Home Left

ଖଳାରେ ଧାନ ଜଗିଥିବା ବେଳେ କଚାଡ଼ିଲା ହାତୀ, ଯୁବକଙ୍କ ଜୀବନ ଗଲା

ଦେବଗଡ଼,୧୮।୧୨(ଡି.ଏନ୍‌.ଏ.): ଖଳାରେ ଧାନ ଜଗିଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ ଚିରଗୁଣିକୁଦର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଭାଗ୍ୟ କିସାନ(୩୫)। ସୂଚନାନୁଯାୟୀ, ଘର ନିକଟରେ ଥିବା ନିଜ…

ଢେଙ୍କାନାଳରୁ ଜାଲ ନୋଟ୍‌ ଜବତ ଘଟଣା: ଦୁଇ ମାଷ୍ଟର ମାଇଣ୍ଡଙ୍କୁ ଦେବଗଡ଼ରୁ ବାନ୍ଧିଲା ପୋଲିସ

ଦେବଗଡ଼,୧୮।୧୨(ଡି.ଏନ୍‌.ଏ.): ଢେଙ୍କାନାଳରୁ ଜାଲ ନୋଟ ଜବତ ଘଟଣାରେ ଦେବଗଡ଼ରୁ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଦେବଗଡ ବରପାଳି ସାହିର ବିଶ୍ୱନାଥ ଆଚାର୍ଯ୍ୟ(କାଳିଆ) ଏବଂ ଗୁରୁସାହିରେ ରହୁଥିବା ତ୍ରିନାଥ ଦାଶ। ଅଭିଯୁକ୍ତଙ୍କ ପାଖରୁ ଜାଲ ନୋଟ ତିଆରିରେ…

ଇରାନରେ ଥମୁନି ହିଜାବ ବିବାଦ, ଏବେ ଓସ୍କାର ୱିନର ଅଭିନେତ୍ରୀ ଗିରଫ

ତେହେରାନ,୧୮ ।୧୨: ଇରାନର ଅଧିକାରୀମାନେ ଦେଶର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ରାଷ୍ଟ୍ରବ୍ୟାପି ବିରୋଧ ପ୍ରଦର୍ଶନକୁ ନେଇ ଭୁଲ ଖବର ଦେଉଥିବା ଅଭିଯୋଗରେ ଗିରଫ କରିଛନ୍ତି । ସରକାରୀ ମିଡିଆ ରିପୋର୍ଟରେ କୁହାଯାଇଛି କି ଓସ୍କାର ବିଜେତା ଫିଲ୍ମ ‘ଦ ସେଲସମ୍ୟାନ’ ର…

ମଦ ମାଫିଆ ଅନିଲ ସିଂ ଗିରଫ, ଅପରେଶନ କ୍ଲିନରେ ୨୭୧ ଆରେଷ୍ଟ

ପାଟନା,୧୮ ।୧୨: ଛତରା, ଶିୱାନ ଓ ବେଗୁସରାଇରେ ବିଶାକ୍ତ ମଦ ଯୋଗୁ ହେଉଥିବା ମୃତ୍ୟୁ ପରେ ଏବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଛତାର ପୋଲିସ ଦ୍ୱାରା ବିଶାକ୍ତ ମଦ କାରବାର ମାମଲାରେ ଜଣଙ୍କୁ ଗିରଫ କରାଯାଇଛି ।…

ଆଚାର ସଂହିତା ଉଲ୍ଲଂଘନର ଦୁଇଟି ମାମଲାରେ ରାଜ୍ୟମନ୍ତ୍ରୀ ସଞ୍ଜୟ ଗଙ୍ଗୱାର ଦଣ୍ଡିତ

ଲକ୍ଷ୍ନୌ,୧୮ ।୧୨: ଉତ୍ତର ପ୍ରଦେଶ ସରକାରରେ ରାଜ୍ୟମନ୍ତ୍ରୀ ଥିବା ସଞ୍ଜୟ ସିଂ ଗଙ୍ଗୱାରଙ୍କୁ ଆଚାର ସଂହିତା ଉଲ୍ଲଂଘନ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । କୋର୍ଟ ଶନିବାର ତାଙ୍କୁ ଦୁଇଟି ମାମଲାରେ ୩-୩ ମାସର କାରାଦଣ୍ଡ ସହ ୨-୨ ହଜାର ଟଙ୍କା…

ପ୍ରତିରକ୍ଷା ମନ୍ତ୍ରଣାଳୟର ସମୀକ୍ଷା ରିପୋର୍ଟ-ଏଲଏସି. ଏଲଓସି ଉପରେ ସେନାର କଡା ନଜର, ପ୍ରସ୍ତୁତି ବି ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ,୧୮ ।୧୨: ପ୍ରତିରକ୍ଷା ମନ୍ତ୍ରଣାଳୟ ଚାଇନା ଓ ଏହାର ସହଯୋଗୀ ପାକିସ୍ତାନର ସ୍ପଷ୍ଟ ସନ୍ଦର୍ଭ ଦେଇ କହିଛି ଭାରତୀୟ ସେନା ଆଧୁନିକିକରଣ ଓ ଶତ୍ରୁଙ୍କ ଆକ୍ରମଣକୁ ନେଇ ଉପୁଜିବାକୁ ଥିବା ସବୁ ସମସ୍ୟା ପାଇଁ ପ୍ରସ୍ତୁତ ଅଛନ୍ତି । ସେନା ଏଲଏସି…

‘ଭାରତୀୟ ଯବାନମାନେ ବାହାର ଶତ୍ରୁମାନଙ୍କୁ ସମ୍ଭାଳନ୍ତୁ, ଦେଶ ଭିତରେ ଥିବା ଶତ୍ରୁଙ୍କ କଥା ଆମେ ବୁଝିବୁ’

ଚଣ୍ଡିଗଡ଼,୧୭।୧୨: ଭାରତୀୟ ଯବାନଙ୍କର ତାଓ୍ବାଙ୍ଗରେ ଚାଇନା ସୈନିକଙ୍କ ସହ ହୋଇଥିବା ସଂଘର୍ଷକୁ ନେଇ ବିରୋଧୀଦଳର ନେତାଙ୍କ ବୟାନକୁ ନେଇ ପାଲଟା ଆକ୍ରମଣ କରିଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ। ଘଟଣାକୁ ନେଇ ଏଯାବତ ଚାଇନା ପକ୍ଷରୁ ଗୋଟିଏ ବି ବୟାନ ଆସିନାହିଁ।…

‘ନୀତୀଶ ବିଳମ୍ବ କରନ୍ତୁ ନାହିଁ, ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ କରିଦିଅନ୍ତୁ’

ନୂଆଦିଲ୍ଲୀ,୧୭।୧୨: ୨୦୨୫ ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। ବିହାରରେ ଯେଉଁ ଗଠବନ୍ଧନ ଅଛି ସେଥିରେ ଆର୍‌ଜେଡି ହେଉଛି ସବୁଠାରୁ ବଡ଼ ଦଳ। ଏଣୁ ନୀତୀଶ କୁମାର ତେଜସ୍ବୀ ଯାଦବଙ୍କୁ ଏବେଠାରୁ ମୁଖ୍ୟମନ୍ତ୍ରୀ କରିଦେବା ଉଚିତ। ଫଳରେ ତେଜସ୍ବୀଙ୍କ ପାଖରେ ୩…

କାଜୁ ବନୀକରଣରେ ଅନିୟମିତତା, ତଦନ୍ତ ଦାବି

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତ ମୁଖ୍ୟାଳୟରେ ମନରେଗା ଯୋଜନାରେ କଲମୀ କାଜୁ ଚାଷ ରୋପଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୮ ହେକ୍ଟର ପରିମିତ ଜମିରେ ୧୦ ଜଣ ହିତାଧିକାରୀଙ୍କ ଜମିରେ ଏହି ଚାଷ ୨୦୨୧-୨୨ ଆର୍ଥିକ…

ଜଣଙ୍କୁ ଦଳିଦେଲା ହାତୀ, ଆଉ ଜଣେ ଆହତ

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅଞ୍ଚଳରେ କିଛି ଦିନ ହେଲା ଏକ ଗୋଠଛଡ଼ା ଦନ୍ତା ଉପଦ୍ରବ କରୁଛି। ଦୁଇ ଦିନରେ ସଦର ରେଞ୍ଜର ଦୁଇଟି ସ୍ଥାନରେ ଆକ୍ରମଣ କରି ଜଣକୁ ମାରିଦେବା ସହ ଅନ୍ୟ ଜଣଙ୍କୁ ଆହତ କରିଦେଇଛି। ଫଳରେ ଏହାକୁ…

ବିଗ୍‌ବସ୍‌ ଏକ୍ସଟେନ୍‌ଶନ ଉପରେ ବାଜିଲା ମୋହର

ବମ୍ବେ: ଆଗକୁ ବଢ଼ିଲା ଫିନାଲେ ଡେଟ୍‌। ପ୍ରଶଂସକଙ୍କ ଭଲପାଇବାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ବିଗ୍‌ବସ୍‌ର ୧୬ତମ ସଂସ୍କରଣକୁ ଆଉ କିଛି ଦିନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏନେଇ କେବଳ ଚର୍ଚ୍ଚା ହେଉଥିଲା। ହେଲେ ଏବେ ଏଥିରେ ମୋହର ବାଜିଛି। ହୋଷ୍ଟ…

ରୋମାଞ୍ଚକର ସ୍ଥିତିରେ ମ୍ୟାଚ୍‌: ବିଜୟଠାରୁ ୪ ଉଇକେଟ ଦୂରରେ ଟିମ୍‌ ଇଣ୍ଡିଆ

ଚଟ୍ଟୋଗ୍ରାମ,୧୭।୧୨: ଭାରତ-ବାଲାଂଦେଶ ମଧ୍ୟରେ ଶନିବାର ଚଟ୍ଟୋଗ୍ରାମ ଟେଷ୍ଟର ଚତୁର୍ଥ ଦିନର ଖେଳ ସମ୍ପୂର୍ଣ୍ଣ ହୋଇଛି। ମ୍ୟାଚ୍‌ରେ ୫୧୩ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଲାଂଦେଶ ଟିମ୍‌ ଖେଳକୁ ରୋମାଞ୍ଚକର ସ୍ଥିତିରେ ପହଞ୍ଚାଇଛି। ଏବେ ଦଳକୁ ଅନ୍ତିମ ଦିବସରେ ଜିତିବା ଲାଗି ୨୪୧…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri