Home Left

ଆନ୍ଦୋଳନ ଦମନ ପାଇଁ ବଳ ପ୍ରୟୋଗ

ବେଜିଂ,୨୯।୧୧:ଚାଇନାରେ କଠୋର କୋଭିଡ୍‌ ନୀତିକୁ ବିରୋଧ କରି ବିଭିନ୍ନ ସହରରେ ଆନ୍ଦୋଳନ ଜୋର୍‌ଦାର ହେବା ସହ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି କରାଯାଉଛି। ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୋଲିସ ବଳ ପ୍ରୟୋଗ କରିଛି। କ୍ରମାଗତ ୨ ରାତି ଧରି…

ଦମ୍ପତିଙ୍କୁ ଗୁଳି କରି ହତ୍ୟା, କାରଣ ଅସ୍ପଷ୍ଟ

ବଡ଼ବିଲ,୨୯।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଲସର୍ଦା ଗାଁରେ ତେଜରାତି ଦୋକାନୀ ଦମ୍ପତିଙ୍କୁ କେତେକ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ସୋମବାର ରାତି ପ୍ରାୟ ୮ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ମୃତକ ଦୋକାନୀ ଦମ୍ପତି ହେଲେ…

ଯଶୋବନ୍ତ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବି

ବିରିଡି,୨୯।୧୧(ଡି.ଏନ.ଏ.): ଓଡ଼ିଆ ଭାଷା, ସଂସ୍କୃତିକୁ ଆଧ୍ୟାମତ୍ିକ ରଚନାବଳୀ ଦ୍ୱାରା ରୁଦ୍ଧିମନ୍ତ କରି ଓଡ଼ିଆ ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ କରିବାକୁ ମଧ୍ୟଯୁଗୀୟ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସିଦ୍ଧ ସାଧକ ଯଶୋବନ୍ତ ଦାସଙ୍କ ଅବଦାନ ଅବିସ୍ମରଣୀୟ। ପ୍ରତିବର୍ଷ ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀ (ଓଢଣ…

ସାହସୀ ଶ୍ରଦ୍ଧା

ମୁମ୍ବାଇ: ଶ୍ରଦ୍ଧା କପୁର ଖୁବ୍‌ଶିଘ୍ର ନିଜ ଆଗାମୀ ପ୍ରୋଜେକ୍ଟ୍‌ କାମ ଆରମ୍ଭ କରିବାକୁ ଯାଉଛନ୍ତି। ସେ କରିଥିବା ସବୁ ଫିଲ୍ମ ଆପେକ୍ଷା ଏହି ଫିଲ୍ମର କାହାଣୀ ସାଙ୍ଗକୁ ଶ୍ରଦ୍ଧା ଏକ ଭିନ୍ନ ଚରିତ୍ରରେ ନଜରକୁ ଆସିବେ। ଜମ୍ମୁ କଶ୍ମୀରର ସାହସୀ ଝିଅ…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ

ଅହମ୍ମଦାବାଦ,୨୯।୧୧: ଆସନ୍ତା ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଗୁଜରାଟ ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜନୀତି ବେଶ୍‌ ସରଗରମ ରହିଛି। ତେବେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିବା ବେଳେ ବହୁ ପ୍ରମୁଖ ବରିଷ୍ଠ ରାଜନେତା…

ଚାଇନାରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ସମର୍ଥନ କଲା ଆମେରିକା, କହିଲା ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ସ୍ୱର ଉତ୍ତୋଳନ କରିବାର ଅଧିକାର ରହିଛି

ୱାଶିଂଟନ,୨୯ ।୧୧: ଚାଇନାରେ ଲକଡାଉନକୁ ନେଇ କରାଯାଉଥିବା ବିରୋଧ ପ୍ରଦର୍ଶନକୁ ଆମେରିକା ସମର୍ଥନ କରିଛି । ଆମେରିକା କହିଛି ଚାଇନାରେ ଚାଲୁଥିବା ‘ଜିରୋ କୋଭିଡ ନୀତି’ କୌଣସି କାମ କରିବ ନାହିଁ । ଆମେ ଭାବୁଛୁ କି ଚାଇନାର ଜିରୋ କୋଭିଡ…

ଚର୍ଚ୍ଚାରେ ସମଲିଙ୍ଗୀଙ୍କ ଫଟୋଶୁଟ୍‌ 

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଏକ ସମଲିଙ୍ଗୀ କପୁଲଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦୁହେଁ ବିବାହ ଫଟୋଶୁଟ୍‌ କରୁଥିବା ନଜରକୁ ଆସିଛନ୍ତି। ରିପୋର୍ଟ ମୁତାବକ, ଉଭୟ ଫାତିମା ନୁରା ଏବଂ ଅଦିଲା ନସ୍‌ରିନ୍‌ କେରଳର ବାସିନ୍ଦା। ଅଦିଲା ଯୁକ୍ତ…

