Home Left

କାନ୍‌ପୁରରୁ ହିମାଳୟାନ୍‌ ଶାଗୁଣା ଉଦ୍ଧାର

ଲକ୍ଷ୍ନୌ: ପୃଥିବୀରେ ଅନେକ ପ୍ରାଣୀଙ୍କ ସଂଖ୍ୟା କମି କମି ବିଲୁପ୍ତପ୍ରାୟ। ସେଥିମଧ୍ୟରେ ଶାଗୁଣା ଅନ୍ୟତମ। ଉତ୍ତର ପ୍ରଦେଶର କାନ୍‌ପୁର ଅଞ୍ଚଳରୁ ଏକ ଭିଡିଓ ସାମ୍‌ନାକୁ ଆସିଛି, ଯେଉଁଥିରେ ହିମାଳୟର ବରଫ ଚୋଟିରେ ଶାଗୁଣା ଦେଖିବାକୁ ମିଳିଛି। କାନପୁରର କର୍ନଲଗଞ୍ଜ ଅଞ୍ଚଳର ଏକ…

ମେଟାରେ ନିଯୁକ୍ତ ହେଲେ ବିକାଶ ପୁରୋହିତ

ନୂଆଦିଲ୍ଲୀ,୧୦।୧: ଅନ୍ତଃରାଷ୍ଟ୍ରୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟାର ଗ୍ଲୋବାଲ ବିଜନେସ୍‌ ଗ୍ରୁପ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ଅଭିଜ୍ଞ ବିକାଶ ପୁରୋହିତଙ୍କୁ ନିକଟରେ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ସୋମବାର ମେଟା ବିକାଶଙ୍କ କାର୍ଯ୍ୟକଳାପ ଓ ନିଯୁକ୍ତି କ୍ଷେତ୍ର ସମ୍ପର୍କରେ ଅବଗତ…

ବିଏମ୍‌ଡବ୍ଲ୍ୟୁ ଆଇ ୭ର ବଜାର ପ୍ରବେଶ

ନୂଆଦିଲ୍ଲୀ,୧୦।୧: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ବିଏମ୍‌ଡବ୍ଲ୍ୟୁ ଇଣ୍ଡିଆ ୟୁନିଟ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌-ନ୍ୟୁ ବିଏମ୍‌ଡବ୍ଲ୍ୟୁ ଆଇ ୭ର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ବିଏମ୍‌ଡବ୍ଲ୍ୟୁ୭ ସିରିଜ୍‌ର ୭ମ ପିଢ଼ିକୁ ଫାର୍ଷ୍ଟ-ଏଭର୍‌ ଫୁଲି ଇଲେକ୍‌ଟ୍ରିକ୍‌ ବିଏମ୍‌ଡବ୍ଲ୍ୟୁ ଆଇ…

ଅମୁଲରୁ ଇସ୍ତଫା ଦେଲେ ସୋଢ଼ି

ନୂଆଦିଲ୍ଲୀ,୧୦।୧: ଦେଶର ପ୍ରମୁଖ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦକ (ଡାଏରୀ କମ୍ପାନୀ) ଅମୂଲ ମ୍ୟାନେଜମେଣ୍ଟରୁ ଆର.ଏସ୍‌. ସୋଢ଼ି ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏପରିକି ସୋମବାର ସୋଢ଼ି ଅମୂଲ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିବା ଅମୁଲ ପକ୍ଷରୁ କୁହାଯାଇଛି। ବିଶେଷକରି ଗୁଜରାଟ…

କଲ୍ୟାଣକୁମାର ଜେଏସ୍‌ଏଲ୍‌ର ନୂଆ ସିଏସ୍‌ଓ

ନୂଆଦିଲ୍ଲୀ,୧୦।୧: ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌)ର ନୂଆ ଚିଫ ସଷ୍ଟେନବିଲିଟି ଅଫିସର (ସିଏସଓ) ଭାବେ କଲ୍ୟାଣ କୁମାର ଭଟ୍ଟାଚାର୍ଜୀ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଜେଏସଏଲର ଶକ୍ତି ଏବଂ ଇଏସଜିର ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ଏପରିକି ଉପସଭାପତି…

ରାହୁଲ କହିଲେ କାହିଁକି ଆଉ କେବେ ପିନ୍ଧିଲେ ହାର୍ଫ ଟି ସର୍ଟ, କେବେ ପିନ୍ଧିବେ ସ୍ୱେଟର

ନୂଆଦିଲ୍ଲୀ,୧୦ ।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଭାରତ ଯୋଡୋ ଯାତ୍ରାକୁ ନେଇ ଖୁବ୍ ବ୍ୟସ୍ତ । ଏହି ଯାତ୍ରା ସମୟରେ ଦେଶରେ ପ୍ରବଳ ଶୀତ ପଡିଥିଲେ ବି ରାହୁଲ ଭାରତ ଯୋଡୋ ଯାତ୍ରାରେ କେବଳ ଟିସର୍ଟରେ ନଜର…

ଜେଲ୍‌ ଗଲେ ୬ ଅଭିଯୁକ୍ତ

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ମହିଳା ଅଞ୍ଜଳି ସିଂଙ୍କୁ କାର୍‌ରେ ଧକ୍କା ଦେଇ ୧୩ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ିନେବା ଘଟଣାର ୬ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କୁ ଜେଲ୍‌ ହାଜତକୁ ଅଣାଯାଇ ଭିଡିଓ କନ୍‌ଫରେନ୍ସ ଜରିଆରେ…

ମଦର ଗୋଟିଏ ବୁନ୍ଦା ବି ହୋଇପାରେ କ୍ୟାନସରର କାରଣ: ଡବ୍ଲୁଏଚଓ

ୱାଶିଂଟନ,୧୦ ।୧: ଅନେକ ଲୋକ ଭାବନ୍ତି କମ ପରିମାଣରେ ମଦ ପିଇଲେ ଏହା ଶରୀରର କୌଣସି କ୍ଷତି କରି ନଥାଏ । ହେଲେ ଏପରି ଭାବିବା ସମ୍ପୂର୍ଣ୍ଣ ରୂପେ ଭୁଲ । ଏହାକୁ ନେଇ ଅନେକ ଷ୍ଟଡି କରାଯାଇଛି । ହେଲେ…

୫୦ ଯାତ୍ରୀଙ୍କୁ ଛାଡ଼ି ଚାଲିଗଲା ବିମାନ

ବେଙ୍ଗାଲୁରୁ, ୧୦।୧: ମହିଳା ସହଯାତ୍ରୀଙ୍କ ଉପରେ ଯୁବକ ପରିସ୍ରା କରିବାର ଦୁଇ ଦୁଇଟି ଘଟଣା ଏବେ ଖବରର ଶିରୋନାମା ପାଲଟିଥିବାବେଳେ ଗୋ ଫାଷ୍ଟ ଫ୍ଲାଇଟ୍‌ ବିରୋଧରେ ଏକ ଅବହେଳାପୂର୍ଣ୍ଣ ଅଭିଯୋଗ ସାମ୍ନାକୁ ଆସିଛି। ସୋମବାର ଏହି ଘରୋଇ ବିମାନ ବେଙ୍ଗାଲୁରୁରୁ ଜାତୀୟ…

କୁଇନ୍‌ କନସର୍ଟ କାମିଲା ଜଣେ ଭିଲେନ: ହ୍ୟାରି

ମାଡ୍ରିଡ୍‌, ୧୦।୧: ବ୍ରିଟେନ୍‌ ରାଜକୁମାର ହ୍ୟାରି ନିଜର ଅଟୋବାୟୋଗ୍ରାଫି ‘ସ୍ପେୟାର’ରେ ସାବତ ମା’ ତଥା ବ୍ରିଟେନ୍‌ର କୁଇନ୍‌ କନସର୍ଟ କାମିଲାଙ୍କୁ ଭିଲେନ ବୋଲି କହିଛନ୍ତି। ହ୍ୟାରି ଓ ତାଙ୍କ ବଡ଼ଭାଇ ଓ୍ବିଲିୟମ୍‌ ବର୍ତ୍ତମାନର ରାଜା ଚାଲର୍‌ଡ ତୃତୀୟଙ୍କୁ କାମିଲାଙ୍କୁ ବିବାହ ନ…

ବିପଦସଙ୍କୁଳ ବିଲି୍ଡଂ ଚିହ୍ନଟ କଲା ପ୍ରଶାସନ

ଡେରାଡୁନ,୧୦।୧: ଉତ୍ତରାଖଣ୍ଡ ଚମୋଲି ଜିଲାର ଜୋଷୀମଠରେ ଜିଲା ପ୍ରଶାସନ ପକ୍ଷରୁ ବିଦପସଙ୍କୁଳ ବିଲ୍ଡିଂ ଚିହ୍ନଟ କରାଯାଇ ସେଗୁଡ଼ିରେ ନାଲିଛକି ଚିହ୍ନ ଦିଆଯାଇଛି। ଯେଉଁ କୋଠାରେ ରହିବା ବିପଜ୍ଜନକ ସେଠାକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସିନ୍ଧି ଗାନ୍ଧୀନଗର ଏବଂ ମନୋହର…

ସରକାରଙ୍କ ଉଦାସୀନତା ଦାୟୀ

ନୂଆଦିଲ୍ଲୀ,୧୦।୧: ଜୋଷୀମଠ ଓ ଏହାର ଆଖପାଖ ଅଞ୍ଚଳ ବିପଦପୂର୍ଣ୍ଣ ଜୋନ୍‌ରେ ଥିବା ନେଇ ଉତ୍ତରାଖଣ୍ଡ ସରକାରଙ୍କୁ ୨୦୦୧ରେ ରିପୋର୍ଟ ଦିଆଯାଇଥିଲା ବୋଲି ପରିବେଶ ବିଜ୍ଞାନୀ ଚଣ୍ଡି ପ୍ରସାଦ ଭଟ୍ଟ କହିଛନ୍ତି। ରିମୋଟ୍‌ ସେନ୍ସିଂ ଏବଂ ଜିଓଗ୍ରାଫିକ୍‌ ଇନ୍‌ଫର୍ମେଶନ ସିଷ୍ଟମ୍‌ (ଜିଆଇଏସ୍‌) ବ୍ୟବହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri