Home Left

ଶ୍ରୀନଗରରେ ଜି୨୦ ବୈଠକ ଲାଗି ହେଲା ତାରିଖ ଘୋଷଣା

ନୂଆଦିଲ୍ଲୀ,୯ା୪: ଚାଇନା ଏବଂ ପାକିସ୍ତାନର ବିରୋଧ ସତ୍ତ୍ୱେ ଭାରତ ଶ୍ରୀନଗରରେ ଜି୨୦ ବୈଠକ କରିବା ଲାଗି ତାରିଖ ଘୋଷଣା କରିଛି। ଶ୍ରୀନଗରରେ ଜି୨୦ର ବୈଠକ ବନ୍ଦ କରିବା ଲାଗି ପାକିସ୍ତାନ ସରକାର ସାଉଦି ଆରବ, ତୁର୍କୀ ଓ ଚାଇନା ସହ ଲବି…

କେରଳ ଟ୍ରେନ୍‌ ଯାତ୍ରୀ ପୋଡ଼ି ମାମଲାର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୯ା୪: କେରଳ ଟ୍ରେନ୍‌ ଯାତ୍ରୀଙ୍କ ଦେହରେ ନିଆଁ ଲଗାଇଦେବା ମାମଲାରେ ଗିରଫ ଅଭିଯୁକ୍ତ ଶାରୁଖ ସୈଫିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏହା ଆତଙ୍କବାଦ ମାମଲା ବୋଲି ସ୍ପଷ୍ଟ ହୋଇଛି। ଏନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମାମଲାର…

ସରକାର ବିରୋଧୀ ଗୀତ ଗାଇବା ରାପରଙ୍କୁ ମହଙ୍ଗା ପଡ଼ିଲା

ମୁମ୍ବାଇ,୯ା୪: ସରକାର ବିରୋଧୀ ଗୀତ ଗାଇଥିବା ଜଣେ ମରାଠୀ ରାପର ଉମେଶ ଖାଡ଼େଙ୍କ ନାମରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ରାପର ଉମେଶ ଅଶ୍ଳୀଳ ଓ ଅପମାନଜନକ ଗୀତ ଗାଇଥିଲେ। ଏହାଦ୍ୱରା ରାଜନେତା, କୃଷକ ଏବଂ…

ଦୁର୍ଘଟଣାରେ ଚାମ୍ପିୟନ ଇଥାନ ବୟେଜଙ୍କ ପରଲୋକ

ସାନ୍‌ ଫାନ୍‌ସିସ୍‌କୋ, ୯ା୪: ସାନ୍‌ ଫ୍ରାନ୍‌ସିସ୍କୋ ନ୍ୟାଶନାଲ ପାର୍କ ନିକଟରେ ଏକ କାର୍‌ ଧକ୍କାରେ ସାଇକ୍ଲିଷ୍ଟ ଇଥାନ ବୟେଜଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୪୪ବର୍ଷ ବୟସ ହୋଇଥିଲା। ସେ ସାଇକେଲ ଚଳାଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟଛି। ଚିକିତ୍ସା ପାଇଁ…

ବିଜୟଙ୍କ ବିସ୍ଫୋରକ ବ୍ୟାଟିଂ

ଅହମ୍ମଦାବାଦ,୯।୪: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଆଇପିଏଲ୍‌ର ୧୪ତମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଦଳର ସାଇ ସୁଦର୍ଶନ ଏବଂ ବିଜୟ ଶଙ୍କରଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ…

୧୭ ଶହ ୪୦ ଲିଟର ସ୍ପିରିଟ ଜବତ: ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ, ୯।୪: ଅବକାରୀ ଗୁଇନ୍ଦା ଟିମ୍‌ ରବିବାର ଦୁଇଟି ସ୍ଥାନରେ ଚଢାଉ କରି ୧୭୪୦ ଲିଟର ବେଆଇନ ସ୍ପିରିଟ ଜବତ କରିଛି। ଅନ୍ୟପକ୍ଷେ ୨ଟି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ସହର ଏବଂ ଆଖପାଖ ଅଞ୍ଚଳରେ ପ୍ରସ୍ତୁତ…

ପାକିସ୍ତାନରେ ପିଏଚଡି ଛାତ୍ରଙ୍କୁ ୧୧ ରାଉଣ୍ଡ ଗୁଳି

ଇସଲାମାବାଦ,୯।୪: ପାକିସ୍ତାନର ଇନଷ୍ଟିଚ୍ୟୁଟ ଅଫ ବିଜନେସ ଆଡମିନିଷ୍ଟ୍ରେଶନ(ଆଇବିଏ) ସହ ଜଡିତ ପ୍ରମୁଖ ପିଏଚଡି ସ୍କଲାର ଡା. ଅଜମଲ ସାଓ୍ବଂଦଙ୍କ ଉପରକୁ ସିନ୍ଧ ଅଞ୍ଚଳରେ ଆଦିବାସୀ ଝଗଡ଼ାରେ ଗୁଳି କରି ହତ୍ୟା କରାଯାଇଛି। ଏହି ସୂଚନା ଏଆରଓ୍ବାଇ ନ୍ୟୁଜ ରବିବାର ଦେଇଛି। ଏକ…

କୁନି ଲେଖକ

୪ ବର୍ଷ ବୟସର ପିଲା ଖେଳିବା, ଦୁଷ୍ଟ ହେବା, ମସ୍ତି କରିବା ଓ ପାଠ ନ ପଢିବା ଲାଗି ବାହାନା କରୁଥିବା ଦେଖିଥିବେ। ହେଲେ ୟୁଏଇର ଆବୁଧାବୀରେ ରହୁଥିବା ୪ ବର୍ଷୀୟ ବାଳକ ସଈଦ ରାଶିଦ ଅଲ୍ମିହରୀ ଏତେ କମ୍‌ ବୟସରେ…

ଅସରପା ସଂଗ୍ରହାଳୟ

ଘରେ ଅସରପା ହୋଇଗଲେ ସମସ୍ତେ ଗୋଡେଇ ଗୋଡେଇ ମାରନ୍ତି। ଅବା କୀଟନାଶକ ସ୍ପ୍ରେ କରି ତାଙ୍କ ବଂଶ ମୂଳପୋଛ କରି ଦିଆଯାଏ। କହିବାକୁଗଲେ ଅସରପା କାହାର ବି ପ୍ରିୟ ହୋଇ ନ ଥାଏ। କିଏ ଏମାନଙ୍କୁ ଘୃଣା କରନ୍ତି ତ କିଏ…

ଥରିଲା ଆଣ୍ଡାମାନ ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୪.୧

ପୋର୍ଟ ବ୍ଲେୟାର,୯।୪: ନିକୋବର ଦ୍ୱିପରେ ରବିବାର ଦିନ ପ୍ରାୟ ୨ଟା ୫୯ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୧। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ।…

ଜ୍ୟାକଲିନଙ୍କ ପାଇଁ ପ୍ରେମ ପତ୍ର ଲେଖିଲେ ସୁକେଶ

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କ ରିଲେସନଶିପର ଚର୍ଚ୍ଚା ସବୁବେଳେ ହୋଇ ଆସୁଛି। ସୁକେଶ ଗିରଫ ହେବା ପରେ ଜ୍ୟାକଲିନ ବି ଅଡୁଆରେ ପଡି ଯାଇଛନ୍ତି। ତିହାର ଜେଲରେ ବନ୍ଦ ଥିବା ସୁକେଶ ସବୁବେଳେ ଜ୍ୟାକଲିନଙ୍କ…

ୟୁନି ସାଇକେଲ ପୋଲୋ

ଘୋଡା ଉପରେ ଲମ୍ବା ମାଲେଟ୍‌ (ହକ ଷ୍ଟିକ୍‌ ପରି) ସାହାଯ୍ୟରେ ଦୁଇଟି ଦଳ ଗୋଟିଏ ଛୋଟିଆ ବଲକୁ ନେଇ ଖେଳନ୍ତି ପୋଲୋ। ଏହି ଖେଳ ବେଶ୍‌ ରୋଚକ ହେବାସହ କଷ୍ଟକର ବି। ଘୋଡା ଚଳାଇବା ସହ ଲମ୍ବା ମାଲେଟ୍‌ ସାହାଯ୍ୟରେ ଅପୋନେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?