ଗାଇଡ୍‌ଙ୍କ ପ୍ରେମରେ ବିଦେଶିନୀ

ବେଙ୍ଗାଲୁରୁ: କର୍ନାକଟର ବାସିନ୍ଦା ଅନନ୍ତରାଜୁ ନିକଟରେ (ନଭେମ୍ବର ୨୫) ହମ୍ପିର ବିରୁପାକ୍ଷ ମନ୍ଦିରରେ ବେଲ୍‌ଜିୟମ୍‌ର ଝିଅଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି। ରିପୋର୍ଟ ଅନୁସାରେ, ଅନନ୍ତରାଜୁ ଅଟୋ ଚଲାଇବା ସହ ଟୁରିଷ୍ଟ ଗାଇଡ କାର୍ଯ୍ୟ କରନ୍ତି। ତେବେ ବେଲ୍‌ଜିୟମ୍‌ର କେମିଲି…

ମଶା କାମୁଡ଼ିବାରୁ ୩୦ ସର୍ଜରି

ବର୍ଲିନ: ମଶା କାମୁଡ଼ିଲେ ଡେଙ୍ଗୁ, ମ୍ୟାଲେରିଆ କିମ୍ବା ଜ୍ୱର ହେବାର ଆଶଙ୍କା ରହିଛି, ଯାହାର କାରଣ ମଶାଙ୍କଠାରେ ଥିବା ସ୍ବତନ୍ତ୍ର ପ୍ରକାର ପାରାସାଇଟ୍‌। କିନ୍ତୁ ମଶା କାମୁଡ଼ିବାରୁ ଅସ୍ତ୍ରୋପଚାର କରାଯିବା କିମ୍ବା ବ୍ୟକ୍ତି କୋମାକୁ ଚାଲିଯିବା କଥା ପଢ଼ିଲାବେଳକୁ ଯେତିକି ବିଚିତ୍ର…

ଝାରସୁଗୁଡ଼ାରେ ନୂତନ ଆଇଟିଡିଏ

ଝାରସୁଗୁଡ଼ା ଅଫିସ,୨୯ା୧୧: ଝାରସୁଗୁଡ଼ା ଜିଲାର ଆଦିବାସୀ ଅଧ୍ୟୁଷିତ କିର୍ମିରା ଓ ଲଇକେରା ବ୍ଲକକୁ ଆଦିବାସୀ ଉପଯୋଜନା (ଟିଏସ୍‌ପି)ରେ ସାମିଲ କରାଯାଇଛି। ଗତ ୨୪ ତାରିଖରେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତିରେ ଏହା ଘୋଷଣା କରାଯାଇଛି। ଏହା ସହିତ ଝାରସୁଗୁଡ଼ାଠାରେ ସମନ୍ବିତ…

ଲାଚିତ ବର୍ଫୁକାନ୍‌: ଭାରତୀୟ ପରାକ୍ରମର ଅବିନଶ୍ୱର ଯୋଦ୍ଧା

୯୮୨ ମସିହାର କଥା ମନେପଡ଼ୁଛି। ସେତେବେଳେ ମୋର ୭ମ। ଇତିହାସ ପୁସ୍ତକରେ ଥିବା ମହାବୀର ଲଚିତ ବର୍ଫୁକାନଙ୍କ ବିଷୟରେ ପଢ଼ିଲା ବେଳେ ତାଙ୍କ ବୀରତ୍ୱର କାହାଣୀ ଜାଣିବାକୁ ପାଇଥିଲି। ତାହା ମୋ ଉପରେ ଗଭୀର ରେଖାପାତ କରିଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ…

ଘରକୁ ଘର ବୁଲୁଛନ୍ତି ପ୍ରାର୍ଥୀ

ପଦ୍ମପୁର,୨୯।୧୧(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ରୋଡ୍‌ ଶୋ, ପଥପ୍ରାନ୍ତ ସଭା, ଘର ଘର ବୁଲି ନିଜ ନିଜ ସପକ୍ଷରେ ଭୋଟଭିକ୍ଷା କରିଛନ୍ତି। ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ପଦ୍ମପୁର ବ୍ଲକର ନୂଆପାଲି, ଗୌଡପାଲି, କନସିଂହା,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri