Home Left

ଅମୃତଜୟ, ମୈତ୍ରେୟ-ଶିବମ୍‌ ଚାମ୍ପିୟନ

ଭୁବନେଶ୍ୱର, ୨୭।୫ (କ୍ରୀଡ଼ା ପ୍ରତିନିଧି): ଅଲ୍‌ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ଓ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ)ର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ବରୁଣେଇସ୍ଥିତ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଟେନିସ ଟୁର୍ନାମେଣ୍ଟ ଶୁକ୍ରବାର ଶେଷ ହୋଇଛି। ଗତ ୧୯ ତାରିଖରେ…

୬ ବର୍ଷ ବିତିଲା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହେଲାନି

ଆଳି,୨୭ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ଦଶିପୁର ଓ ଏକମାଣିଆ ପଞ୍ଚାୟତ ଗଠନ ହେବାର ୬ ବର୍ଷ ବିତିଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟ ନିର୍ମାଣ ହୋଇପାରୁନି। ଏହି ୨ଟି ପଞ୍ଚାୟତ ଗଠନ ହେବାର କିଛିଦିନ ମଧ୍ୟରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ…

ଫିଲିପୋ ଜିତିଲେ ୧୮ଶ ଷ୍ଟେଜ୍‌

ରୋମ୍‌, ୨୭।୫: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୮ଶ ରେସ୍‌ ଜିତିଛନ୍ତି ଇଟାଲିର ଜୟକୋ-ଏଆଇୟୁଆଇଏ ଟିମ୍‌ ରାଇଡର ଫିଲିପୋ ଜାନା। ଓଡେର୍ଜୋଠାରୁ ଜୋଲ୍ଡୋ ଅଲ୍ଟୋ ପର୍ଯ୍ୟନ୍ତ ୧୬୧ କିଲୋମିଟର ବିଶିଷ୍ଟ ମାଉଣ୍ଟେନ ଷ୍ଟେଜ୍‌କୁ ଫିଲିପୋ ୪ ଘଣ୍ଟା ୫୨.୧୨ ସେକେଣ୍ଡ…

ପୁଣି ଅଳଭା ବ୍ରାହ୍ମଣୀ ପଠାରୁ ବାଲିମାଟି ଚାଲାଣ

ପଟ୍ଟାମୁଣ୍ଡାଇ,୨୭ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଅଳଭା ବ୍ରାହ୍ମଣୀ ନଦୀ ଅଳଭାପାଳରେ ବଡ଼ ବଡ଼ ଗାତ କରାଯାଇ ପୁଣି ମାଟି ଚାଲାଣ କରାଯାଇଛି। ମାଟି ବ୍ୟବସାୟୀମାନେ ଏଥିରେ ଲାଭବାନ୍‌ ହେଉଥିବା ବେଳେ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି। ସରକାରଙ୍କ ସମସ୍ତ…

ଭାରତ ଆଜି ପାକିସ୍ତାନକୁ ଭେଟିବ

ସାଲାଲା (ଓମାନ), ୨୭।୫ (ପି.ଟି.): ଏଠାରେ ଚାଲିଥିବା ଜୁନିୟର ଏସିଆ କପ୍‌ ପୁରୁଷ ହକିରେ ଭାରତ ଶନିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଭାରତ ଏହା ପୂର୍ବରୁ ଖେଳିଥିବା ୨ଟି ମ୍ୟାଚରେ ଚାଇନିଜ୍‌ ତାଇପେକୁ ୧୮-୦ ଏବଂ ଜାପାନକୁ ୩-୧ ଗୋଲରେ…

ପ୍ରକଳ୍ପ ପ୍ରତିଶ୍ରୁତିରେ ଜିଲାବାସୀ ଅଣନିଃଶ୍ୱାସୀ

କେନ୍ଦ୍ରାପଡ଼ା ଅଫିସ, ୨୭ା୫: ଅର୍ଥନୈତିକ ଅଭିବୃଦ୍ଧିରେ ରାଜ୍ୟର ୨୬ତମ ସ୍ଥାନରେ କେନ୍ଦ୍ରାପଡ଼ା ଜିଲା ଅଛି। ଅର୍ଥକରୀ ଫସଲ ଯୋଜନା ନ ଥିଲେ ମଧ୍ୟ କୃଷିଭିତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଛି। ରାଜନେତାମାନେ ଗତ ଦଶନ୍ଧି ଧରି ଏହାର ସୁଯୋଗ ନେଉଛନ୍ତି।…

ପ୍ରତ୍ୟାଶା, କିଟ୍‌ ମହିଳାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୭ା୫ (ସ୍ପୋଟର୍‌ସ ବ୍ୟୁରୋ): ଉତ୍ତରପ୍ରଦେଶ ରାଜ୍ୟର ବିଭିନ୍ନ ସହରରେ ୩ୟ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହେଉଛି। ଶୁକ୍ରବାର ରଗବୀ ଇଭେଣ୍ଟର ଅନ୍ତିମ ଦିବସରେ କିଟ୍‌ ମହିଳା ଦଳ ୫୬:୦ରେ ମୁମ୍ବାଇ ୟୁନିଭର୍ସିଟିକୁ ପରାସ୍ତ କରି ଚାମ୍ପିୟନ ହେବା…

୨୦ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌: ଇଂଲଣ୍ଡ ନକ୍‌ଆଉଟ୍‌କୁ ଉନ୍ନୀତ

ବୁଏନ୍ସଏୟାର୍ସ, ୨୭ା୫ (ପି.ଟି.): ଉରୁଗୁଏ ବିପକ୍ଷରେ ୩-୨ ଗୋଲ୍‌ରେ ବିଜୟ ହାସଲ କରି ଇଂଲଣ୍ଡ ୨୦ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏଥିସହିତ ଦଳ ଅନ୍ୟତମ ଟାଇଟଲ ଫେଭରାଇଟ୍‌ ହୋଇ ଉଭା ହୋଇଛି। ଦକ୍ଷିଣ ଆଫ୍ରିକା ଓ…

ସବୁଠୁ ବିପଦପୂର୍ଣ୍ଣ ରାସ୍ତା

ବଲିଭିଆରେ ରହିଛି ବିଶ୍ୱର ସବୁଠାରୁ ବିପଜ୍ଜନକ ରାସ୍ତା। ଏହି ରାସ୍ତାରେ ଗାଡ଼ି ଚଳାଇବା ଜଣକ ପାଇଁ ଶେଷ ଡ୍ରାଇଭ ହୋଇପାରେ। ବଲିଭିଆର ଡେଥ୍‌ ରୋଡ ଦୁନିଆର ସବୁଠାରୁ ବିପଜ୍ଜନକ ରାସ୍ତା ବୋଲି ବିବେଚନା କରାଯାଏ। ସମୟ ଥିଲା ଯେତେବେଳେ ପ୍ରତିବର୍ଷ ଏଠାରେ…

ରୋଗ ଚିହ୍ନଟକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୨୭।୫: ଅନ୍ତଃରାଷ୍ଟ୍ରୀୟ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ଗ୍ଲେନ୍‌ମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌ (ଜିପିଏଲ୍‌) ପକ୍ଷରୁ ଉଚ୍ଚ ରକ୍ତଚାପ ମାସ ପାଳିତ ହୋଇଯାଇଛି। ପ୍ରତି ବର୍ଷ ମେ ମାସରେ ମାସାଧିକ କାଳ ଏ ନେଇ ସଚେତନତାଭିତ୍ତିକ କାର୍ଯ୍ୟକ୍ରମ ସାଙ୍ଗକୁ ଉକ୍ତ ମାସରେ ରୋଗ ଚିହ୍ନଟକୁ ଗୁରୁତ୍ୱ…

ବନ୍ଧନ ବ୍ୟାଙ୍କର ୪ର୍ଥ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୭।୫: ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ୟାଙ୍କର କାରବାର ଶୁଭାରମ୍ଭ କରିବାର ସାଢ଼େ ସାତ ବର୍ଷ ମଧ୍ୟରେ ମୋଟ ୨.୧୭ ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର ହୋଇଛି।…

ହାଇ ୱାଟେଜ୍‌ ବ୍ୟାଟେନ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରମୁଖ ଏଲ୍‌ଇଡି ଲାଇଟ୍‌ ଉତ୍ପାଦକ ସୂର୍‌ୟା ରୋସ୍‌ନି ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ହାଇ ୱାଟେଜ୍‌ ବ୍ୟାଟେନ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉପଭୋକ୍ତାଙ୍କ ଜୀବନକୁ ସରଳ ଓ ସ୍ବାସ୍ଥ୍ୟକର କରିବା ପାଇଁ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?