Home Left

କାର୍ଯ୍ୟକ୍ଷମ ହେବ ଘୁଡ଼ିଆନାଳି ଜଳସେଚନ ପ୍ରକଳ୍ପ

ଛେଣ୍ଡିପଦା,୧୦ା୧(ସ୍ବ.ପ୍ର.): ଦୀର୍ଘ ୩୦ବର୍ଷ ହେବ ଅଚଳ ହୋଇପଡିଥିବା ଛେଣ୍ଡିପଦା ବ୍ଲକ ବାହାଳସାହି ପଞ୍ଚାୟତର ଘଡିଆନାଳି ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ହେବ। ରବିବାର ଏହି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଚାଷୀମାନଙ୍କ ମନରେ ଆନନ୍ଦ ଦେଖାଦେଇଛି। ମୁଖ୍ୟ ଅତିଥି…

‘କ୍ରିସ୍‌-୪’ର ରିଲିଜ୍‌ କୁ ନେଇ ଜାଣନ୍ତୁ କ’ଣ କହିଲେ ଅଭିନେତା

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ୍‌ ହ୍ରିତିକ୍‌ ରୋଶନ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ହ୍ରିତିକ୍‌ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ଫାଇଟର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ହ୍ରିତିକ ରୋଶନଙ୍କ ସହ ବଲିଉଡର ସୁପରଷ୍ଟାର…

‘ପଠାନ’ ସହ ଜବରଦସ୍ତ କମବ୍ୟାକ କଲେ ଶାହାରୁଖ

ମୁମ୍ବାଇ: ଶାହାରୁଖ ଖାଁ, ଜନ ଆବ୍ରହମ, ଦୀପିକା ପାଦୁକୋନଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ପଠାନ’କୁ ନେଇ ବେଶ କିଛି ସମୟ ହେବ ଚର୍ଚ୍ଚା ଲାଗି ରହିଛି । ଫିଲ୍ମ ରିଲିଜ୍ ପୂର୍ବରୁ ପ୍ରଶଂସକ ଅପେକ୍ଷା ରଖିଥିଲେ ଏହାର ଟ୍ରେଲରକୁ । ଏବେ…

କାଙ୍କଲୁଣ୍ଡାରେ ଦନ୍ତା ଆତଙ୍କ

ଢେଙ୍କାନାଳ ଅଫିସ,୧୦।୧: ଢେଙ୍କାନାଳ ଜିଲା ଯୋରନ୍ଦା ଫରେଷ୍ଟ ସେକ୍ସନ କାଙ୍କଲୁଣ୍ଡା ଗ୍ରାମରେ ଏକ ଦନ୍ତହାତୀ ପଶି ଚାଷୀଙ୍କ ଖଳାରୁ ଧାନ ଖାଇଦେଇଛି। ଗୋଟିକିଆ ଗୋଠଛଡା ଦନ୍ତାକୁ ଦେଖି ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି। ଏହି ଦନ୍ତାହାତୀ ଦିନ ସମୟରେ ଗ୍ରାମ ପାଖ ଜଙ୍ଗଲରେ…

ନରହନ୍ତା ହାତୀ ଦଳରେ ମିଶିଲା

ଢେଙ୍କାନାଳ ଅଫିସ,୧୦ା୧: ଅନୁଗୋଳ ଜିଲାରେ ୪ଟି ଜୀବନ ନେଇଥିବା ନରହନ୍ତା ହାତୀ ଢେଙ୍କାନାଳ ଜିଲାରେ ପ୍ରବେଶ କରି ସୋମବାର ହିନ୍ଦୋଳ ରେଞ୍ଜ ତର୍କାବେଡା ଜଙ୍ଗଲରେ ଏକ ହାତୀ ଦଳରେ ମିଶିଯାଇଥିବା ଜଣାପଡିଛି। ତଥାପି ଉକ୍ତ ନରହନ୍ତା ହାତୀକୁ ନେଇ ବନବିଭାଗର ଚିନ୍ତା…

ସ୍ମାର୍ଟକେମ୍‌ କମ୍ପାନୀକୁ ବିରୋଧ ଜାରି

ଛତ୍ରପୁର,୧୦ା୧(ଡି.ଏନ୍‌.ଏ.): ଛତ୍ରପୁର ତହସିଲ ଅଧୀନ କାଳିପଲ୍ଲୀଠାରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ୍‌ ଟେକ୍ନୋଲଜି କମ୍ପାନୀ ସ୍ଥାପନକୁ ବିରୋଧ ହେବାରୁ କାମ ବନ୍ଦ ରହିଛି । ଏହି ସାର କାରଖାନା ସ୍ଥାପନକୁ ପୂର୍ବଭଳି ବିରୋଧ ଜାରି ରହିବ ବୋଲି ଗାଁ କମିଟି…

ଆସ୍ଥାନ ଜମେଇଲେଣି ନାଗା ସନ୍ନ୍ୟାସୀ

ଭୋଗରାଇ, ୧୦।୧(ଡି.ଏନ.ଏ.): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦ୍ୱୀପରେ ଏବେଠୁ ଜମିଉଠିଛି ସାଗରମେଳା। ଏହି ମେଳାକୁ ଲକ୍ଷାଧିକ ପୁଣ୍ୟାର୍ଥୀ ଆଗମନରେ ସୂଚନା ମିଳିବା ପରେ ପ୍ରଶାସନ ତପତ୍ର ହୋଇପଡ଼ିଛି। କୋଲକାତା ଗଙ୍ଗା ନଦୀ ବାବୁଘାଟ, ଧର୍ମତଳା, ସିଆଲଦାଠାରେ ଗଙ୍ଗାସାଗରକୁ ଆଗତ…

ଯନ୍ତ୍ରଣା ଦେଉଛି ଅଣଓସାରିଆ ରାସ୍ତା, ଛକ

ଯାଜପୁର ଅଫିସ,୧୦ା୧: ବ୍ୟାସନଗରରେ ଟ୍ରାଫିକ ନିୟମର ଓଲଟା ଦେଖିବାକୁ ମିଳୁଛି। ରାସ୍ତାର ବାମକଡ଼ରେ ଯିବା ନିୟମ ରହିଛି, ହେଲେ ସହରର ଟ୍ରାଫିକ ପୋଷ୍ଟଗୁଡ଼ିକରେ ଓଲଟା ନିୟମ ଲାଗୁ ହୁଏ। ଚୋର୍ଦ୍ଦା ବାଇପାସ, ପୁରୁଣା ଥାନା, ଗୋପବନ୍ଧୁ ଛକ, ଡାକବଙ୍ଗଳା, ଦଳା, ଗୋଶାଳା,…

ନିଷିଦ୍ଧାଞ୍ଚଳରେ ଚାଲିଛି ଟ୍ରଲର, କଇଁଛ ମରୁଛନ୍ତି

କେନ୍ଦ୍ରାପଡ଼ା ଅଫିସ,୧୦ା୧: ବିଶ୍ୱ ପ୍ରସିଦ୍ଧ ଗହୀରମଥା ଅନ୍ତୁଡ଼ିଶାଳରେ ଦ୍ରୁତଗତିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ହେଉଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳର ମାଦଳିରେ ଏକ ଏନ୍‌ଜିଓର ସଦସ୍ୟମାନେ ୨୦ ମୃତ କଇଁଛ ଦେଖିବା ପରେ ବାଲିରେ ରବିବାର ପୋତିଛନ୍ତି। ଅପରପକ୍ଷରେ ନିଷିଦ୍ଧାଞ୍ଚଳରେ ବୋଟ୍‌,…

ଦେଶୀ ମାଟିରେ ହସୁଛି ବିଦେଶୀ ଫଳ

ସାରସକଣା,୧୦ା୧(ସ୍ମୃତି ଶୋଭନ ପାଲ୍‌): ଧାନଚାଷ କରି ଚଳି ଆସୁଥିଲେ। ମାତ୍ର ଏଥିରେ ବେଶୀ ଲାଭ ହେଲାନି। କିଛି ନୂଆ ଚାଷ କରି ସ୍ବାବଲମ୍ବୀ ହେବାକୁ ମନ ବଳାଇଲେ ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଭୂରୁଷାଣି ପଞ୍ଚାୟତ ଅନ୍ତର୍ଗତ ଖଡ଼ିଆଶୋଳ ଗ୍ରାମର ସୁବ୍ରତ…

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ: ଏକକାଳୀନ ୬ଟି ସ୍ଥାନରେ ଚଢାଉ

ସୁନ୍ଦରଗଡ,୧୦।୧(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁ ଡିଭିଜନ ନିର୍ବାହୀ ଯନ୍ତ୍ରୀ ନନ୍ଦ କିଶୋର ନାଥ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ନନ୍ଦ କିଶୋରଙ୍କ ଘରେ ଭୁବନେଶ୍ୱରର ସ୍ବତନ୍ତ୍ର ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି। ରାଉରକେଲା ପାନପୋଷ ନିକଟରେ ଥିବା ନନ୍ଦ…

ନଦୀବନ୍ଧ ଧସିଥିବା ସ୍ଥାନ ପରିଦର୍ଶନ କଲେ ଜଳସେଚନ ଅଧିକାରୀ

ଆରଡି,୧୦।୧(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ଶୀତଳପୁରଠାରେ ସାଳନ୍ଦୀ ନଦୀକୂଳରେ ପଥରପ୍ୟାକିଂ କାର୍ଯ୍ୟ ଚାଲିଥିଲା ବେଳେ ରବିବାର ୪୦ ଫୁଟ୍‌ର ନଦୀବନ୍ଧ ଧସିଯାଇଥିଲା। ସୋମବାର ଅପରାହ୍ନରେ ଜଳସେଚନ ବିଭାଗର ଧାମନଗର ଡିଭିଜନ ଏସ୍‌ଡିଓ ବିଜୟ କୁମାର ସେଠୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri