ପୁଣି ଥରେ ଇଡିରେ ହାଜର ହେଲେ ତାଳଚେର ବିଧାୟକ
ଭୁବନେଶ୍ୱର,୨୭।୧(ବ୍ୟୁରୋ): ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଶୁକ୍ରବାର ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ବିଧାୟକଙ୍କୁ ଜେରା କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଗତ ୨୦ରେ ବିଧାୟକ ବ୍ରଜ…
ବନିହାଲରେ ଅଟକିଲା ଭାରତ ଯୋଡୋ ଯାତ୍ରା
ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଜମ୍ମୁ-କଶ୍ମୀରର ବନିହାଲରେ ପହଞ୍ଚିିଛି। ସେଠାରେ ପହଞ୍ଚିବା ପରେ ଏହି ଯାତ୍ରାକୁ ଅଟକାଇ ଦିଆଯାଇଛି। ଅନ୍ୟପଟେ କଂଗ୍ରେସ ଅଭିଯୋଗ କରିଛି ଯେ, ସୁରକ୍ଷା ନ ମିଳିବାରୁ ଏହି ଯାତ୍ରାକୁ ଅଟକାଇବାକୁ…
ଭଗତ ସିଂ କୋଶିୟାରିଙ୍କ ପରେ କିଏ ହେବ ମହାରାଷ୍ଟ୍ର ରାଜ୍ୟପାଳ? ଚର୍ଚ୍ଚାରେ ଏହି ଦୁଇ ନାଁ…
ମୁମ୍ବାଇ,୨୭।୧: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରି ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ପରେ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ କିଏ ହେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଦୁଇ ଜଣଙ୍କ ନାଁ ସାମ୍ନାକୁ…
ୟୁଟ୍ୟୁବ୍ରେ ଦୁନିଆର ସବୁଠୁ ଅଧିକ ଲୋକ ଶୁଣନ୍ତି ଏହି ଗାୟିକାଙ୍କ ଗୀତ
ମୁମ୍ବାଇ: ୟୁଟ୍ୟୁବ୍ରେ ବଲିଉଡ୍ର ଜଣେ ଗାୟିକାଙ୍କ ଗୀତ ଦୁନିଆର ସବୁଠୁ ଅଧିକ ଲୋକ ଶୁଣିଥାନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବଲିଉଡ୍ର ପ୍ଲେ ବ୍ୟାକ୍ ଗାୟିକା ଅଲ୍କା ୟାଗ୍ନିକ। ୯୦ ଦଶକରେ ହେଉ କିମ୍ବା ଆଜିର ସମୟରେ, ସମସ୍ତେ…
‘ଗବେଷଣାକୁ ସମ୍ମାନ ଆହୁରି ଉତ୍ସାହିତ କରିବ’
ଲାଞ୍ଜିଗଡ଼,୨୭।୧(ଡି.ଏନ.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଆଚାର୍ଯ୍ୟ ଏମ୍.ଏସ୍. ଶେଖରଙ୍କୁ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ରରେ ପାରଦର୍ଶିତା ପାଇଁ ସ୍ବର୍ଣ୍ଣ ପଦକ ସହ ‘ଜ୍ୟୋତିଷ ମହର୍ଷି’ ପରାଶର ସମ୍ମାନ ପ୍ରଦାନ କରାଯାଇଛି। ଭାରତୀୟ ବାସ୍ତୁ ଓ ଜ୍ୟୋତିଷ ଗବେଷଣା କେନ୍ଦ୍ର ପକ୍ଷରୁ ଭୁବନେଶ୍ୱର ସ୍ଥିତ…
ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଲୁଟ୍ ଘଟଣା: ୫ ଗିରଫ
ଭୁବନେଶ୍ୱର,୨୭ା୧(ବ୍ୟୁରୋ): ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଲୁଟ୍ ହେବା ଘଟଣାର ଶୁକ୍ରବାର ପର୍ଦ୍ଦାଫାଶ ହୋଇଛି। କ୍ୟାପିଟାଲ ଥାନା ପୋଲିସ ଏଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିବା ସହ ଲୁଟ୍ ସାମଗ୍ରୀ ମଧ୍ୟ ଜବତ କରିଛି। ସୂଚନାଯୋଗ୍ୟ, ଗତ ୨୧…
କଶ୍ମୀରରେ ପ୍ରବେଶ କଲା ଭାରତ ଯୋଡ଼ୋ ଯାତ୍ରା
ଶ୍ରୀନଗର,୨୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଏବେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି। ଶୁକ୍ରବାର ବନିହାଲରୁ ଆରମ୍ଭ ହୋଇ କଶ୍ମୀର ଅଭିମୂଖେ ଏହି ଯାତ୍ରା ଆରମ୍ଭ ହୋଇଛି। ଏଥିରେ ବନିହାଲର ନ୍ୟାଶନାଲ କନ୍ଫରେନ୍ସର ନେତା ତଥା ପୂର୍ବତନ…
ସିନ୍ଧୁ ଜଳ ଚୁକ୍ତି ସଂଶୋଧନ ପାଇଁ ପାକିସ୍ତାନକୁ ନୋଟିସ ପଠାଇଲା ଭାରତ
ନୂଆଦିଲ୍ଲୀ,୨୭।୧: ସେପ୍ଟେମ୍ବର ୧୯୬୦ର ସିନ୍ଧୁ ଜଳ ଚୁକ୍ତିରେ ସଂଶୋଧନ ପାଇଁ ଭାରତ ପାକିସ୍ତାନକୁ ଏକ ନୋଟିସ ଜାରି କରିଛି। ଶୁକ୍ରବାର ଆଇଡବ୍ଲ୍ୟୁଟିର ଧାରା ଏକ୍ସଆଇଆଇ(୩) ଅନୁଯାୟୀ ଏହି ନୋଟିସ୍ ଦିଆଯାଇଥିବା ସୂଚନା ଦିଆଯାଇଛି। ଜାନୁୟାରୀ ୨୫ରେ ସିନ୍ଧୁ ଜଳ ପାଇଁ ନିଯୁକ୍ତ…
କୁନି ଶିଶୁଙ୍କ ରୋଷେଇ ପ୍ରତିଭା: ନିମିଷକରେ ପ୍ରସ୍ତୁତ କରୁଛନ୍ତି ଜିଲାପି
ସୋସିଆଲ ମିଡିଆରେ ୭ ବର୍ଷ ଶିଶୁଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯିଏକି ନିଜର ରୋଷେଇ ପ୍ରତିଭା ସୋସିଆଲ ମିଡିଆ ଜରିଆରେ ଦେଖାଇଛନ୍ତି। ରାଜସ୍ଥାନୀ ଖାଦ୍ୟଠାରୁ ଆରମ୍ଭ କରି ଚକୋଲେଟ, କେକ୍ ପର୍ଯ୍ୟନ୍ତ ପିଲାଟି ସବୁକିଛି ଚଟାପଟ୍ କରିଦେଉଛନ୍ତି। ତାଙ୍କ…
ଭାରତମାତା ପୂଜନ ଉତ୍ସବ: ମନମୋହିଲା ଛଉ, ପାଇକ ଆଖଡ଼ା
ଦାରିଙ୍ଗବାଡ଼ି,୨୭।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ଦୁଇଦିନ ଧରି ଭାରତମାତା ପୂଜନ ଉତ୍ସବ ସହ ଅମୃତ ମିଳନ କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ପାଳନ କରାଯାଇଛି। କାର୍ଯ୍ୟକ୍ରମକୁ ସଂସ୍କାର ଭାରତୀ ପକ୍ଷରୁ ସିମନବାଡ଼ି ପଞ୍ଚାୟତର ଅମୃତ ପରିବାର…
ଅସୁସ୍ଥ ଅଛନ୍ତି ଗେହଲୋଟ, ପଞ୍ଜାବ-ଅଜମେର ଗସ୍ତ ହେଲା ବାତିଲ
ଜୟପୁର,୨୭।୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ଅଛନ୍ତି । ମୁଖ୍ୟମନ୍ତ୍ରୀ ଅସୁସ୍ଥତା ସତ୍ତ୍ୱେ ଗୁରୁବାର ଗଣତନ୍ତ୍ର ଦିବସ ଅବସରରେ ସେ ଜୟପୁରର ଏସ୍ଏମ୍ଏସ୍ ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ…
ଦେଶରେ ଆଜି ୯୯ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୭।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…
Archives


