ଶିମିଳିପାଳରେ ବନାଗ୍ନି ରୋକିବା ଲାଗି ତତ୍ପରତା
ବାରିପଦା ଅଫିସ,୪।୧: ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ରୋକିବା ନିମନ୍ତେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ଆଞ୍ଚଳିକ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଆଞ୍ଚଳିକ…
ବୁରୁଜରୁ ଛୋଟ ପଥର କାଢି ବଡ଼ ଲଗାଅ
ଜଗତ୍ସିଂହପୁର ଅଫିସ, ୪ା୧: ବର୍ଷା ଦିନ ଆସିଲେ ଜଗତ୍ସିଂହପୁର ଜିଲାର ନଦୀକୂଳିଆ ଲୋକେ ଚିନ୍ତାରେ ପଡିଯାଆନ୍ତି। ବିଶେଷକରି ଦେବୀ ନଦୀର ବିଭିନ୍ନ ସ୍ଥାନରେ ବିପଦ ଆଶଙ୍କା ପ୍ରକାଶ ପାଏ । ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ କିଛି ସ୍ଥାନରେ କାମ ଚାଲିଛି…
ନିଯୁକ୍ତି କ୍ଷେତ୍ରରେ ମିଥ୍ୟା ରିପୋର୍ଟ ପ୍ରକାଶ କରୁଛନ୍ତି ସରକାର: ଭାଜପା
ଭୁବନେଶ୍ବର, ୪।୧(ବ୍ୟୁରୋ): ରାଜ୍ୟ ସରକାର ବେକାରି ଯୁବକଙ୍କୁ ମିଛ କହି ପ୍ରତାରଣା କରିବା ସହ ଭୁଆଁ ବୁଲାଉଛନ୍ତି। ସରକାର ବାହାବା ନେବା ଲାଗି ଯୁବକଙ୍କୁ ରୋଜଗାର ଯୋଗାଉଥିବା କଥା କହୁଛନ୍ତି। କିନ୍ତୁ ବାସ୍ତବରେ ବେରୋଜଗାରରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଏନ୍ସିଆର୍ବି…
ରାହୁଲ ଜଣେ ଯୋଦ୍ଧା: ପ୍ରିୟଙ୍କା
ଗାଜିଆବାଦ୍, ୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଯୋଦ୍ଧା। ଶାସକ ଦଳର ପରାକ୍ରମରେ ସେ ଭୟ କରୁ ନ ଥିବା ଦଳୀୟ ନେତ୍ରୀ ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି। ମଙ୍ଗଳବାର ଭାରତ ଯୋଡ଼ୋ ଯାତ୍ରା ଦିଲ୍ଳୀରୁ ଉତ୍ତର…
କେନ୍ଦ୍ରାପଡ଼ା ସହରରେ ବଢ଼ୁଛି ଜବରଦଖଲ
କେନ୍ଦ୍ରାପଡ଼ା ଅଫିସ, ୪ା୧: କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଘୋଷଣାକୁ ଇତିମଧ୍ୟରେ ୧୫୪ ବର୍ଷ ପୂରିଛି। ତେବେ ଏହି ସର୍ବପୁରାତନ ମ୍ୟୁନିସିପାଲିଟି ବିବିଧ ସମସ୍ୟାରେ ବୁଡି ରହିଛି। ଜବରଦଖଲ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଠିକ୍ ଧରଣର ଚାଲୁନାହିଁ।…
ଧାନବିକ୍ରିକୁ ନେଇ ଚିନ୍ତାରେ ଚାଷୀ
ପଟ୍ଟାମୁଣ୍ଡାଇ, ୪ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଚାଷୀମାନେ ଅଭାବୀ ଧାନ ବିକ୍ରିର ସମ୍ମୁଖୀନ ହୋଇ ନିରାଶ ହୋଇପଡିଲେଣି। ଚାଷୀଙ୍କୁ ଅଭାବୀ ଧାନ ବିକ୍ରି କରିବାକୁ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି। ଧାନ କିଣା ତ୍ୱରାନ୍ବିତ ନ ହେବା ପଛରେ ମନ୍ଦ…
ସୃଜନଶୀଳତାର ପରିପ୍ରକାଶରେ ବ୍ରେଲିର ଭୂମିକା
ମଣିଷର କ୍ରମବିକାଶ ହେବା ସହ ଭାବର ଆଦାନପ୍ରଦାନ ପାଇଁ ବିଭିନ୍ନ ମାଧ୍ୟମ ସେ ଆପଣା ଛାଏଁ ବାହାର କରିଥିଲା। ପରବର୍ତ୍ତୀ ସମୟରେ ଏହା ବିଭିନ୍ନ ଭାଷାର ସ୍ଥାନ ନେଇଥିଲା। ଏହା ମାଧ୍ୟମରେ ମଣିଷ ମନର କଥା ଏବଂ ସୃଜନଶୀଳତାର ପରିପ୍ରକାଶ କରୁଥିଲା।…
ମହାକାଳପଡ଼ା: ଅପପୁଷ୍ଟିରେ ଶିକାର ୧୪୫ ଶିଶୁ ଚିହ୍ନଟ
ମହାକାଳପଡ଼ା,୪ା୧(ଡି.ଏନ୍.ଏ.): ରାଜ୍ୟରେ ଗର୍ଭବତୀ ମହିଳା ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସରକାରଙ୍କ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳରେ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି। ତେବେ ପ୍ରତ୍ୟେକ କେନ୍ଦ୍ର ଅଧୀନରେ ଆସୁଥିବା ଶିଶୁ, ଗର୍ଭବତୀ ମହିଳା, ପ୍ରସୂତିମାନଙ୍କର ପୂର୍ଣ୍ଣାଙ୍ଗ…
ଆଖିରେ ଟାଟୁ କରି ମହିଳା ଅନ୍ଧ
ୱାର୍ସ: ଅନେକ ଲୋକ ଶରୀରର ବିଭିନ୍ନ ଅଂଶରେ ଟାଟୁ କରିଥାନ୍ତି। କେହି କେହି ତ ସମ୍ପୂର୍ଣ୍ଣ ଶରୀର ଟାଟୁରେ ଭରି ଦେଇଥାନ୍ତି। କିନ୍ତୁ ଶରୀରର କେତେକ ସୂକ୍ଷ୍ମ ଅଂଶ ରହିଛି, ଯେଉଁଠାରେ ଟାଟୁ କରିବା ବିପଜ୍ଜନକ ହୋଇଥାଏ। ଏଥିପାଇଁ ସେମାନଙ୍କୁ ବିଭିନ୍ନ…
ଗୁଡ଼ିରେ ମାଞ୍ଜାସୂତା ବ୍ୟବହାର ନିଷେଧ ହେଉ
କଟକ ଅଫିସ,୪ା୧: ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି। ହେଲେ ଗୁଡ଼ି ଉଡ଼ାଇବାର ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁ ଜନସାଧାରଣ ବିପଦର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରମୁଖ କାରଣ ପାଲଟିଥିବା ଗୁଡ଼ିରେ ମାଞ୍ଜାସୂତା ବ୍ୟବହାରକୁ ନିଷେଧ କରାଯିବା ନେଇ କଟକ ମେରିଆବଜାର…
ସାଂଘାଇର ୭୦% ଲୋକ କୋଭିଡ୍ ଆକ୍ରାନ୍ତ
ସାଂଘାଇ,୪।୧: ଚାଇନାରେ କୋଭିଡ୍ ସ୍ଥିତି ଦିନକୁ ଦିନ ଉଦ୍ବେଗଜନକ ହେବାରେ ଲାଗିଛି। ବେଜିଂ ପରେ ଏବେ ସାଂଘଇରେ ମହାମାରୀ କରୋନା କାୟା ବିସ୍ତାର କରିଛି। ଚାଇନା ଗବେଷକଙ୍କ ମତରେ ସାଂଘାଇର ୭୦% ଲୋକ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ହୋଇସାରିଛନ୍ତି। ପୂର୍ବ…
ଶିଖରଚଣ୍ଡୀ ମାଷ୍ଟରପ୍ଲାନ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ବର,୪ା୧(ବ୍ୟୁରୋ): ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାଶର୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବେ ବିକଶିତ କରାଯିବ। ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ। ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ…
Archives


