅବଲୋକନ କଲେ ଜଣାଯାଏ ଯେ, ପ୍ରଥମ ୩ ବିଶ୍ୱକପ୍‌ ପ୍ରତି ୨ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ବିଶ୍ୱକପ୍‌ର ଆୟୋଜନ ଭାର ପାଇଥିଲା…

ଓଡ଼ିଶା ବାଳିକା ଦଳକୁ ରୌପ୍ୟ

ଭୁବନେଶ୍ୱର, ୩୧ା୧୨(କ୍ରୀଡ଼ା ପ୍ରତିନିଧି): ପଶ୍ଚିମବଙ୍ଗରେ ଅନୁଷ୍ଠିତ ୪୧ତମ ଜାତୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ରୌପ୍ୟ ପଦକ ହାସଲ କରିଛି। ଦୀର୍ଘବର୍ଷ ପରେ ବାଳିକା ଦଳକୁ ଏହି ସଫଳତା ମିଳିଛି। ସେମିଫାଇନାଲରେ କୋହ୍ଲାପୁରକୁ ହରାଇଥିବା ଓଡ଼ିଶା ଫାଇନାଲରେ…

ଶ୍ରୀକ୍ଷେତ୍ରରେ ନୂଆବର୍ଷ ଭିଡ଼, ଲାଗିଲା କଟକଣା

ପୁରୀ ଅଫିସ,୩୧।୧୨: ନୂଆ ଆଶା, ନୂଆ ଉଦ୍ଦୀପନା ନେଇ ଆସୁଛି ନୂଆବର୍ଷ। ୨୦୨୩କୁ ସ୍ବାଗତ କରିବାକୁ ଚାହିଁ ରହିଛନ୍ତି ବିଶ୍ୱବାସୀ। ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଲାଗି ରହିଛି। ଶୁକ୍ରବାର ମଧ୍ୟ ଶ୍ରୀମନ୍ଦିର, ବଡଦାଣ୍ଡ ଓ ସମୁଦ୍ରକୂଳରେ…

ତ୍ରିଶୁର ଫୁଟ୍‌ବଲ କ୍ଲବ ପଣ୍ଡିଚେରୀ ଚାମ୍ପିୟନ

ଟାଙ୍ଗୀ (ଖୋର୍ଦ୍ଧା),୩୧ା୧୨ (ଡି.ଏନ୍‌.ଏ.): ମହାବୀର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ କୁହୁଡ଼ି ଜନତା ହାଇସ୍କୁଲ ଷ୍ଟାଡିୟମରେ ଚାଲିଥିବା ୬୩ତମ ସର୍ବଭାରତୀୟ ମହାବୀର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ତ୍ରିଶୁର ଫୁଟ୍‌ବଲ କ୍ଲବ ପଣ୍ଡିଚେରୀ। ଶୁକ୍ରବାର ଖେଳାଯାଇଥିବା ଫାଇନାଲରେ ଏହି…

ରଶ୍ମିରଞ୍ଜନଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୩୧ା୧୨(ସ୍ପୋଟର୍‌ସ ବ୍ୟୁରୋ): ପଞ୍ଜାବର ଲୁଧିଆନାଠାରେ ୧୪ତମ ଜାତୀୟ ସିନିୟର ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ଏକ ୧୭ଜଣିଆ ଦଳ ଅଂଶଗ୍ରହଣ କରିଥିଲେ। ୯୦କେଜି ଓଜନ ବର୍ଗରେ ଓଡ଼ିଶାର ରଶ୍ମିରଞ୍ଜନ ସାହୁ ପ୍ରଥମ ସ୍ଥାନ…

ସିକ୍କିମକୁ ୩-୦ରେ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୩୧ା୧୨ (କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ଜାତୀୟ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟରେ ଶୁକ୍ରବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି। ଏଥିରୁ ଗୋଟିଏ ମ୍ୟାଚରେ ଓଡ଼ିଶା ୩-୦ ଗୋଲରେ ସିକିମକୁ ପରାସ୍ତ କରିଛି। କ୍ୟାପିଟାଲ ଫୁଟବଲ ଆରୋନାରେ ଅନୁଷ୍ଠିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri