ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଟିମ୍ ଇଣ୍ଡିଆ
ପୋଚେଫଷ୍ଟରୁମ, ୨୭।୧: ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ପୋଚେଫଷ୍ଟରୁମ୍ର ସେନଓ୍ବେସ ପାର୍କରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରିଛି। ଏହାପରେ ଫାଇନାଲରେ ଭାରତ…
ଦ୍ୱିତୀୟ ବିବାହ କଲେ ନୀନା ଗୁପ୍ତାଙ୍କ ଝିଅ ମସାବା
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା। ଦୀର୍ଘଦିନର ପ୍ରେମିକ ସତ୍ୟଦୀପ ମିଶ୍ରାଙ୍କ ହାତ ଧରିଛନ୍ତି ସେ। ବେଶ ନିରାଡମ୍ବରରେ ପରିବାରଲୋକଙ୍କ ଗହଣରେ ଦୁହେଁ ବିବାହ କରିଛନ୍ତି। ମସାବା ନିଜର ସୋସିଆଲ ମିଡିଆରେ ଫଟୋ…
୨ ଧାନଗଦା ଜଳିଗଲା
ସିଂହପୁର,୨୭।୧(ଡି.ଏନ୍.ଏ.): ବିଞ୍ଝାରପୁର ଥାନା ତଥା ଜରୀ ଫାଣ୍ଡି ଅଧୀନ ଜରୀଗ୍ରାମର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରମେଶ ମଳିକ ଏବଂ କାମଦେବ ମଳିକଙ୍କ ୨ଟି ଧାନ ଗଦା ପୋଡି ପାଉଁଶ ହୋଇଯାଇଛି। ହେଲେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଖବର ପାଇ ଜରୀ ରାଜସ୍ବ…
ଗୋ ଏୟାର ଉପରେ ୧୦ଲକ୍ଷ ଜରିମାନା ଲଗାଇଲା ଡିଜିସିଏ
ନୂଆଦିଲ୍ଲୀ,୨୭।୧: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଗୋ ଏୟାର ବିମାନ ଉପରେ ୧୦ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଜାନୁଆରୀ ୯ରେ ବେଙ୍ଗାଲୁରୁ-ଦିଲ୍ଲୀ ଯାଉଥିବା ଗୋ ଏୟାର ବିମାନ ୫୫ଜଣ ଯାତ୍ରୀଙ୍କୁ ବେଙ୍ଗାଲୁରୁରେ ଛାଡ଼ି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଏହାପରେ…
୨୯ ବର୍ଷର ହେଲେ ଶେହନାଜ
ବମ୍ବେ: ବିଗ୍ବସ୍ ବଦଳାଇଦେଲା ଭାଗ୍ୟ। ପଞ୍ଜାବରୁ ଆସିଥିବା ଏକ ଗାୟିକା ଏବେ ଜଣେ ଲୋକପ୍ରିୟ ସେଲିବ୍ରିଟି। ତାଙ୍କ ଷ୍ଟାରଡମ୍ କୌଣସି ସୁପରଷ୍ଟାରଠାରୁ କମ୍ ନୁହେଁ। ଆମେ କହୁଛୁ ସମସ୍ତଙ୍କ ପ୍ରିୟ ଶେହନାଜ ଗିଲଙ୍କ କଥା। ଆଜି ଅର୍ଥାତ ଜାନୁୟାରୀ ୨୭ରେ ତାଙ୍କ…
ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା
ଭବାନୀପାଟଣା,୨୬।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଦେଉଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ିକୁ କେନ୍ଦ୍ର କରି ସ୍ଥାନୀୟ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କାହ୍ନୁ ଠାକୁର। ଜମିବାଡିକୁ କେନ୍ଦ୍ର କରି…
ମଇଁଷିକୁ କାମୁଡ଼ି ଧରିଲା କୁମ୍ଭୀର, ଆଉ ତା’ ପରେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଥାଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। କୁହାଯାଏ ଯେ, ପାଣିରେ ଘରକରି…
ଚନ୍ଦ୍ରଭାଗାରେ ବୁଡ ପକାଇବେ ଶ୍ରଦ୍ଧାଳୁ
ଭୁବନେଶ୍ୱର,୨୭।୧(ବ୍ୟୁରୋ): ଶନିବାର ପବିତ୍ର ମାଘ ସପ୍ତମୀ। କରୋନା କଟକଣା ପରେ ଏଥର ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇବେ। ଏଥିପାଇଁ ଚନ୍ଦ୍ରଭାଗାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାବ୍ୟତିତ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ସୂଚନା…
ହରିଣ ଶିକାର କରି ବନ୍ଧା ହେଲେ ୨ ଯୁବକ
ଚାନ୍ଦବାଲି,୨୭।୧(ଡି.ଏନ୍.ଏ.): ହରିଣ ଶିକାର କରି ମାଂସ ଚାଲାଣ ଅଭିଯୋଗରେ ଧାମରା ବନବିଭାଗ ୨ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସେକ୍ ହୁସେନ ଓ ମୋତିଲାଲ ମଣ୍ଡଳ। ମିଳିଥିବା ସୂଚନା ମୁତାବକ, ହରିଣ ମାଂସ ଚାଲାଣ ହୋଇଥିବା…
ଫିଲ୍ମରେ ରାଜ କରିବାକୁ ପ୍ରସ୍ତୁତ ହେଲେଣି ଧୋନି
ମୁମ୍ବାଇ: କ୍ରିକେଟ ଦୁନିଆର ଲୋକପ୍ରିୟ ଚେହେରା ମହେନ୍ଦ୍ର ସିଂ ଧୋନି । ତାଙ୍କ ସମ୍ପର୍କରେ ଅଧିକ କିଛି କହିବାର ଆବଶ୍ୟକତା ନାହିଁ । ସେ ନିଜେ ହିଁ ନିଜର ପରିଚୟ । ଖେଳ ଦୁନିଆ ପରେ ଏବେ ଫିଲ୍ମ ଦୁନିଆରେ ନିଜ…
ରାଜନୀତି ଛାଡିବେ ଅମରିନ୍ଦର ସିଂ!
ନୂଆଦିଲ୍ଲୀ,୨୭ ।୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପାର୍ଟିର ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । କ୍ୟାପଟେନ ଅମରିନ୍ଦର ସିଂ ଖୁବଶୀଘ୍ର ଏକ ବଡ ଭୂମିକାରେ ନଜର ଆସିପାରନ୍ତି ।…
ଯାତ୍ରା ରଦ୍ଦ ପରେ ସାମ୍ନାକୁ ଆସିଲା ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା
ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଜମ୍ମୁ-କଶ୍ମୀରର ବନିହାଲରେ ପହଞ୍ଚିବା ପରେ ସେଠାରେ ଯାତ୍ରାକୁ ଅଟକାଇ ଦିଆଯାଇଛି। ସୁୁରକ୍ଷା ନ ମିଳିବାରୁ ଏହି ଯାତ୍ରାକୁ ଅଟକାଇବାକୁ ପଡ଼ିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏହି…
Archives


