୧୦୦ କୋଟି କ୍ଲବରେ ସାମିଲ ହେଲା ‘ଭୋଲା’

ମୁମ୍ବାଇ: ଅଜୟ ଦେବଗନ ଓ ତବ୍ବୁ ଷ୍ଟାରର ମୁଭି ‘ଭୋଲା’ ଫାଇନାଲି ଗ୍ଲୋବାଲି ବକ୍ସ ଅଫିସରେ ୧୦୦ କୋଟି ବ୍ୟବସାୟ କରିବାର ସଂଖ୍ୟାକୁ ପାର କରିଯାଇଛି। ଏହି ମାଇଲ ଷ୍ଟୋନକୁ ପାର କରିବାକୁ ଫିଲ୍ମକୁ ୧୭ ଦିନ ସମୟ ଲାଗିଛି। ‘ଭୋଲା’ ଏବେ ତୃତୀୟ ସପ୍ତାହରେ ଓ ଫିଲ୍ମ ପାଇଁ ସଲମାନଙ୍କ ‘କିସି କା ଭାଇ କିସି କି ଜାନ’(୨୧ଏପ୍ରିଲରେ ରିଲିଜ)ର ରିଲିଜ ପୂର୍ବରୁ ଘରୋଇ ବକ୍ସ ଅଫିସରେ ବି କୌଣସି କମ୍ପିଟିଶନ ନଜର ଆସୁନାହିଁ। ଏମିତିବି ଫିଲ୍ମ ତୃତୀୟ ଓ୍ବିକରେ ୮୦କୋଟିରୁ ଅଧିକ ଘରୋଇ ନେଟ ବିଜନେସ କରିପାରେ।

୧୬ ଦିନର ବ୍ୟବସାୟ କଥା ଯଦି ଆଲୋଚନା କରାଯାଏ ତେବେ ତୃତୀୟ ଶୁକ୍ରବାରରେ ଅଜୟ ଦେବଗନଙ୍କ ମୁଭି ‘ଭୋଲା’ ଘରୋଇ ବକ୍ସ ଅଫିସରେ ୧.୮୦କୋଟି ଟଙ୍କା ବ୍ୟବସାୟ କରିଥିଲା। ଏହାସହ ଫିଲ୍ମର ମୋଟ ଆୟ ଏବେ ୮୦.୨୯ କୋଟି ହୋଇଯାଇଛି। ଏପଟେ ‘ଭୋଲା’ର ଓ୍ବାର୍ଲଡ ଓ୍ବାଇଡ ଗ୍ରସ କଲେକସନ ୧୦୧.୫୦ କୋଟି ହୋଇଯାଇଛି।
ଶାହାରୁଖ ଖାଁଙ୍କ ଆକ୍ସନ ମୁଭି ‘ପଠାନ’, ରଣବୀର କପୁରଙ୍କ ରୋମ କମ ‘ତୁ ଝୁଠି ମେ ମକ୍କାର’ ପରେ ‘ଭୋଲା’ ସାରା ବିଶ୍ୱରେ ୩ ଅଙ୍କ ଅତିକ୍ରମ କରିଥିବା ତୃତୀୟ ବଲିଉଡ ମୁଭି ପାଲଟି ଯାଇଛି। ସୂଚନାଯୋଗ୍ୟ, ପଠାନ ଗ୍ଲୋବାଲି ୧୦୦୦ କୋଟି ଟଙ୍କାରୁ ଅଧିକ ବିଜନେସ କରିଥିଲା। ସେହିପରି ରଣବୀର କପୁର ଓ ଶ୍ରଦ୍ଧା କପୁର ଷ୍ଟାରର ରୋମାଣ୍ଟିକ କମେଡି ‘ତୁ ଝୁଠି ମେ ମକ୍କାର’ ସାରା ବିଶ୍ୱରେ ୨୦୦ କୋଟିରୁ ଅଧିକ ଆୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?