Home Left

ୱେଲ୍ସ ଦଳ, ପୁଅକୁ ସମର୍ଥନ ପାଇଁ ରାଉରକେଲାରେ ମା’ବାପା

ରାଉରକେଲା ଅଫିସ,୧୬।୧: ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ରବିବାର ପ୍ରଥମ ମ୍ୟାଚ୍‌ ସ୍ପେନ ଓ ୱେଲ୍ସ ଦଳ ମଧ୍ୟରେ ଖେଳାଯାଇଥିଲା। ୱେଲ୍ସ ଦଳ ତାର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ୫-୦ ଗୋଲରେ ପରାସ୍ତ ହୋଇଥିବା ବେଳେ ରବିବାର ଦ୍ୱିତୀୟ ମ୍ୟାଚ୍‌…

ଓଡ଼ିଶା ବିପକ୍ଷରେ ହିମାଚଳ ୩୦୦/୮

ସମ୍ବଲପୁର,୧୬।୧(ବ୍ୟୁରୋ): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ୨୫ ବର୍ଷରୁ କମ୍‌ ସର୍ବଭାରତୀୟ କର୍ନେଲ ସି.କେ. ନାଇଡୁ ଟ୍ରଫିରେ ଓଡ଼ିଶା ଓ ହିମାଚଳ ପ୍ରଦେଶ ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ହିମାଚଳ ୮୫ ଓଭର ଖେଳି ୩୦୦ ରନ୍‌…

ମିସ୍‌ ୟୁନିଭର୍ସ ଆର୍‌’ ବୋନି ଗାବ୍ରିଏଲ

ଓ୍ବାଶିଂଟନ୍‌: ୨୦୨୨ ମିସ୍‌ ୟୁନିଭର୍ସ ଟାଇଟଲ ହାତେଇଛନ୍ତି ଆମେରିକାର ଆର୍‌’ ବୋନି ଗାବ୍ରିଏଲ। ୟୁଏସ୍‌ ନ୍ୟୁଓର୍ଲିନ୍ସରେ ଜାନୁୟାରୀ ୧୫ରେ ଆୟୋଜିତ ମିସ୍‌ ୟୁନିଭର୍ସ ଫାଇନାଲ କାର୍ଯ୍ୟକ୍ରମରେ ପୂର୍ବତନ ମିସ୍‌ ୟୁନିଭର୍ସ ହରନାଜ ସନ୍ଧୁ ଗାବ୍ରିଏଲଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ଗାବ୍ରିଏଲ (୨୮)…

ଟାଟା ପାୱାରର ହାଇ-ଟେକ୍‌ ଇ ଜେଡ୍‌ ଚାର୍ଜିଂ ସମାଧାନ

ନୂଆଦିଲ୍ଲୀ,୧୬।୧: ଚଳିତ ବର୍ଷ ଗ୍ରେଟର ନୋଏଡାଠାରେ ଆୟୋଜିତ ଅଟୋ ଏକ୍ସପୋ ୨୦୨୩ରେ ଟାଟା ପାୱାରର ହାଇ-ଟେକ୍‌ ଇ ଜେଡ୍‌ ଚାର୍ଜିଂ ସମାଧାନକୁ ପ୍ରଦର୍ଶିତ କରାଯାଇଛି। ବିଶେଷକରି ପରିଦର୍ଶନକାରୀମାନଙ୍କୁ କମ୍ପାନୀ ପକ୍ଷରୁ ସହଜରେ ବ୍ୟବହାର ହୋଇପାରୁଥିବା ଇ ଜେଡ୍‌ ଚାର୍ଜର ମଧ୍ୟ ପ୍ରଦାନ…

ଆଇସିଏଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ହେଲେ ଆଶୁତୋଷ

ଭୁବନେଶ୍ୱର,୧୬।୧: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ୍‌ ଆକାଉଣ୍ଟ୍‌ସ ଅଫ୍‌ ଇଣ୍ଡିଆ(ଆଇସିଏଆଇ)ର ଭୁବନେଶ୍ୱର ଚାପ୍ଟରର ନୂତନ କାର୍ଯ୍ୟାଳୟ ପାଇଁ ପଦାଧିକାରୀଙ୍କ ନାମ ଘୋଷଣା ହୋଇଛି। ଚାପ୍ଟରର ଅଧ୍ୟକ୍ଷ ଭାବେ ସିଏମ୍‌ଏ ଆଶୁତୋଷ ଦେବତା ମନୋନୀତ ହୋଇଥିବା ବେଳେ ଉପାଧ୍ୟକ୍ଷ ତଥା କୋଷାଧ୍ୟକ୍ଷ ଭାବେ…

ମୁଣ୍ଡକାର ସେହି ଘରେ ଲାଗିଲା ନିଆଁ ଯେଉଁଠାରେ ୨୭ ଜଣଙ୍କ ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ,୧୬ ।୧: ରାଜଧାନୀ ଦିଲ୍ଲୀର ବାହାର ଜିଲା ମୁଣ୍ଡକା ଥାନା ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକ ବିଲଡିଂରେ ନିଆଁ ଲାଗିଯାଇଥିବା ଜଣାପଡିଛି । ନିଆଁ ଲାଗିଥିବା ଖବର ମିଳିବା ପରେ ଏହାକୁ ଲିଭାଇବାକୁ ୧୨ରୁ ଅଧିକ ଦମକଳ ଗାଡି ସେଠାରେ ପହଞ୍ଚିଥିଲା…

‘ଏସ୍‌ଏମ୍‌ଇର ପ୍ରଗତିକୁ ବିଶେଷ ଗୁରୁତ୍ୱାରୋପ’

ଭୁବନେଶ୍ୱର,୧୬।୧: ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓବି)ର ନ୍ୟାଶନାଲ ବ୍ୟାଙ୍କିଙ୍ଗ୍‌ ଗ୍ରୁପ୍‌(ଏନ୍‌ବିଜି) କାର୍ଯ୍ୟକାରୀ ହେବା ପରେ ଏନ୍‌ବିଜିର ମୁଖ୍ୟ ତଥା ମହାପ୍ରବନ୍ଧକ ବିକ୍ରମ କେଶରୀ ମିଶ୍ର ନିକଟରେ ଏହାର ଏକ ସମୀକ୍ଷା ବୈଠକ କରିଥିଲେ। ବିଶେଷ କରି ବିଓବିର ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନ…

ରୁଙ୍ଗ୍‌ଟା ମାଇନ୍‌ସ ପକ୍ଷରୁ ପାର୍ଟନର୍ସ ମିଟ୍‌

ଭୁବନେଶ୍ୱର,୧୬।୧: ଦେଶର ପ୍ରମୁଖ ଟିଏମ୍‌ଟି ବାର୍‌ ନିର୍ମାତା ରୁଙ୍ଗ୍‌ଟା ମାଇନ୍‌ସ ଲିମିଟେଡ୍‌ ପକ୍ଷରୁ ନିକଟରେ ଏକ ପାର୍ଟନର୍ସ ମିଟ୍‌ର ଆୟୋଜନ କରାଯାଇଥିଲା। ଉକ୍ତ ମିଟ୍‌ରେ କଟକ, ଯାଜପୁର, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଅନୁଗୋଳ ଓ ଢେଙ୍କାନାଳର ୧୪୦ରୁ ଅଧିକ ଡିଲର ପାର୍ଟନର…

‘ଅଜନ୍ତା ସୁଜ୍‌’ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧: ଦେଶର ପ୍ରମୁଖ ଫୁଟ୍‌ୱିୟର ବ୍ରାଣ୍ଡ୍‌ ‘ଅଜନ୍ତା ସୁଜ୍‌’ର ନୂତନ ଉତ୍ପାଦ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ପ୍ରଥମ ସ୍ବଦେଶୀ ନିର୍ମିତ ସ୍ମାର୍ଟ ସୁ ‘ନାଭିଗେଟର’କୁ ମଧ୍ୟ କମ୍ପାନୀ ବଜାର ପ୍ରବେଶ କରାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ଭାରତୀୟ…

ସୁଦାନରେ ହିଂସାତ୍ମକ ଗୋଷ୍ଠୀ ସହିତ ଲଢିବେ ଭାରତୀୟ ମହିଳା ସେନା

ଖାରତୋମ,୧୬ ।୧: ଜାତିସଂଘର ଶାନ୍ତି ରକ୍ଷା ମିଶନର ଏକ ଅଂଶ ଭାବେ ସୁଦାନର ହିଂସାଗ୍ରସ୍ତ ଅଞ୍ଚଳ ଅବୟେଇ ସହରରେ ଭାରତର ସର୍ବବୃହତ୍ତ ମହିଳା ସେନାଙ୍କୁ ନିୟୋଜିତ କରାଯାଇଛି । ବିଶ୍ୱର ସବୁଠାରୁ ଅଶାନ୍ତ ଅଞ୍ଚଳରେ ଏହି ନିୟୋଜନ କରାଯାଇଛି । ଜାନୁୟାରୀ…

୪ ମହଲାରୁ ଖସିଲା ଲିଫ୍ଟ: ବର୍ତ୍ତିଲେ ଅଜିତ ପାଓ୍ବାର

ନୂଆଦିଲ୍ଲୀ,୧୬।୧ : ଏନ୍‌ସିପି ନେତା ଅଜିତ ପାଓ୍ବାର ଶନିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଣେର ଏକ ହସ୍ପିଟାଲ ବିଲ୍ଡିଂ ଉଦ୍‌ଘାଟନ କରିବାକୁ ପାଓ୍ବାର ଯାଇଥିଲେ। ସେ ତୃତୀୟ ମହଲାରୁ ଷ୍ଟ୍ରେଚର ଲିଫ୍ଟ ଯୋଗେ ଚତୁର୍ଥ ମହଲାକୁ ଯାଉଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁ…

ନିଜାମ ମୁକରମ୍‌ଙ୍କ ପରଲୋକ

ହାଇଦ୍ରାବାଦ,୧୬।୧ : ହାଇଦ୍ରାବାଦର ଅଷ୍ଟମ ନିଜାମ ନଓ୍ବାବ ମୀର ବରକତ ଅଲି ଖାନ୍‌ ସିଦ୍ଦିକି ମୁକରମ୍‌ ଜାହ ବାହାଦୁରଙ୍କର ତୁର୍କୀର ଇସ୍ତାନବୁଲରେ ଶନିବାର ରାତିରେ ପରଲୋକ ଘଟିଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ହାଇଦ୍ରାବାଦର ଶେଷ ଶାସକ ନିଜାମ ଓସ୍‌ମାନ ଅଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri