ଅବହେଳିତ ଅବସ୍ଥାରେ ଇନ୍ଦ୍ରାବତୀ ନଦୀ ଉତ୍ପତ୍ତିସ୍ଥଳ
ତେନ୍ତୁଳିଖୁଣ୍ଟି,୧୬।୧(ଡି.ଏନ୍.ଏ.): ଗୋଟେ ଆମ୍ବଗଛ ପାର୍ଶ୍ୱରୁ ବହିଆସୁଛି ତିନୋଟି ଜଳଧାର। ଏହିଠାରୁ ହିଁ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତି। ନିଜ ଆଖିରେ ନ ଦେଖିଲେ କେବେ ବି ବିଶ୍ୱାସ ହେବନି ଯେ ତିନୋଟି ସରୁ ଜଳଧାର ହିଁ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତି ସ୍ଥଳ। ଯେଉଁ…
ଆମକୁ ଦଶମନ୍ତପୁର ବ୍ଲକରେ ମିଶାଅ: ଗ୍ରାମବାସୀ
ଦଶମନ୍ତପୁର,୧୬ା୧ ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକଠାରୁ ୩ କି.ମି. ଦୂରରେ ଥିବା ଗୁମ୍ଭାରିଗୁଡ଼ା ଗ୍ରାମ ସବୁ କ୍ଷେତ୍ରରେ ଅବହେଳିତ ହୋଇରହିଛି। ଏଠାରେ ସରକାରଙ୍କ କୌଣସି ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ଅନ୍ୟପକ୍ଷରେ ଏହି ଗୁମ୍ଭାରିଗୁଡ଼ା ଗ୍ରାମ ରାୟଗଡ଼ା ଜିଲା…
ସ୍ମାର୍ଟ କ୍ଲାସ୍ରୁମ୍ରେ ପିଲା ବସିବାକୁ ବେଞ୍ଚ ନାହିଁ
ବୈପାରିଗୁଡ଼ା,୧୬ା୧ (ଡିି.ଏନ୍.ଏ.): ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ଅତ୍ୟାଧୁନିକ ଶୈଳୀରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସରକାର ୫-ଟି ଯୋଜନାରେ ସ୍କୁଲଗୁଡ଼ିକୁ ସାମିଲ କରିଛନ୍ତି। ସ୍ମାର୍ଟ ଶ୍ରେଣୀକକ୍ଷ ବ୍ୟବସ୍ଥା କରାଯାଇଛି। ସେଠାରେ ପିଲାଙ୍କ ପଢ଼ିବା ପାଇଁ ସ୍ମାର୍ଟବୋର୍ଡର ବ୍ୟବସ୍ଥା ରହିଛି। ଇଣ୍ଟରନେଟ୍ ସଂଯୁକ୍ତ ଉକ୍ତ ସ୍ମାର୍ଟବୋର୍ଡରେ…
ନିଜ ଡୁପ୍ଲିକେଟ୍ଙ୍କୁ ଭେଟିଲେ ରାହୁଲ ଗାନ୍ଧୀ
ଲୁଧିଆନା,୧୬।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ଲୁଧିଆନା ଦେଇ ଯାଉଛି। ଏହି ସମୟରେ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ନିଜ ପରି ଅବିକଳ ଦେଖାଯାଉଥିବା ବ୍ୟକ୍ତିଙ୍କୁ ଭେଟିଛନ୍ତି। ଏହି ବ୍ୟକ୍ତିଙ୍କ ନାମ ମହମ୍ମଦ ଫୈଜଲ ଚୌଧୁରୀ। ସେ ଜଣେ କଂଗ୍ରେସ…
ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ
ଭବାନୀପାଟଣା,୧୬।୧(ସ୍ବ.ପ୍ର.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ନାଲିଫିତା ତଳେ ସବୁ ଯୋଜନା ଅଟକି ପଡୁଛି। ଏମାନଙ୍କ ପାଇଁ ନା ଅଛି ରାସ୍ତା,…
ମ୍ୟାଚ୍ ଚାଲିଥିବାବେଳେ କୋହଲିଙ୍କ ପାଦ ଛୁଇଁଲେ ଦର୍ଶକ: ହୃଦୟ ଜିତିଲେ ସୂର୍ଯ୍ୟକୁମାର
ଥିରୁଭାନନ୍ତପୁରମ୍,୧୬।୧: ଭାରତୀୟ ଦଳ ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୩୧୭ ରନ୍ରେ ପରାସ୍ତ କରି ଦିନିକିଆ କ୍ରିକେଟ ଇତିହାସରେ ସବୁଠାରୁ ବଡ ବିଜୟ ହାସଲ କରିଛି। ଏହି ମ୍ୟାଚରେ ବିରାଟ କୋହଲି ଏବଂ ଶୁଭମାନ ଗିଲ ଟିମ ଇଣ୍ଡିଆ ପକ୍ଷରୁ ଚମତ୍କାର ଶତକ…
ଅଧିକାରୀ ଦେଖିଲେ, ସ୍ଥିତି ସୁଧୁରୁନି
ଲୋଇସିଂହା,୧୬।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା କୃଷି ସମବାୟ ସମିତିରେ ଖରିଫ ଧାନକିଣା ଚର୍ଚ୍ଚାରେ ରହିଛି। ଜାଲିଆତି କରି ଭାଗଚାଷୀ ସାଜି ଧାନ କିଣିବା ଅଭିଯୋଗରେ ପାକ୍ସ ଡିଇଓ ଚନ୍ଦ୍ରକାନ୍ତ ମିଶ୍ରଙ୍କୁ ସମବାୟ ବିଭାଗ ବରଖାସ୍ତ କରିଛି। ଏବେ ପୁଣି…
ରାଜ୍ୟ ରାଜପଥରେ ଲଗାଗଲା ଚେକ୍ପୋଷ୍ଟ
କୁତ୍ରା,୧୬।୧(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁତ୍ରାରେ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଖବର ପ୍ରକାଶ ହେବା ପରେ କୁତ୍ରା ପୋଲିସର ନିଦ ଭାଙ୍ଗିଲା। ୧୦ ନମ୍ବର ରାଜ୍ୟ ରାଜପଥ ଉପରେ ନିୟମିତ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଥିଲା। ପୋଲିସ ଓ…
୨୫ ରନ୍ରେ ଅଲଆଉଟ୍
ପୋଟଫେଷ୍ଟରୁମ,୧୬।୧: ଆଇସିସି ଅଣ୍ଡର-୧୯ ମହିଳା ଟି-୨୦ କ୍ରିକେଟ ବିଶ୍ୱକପରେ ଜିମ୍ବାୱେ ବିପକ୍ଷରେ ଇଂଲଣ୍ଡ ୧୭୪ ରନରେ ବିଜୟ ହାସଲ କରିଛି। ଇଂଲଣ୍ଡକୁ ଏକ ବଡ଼ ବିଜୟ ଦେବାରେ ଦଳର ବୋଲରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦକ୍ଷିଣ ଆଫ୍ରିକାର ପୋଟଫେଷ୍ଟରୁମରେ ଖେଳାଯାଇଥିବା…
ଶଯ୍ୟା ଅଭାବ, ଚଟାଣରେ ରୋଗୀ ଚିକିତ୍ସା
ରାଉରକେଲା ଅଫିସ,୧୬।୧: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ରୋଗୀ ଆସି ଚିକିତ୍ସିତ ହେଉଛନ୍ତି। ଏହା ସହରର ପ୍ରମୁଖ ଡାକ୍ତରଖାନା ହୋଇଥିବାବେଳେ ପଶ୍ଚିମ ଓଡିଶା ସମେତ ପଡୋଶୀ ୩ଟି ରାଜ୍ୟର ରୋଗୀ ନିର୍ଭର କରିଥାନ୍ତି। ଡାକ୍ତରଖାନାରେ ବିଭିନ୍ନ…
ଗୋଟିଏ ପରିବାରର ୩ ଜଣଙ୍କୁ ଆକ୍ରମଣ କଲା ହାତୀ, ଡାକ୍ତରଖାନାରେ ଭର୍ତ୍ତି
କେନ୍ଦୁଝର,୧୬ା୧(ସ୍ବ.ପ୍ର.): ତେଲକୋଇ ରେଞ୍ଜ ଅନ୍ତର୍ଗତ ବିମଳା ସେକ୍ସନ ଅଧିନସ୍ଥ ନମକାନି ଗ୍ରାମ ନିକଟରେ ହାତୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରଶ୍ମିତା ଦେହୁରୀ, ସତିଆ ଦେହୁରୀ ଓ ସେମାନଙ୍କ ୮ ବର୍ଷର ପୁଅ। ଗତକାଲି ରାତିରେ ସେମାନେ…
ରାଇସ ମିଲ୍ ବିମ୍ ପଡ଼ି ୨ ଶ୍ରମିକଙ୍କ ଜୀବନ ଗଲା
ନୟାଗଡ଼ ଅଫିସ,୧୬ା୧: ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କସ୍ଥିତ ଏକ ରାଇସ୍ ମିଲ୍ରେ ଅଘଟଣ ଘଟିଛି। ବିମ୍ ପଡ଼ିବାରୁ ୨ ଶ୍ରମିକଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲା ତିରିଶିଂ ଗ୍ରାମର ରାମେଶ୍ୱର ଦିହୁଡ଼ି ଏବଂ କଟକ ଜିଲା…
Archives


