ବିମାନ ଯାତ୍ରାବେଳେ ଏମ୍ପିଙ୍କ ଖାଦ୍ୟରୁ ବାହାରିଲା ଚୁଟି
ନୂଆଦିଲ୍ଲୀ,୨୨।୨: ବଙ୍ଗଳା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ତଥା ଟିଏମ୍ସି ଏମ୍ପି ମିମି ଚକ୍ରବର୍ତ୍ତୀ ଏକ ବଡ଼ ଅଭିଯୋଗ କରିଛନ୍ତି। ବିମାନ ଯାତ୍ରାବେଳେ ତାଙ୍କୁ ପରଷା ଯାଇଥିବା ଖାଦ୍ୟରେ ଚୁଟି ବାହାରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏୟାରଲାଇନ୍ସ ଫ୍ଲାଏ ଏମିରେଟ୍ସ…
ପ୍ରେମ ବିବାହ କରିଥାନ୍ତି ଏହି ୩ ରାଶିର ବ୍ୟକ୍ତି; ବହୁତ ଭାଗ୍ୟଶାଳୀ ଏମାନଙ୍କ ପାର୍ଟନର…
ଆଜିକାଲିର ସମୟରେ ସମସ୍ତେ ନିଜ ପସନ୍ଦର ଜୀବନସାଥୀ ପାଇବାକୁ ଚେଷ୍ଟିତ। ଭବିଷ୍ୟତରେ ଯେପରି ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ନ କରିବାକୁ ପଡେ ସେଥିପାଇଁ ସମସ୍ତେ ଚାହାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏପରି ୩ ରାଶି ରହିଛି, ଯେଉଁମାନଙ୍କ ଭାଗ୍ୟରେ…
ରାଜ୍ୟରେ ଖୋଲିବ ଆଉ ୮ ୟୁପିଏଚ୍ସି
ଭୁବନେଶ୍ୱର, ୨୨।୨(ବ୍ୟୁରୋ)- ରାଜ୍ୟରେ ଜନସାଧାରଣଙ୍କ ସ୍ବାସ୍ଥ୍ୟସେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଆଉ ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ୟୁପିଏଚ୍ସି) ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…
ଆଇସିସି ଟେଷ୍ଟ ର଼୍ୟାଙ୍କିଂ: ଶୀର୍ଷ ୫ ଅଲରାଉଣ୍ଡରରେ ୩ ଭାରତୀୟ ଖେଳାଳି
ନୂଆଦିଲ୍ଲୀ,୨୨।୧: ଆଇସିସି ପକ୍ଷରୁ ବୁଧବାର ନୂତନ ଟେଷ୍ଟ ର଼୍ୟାଙ୍କିଂ ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଟିମ୍ ଇଣ୍ଡିଆର ୩ ଖେଳାଳି ଅଲରାଉଣ୍ଡର ର଼୍ୟାଙ୍କିଂରେ ଟପ୍-୫ରେ ପହଞ୍ଚିଥିବାବେଳେ ବୋଲର୍ ର଼୍ୟାଙ୍କିଂରେ ମଧ୍ୟ ଭାରତୀୟ ଖେଳାଳିମାନେ ଅଛନ୍ତି। ଆଇସିସି…
ଥରିଲା ଉତ୍ତରାଖଣ୍ଡ
ଡେରାଡୁନ,୨୨।୨: ଉତ୍ତରାଖଣ୍ଡରେ ବୁଧବାର ଭୂକମ୍ପ ସୃଷ୍ଟି ହୋଇଛି। ଦିନ ପ୍ରାୟ ୧.୩୦ ସମୟରେ କୁମାଓନ ଡିଭିଜନର ପିଥୋରାଗଡରେ ଏହି ଭୂକମ୍ପ ହୋଇଛି। ଏହି ଭୂକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ। ସୂଚନାନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ…
ମହିଳା ପ୍ରିମିୟର ଲିଗ୍ର ଟାଇଟଲ୍ ସ୍ପନ୍ସର୍ ହେବ ଟାଟା
ନୂଆଦିଲ୍ଲୀ,୨୨।୧: ମାର୍ଚ୍ଚ ୪ରୁ ଡବ୍ଲୁପିଏଲ୍ର ଉଦ୍ଘାଟନୀ ସଂସ୍କରଣ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଅଧିକାର ହାସଲ କରିବା ପରେ ଟାଟା ଗ୍ରୁପ୍ ପ୍ରଥମ ମହିଳା ପ୍ରିମିୟର ଲିଗ୍(ଡବ୍ଲୁପିଏଲ୍)ର ଟାଇଟଲ୍ ଅଧିକାର ମଧ୍ୟ ହାସଲ କରିଛି। ଏନେଇ କ୍ରିକେଟ…
‘ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏମିତି ଘଟୁ ନ ଥିଲା’
ପୁଣେ,୨୨।୨: ଆଜିକାଲି ମହାରାଷ୍ଟ୍ର ରାଜନୀତିରେ ଅଶାନ୍ତି ଦେଖାଦେଇଛି। ଶିବସେନାର ନାଁ ଏବଂ ନିର୍ବାଚନୀ ପ୍ରତୀକକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏନେଇ ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସରକାରକୁ ଟାର୍ଗେଟ୍ କରିଛନ୍ତି। ଗୋଟିଏ…
ପ୍ରଥମ ଥର ଲାଗି ଅପରେଶନ ଅଞ୍ଚଳରେ ନିୟୋଜିତ ହେବେ ମହିଳା ସେନା ଅଧିକାରୀ, ଚାଇନା-ପାକିସ୍ତାନ ବିରୋଧରେ…
ନୂଆଦିଲ୍ଲୀ,୨୨।୧: ଭାରତୀୟ ସେନା ପ୍ରଥମ ଥର ପାଇଁ ମେଡିକାଲ ଷ୍ଟ୍ରିମ୍ ବାହାରେ କମାଣ୍ଡ ରୋଲରେ ମହିଳା ଅଧିକାରୀଙ୍କୁ ନିଯୁକ୍ତ କରିବା ଆରମ୍ଭ କରିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ଜଣଙ୍କୁ ପରୀକ୍ଷାମୂଳକ ଭାବେ ଉତ୍ତର ଏବଂ ପୂର୍ବ ୟୁନିଟ୍ କମାଣ୍ଡ ସହ…
ଇପିଏଫ୍ଓ ଆକାଉଣ୍ଟଧାରୀଙ୍କ ଅପେକ୍ଷାର ହେବ ଅନ୍ତ! ଖୁବ୍ଶୀଘ୍ର ଆସିପାରେ ସୁଧ, ଏଭଳି ଦେଖନ୍ତୁ…
ନୂଆଦିଲ୍ଲୀ,୨୨।୧: ଇପିଏଫ୍ଓ ଆକାଉଣ୍ଟଧାରୀଙ୍କ ପାଇଁ ସୁଧର ଅପେକ୍ଷା ଶେଷ ହୋଇପାରେ। କାରଣ ଖୁବ୍ଶୀଘ୍ର ସରକାରଙ୍କ ପକ୍ଷରୁ ସୁଧ ଟଙ୍କା ଆକାଉଣ୍ଟଙ୍କୁ ଆସିପାରେ। କାଉଣ୍ଟଧାରୀମାନେ ନଭେମ୍ବର ୨୦୨୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୁଧ ଟଙ୍କା କ୍ରେଡିଟ କରିବାକୁ ଅପେକ୍ଷା କରିଛନ୍ତି। ଆକାଉଣ୍ଟଧାରୀମାନେ…
ପାକିସ୍ତାନକୁ ସହାୟତା ଦେଲା ଚାଇନା
ଇସଲାମାବାଦ୍,୨୨।୨: ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ଆକାଶଛୁଆଁ ହେଉଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୩ ବିଲିୟନ ଆମେରିକୀୟ ଡଲାରରୁ କମ ବାକି ଅଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୈଦେଶିକ ମନ୍ତ୍ରଣାଳୟକୁ ବିଦେଶରେ ମିଶନ, କାର୍ଯ୍ୟାଳୟ…
ଶିକ୍ଷକ ଅଭାବ ନେଇ ବିଇଓଙ୍କୁ ଅଭିଯୋଗ
କଣ୍ଟିପାଳ,୨୨ା୨(ଡି.ଏନ୍.ଏ.): ଆନନ୍ଦପୁର ବ୍ଲକ ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତ ବରିଡିହା ୟୁଜିୟୁପି ସ୍କୁଲରେ ଶିକ୍ଷକ ଅଭାବ ଜନିତ ସମସ୍ୟା ପରିଚାଳନା କମିଟି ସଦସ୍ୟ ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷର କାରଣ ପାଲଟିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲା ସଂଖ୍ୟା ୨୦୬ ରହିଥିବାବେଳେ ଶିକ୍ଷାଦାନ…
ଜଳୁଛି ଜଙ୍ଗଲ, ଚିନ୍ତାରେ ବନ ବିଭାଗ
କେନ୍ଦୁଝର,୨୨ା୨(ସ୍ବ.ପ୍ର.): ସଦର ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଜଙ୍ଗଲ (ଏନ୍ଏଚ୍ ୨୦)ରେ ନିଆଁ ଲଗାଯାଇଥିବା ଚାରିଆଡ଼େ ଧୂଆଁମୟ ହୋଇ ବାୟୁ ପ୍ରଦୂଷଣ ହେବା ସହ ଗଛଲତା ପୋଡ଼ିଯାଇଛି। ନିଆଁ ଲିଭା ନ ଗଲେ ଚାରି ଆଡ଼କୁ ବ୍ୟାପି ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଆଶଙ୍କା…
Archives


