Home Left

୧୪ ଜଣିଆ ଭାରତ ‘ଏ’ ଦଳ ଘୋଷଣା

ନୂଆଦିଲ୍ଲୀ, ୩ା୬ (ପି.ଟି.): ହଂକଂରେ ଜୁନ୍‌ ୨୧ରୁ ଏସିସି (ଏସିଆନ କ୍ରିକେଟ କାଉନ୍‌ସିଲ) ଏମର୍ଜିଂ ମହିଳା ଏସିଆ କପ୍‌ ଖେଳାଯିବ। ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ମହିଳା ସିଲେକ୍ସନ କମିଟି ତରଫରୁ ୧୪ ଜଣିଆ ଦଳ ଘୋଷଣା କରାଯାଇଛି।…

ଟ୍ରେନ ଦୁର୍ଘଟଣା: ଶୋକବ୍ୟକ୍ତ କଲେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୩।୬: ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାୟ ୨୩୩ ଜଣ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଶୋକ ପ୍ରକାଶ କରିଛନ୍ତି।…

କାଠରୁ ପ୍ରସ୍ତୁତ ହେଉଛି ଆଲକହଲ୍‌

ଟୋକିଓ: ଅଙ୍ଗୁର, ଆଖୁ, ମକା, ଆଳୁ, ଚାଉଳ କିମ୍ବା ମହୁଲରୁ ପ୍ରସ୍ତୁତ ଓ୍ବିିସ୍କି, ମଦ, ଭୋଡକା କିମ୍ବା ବିଅର ସମ୍ପର୍କରେ ଜାଣିଥିବେ। କିନ୍ତୁ ବର୍ତ୍ତମାନ ଜାପାନ କାଠରୁ ଆଲକହଲ ପ୍ରସ୍ତୁତ କରିବାର ଉପାୟ ବାହାର କରିଛି। ଯଦି ଜାପାନ ବିଶେଷଜ୍ଞଙ୍କ ଏହି…

ଏନ୍‌ଆର୍‌ଡିସି ସହ ସୋଆର ରାଜିନାମା

ନୂଆଦିଲ୍ଲୀ,୩।୬ ଭାରତ ସରକାରଙ୍କ ପ୍ରମୁଖ ଗବେଷଣା ସଂସ୍ଥା ନ୍ୟାଶନାଲ ରିସର୍ଚ୍ଚ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଆର୍‌ଡିସି) ସହ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏକ ଦ୍ୱିପାକ୍ଷିକ ରାଜିନାମା ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ସୋଆର ଗବେଷକମାନେ ଏକ ବିଶେଷ ଗବେଷଣା ଦ୍ୱାରା ଜଟିଳ ସ୍ବାସ୍ଥ୍ୟଗତ…

ଟିଏମ୍‌ସିକୁ ୧୨୦୦କୋଟିର ସହାୟତା

ନୂଆଦିଲ୍ଲୀ,୩।୬: ଆଇସିଆଇସିଆଇ ବ୍ୟାଙ୍କର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଟାଟା ମେମୋରିଆଲ ସେଣ୍ଟର(ଟିଏମ୍‌ସି)କୁ ୧୨୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ଲାଗି ଘୋଷଣା କରାଯାଇଛି। ବିଶେଷ କରି କ୍ୟାନ୍‌ସର ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଉକ୍ତ ଅର୍ଥ…

ମେ’ରେ ସୋନାଲିକାର ୧୩,୭୦୨ ୟୁନିଟ୍‌ ବିକ୍ରି

ନୂଆଦିଲ୍ଲୀ,୩।୬: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର ଚଳିତ ବର୍ଷ ମେ’ ମାସରେ ୧୩,୭୦୨ ୟୁନିଟ୍‌ ଟ୍ରାକ୍ଟର ବିକ୍ରି କରିଛି। ଏପରିକି ୨୦୨୩ ମେ’ ମାସରେ ବ୍ରାଣ୍ଡ୍‌ ୧୧.୪୨%ର ଘରୋଇ ଅଭିବୃଦ୍ଧି ହାସଲ କରିଥିବା ବେଳେ ଶିଳ୍ପ…

ଆଜି ରାଜ୍ୟରେ ଦିନିକିଆ ଶୋକ ପାଳନ

ଭୁବନେଶ୍ୱର,୩।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ ନେଇ ନେଇ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ତେବେ ରାଜ୍ୟରେ ଶନିବାର ଦିନିକିଆ ଶୋକ ପାଳନ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିସହ…

ଷ୍ଟେଶନ ରାସ୍ତାରୁ ବେନିୟମ ହମ୍ପ୍‌ସ ଉଠାଇବାକୁ ଦାବି

କେନ୍ଦୁଝର,୩।୬(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝରଗଡ଼ ରେଳ ଷ୍ଟେଶନଠାରୁ ଧୋବାଡିହା ପର୍ଯ୍ୟନ୍ତ ଷ୍ଟେଶନ ରାସ୍ତା ରେଳ ଯାତ୍ରୀଙ୍କ ପାଇଁ ଜୀବନରେଖା ସଦୃଶ୍ୟ ହୋଇଥିବା ବେଳେ ଭାରତୀୟ ଖାଦ୍ୟ ନିଗମ, ଅବକାରୀ ବିଭାଗ ରେଞ୍ଜ୍‌ ଅଫିସ ଆଦି ବିଭାଗର ବହୁ ସଂଖ୍ୟାରେ ଯାନବାହନ ଚଳାଚଳ କରିଥାଏ। ସେହିପରି…

ଆମେରିକା ସ୍ପେଲିଂ ବି ଜିତିଲେ ଭାରତୀୟ ବଂଶୋଦ୍ଭବ ଦେବ ଶାହା

ଓ୍ବାଶିଂଟନ, ୩ା୬: ଭାରତୀୟ ବଂଶୋଦ୍ଭବ ୧୪ ବର୍ଷୀୟ ଦେବ ଶାହା ଗୁରୁବାର ରାତିରେ ଆମେରିକାର ସମ୍ମାନଜନକ ୨୦୨୨୩ ସ୍କ୍ରିପ୍ସ ନ୍ୟାଶନାଲ ସ୍ପେଲିଂ ବି ଜିତି ୫୦,୦୦୦ ଡଲାର ନଗଦ ରାଶି ପୁରସ୍କାର ପାଇଛନ୍ତି। ୧୧ ଅକ୍ଷର ବିଶିଷ୍ଟ ଶବ୍ଦ ‘ସେମୋଫାଇଲ୍‌’ର ଠିକ୍‌…

ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଆମେରିକା କୋର୍ଟରେ ତାହାଉର ରାଣାଙ୍କ ଆବେଦନ

ଓ୍ବାଶିଂଟନ, ୩ା୬(ପି.ଟି.): ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ପାକିସ୍ତାନୀ ବଂଶୋଦ୍ଭବ କାନାଡୀୟ ତାହାଉର ରାଣା ଭାରତକୁ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୋଧରେ ଆମେରିକା କୋର୍ଟରେ ପିଟିଶନ ଦାଏର କରିଛନ୍ତି। ରାଣାଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ଗତ ମାସରେ ଆମେରିକା କାଲିଫର୍ନିଆର ଡିଷ୍ଟ୍ରିକ୍ଟ କୋର୍ଟ…

ଉଜୁଡ଼ିଲା ଔଷଧୀୟ ଉଦ୍ୟାନ

ଚମ୍ପୁଆ,୩ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ କାଳିକାପ୍ରସାଦ ପଞ୍ଚାୟତର ହୁଞ୍ଜପଶିଠାରେ ଥିବା ଔଷଧୀୟ ଉଦ୍ୟାନ ଉଜୁଡ଼ିଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ମୂଲ୍ୟବାନ୍‌ ଉଦ୍ୟାନ ନଷ୍ଟହୋଇଯାଇଥିବାରୁ ପରିବେଶପ୍ରେମୀ ଓ ପାରମ୍ପରିକ ବୈଦ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାର ପୁନରୁଦ୍ଧାର ପାଇଁ ବନ…

ଦେଶଦ୍ରୋହ ଆଇନକୁ ନ୍ୟାୟିକ କମିଶନଙ୍କ ସମର୍ଥନ

ନୂଆଦିଲ୍ଲୀ, ୩ା୬: ଦେଶଦ୍ରୋହ ଉପରେ ଉପନିବେଶୀୟ ଆଇନକୁ ବଜାୟ ରଖିବା ଲାଗି ଭାରତର ନ୍ୟାୟିକ କମିଶନ ସୁପାରିସ କରିଛନ୍ତି। ଦେଶର ଏକତା, ସଂହତିର ସୁରକ୍ଷା ପାଇଁ ଏହି ଆଇନ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ନ୍ୟାୟିକ କମିଶନ କହିଛନ୍ତି। ଆତଙ୍କବାଦ ମାମଲାଗୁଡ଼ିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?