Home Left

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ; ବାଲାଂଦେଶକୁ ହରାଇ ଜିତିଲା ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୧୭।୧୨: କ୍ରିକେଟ ପ୍ରଶଂସକଙ୍କ ଲାଗି ଖୁସି ଖବର। ବାଲାଂଦେଶକୁ ପରାସ୍ତ କରି ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ ଟ୍ରଫି ହାସଲ କରିଛି ଟିମ୍‌ ଇଣ୍ଡିଆ। ବାଙ୍ଗାଲୋରର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ୧୨୦ ରନ୍‌ରେ ବିଜେତା ହୋଇଛି।…

ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଲିଗଲା ଦମ୍ପତିଙ୍କ ଜୀବନ

ଖୋର୍ଦ୍ଧା ଅଫିସ,୧୭ା୧୨: ଷୋହଳ ନଂ ଜାତୀୟ ରାଜପଥ ଦୀକ୍ଷିତପଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବିଦ୍ୟୁତ୍‌ଖୁଣ୍ଟ ବୋଝେଇ ଟ୍ରକ୍‌କୁ ବାଇକ୍‌ ପଛପଟୁ ଧକ୍କା ଦେବାରୁ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଉଲ୍ଲାସ ଚନ୍ଦ୍ର ସାହୁ(୫୩)…

ଷ୍ଟିଫେନଙ୍କ ପାଇଁ ଏମିତି ଲେଖିଲେ ପ୍ରିୟଙ୍କା

ମୁମ୍ବାଇ: ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା, ଡ୍ୟାନ୍ସର ତଥା ଡିଜେ ଷ୍ଟିଫେନ ବସ୍‌ ୪୦ ବର୍ଷରେ ଦୁନିଆକୁ ଅଲବିଦା କହିଛନ୍ତି। ସେ ନିଜେ ତାଙ୍କ ମୁଣ୍ଡକୁ ଗୁଳି କରି ଗତ ୧୩ ତାରିଖରେ ଆତ୍ମହତ୍ୟା କରିଥିଲେ। ତାଙ୍କର ଏହି ଆତ୍ମହତ୍ୟା ନେଇ ବନ୍ଧୁ…

ଭାରତରେ ହେବନାହିଁ ୨୦୨୩ ବିଶ୍ୱକପ୍‌? ଆଇସିସି-ବିସିସିଆଇ ମଧ୍ୟରେ ବିବାଦ ବଢ଼ିଲା…

ନୂଆଦିଲ୍ଲୀ,୧୭।୧୨: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ଭାରତରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏବେ ଭାରତର ହୋଷ୍ଟିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ଭାରତରେ ବିଶ୍ୱକପ୍‌ ଆୟୋଜନ ପାଇଁ ଟିକସ ଛାଡ଼ ଚାହୁଁଛି ଆଇସିସି। ଏଥିଲାଗି ବିସିସିଆଇକୁ ଭାରତ…

ଏୟାରଟେଲ୍‌ର ଜବରଦସ୍ତ ପ୍ଲାନ୍‌: ଗୋଟିଏ ରିଚାର୍ଜରେ ଚାଲିବ ୪ ଲୋକଙ୍କ ସିମ୍‌, ସାଥିରେ ନେଟ୍‌ଫ୍ଲିକ୍ସ-ହଟ୍‌ଷ୍ଟାର ବି…

ନୂଆଦିଲ୍ଲୀ,୧୭।୧୨: ଦେଶର ଦ୍ୱିତୀୟ ବୃହତ ଟେଲିକମ୍‌ କମ୍ପାନୀ ହେଉଛି ଭାରତୀ ଏୟାରଟେଲ। କମ୍ପାନୀ ଏହାର ଗ୍ରାହକମାନଙ୍କୁ ଅନେକ ପ୍ରକାର ପ୍ଲାନ୍‌ ଉପଲବ୍ଧ କରାଇଥାଏ। ସେଥିମଧ୍ୟରୁ ଦୁଇଟି ଏପରି ପ୍ଲାନ ରହିଛି ଯେଉଁଥିରେ ଗୋଟିଏ ରିଚାର୍ଜରେ ୪ ଜଣ ଲୋକଙ୍କ ସିମ୍‌ ଚାଲିବ।…

‘କୁତ୍ତେ’ରେ ଅର୍ଜୁନଙ୍କ ନୂଆ ଲୁକ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ମୁଭି ‘କୁତ୍ତେ’ ଏବେ ଖୁବ୍ ଚର୍ଚ୍ଚାରେ । ପ୍ରଥମ ଦିନରୁ ହିଁ ଏହି ମୁଭି ତା’ର ଟାଇଟଲକୁ ନେଇ ଚର୍ଚ୍ଚାରେ ରହି ଆସୁଛି । ଏବେ ଅର୍ଜୁନ କପୁର ସୋସିଆଲ ମିଡିଆରେ ‘କୁତ୍ତେ’ର ଏକ…

ହେଲିକପ୍ଟର ଚଢ଼ି ମନ୍ଦିର ଗଲେ ବ୍ୟବସାୟୀ, ଆଉ ତା’ ପରେ…

ଭାରତ ହେଉଛି ପୂଜା ପରମ୍ପରା ଏବଂ ରୀତିନୀତିର ଦେଶ। ଯେଉଁଠାରେ ଭଗବାନଙ୍କୁ ସ୍ମରଣ କରି ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ସେ ଯେତେ ବଡ଼ ବ୍ୟବସାୟୀ ହୁଅନ୍ତୁ ନା କାହିଁକି, କିମ୍ବା ଚଳଚ୍ଚିତ୍ର ନିର୍ଦ୍ଦେଶକ ହୁଅନ୍ତୁ, ଯେତେବେଳେ ବି ଏମାନେ…

ପେରୁରେ ରାଜନୈତିକ ସଙ୍କଟ ମଧ୍ୟରେ ସମୟ ପୂର୍ବରୁ ନିର୍ବାଚନ ହେବାକୁ ନେଇ ଦିଆଯାଇଥିବା ବିଧେୟକ ଖାରଜ

ଲିମା,୧୭ ।୧୨: ପେରୁ କଂଗ୍ରେସ ପକ୍ଷରୁ ଦେଶରେ ଡିସେମ୍ବର ୨୦୨୩ ମଧ୍ୟରେ ନିର୍ବାଚନ କରିବା ବିଧେୟକକୁ ଖାରଜ କରିଦେଇଛି । ପେରୁରେ ୨୦୨୬ରେ ନିର୍ବାଚନ ହେବାର ଅଛି । ସମାଚାର ଏଜେନ୍ସି ସିହ୍ନୁଆର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ବିଧାନସଭା ସମ୍ବିଧାନ ଆୟୋଗର…

ବିଗ୍‌ ବସ୍‌ରୁ ବାହାର ହେଲେ ଅବ୍ଦୁ

ବମ୍ବେ: ବିଗ୍‌ ବସ୍‌ରୁ ବାହାର ହୋଇଛନ୍ତି ଚର୍ଚ୍ଚିତ ପ୍ରତିଯୋଗୀ ମଧ୍ୟରୁ ଅନ୍ୟତମ ଅବ୍ଦୁ ରୋଜିକ୍‌। ଚଳିତ ସିଜନ୍‌ରେ ସେ ନିଜର ସରଳପଣ, କ୍ୟୁଟ୍‌ନେସ୍‌କୁ ନେଇ ଜଣାଶୁଣା। ନିଜର ନିଆରା ବ୍ୟକ୍ତିତ୍ୱ ଯୋଗୁ ତାଙ୍କର ପ୍ରଶଂସକ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।…

ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା: ଭାଗ ନେଲେ ୩୦୦ ପ୍ରତିଯୋଗୀ

ବେଗୁନିଆପଡ଼ା,୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକସ୍ଥିତ ବାପୁଜୀ ଷ୍ଟାଡିୟମଠାରେ ୩ଟି ବ୍ଲକର ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶନିବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।…

ସୁନା ଦୋକାନରେ ଜିଏସ୍‌ଟି ଭିଜିଲାନ୍ସର ଚଢ଼ାଉ

ରାୟଗଡ଼ା,୧୭।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମା ମୁଖ୍ୟ ବଜାରରେ ଥିବା ଭାରତୀ ସୁନା ଦୋକାନରେ ଶନିବାର ଜିଏସ୍‌ଟି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମିଳିଥିବା ସୂଚନା ମୁତାବକ, ରାଜ୍ୟ ବାଣିଜ୍ୟକର ବିଭାଗ ଅତିରିକ୍ତ କମିଶନର ବୈଶାଗୁ ବାହାଲଙ୍କ ନେତୃତ୍ୱରେ ଏକ…

୪ ଘଣ୍ଟା ଅସ୍ତ୍ରୋପଚାର ପରେ ଛାତ୍ରଙ୍କ ବେକରୁ ବାହାରିଲା ଜାଭେଲିନ୍‌

ବଲାଙ୍ଗୀର ଅଫିସ, ୧୭।୧୨: ଦୀର୍ଘ ୪ ଘଣ୍ଟା ପରେ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ପଶି ରହିଥିବା ଜାଭେଲିନ୍‌କୁ ବାହାର କରାଯାଇଛି। ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଏକ ଡାକ୍ତର ଟିମ୍‌ ଅସ୍ତ୍ରୋପଚାର କରି ଜାଭେଲିନକୁ ବାହାର କରିଛନ୍ତି। ସଦାନନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri