Home Left

ପନ୍ତଙ୍କୁ ଛାଡ଼ି ଏହି ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମରେ ପଡ଼ିଲେଣି ଉର୍ବଶୀ !

ବମ୍ବେ: ନିଜ ବୃତ୍ତିଗତ ଜୀବନଠାରୁ ଅଧିକ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା। ଦୀର୍ଘଦିନ ଧରି ସେ କ୍ରିକେଟର ରିଷଭ ପନ୍ତଙ୍କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ନାମ ପାକିସ୍ତାନର କ୍ରିକେଟର…

ହାତୀ ଉପଦ୍ରବ: ବନ ବିଭାଗକୁ କଲାଣି ନାକେଦମ

ପଡ଼ିଆବାହାଲ,୧୭ା୨(ଡି.ଏନ.ଏ.): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଞ୍ଚଳରେ ଦୁଇ ସପ୍ତାହ ହେବ ହାତୀ ଉପଦ୍ରବ ଲାଗିରହିଛି। ଦୁଇଟି ଦଳରେ ହାତୀ ଲୋକଙ୍କ ବାଡିବଗିଚାରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଗୋଟିଏ ଦଳ ନିକଟସ୍ଥ ବାରିବନ୍ଧ ଅଞ୍ଚଳରେ ଉପଦ୍ରବ କରୁଥିବା…

ଅର୍ଥୋପେଡିକ୍ ବିଭାଗରେ ଚିକିତ୍ସିତ ହେଉଥିଲେ ଗୋପାଳ: ବିଜୟ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ତର ତଦନ୍ତ ଚାଲିଥିବା ବେଳେ ଶୁକ୍ରବାର ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ଗୋପାଳ ବୁର୍ଲା ମେଡିକାଲ କଲେଜରେ ଅର୍ଥୋପେଡିକ୍ ବିଭାଗରେ ଚିକିତ୍ସିତ ହେଉଥିଲେ। ମାନସିକ ସମସ୍ୟା ନେଇ କୌଣସି ପ୍ରମାଣ ନାହିଁ।…

ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୧/୦

ନୂଆଦିଲ୍ଲୀ,୧୭।୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସ ଖେଳ…

ମା’ ହେଲେ ବାଘୁଣୀ ଅଙ୍କିତା, ନନ୍ଦନକାନରେ ୪ ନୂଆ ଅତିଥି

ବାରଙ୍ଗ,୧୭।୨(ଡି.ଏନ୍‌.ଏ.): ଏବେ ନନ୍ଦନକାନନରେ ୪ ଅତିଥିଙ୍କୁ ଦେଖିବାକୁ ମିଳିବ। ବାଘୁଣୀ ଅଙ୍କିତା ଶୁକ୍ରବାର ୪ ଶାବକଙ୍କୁ ଜନ୍ମ ଦେଇଛି। ବାଘ ନନ୍ଦନ ଓ ଅଙ୍କିତାର ମିଳନରେ ୪ ଶାବକ ଜନ୍ମ ନେଇଛନ୍ତି। ଅଙ୍କିତା ସେମାନଙ୍କୁ ଠିକ୍‌ ଭାବେ ସ୍ତନ୍ୟପାନ କରାଉଥିବା ଜଣାପଡ଼ିଛି।…

ଆଇପିଏଲ୍‌-୨୦୨୩: ଖେଳାଯିବ ୭୦ ଲିଗ୍‌ ମ୍ୟାଚ୍‌; ଜାଣନ୍ତୁ କେଉଁଦିନ, କାହା ସହ କାହାର ହେବ ମୁକାବିଲା

ନୂଆଦିଲ୍ଲୀ,୧୭।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ(ଆଇପିଏଲ୍‌)ର ୧୬ ତମ ସିଜନ ପାଇଁ ବିସିସିଆଇ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଚଳିତ ବର୍ଷ ମାର୍ଚ୍ଚ ୩୧ରୁ ଆଇପିଏଲ୍‌ ଆରମ୍ଭ ହେବ। ଟୁର୍ନାମେଣ୍ଟରେ ମୋଟ ୭୦ ଲିଗ୍‌ ମ୍ୟାଚ ଖେଳାଯିବାକୁ ଥିବା ବେଳେ ମେ’ ୨୧…

ଝିଅ ବାହାଘର ପାଇଁ ଟଙ୍କା ଉଠାଇ ଫେରୁଥିଲେ ବାପା: ଝାମ୍ପି ନେଇଥିବା ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଯାଜପୁର ଅଫିସ,୧୭।୨: ଯାଜପୁର ଜିଲା ଧର୍ମଶାଳା ପୋଲିସ ୨ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୪ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି। ଏହା ସହ ଦୁଇଟି ମୋବାଇଲ, ମନିପର୍ସ ଜବତ ହୋଇଥିବା ନେଇ ଅତିରିକ୍ତ ଏସ୍‌ପି…

ଶାହାରୁଖଙ୍କ ରେକର୍ଡ ଭାଙ୍ଗିଲେ ଏମ୍‌ସି ଷ୍ଟାନ୍‌

ବମ୍ବେ: ବିଗ୍‌ବସ୍‌ ବିଜେତା ହେବା ପରେ ରାପର୍‌ ଏମ୍‌ସି ଷ୍ଟାନ ଓରଫ ଅଲତାଫ ଶେଖଙ୍କ ଲୋକପ୍ରିୟତା ଆକଶ ଛୁଉଁଛି। ଏବେ ସେ ଭାରତର ସବୁଠାରୁ ଚର୍ଚ୍ଚିତ ସେଲିବ୍ରିଟି ପାଲଟିଛନ୍ତି। ସୋସିଆଲ ମିଡିଆରେ ସେ ଏକ ନୂଆ ଉପଲବ୍ଧି ହାସଲ କରିଛନ୍ତି। ସେ…

ଅଷ୍ଟ୍ରେଲିଆ ବିପକ୍ଷରେ ଜାଡେଜାଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୭।୨: ଅଷ୍ଟ୍ରେଲିଆ ବିପକ୍ଷରେ ନୂଆଦିଲ୍ଲୀରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବିଶ୍ୱ ରେକର୍ଡ କରିଛନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଉସମାନ ଖ୍ବାଜାଙ୍କ ଉଇକେଟ ନେବା ପରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। କ୍ରିକେଟ ଇତିହାସରେ ସେ କିମ୍ବଦନ୍ତୀ…

ମା’ ମାଙ୍କଡ଼ ଭଳି ଛୁଆକୁ ନେଉଛି ବିଲେଇ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରୁଛି। ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ବିଲେଇ ମାଙ୍କଡ଼ଛୁଆକୁ କୋଳେଇକି…

ଯଦି କେହି ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାକୁ ଚାହୁଁଛି, ତେବେ ସେ ଦେଶକୁ ବରବାଦ କରିବାକୁ ଚାହୁଁଛି: ନୀତୀଶ

ପାଟନା,୧୭।୨: ଭାରତକୁ ହିନ୍ଦୁ ରାଷ୍ଟ୍ର କରିବା ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଦେଶରେ ପ୍ରତ୍ୟେକ ଧର୍ମ ଏବଂ ସମ୍ପ୍ରଦାୟର ଲୋକ ବାସ କରନ୍ତି। ଯଦି କେହି ଭାରତକୁ ହିନ୍ଦୁ ରାଷ୍ଟ୍ର…

ଦ୍ୱିତୀୟ ଟେଷ୍ଟ: ୨୬୩ ରନ୍‌ରେ ଅଟକିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୧୭।୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଟସ୍‌ ଜିତି ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri