ଜଳୁଛି ଜଙ୍ଗଲ, ଚିନ୍ତାରେ ବନ ବିଭାଗ
କେନ୍ଦୁଝର,୨୨ା୨(ସ୍ବ.ପ୍ର.): ସଦର ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଜଙ୍ଗଲ (ଏନ୍ଏଚ୍ ୨୦)ରେ ନିଆଁ ଲଗାଯାଇଥିବା ଚାରିଆଡ଼େ ଧୂଆଁମୟ ହୋଇ ବାୟୁ ପ୍ରଦୂଷଣ ହେବା ସହ ଗଛଲତା ପୋଡ଼ିଯାଇଛି। ନିଆଁ ଲିଭା ନ ଗଲେ ଚାରି ଆଡ଼କୁ ବ୍ୟାପି ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଆଶଙ୍କା…
୫୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଅଭିନେତା ସଚିନ ଶ୍ରଫ
ବମ୍ବେ: ପ୍ରଥମ ବିବାହରେ ବିଫଳ ହେବା ପରେ ଜୀବନରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ତାରକ ମେହେଟ୍ଟା ଓରଫ ସଚିନ ଶ୍ରଫ। ଫେବୃୟାରୀ ୨୫ରେ ଅଭିନେତା ଆରେଞ୍ଜ ମ୍ୟାରେଜ କରିବେ। ତାଙ୍କର ଭାବିପତ୍ନୀ ଜଣେ ପାର୍ଟ ଟାଇମ୍ ଇଭେଣ୍ଟ ମ୍ୟାନେଜର ଏବଂ…
ବହୁପ୍ରତୀକ୍ଷିତ ଫିଲ୍ମ ‘ଗଣପତି’ର ଟିଜର୍ ରିଲିଜ୍
ବଲିଉଡର ଆକ୍ସନ ହିରୋ ଟାଇଗର ଶ୍ରଫ ଫିଲ୍ମ ‘ଗଣପତି’ ମାଧ୍ୟମରେ ଖୁବ ଶୀଘ୍ର ବଡ ପରଦାରେ ଧମାଲ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ଟିଜର ରିଲିଜ୍ ହୋଇଛି। ଏହି ଟିଜର୍ରେ ଟାଇଗରଙ୍କୁ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ…
ପରଦାରେ ‘ଦାଦା’ ହେବେ ଏହି ଅଭିନେତା
ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ପାଇଁ ଯୋଜନା ହେଉଛି। ନିକଟରେ ଏହାର ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତୁତ ସରିଛି। ଗାଙ୍ଗୁଲି ଏହି ସ୍କ୍ରିପ୍ଟକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଶୁଟିଂ ଖୁବ ଶୀଘ୍ର…
କୁମ୍ଭୀରକୁ ଶିକାର କଲା ଆଉ ଏକ କୁମ୍ଭୀର
କୁମ୍ଭୀର ଯେ, କେତେ ନିଷ୍ଠୁର ତାହା ସାଧାରଣ ଲୋକମାନେ ଭାବି ପାରିବେ ନାହିଁ। ଭାଇରାଲ ଭିଡିଓରେ ଅନେକ କୁମ୍ଭୀର ଦେଖିଥିବେ। ଅନେକ ଭିଡିଓରେ, କୁମ୍ଭୀର ଅନ୍ୟ କିଛି ପ୍ରାଣୀଙ୍କୁ ଶିକାର କରୁଥିବା ବି ଦେଖିଥିବେ, କିନ୍ତୁ କେବେ ଏକ କୁମ୍ଭୀର ନିଜ…
ଗିନିଜ ଓ୍ବାଲର୍ଡ ରେକର୍ଡରେ ସାମିଲ ହେଲେ ଅକ୍ଷୟ କୁମାର
ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ସେଲଫି’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଥିବା ଅକ୍ଷୟ ନିକଟରେ ଗିନିଜ ୱାଲର୍ଡ ରେକର୍ଡ ଭାଙ୍ଗିଛନ୍ତି। ସେ ତାଙ୍କ ଫିଲ୍ମ ‘ସେଲଫି’ର ପ୍ରମୋଶନ ପାଇଁ ନିକଟରେ ମୁମ୍ବାଇରେ…
ଓଟିଟିରେ ଡେବ୍ୟୁ କରିବେ ସୁମ୍ବୁଲ
ବମ୍ବେ: ବିଗ୍ବସ୍ରୁ ଲୋକପ୍ରିୟତା ସାଉଁଟିବା ପରେ ହାତକୁ ଆସିଲା ବଡ଼ ପ୍ରୋଜେକ୍ଟ। ଖୁବ୍ଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ବିଗ୍ବସ୍-୧୬ ପ୍ରତିଯୋଗୀ ତଥା ଅଭିନେତ୍ରୀ ସୁମ୍ବୁଲ ତୌକିର ଖାଁ। ସେ ଓ୍ବେବ୍ ସିରିଜ ‘ଡିଅର ଇସ୍କ’ ଲାଗି ଚୁକ୍ତି କରି ସାରିଛନ୍ତି। ଏଥିରେ…
ଗର୍ଭବତୀ ମହିଳା, ଶିଶୁଙ୍କୁ ମିଳୁଛି ପୋକରା ଛତୁଆ
ବେଗୁନିଆପଡ଼ା,୨୨ା୨(ଡି.ଏନ୍.ଏ.): ସରକାରଙ୍କ ପକ୍ଷରୁ ଛୋଟ ଶିଶୁ ତଥା ଗର୍ଭବତୀଙ୍କୁ ପୋଷଣ ଯୋଗାଇବାକୁ ମାଗଣାରେ ଛତୁଆ, ବାଦାମ ଲଡୁ ବଣ୍ଟା ହେଉଛି। ହେଲେ ସେହି ପୁଷ୍ଟିକର ଖାଦ୍ୟ ସରକାରୀ ଅଧିକାରୀ ଖାଇବାକୁ ମୁହଁ ଫେରାଇ ଦେବେ। କାରଣ ଛତୁଆରେ ଫିମ୍ପି ଲାଗି ଯାଇଥିବା…
ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ଛତ୍ରପୁର,୨୨ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡ୍କ୍ୱାର୍ଟର ଛତ୍ରପୁର ପିଲିବନ୍ଧ ନିକଟ ଖେଳପଡ଼ିଆ ପାର୍ଶ୍ୱ ବୁଦାମୂଳରୁ ବୁଧବାର ଜଣେ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ। ପରେ ତାକୁ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି…
ପାର୍ଟନର ମା’ ହେବା ଖବର ଦେଇ ଚର୍ଚ୍ଚାରେ ସାରା
ଲଣ୍ଡନ,୨୨।୨: ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟର ସାରା ଟେଲର ଏକ ଖୁସି ଖବର ନିଜ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ସେ ତାଙ୍କ ସାଥୀ ଡାଏନାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଡାଏନାଙ୍କ ଗର୍ଭଧାରଣ…
୮୭ ବର୍ଷର ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୨।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ଫର୍ମାଟରେ ଖେଳାଳିଙ୍କ ସର୍ବଶେଷ ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଟେଷ୍ଟ ବୋଲିଂରେ ୪୦ ବର୍ଷିୟ ଜେମ୍ସ ଆଣ୍ଡରସନଙ୍କ ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହା ସହିତ ଜେମ୍ସ ଆଣ୍ଡରସନ ମଧ୍ୟ ୮୭ ବର୍ଷର…
ଦିଲ୍ଲୀ ଏନସିଆରରେ ଭୂକମ୍ପ, ଥରିଲା ୟୁପି-ହରିୟାଣା
ନୂଆଦିଲ୍ଲୀ,୨୨ ।୨: ଦିଲ୍ଲୀ ଏନସିଆରରେ ବୁଧବାର ଭୂକମ୍ପର ହାଲକା ଝଟକା ଅନୁଭୁତ ହୋଇଛି । ଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି । ଦିନ ପ୍ରାୟ ୧ଟା ୪୫ରେ ଭୂକମ୍ପ ଅନୁଭୁତ ହୋଇଥିବାରୁ ଲୋକେ ଯିଏ ଯେଉଁଠି ଥିଲେ ସମସ୍ତେ ବାହାରକୁ ଚାଲି…
Archives


