ଠେଙ୍ଗା ମାଡ଼ରେ ଯୁବକଙ୍କ ମୃତ: ଗିରଫ ପରେ ଅଭିଯୁକ୍ତ କୋର୍ଟଚାଲାଣ
ଭବାନୀପାଟଣା,୧୦।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ମହୁଲପାଟଣା ଫାଣ୍ଡି ଅନ୍ତର୍ଗତ ଖମାରପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଜଣେ ଯୁବକଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ଗ୍ରାମର ଡମେନ…
ମୁକ୍ତା ଯୋଜନାରେ ନିର୍ମାଣଧୀନ କାର୍ଯ୍ୟକୁ ବିଧାୟକଙ୍କ ଉପସ୍ଥିତିରେ ଭଙ୍ଗା ଘଟଣା: ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି
ଦେବଗଡ଼,୧୦।୧(ଡି.ଏନ୍.ଏ.): ଦେବଗଡ଼ ପୌରପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ ଶକ୍ତି ମହିଳା ଏସଏଚଜି ପକ୍ଷରୁ ନିର୍ମାଣଧୀନ ପ୍ରକଳ୍ପବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଭାଜପା ସମର୍ଥକଙ୍କ ଭଙ୍ଗାରୁଜା କରିଥିଲେ ଏହି ଘଟଣାରେ ମଙ୍ଗଳବାର ଜିଲା ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯିବା…
କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ: ଗୁଆହାଟି ମଇଦାନରେ ମାରିଲେ କ୍ୟାରିୟରର ୪୫ତମ ଶତକ
ଗୁଆହାଟି,୧୦।୧: ନିଜ କ୍ୟାରିୟରର ୪୫ତମ ଶତକ ମାରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷରେ ମଙ୍ଗଳବାର ଖେଳାଯାଉଥିବା ମ୍ୟାଚ୍ରେ ସେ ବିସ୍ଫୋରକ ବ୍ୟାଟିଂ କରି ୮୭ ବଲ୍ରେ ୧୧୩ ରନ୍ର ଇନିଂସ ଖେଳିଛନ୍ତି। ତେବେ ଏହା ଶ୍ରୀଲଙ୍କା ବିପକ୍ଷରେ କୋହଲିଙ୍କ…
ପୌରପରିଷଦ ନିର୍ବାହୀ ଅଧିକାରୀ, କର୍ମଚାରୀଙ୍କୁ ଗିରଫ ଦାବିରେ ବିକ୍ଷୋଭ
ଦେବଗଡ଼,୧୦।୧(ଡି.ଏନ୍.ଏ.): ୨ ତାରିଖ ଦେବଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ତପନ ମହାପାତ୍ର ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଉପନଗରପାଳ ପ୍ରଜିତ ଭୋଜ ଓ ସ୍ବାଧୀନ କାଉନସିଲର ଧର୍ମେନ୍ଦ୍ର ଦେବତା ତାଙ୍କୁ ମାଡ଼ ମାରିବା ସହିତ ଆକ୍ରମଣ କରିଥିବା ନେଇ ମହାପାତ୍ର ଦେବଗଡ଼…
ଦ୍ୱିତୀୟ ବିବାହ ଲାଗି ଦିନ ଗଣିଲେଣି ହ୍ରିତିକ ! ଚଳିତ ବର୍ଷ ମିଳିପାରେ…
ବମ୍ବେ: ଦ୍ୱିତୀୟ ବିବାହ କରିବାକୁ ମନ ବଳାଇଲେଣି ବଲିଉଡ୍ର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ ରୋଶନ। ଚଳିତ ବର୍ଷ ସେ ପ୍ରେମିକା ସବା ଆଜାଦଙ୍କ ହାତ ଧରିପାରନ୍ତି। ଉଭୟ ପରିବାର ସମ୍ପର୍କକୁ ନେଇ ଖୁସି ଅଛନ୍ତି। ଏଣୁ ପ୍ରଶଂସକଙ୍କୁ ଖୁବ୍ଶୀଘ୍ର ଖୁସି ଖବର…
ସାଇକେଲରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହକିପ୍ରେମୀ
ଭୁବନେଶ୍ବର,୧୦।୧(ବ୍ୟୁରୋ): ବର୍ତ୍ତମାନ ହକିକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। କଟକରୁ ସୁନ୍ଦରଗଡ, ସବୁଠି ଉତ୍ସବ ମୁଖର । ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ ଆୟୋଜନ ହେଉଥିବାରୁ ଆନନ୍ଦଲହରୀ ଖେଳିଯାଇଛି। ଏହା ସହିତ ରାଉରକେଲାରେ ବିଶ୍ବର ବୃହତ୍ତମ…
ଦଳରୁ ଶତକ-ଦ୍ୱିଶତକ ମାରିଥିବା ଖେଳାଳି ବାହାର, ଚମକାଇଲା ରୋହିତଙ୍କ ନିଷ୍ପତ୍ତି
ଗୁଆହାଟି,୧୦।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ମଙ୍ଗଳବାର ଗୁଆହାଟିର ବାରସପାରା ଷ୍ଟାଡିୟମରେ ଉଭୟ ଟିମ୍ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯାଉଛି। ତେବେ ମ୍ୟାଚ୍ ଆରମ୍ଭରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ…
ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ରାହୁଲ ଗାନ୍ଧୀ, ଦେଶର ସୁଖ, ସମୃଦ୍ଧି ପାଇଁ କଲେ ପ୍ରାର୍ଥନା
ପଞ୍ଜାବ,୧୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ପଞ୍ଜାବର ଅମୃତସରରେ ପହଞ୍ଚିଛି। ଏହି ସମୟରେ ରାହୁଲ ଗାନ୍ଧୀ ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି। ତେବେ ରାହୁଲ ଗାନ୍ଧୀଙ୍କ ସ୍ବର୍ଣ୍ଣ ମନ୍ଦିର ଗସ୍ତର ଫଟୋ କଂଗ୍ରେସ…
ଏହି ଅଭିନେତ୍ରୀଙ୍କ ସହ ହ୍ରିତିଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ ପରେ ହୋଇଥିଲା ହଙ୍ଗାମା
ବଲିଉଡର ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆଜି ଜନ୍ମଦିନ। ୨୦୦୦ର ହିଟ ଫିଲ୍ମ ‘କହୋନା ପ୍ୟାର୍ ହୈ’ ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ହ୍ରିତିକ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ତେବେ, ୨୦୧୪ରେ ଉଭୟଙ୍କ ଛାଡପତ୍ର ହୋଇଥିଲେ। ସେହି…
ଓସ୍କାର ଦୌଡରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’
ମୁମ୍ବାଇ: ଗତବର୍ଷର ସୁପରହିଟ୍ ମୁଭି ‘ଦ କଶ୍ମୀର ଫାଇଲ୍ସ’ ଓସ୍କାର ଦୌଡରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଛି । ନିର୍ଦ୍ଦେଶ ବିବକେ ଅଗ୍ନିହୋତ୍ରୀଙ୍କ ମୁଭି ‘ ଦ କଶ୍ମୀର ଫାଇଲ୍ସ’ ଓସ୍କାର ୨୦୨୩ ପାଇଁ ସର୍ଟଲିଷ୍ଟ ହାଇସାରିଛି । କେବଳ ଏତିକି…
କୋଟିଶ୍ୱର ସିଂ ଗୁଆହାଟୀ ହାଇକୋର୍ଟ ମୁଖ୍ୟ କାର୍ଯ୍ୟକାରୀ ବିଚାରପତି ନିଯୁକ୍ତ…
ଗୁଆହାଟୀ,୧୦।୧ : ଜ ଷ୍ଟିସ ଏନ.କୋଟିଶ୍ୱର ସିଂଙ୍କୁ ଗୁଆହାଟୀହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ନ୍ୟାୟ ବିଭାଗ, ଆଇନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଜଷ୍ଟିସ କୋଟିଶ୍ୱର ସିଂ ଜାନୁଆରୀ ୧୨ ରୁ…
କାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ,୧୦।୧: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ। ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ । ଭକ୍ତମାନେ ଅପରାହ୍ନ ପ୍ରାୟ ୩ରୁ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ। ଅପରାହ୍ନରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ…
Archives


