ନଦୀମନସ୍କ ହେବା
ପୂର୍ବରୁ ନଦୀପଥ ଥିଲା ଜୀବନ ଜୀବିକାର ଏକମାତ୍ର ପନ୍ଥା ଓ ପରିବହନର କର୍ମଶାଳା। ସାମ୍ପ୍ରତିକ ସ୍ଥିତିରେ ଆଧୁନିକତାର ସ୍ପର୍ଶରେ ଦୁନିଆ ବଦଳିଥିଲେ ମଧ୍ୟ ଏବେ ବି ଓଡ଼ିଶାର ବହୁ ସ୍ଥାନରେ ଲୋକେ ନଦୀ ଉପରେ ନିର୍ଭରଶୀଳ। ଓଡ଼ିଶାରେ ୧୨ରୁ ଅଧିକ ବଡ଼…
ସୃଷ୍ଟି ତତ୍ତ୍ୱ ଓ ବ୍ରହ୍ମା
ହିନ୍ଦୁଧର୍ମ ଅପରିବର୍ତ୍ତନୀୟ ବୋଲି ଘୋଷଣା କରିବାକୁ ରାଜନେତାମାନେ ସନାତନ ଧର୍ମ ଶବ୍ଦ ବ୍ୟବହାର କରିଥାନ୍ତି। ସେମାନଙ୍କ ମତରେ କେବଳ ମୁସଲମାନ ଓ ଇଂରେଜଙ୍କ ରାଜନୈତିକ ବିରୋଧ ଏହି ଧର୍ମରେ ବାଧା ସୃଷ୍ଟି କରିଥିଲେ। କିନ୍ତୁ ତାହା ବାସ୍ତବରେ ସତ ନୁହେଁ। ହିନ୍ଦୁଧର୍ମ…
ପଶ୍ଚିମବଙ୍ଗରେ ଅସ୍ତ୍ର ହେବ କି ଏସ୍ଆଇଆର୍
କୋଲକାତା,୨୦।୧୧: ବିହାର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ସବୁଠୁ ବଡ଼ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଭା ହୋଇଛନ୍ତି। ମୋଦି ବିହାର ଫଳାଫଳକୁ ପଶ୍ଚିମବଙ୍ଗରେ ଦୋହରାଇବା ପାଇଁ ଆଶାବାଦୀ, ଯାହାକି ତାଙ୍କ ବିଜୟ ଅଭିଭାଷଣରେ…
ଲଖନା ପଞ୍ଚାୟତ: ଭତ୍ତାରୁ ବଞ୍ଚିତ ବୃଦ୍ଧାବୃଦ୍ଧ
ନୂଆପଡ଼ା,୧୯ା୧୧(ମକାରୁ ବେମାଲ) -ନୂଆପଡ଼ା ଜିଲା କୋମନା ବ୍ଲକ୍ ଲଖନା ପଞ୍ଚାୟତ ଅନ୍ତର୍ଗତ ମୁରଲିବାହାଲି ଗାଁରେ ଅନେକ ବୃଦ୍ଧାବୃଦ୍ଧ ଭତ୍ତାରୁ ବଞ୍ଚତ୍ତ ହୋଇ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳ ମଧୁସୂଦନ ଦାଶଙ୍କ ଅନୁପସ୍ଥିତିରେ ସେମାନେ ଡାକ ବାକ୍ସରେ ଦରଖାସ୍ତ ଦେଇ ଫେରିଯାଇଛନ୍ତି।…
ଆସୁଛି ବଡ଼ ବର୍ଷା, ୨୨ରୁ ପ୍ରବଳ ବର୍ଷା
ଭୁବନେଶ୍ୱର,୨୦ା୧୧ (ରବିନାରାୟଣ ଜେନା): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୨ ତାରିଖରେ ଏକ ଲଘୁଚାପ ସୃଷ୍ଟିହେବା ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହେବାର ଆଶଙ୍କା ରହିଛି। ସେହିପରି ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଏହା…
ତୁର୍କୀ ଛୁଟିରେ ଯାଇଥିବା ଭାରତୀୟ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ: ‘କୀଟନାଶକ’ ପାଇଁ ମୃତ୍ୟୁ ସନ୍ଦେହ
ନୂଆଦିଲ୍ଲୀ,୧୯।୧୧: ତୁର୍କୀର ଇସ୍ତାନବୁଲକୁ ଛୁଟି କାଟିବାକୁ ଯାଇଥିବା ଜର୍ମାନୀରେ ରହୁଥିବା ତୁର୍କୀ-ଜର୍ମାନୀୟ ବଂଶୋଦ୍ଭବ ଏକ ପରିବାରର ଚାରି ଜଣ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରହସ୍ୟମୟ ହୋଇଛି । ମୃତକମାନେ ହେଲେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ନାବାଳକ ପିଲା…
ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁଲେ ଐଶ୍ୱର୍ଯ୍ୟା ରାୟ: ପ୍ରେମ ଓ ଧର୍ମ ଉପରେ ଦେଲେ ବାର୍ତ୍ତା
ନୂଆଦିଲ୍ଲୀ,୧୯।୧୧: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଙ୍ଗଳବାର ଆନ୍ଧ୍ରପ୍ରଦେଶର ପୁଟ୍ଟାପର୍ତ୍ତିରେ ଆୟୋଜିତ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, କେନ୍ଦ୍ର ମନ୍ତ୍ରୀ…
ବସ୍ ମିଳିବନି କହି ଘରକୁ ଡାକିଲେ, ପରେ ବିବାହିତା ମହିଳାଙ୍କୁ ବୁଦାକୁ ନେଇ ବଳାତ୍କାର; କାନ୍ଦି କାନ୍ଦି…
ରାୟଗଡ଼ା,୧୯।୧୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ାରେ ଲଜ୍ଜା। ସହରରେ ଅନ୍ଧାର ରାତିରେ ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର କରାଯାଇଛି। ଏନେଇ ବିବାହିତ ମହିଳାଜଣଙ୍କ ସ୍ବାମୀଙ୍କ ସହ ମଙ୍ଗଳବାର ବିଳମ୍ବିତ ରାତିରେ ରାୟଗଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ…
ମଦ ବ୍ୟବସାୟୀଙ୍କଠାରୁ ନେଉଥିଲେ ଲାଞ୍ଚ: ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅବକାରୀ ଅଧିକ୍ଷକ-ଏଏସ୍ଆଇ
କେନ୍ଦୁଝର,୧୯।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମଦ ବିକ୍ରେତାଙ୍କଠାରୁ ନେଉଥିଲେ ଲାଞ୍ଚ। ମାଡ଼ି ବସିଲା ଭିଜିଲାନ୍ସ। ବୁଧବାର ଏଭଳି ଏକ ଘଟଣାକ୍ରମରେ ଓଡ଼ିଶା ଭିଜିଲାନ୍ସ ହାତରେ କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟ୍ଟାୟତ ଏବଂ ଚମ୍ପୁଆ ଅବକାରୀ ଷ୍ଟେଶନ ଦାୟିତ୍ୱରେ ଥିବା ଅଧିକାରୀ ଆସିଷ୍ଟାଣ୍ଟ…
ଶେଷ ଦିନିକିଆରେ ଭାରତକୁ ୭୩ ରନରେ ହରାଇଲା ଦକ୍ଷିଣ ଆଫ୍ରିକା ‘ଏ’
ରାଜକୋଟ,୧୯।୧୧: ରାଜକୋଟରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଅନଅଫିସିଆଲ୍ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା ‘ଏ’ ଦଳ ଭାରତ ‘ଏ’କୁ ୭୩ ରନରେ ପରାସ୍ତ କରି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ତେବେ ପୂର୍ବରୁ ଦୁଇଟି ମ୍ୟାଚ୍ ଜିତି ସାରିଥିବା ଭାରତ…
ଦାବି ପରେ ବି ନିର୍ମାଣ ହେଉନି ରାସ୍ତା, ଗାଁକୁ ଯିବାକୁ ହେଲେ…
କେସିଙ୍ଗା,୧୯ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କସୃପଡ଼ା ପଞ୍ଚାୟତ ଅଧିନସ୍ଥ ସିଂହଝରଣ ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତା ଦୀର୍ଘବର୍ଷଠାରୁ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ବହୁବାର ସ୍ଥାନୀୟ ସରପଞ୍ଚଠାରୁ ବ୍ଲକର ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଜାତୀୟ ରାଜପଥ…
ଖୁସିଖବର: କୃଷକଙ୍କ ଆକାଉଣ୍ଟକୁ ଆସିଲା ୨୦୦୦ ଟଙ୍କା! ଏଭଳି ଚେକ୍ କରିନିଅନ୍ତୁ ନିଜ ନାମ…
ନୂଆଦିଲ୍ଲୀ,୧୯।୧୧: ଭାରତର କୋଟିକୋଟି କୃଷକମାନଙ୍କର ଦୀର୍ଘଦିନର ଅପେକ୍ଷା ଆଜି ଶେଷ ହୋଇଛି। ଯଦି ଆପଣ ପିଏମ କିଶାନ ଯୋଜନାର ଲାଭାର୍ଥୀ ତେବେ ତୁରନ୍ତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରନ୍ତୁ। ହୋଇପାରେ ଆପଣଙ୍କର ମୋବାଇଲ୍ରେ ବ୍ୟାଙ୍କର ସେହି ମେସେଜ ପହଞ୍ଚିଯାଇଥିବ। ପ୍ରଧାନମନ୍ତ୍ରୀ…
Archives


