Home Left

ପ୍ରଥମ ଦିନ ଏତିକି ଟଙ୍କା ରୋଜଗାର କଲା ‘ପଠାନ୍‌’

ବଲିଉଡ ଫିଲ୍ମ ‘ପଠାନ୍‌’ର କ୍ରେଜ ଏବେ ସବୁଠି ରହିଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ବୁଧବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ‘ପଠାନ’ ଦର୍ଶକଙ୍କଠାରୁ ଜବରଦସ୍ତ ରେସପନ୍ସ ପାଇଛି। ଫିଲ୍ମଟି ପ୍ରଥମ ଦିନ…

ଗ୍ୟାସ୍‌ ଲିକ୍‌ ଘଟଣା: ଚାଲିଗଲା ୧୬ ଜୀବନ

ଇସଲାମାବାଦ୍‌,୨୬।୧: ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ସହରରେ ସପ୍ତାହେ ମଧ୍ୟରେ ଗ୍ୟାସ ଲିକ ଘଟଣାରେ ଶିଶୁଙ୍କ ସମେତ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଏହି ସୂଚନା ଦେଇଛି। ବୁଧବାର କ୍ୱେଟାର କିଲି ବାଡେଜାଇ ଅଞ୍ଚଳରେ ଥିବା…

୫ ଫ୍ରାଞ୍ଚାଇଜିରୁ ଆୟ ୪,୬୬୯ କୋଟି

ମୁମ୍ବାଇ,୨୬ା୧(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବୁଧବାର ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ନିଲାମୀ କରାଯାଇଛି। ୫ଟି ମହିଳା ଦଳର ନିଲାମୀ କରାଯାଇଥିବା ବେଳେ ବିସିସିଆଇ ଏଥିରୁ ୪୬୬୯.୯୯ କୋଟି ଟଙ୍କା ଆୟ କରିଛି। ଆଦାନୀ ସ୍ପୋଟର୍‌ସ…

ଟାଇସନଙ୍କ ବିରୋଧରେ ବଳାତ୍କାର ମାମଲା

ନ୍ୟୁୟର୍କ,୨୬ା୧(ଏପି): ଜଣେ ମହିଳା ପୂର୍ବତନ ହେଭିଓ୍ବେଟ ବକ୍ସିଂ ଚାମ୍ପିୟନ ମାଇକ୍‌ ଟାଇସନଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ କରିଛନ୍ତି। ମହିଳା ଜଣକ କହିଛନ୍ତି, ୧୯୯୦ ଦଶକ ପ୍ରାରମ୍ଭରେ ନ୍ୟୁୟର୍କର ଆଲବାନୀଠାରେ ଏକ ନାଇଟ୍‌ କ୍ଲବରେ ଟାଇସନଙ୍କ ସହ ତାଙ୍କର ଦେଖାହୋଇଥିଲା।…

ପୁଣି ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ

ନ୍ୟୁୟର୍କ,୨୬।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଫେସବୁକ ଏବଂ ଇନଷ୍ଟାଗ୍ରାମକୁ ଫେରିବେ। ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଆକ୍ଟିଭ୍‌ ହେବ ବୋଲି ମେଟା ଘୋଷଣା କରିଛି। ଜାନୁଆରୀ ୬, ୨୦୨୧ରେ, କ୍ୟାପିଟାଲ…

ସିୟୁଟିଏମ୍‌ରେ ୩ଦିନିଆ ‘ଆଗ୍ରିଭିଜନ-୨୦୨୩’

ଭୁବନେଶ୍ୱର,୨୬।୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ୍‌ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଓ ମ୍ୟାନେଜମେଣ୍ଟ (ସିୟୁଟିଏମ୍‌) ପରିସରରେ ଏକ ୩ଦିନିଆ ଜାତୀୟସ୍ତରୀୟ କର୍ମଶାଳା ‘ଆଗ୍ରିଭିଜନ-୨୦୨୩’ ଅନୁଷ୍ଠିତ ହେବ। ଏପରିକି କୃଷି ଅନୁସନ୍ଧାନ ଓ ପରିଚାଳନା ସଂସ୍ଥା (ଏସ୍‌ଏଆର୍‌ଏମ୍‌) ଓ ସେଞ୍ଚୁରିଅନ୍‌ ୟୁନିଭର୍ସିଟି…

ବାଲାଜୀ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଫର୍ନିଚର ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୬।୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ବାଲାଜୀ ଗ୍ରୁପ୍‌ର ମଲ୍‌ଟି ବ୍ରାଣ୍ଡ୍‌ ଷ୍ଟୋର ‘ବାଲାଜି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଫର୍ନିଚର’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ବୁଧବାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏପରିକି ଗ୍ରୁପ୍‌ର ଏହି ସର୍ବବୃହତ୍‌ ମଲ୍‌ଟି ବ୍ରାଣ୍ଡ୍‌ ଷ୍ଟୋର ସ୍ଥାନୀୟ…

ଭୟଙ୍କର ବୋମା ବିସ୍ଫୋରଣ: ୨୭ ମୃତ

ଆବୁଜା,୨୬।୧: ନାଇଜେରିଆରେ ବଡ଼ ବୋମା ବିସ୍ଫୋରଣର ଘଟଣା ଘଟିଛି। ଏହି ବିସ୍ଫୋରଣରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରୀୟ ନାଇଜେରିଆରେ ଏହି ଘଟଣା ଘଟିଛି। ବୋମା ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ବିଷୟରେ ପୋଲିସ ନିଶ୍ଚିତ କରିଛି। ପୋଲିସ କହିଛି…

ସୁବାସ ଭାଟିକା ଡୁପ୍ଲେକ୍ସ ଲାଗି ଭୂମି ପୂଜନ

ବ୍ରହ୍ମପୁର ଅଫିସ,୨୬ା୧: ବ୍ରହ୍ମପୁର ସହରବାସୀଙ୍କୁ ଚାହିଦା ମୁତାବକ ଡୁପ୍ଲେକ୍ସ ଯୋଗାଇବା ଲକ୍ଷ୍ୟରେ ସୁବାସ ଭାଟିକା ଏକ ନୂତନ ପ୍ରୟାସ ଆରମ୍ଭ କରିଛି। ଏହି ମର୍ମରେ ବୁଧବାର ହରିଡାଖଣ୍ଡିଠାରେ କମ୍ପାନୀର ନୂତନ ପ୍ରକଳ୍ପର ଭୂମି ପୂଜନ ହୋଇଯାଇଛି। ଏଥିରେ ସୁବାସ ଭାଟିକାର ମାଲିକ…

କଟକରେ ଏଲ୍‌ଜିର ପ୍ରଥମ ବ୍ରାଣ୍ଡ୍‌ ଶପ୍‌ ଉଦ୍‌ଘାଟିତ

କଟକ,୨୬।୧: ଦେଶର ପ୍ରମୁଖ ଇଲେଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ କମ୍ପାନୀ ଏଲ୍‌ଜି ଇଲେଟ୍ରୋନିକ୍ସ ଇଣ୍ଡିଆ ପ୍ରା.ଲି.ର ଆଉ ଏକ ବ୍ରାଣ୍ଡ୍‌ ଶପ୍‌ (ବେଷ୍ଟ ଶପ୍‌) ନିକଟରେ ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ବାଲାଜି ଡିଷ୍ଟ୍ରିବ୍ୟୁଟର୍ସ ଆନୁକୂଲ୍ୟରେ କଟକର ପ୍ରଥମ ତଥା…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଇଣ୍ଟରାକ୍ଟିଭ ପ୍ରଦର୍ଶନୀ

ଭୁବନେଶ୍ୱର,୨୬।୧: ବେଦାନ୍ତ ଆଲୁମିନିୟମର ଓଡ଼ିଶା ପକ୍ଷରୁ ରାୟଗଡ଼ା ଜିଲା ପ୍ରଶାସନ ସହଭାଗିତାରେ ଏକ ଇଣ୍ଟରାକ୍ଟିଭ ପ୍ରଦର୍ଶନୀର ଆୟୋଜନ କରିଥିଲା। ବିଶେଷକରି ଏଫ୍‌ଆଇଏଚ୍‌ ହକି ବିଶ୍ୱକପ୍‌ ୨୦୨୩ ର ଏକ ଜୀବନ୍ତ ମୁହୂର୍ତ୍ତଗୁଡିକୁ ଉକ୍ତ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି। ଏପରିକି ରାୟଗଡ଼ାର ଚଇତି…

ଖିମ୍‌ଜୀ ଜୁଏଲର୍ସର ସ୍ବତନ୍ତ୍ର ‘ବ୍ରାଇଡାଲ ବ୍ଲେସିଂସ୍‌’ ଅଫର

ଭୁବନେଶ୍ୱର,୨୬।୧: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ସ୍ବତନ୍ତ୍ର ଭାବେ ପରିକଳ୍ପିତ ‘ବ୍ରାଇଡାଲ ବ୍ଲେସିଂସ୍‌’ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବିବାହ ଋତୁରେ ଖିମ୍‌ଜୀ ଜୁଏଲର୍ସ ବଧୂମାନଙ୍କର ବଡ଼ ଦିନକୁ ଅଧିକ ସ୍ମରଣୀୟ କରିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri