Home Left

ଅଖିଳେଶଙ୍କ କାର୍କେଡରେ ବଡ଼ ଦୁର୍ଘଟଣା: ପଛକୁ ପଛ ପିଟି ହେଲା ୪ଗାଡ଼ି

ହର୍ଦ୍ଦୋଇ,୩।୨: ସାମାଜବାଦୀ ପାର୍ଟି(ଏସ୍‌ପି)ର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ହର୍ଦ୍ଦୋଇରେ ଅଖିଳେଶଙ୍କ କାର୍କେଡ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ଏକାସଙ୍ଗେ ୪ରୁ ଊର୍ଦ୍ଧ୍ୱ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏହି…

କଫ ସିରଫ ବେପାରୀଙ୍କୁ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ,୩।୨: କଫ ସିରଫ କାରବାର ମାମଲାରେ ଶୁକ୍ରବାର ବରପାଲିପଡାର ପ୍ରଶାନ୍ତ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଏସ୍‌ଡିପିଓ ତୋଫାନ ବାଗ ଶୁକ୍ରବାର ଟାଉନ ଥାନାରେ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ପୋଲିସ ବାରମ୍ବାର…

କ୍ୟାପଟେନ ଅମରିନ୍ଦର ସିଂଙ୍କ ପତ୍ନୀ ପରିଣିତ କୌରଙ୍କୁ କଂଗ୍ରେସ ପାର୍ଟିରୁ ନିଲମ୍ବିତ

ଚଣ୍ଡିଗଡ଼,୩ ।୨: ପଞ୍ଜାବ କଂଗ୍ରେସର ପଟିଆଲାରୁ ଏମପି ଥିବା ପରିଣିତ କୌରଙ୍କୁ ଶୁକ୍ରବାର ଦଳରୁ ନିଲମ୍ବିତ କରଯାଇଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀ ପରିଣିତ କୌରଙ୍କ ଉପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ସହଯୋଗ କରୁଥିବାର ଅଭିଯୋଗ ଆସିଛି…

ଟେରର ଫଣ୍ଡିଂ ଲିଙ୍କ୍‌ରେ ଏସ୍‌ଆଇଏର ଚଢାଉ

ଶ୍ରୀନଗର,୩।୨: ଟେରର ଫଣ୍ଡିଂ ଲିଙ୍କ୍‌ରେ ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସ୍‌ଆଇଏ) ଶୁକ୍ରବାର ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ଚଢାଉ ଆରମ୍ଭ କରିଛି। ଅଧିକାରୀମାନେ ପରିମ୍ପୋରା, ଜଓ୍ବାହର ନଗର, ନଟିପୁରା, ବୁଲବୁଲ ବାଗ ଅଞ୍ଚଳରେ ଏସ୍‌ଆଇଏ ଚଢାଉ କରି ତଦନ୍ତ ଆରମ୍ଭ କରିଛି। ଏସଆଇଏ…

୧୬୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ: ବିକ୍ରମଦେବ କଲେଜରେ ହେବ ଅତ୍ୟାଧୁନିକ ଅଡିଟୋରିୟମ

କୋରାପୁଟ,୩।୨(ସ୍ବ.ପ୍ର. ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କଲେଜରେ ଏକ ଅତ୍ୟାଧୁନିକ ଅଡିଟୋରିୟମ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ୧୦୦୦ ଆସନ ବିଶିଷ୍ଟ ଅଡିଟୋରୟମ…

ପ୍ରଥମଥର ଝିଅର ମୁହଁ ଦେଖାଇଲେ ଦେବିନା-ଗୁରମିତ୍‌

ମୁମ୍ବାଇ: ଅଭିନେତ୍ରୀ ଦେବିନା ବାନାର୍ଜୀ ଏବଂ ଗୁରମିତ୍‌ ଚୌଧୁରୀ ପ୍ରଶଂସକଙ୍କ ସହ ସେମାନଙ୍କର ବ୍ୟକ୍ତିଗତ ଜୀବନର ପ୍ରତ୍ୟେକ କଥା ଶେୟାର କରିଆସୁଛନ୍ତି। ନିକଟରେ ସେ ତାଙ୍କର ଦ୍ୱିତୀୟ ଝିଅ ଦିବିଶାଙ୍କ ଚେହେରା ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ଦମ୍ପତ ସୋସିଆଲ ମିଡିଆରେ କିଛି…

ହେଲେନଙ୍କ ସହ ଦ୍ୱିତୀୟ ବିବାହ ଉପରେ ନୀରବତା ଭାଙ୍ଗିଲେ ସଲିମ୍‌ ଖାନ

ମୁମ୍ବାଇ: ଅଭିନେତ୍ରୀ ହେଲେନଙ୍କ ସହ ବଲିଉଡ ଇଣ୍ଡଷ୍ଟ୍ରିର ଭେଟେରାନ ସ୍କ୍ରିନ ରାଇଟର୍‌ ସଲିମ୍‌ ଖାନଙ୍କ ପ୍ରେମ କାହାଣୀ ଏକ ଚଳଚ୍ଚିତ୍ରଠାରୁ କମ୍‌ ନୁହେଁ। ବିବାହ ସତ୍ତ୍ୱେ ସଲିମ୍‌ ହେଲେନଙ୍କୁ ଭଲ ପାଉଥିଲେ ଏବଂ ପରେ ୧୯୮୧ ମସିହାରେ ତାଙ୍କୁ ବିବାହ କରିଥିଲେ।…

ଗୋପାଳଙ୍କ ଏମ୍‌ସିଏଲ୍‌ କ୍ବାର୍ଟର୍ସରେ କ୍ରାଇମବ୍ରାଞ୍ଚର ତନାଘନା: ଗୁଳିକାଣ୍ଡ ସ୍ଥାନରେ ହେବ ସିନ୍‌ ରିକ୍ରିଏସନ

ଝାରସୁଗୁଡ଼ା ଅଫିସ,୩।୨: ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ନେଇ କ୍ରାଇମବ୍ରାଞ୍ଚ ଲାଗିପଡ଼ିଛି। ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ରିମାଣ୍ଡର ଶୁକ୍ରବାର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି…

୬ ଜଣ କୁଚିଆ ମଦ ବେପାରୀଙ୍କୁ ୧୧୦ ଦଫାରେ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ,୩।୨: ବଲାଙ୍ଗୀର ସହରରେ ଅପରାଧିମାନଙ୍କ ସଂଖ୍ୟା ଓ କୁଚିଆ ମଦ ବେପାରୀଙ୍କ ସଂଖ୍ୟା ଦିନ କୁ ଦିନ ବଢିବାରେ ଲାଗିଛି ା ପୋଲିସ ଶୁକ୍ରବାର ୬ ଜଣ ପେସାଦାର କୁଚିଆ ମଦ ବେପାରୀଙ୍କୁ ୧୧୦ ଦଫାରେ କୋର୍ଟ ଚାଲାଣ କରିଛି।…

୧୫ ଦିନ ହେଲା ମିଳୁନି ପାଣି, ଲୋକେ ହନ୍ତସନ୍ତ

ଫୁଲବାଣୀ ଅଫିସ, ୩ା୨: ୧୫ ଦିନ ହେଲା ମିଳୁନି ପାଣି। ଲୋକେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଳାଇଛନ୍ତି। ଏଭଳି ଘଟଣା କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗୁମାଗଡ ପଞ୍ଚାୟତରେ ଦେଖିବାକୁ ମିଳିଛି। ୧୫ ଦିନ ହେଲା ପାଜିଗାଡୁ ଗ୍ରାମରେ ପାଣି ସମସ୍ୟାର…

କ୍ଷତିପୂରଣ ଦାବିରେ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ପାଟଣା,୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜତଣ୍ଡ ବିଟ ରୋହଣି ଦୁମା ଗ୍ରାମର ଅନନ୍ତ ମାଝୀଙ୍କର ଗୁରୁବାର ସାରେ ରାସ୍ତାରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଅନନ୍ତଙ୍କୁ ହତ୍ୟା କରାଯାଇଛି କି ବନ୍ୟଜନ୍ତୁ ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇ…

ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ, ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ

ଗୋଲାମୁଣ୍ଡା,୩।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ମାନଝରି ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ତ୍ରିଲୋଚନ ବିଶି(୩୦)। ବ୍ୟବଚ୍ଛେଦ ପରେ ଦାଦନ ଶ୍ରମିକଙ୍କ ମୃତଦେହ ଗଁାକୁ ଆସୁଥିବା ଜଣାପଡିଛି। ତ୍ରିଲୋଚନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri