Home Left

ଟେନିସ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେବେ ଫେଡେରର

ପ୍ୟାରିସ୍‌,୨୦ା୧୧: ସ୍ବିଜରଲାଣ୍ଡର ଟେନିସ୍‌ କିମ୍ବଦନ୍ତୀ ରୋଜର ଫେଡେରରଙ୍କୁ ଆସନ୍ତା ବର୍ଷ ଅଗଷ୍ଟରେ ନ୍ୟୁପୋର୍ଟଠାରେ ଇଣ୍ଟରନ୍ୟାଶନାଲ ଟେନିସ୍‌ ହଲ୍‌ ଅଫ୍‌ ଫେମ୍‌ (ଆଇଟିଏଚ୍‌ଏଫ୍‌)ରେ ସାମିଲ କରାଯିବ। ଏ ନେଇ ଆଇଟିଏଚ୍‌ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଫେଡେରରଙ୍କ ନାମରେ ୨୦ ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ…

ରାଜଧାନୀରେ ଶୀତ ଗାଏବ: ୨ ଦିନରେ ୬.୬ ଡିଗ୍ରୀ ତାପମାତ୍ରା ବୃଦ୍ଧି

ଭୁବନେଶ୍ୱର,୨୦।୧୧: ରାଜଧାନୀ ଭୁବନେଶ୍ୱରରେ ଶୀତ କମିବା ସହ ୨ ଦିନ ମଧ୍ୟରେ ୬.୬ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇଛି। ହେଲେ ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଏବେ ରାଜଧାନୀରୁ ଏବେ ଶୀତ ଗାଏବ ହୋଇଯାଇଛି। ରାତିରେ ତାପମାତ୍ରା…

ନୀତୀଶ ସରକାରଙ୍କ ଶପଥ ଗ୍ରହଣ ମଧ୍ୟରେ ଭାଜପା ଶିବିରରୁ ଆସିଲା ବଡ଼ ଖବର, ରାଜନୀତିରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୦।୧୧: ବିହାରରେ ନୀତୀଶ କୁମାର ସରକାରଙ୍କ ଶପଥ ଗ୍ରହଣ ମଧ୍ୟରେ, ଭାରତୀୟ ଜନତା ପାର୍ଟି (ଭାଜପା) ଶିବିରରୁ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଭାଜପାର ବିହାର ୟୁନିଟର ଅଧ୍ୟକ୍ଷଙ୍କୁ ଖୁବ ଶୀଘ୍ର ବଦଳାଯାଇପାରେ। ପ୍ରକୃତରେ, ବର୍ତ୍ତମାନର ବିହାର ଭାଜପା ଅଧ୍ୟକ୍ଷ ଦିଲୀପ କୁମାର…

ଗାଡ଼ି ଛିଡ଼ା କରି ଚକା ଯାଞ୍ଚ୍‌ କରୁଥିଲେ ଡ୍ରାଇଭର୍‌, ପଛପଟୁ ପିଟିଲା ଟ୍ରକ୍‌: ଆଉ ତା’ପରେ…

କେନ୍ଦୁଝର,୨୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଫାଣ୍ଡି ଅଧୀନ ଝୁମ୍ପୁରା ବାଇପାସ ଟାଙ୍ଗରାଣୀ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ୧୪ ଚକିଆ ଟ୍ରକ…

ଦେଇପାରିଲେନି ୧୭ କୋଟି ଜରିମାନା: ଚଢ଼ାଉ କରୁଛି ଇଡି, ସିଲ୍‌ ହୋଇଯିବ 

ବୈଶିଙ୍ଗା,୨୦।୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଡାହିସାହି ଗ୍ରାମରେ ଇଡି ପକ୍ଷରୁ ବଡ଼ ଧରଣର ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ମୁତାବକ ଉକ୍ତ ଗ୍ରାମର ପ୍ରଦୀପ ବିନ୍ଧାଣିଙ୍କ ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି ସହିତ ତାଙ୍କ…

ଗୁଆହାଟୀରେ ଶୁବମନ ଗିଲ୍‌: ଦ୍ୱିତୀୟ ଟେଷ୍ଟ ଖେଳିବା ନେଇ ଅନିଶ୍ଚିତତା

ଗୁଆହାଟୀ,୨୦ା୧୧: ଆସନ୍ତା ୨୨ ତାରିଖରୁ ବର୍ଷାପାରା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ଲାଗି ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ୍‌ ଅନ୍ୟ ଖେଳାଳିଙ୍କ ସହ ଗୁଆହାଟୀରେ ପହଞ୍ଚିଛନ୍ତି। ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି। ଏଣୁ…

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ ଚାଳକ କୃତ୍ତିବାସପୁର ଅଞ୍ଚଳର ସୁମନ୍ତ ନାୟକଙ୍କର ମୃତ୍ୟୁ ଘଟିଛିି । ଘଟଣାରୁ…

ଜବରଦଖଲରେ ସହରାଞ୍ଚଳ ଜଳପଥ, ଜଳଧାରଣ କ୍ଷମତା ହରାଇଛି ଗୋବରୀ

କେନ୍ଦ୍ରାପଡ଼ା,୨୦ା୧୧ (ଜଗନ୍ନାଥ ଧଳ): ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଜଳ ମଧ୍ୟ ଜହର ପାଲଟିଛି। ନଦୀ ମାର୍ଗ ଏବେ ଜବରଦଖଲକୁ ଚାଲି ଯାଉଥିବାରୁ କୃଷି କ୍ଷେତ୍ରକୁ ଆଉ ପର୍ଯ୍ୟାପ୍ତ…

କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ପାଆନ୍ତି ସବୁଠାରୁ କମ୍‌ ଦରମା? ଜାଣନ୍ତୁ ନୀତୀଶ କୁମାରଙ୍କୁ କେତେ ମିଳିବ…

ପାଟନା,୨୦।୧୧: ଆଜି ବିହାରରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ନେଇଛନ୍ତି। ନୀତୀଶ କୁମାର ଦେଶର ପ୍ରଥମ ନେତା ଯିଏ ସର୍ବାଧିକ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ନାମରେ ୧୦ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ…

ପିଅନ ଥାଇ ସ୍କୁଲରେ ଝାଡ଼ୁ ମାରିଥିଲେ ଜିଲା ଶିକ୍ଷା ଅଧିକାରୀ: କାରଣ ଦର୍ଶାଅ ନୋଟିସ ସହ ଦିନକର ଦରମା ବନ୍ଦ

ନବରଙ୍ଗପୁର,୨୦।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଜଳଣି ମାତା ହାଇସ୍କୁଲରେ ବିଭିନ୍ନ ଅନିୟମିତତା ଓ କର୍ମଚାରୀଙ୍କ ଅବହେଳା, ଛାତ୍ରୀଛାତ୍ର ଉପସ୍ଥାପନ ବ୍ୟତିକ୍ରମ ଓ ମଧ୍ୟାହ୍ନ ଭୋଜନରେ ମେନ୍ୟୁ ପରିବର୍ତ୍ତନ କରିବା ଭଳି ଘଟଣାରେ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହିତ ବିଦ୍ୟାଳୟ…

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍‌: ନିଜେ ଚାଲିଗଲେ, ହେଲେ…

ପଟାଙ୍ଗି,୨୦।୧୧(ଶରତ କୁମାର ଧଳ): ମଲାକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହାର୍ଟଆଟାକ୍‌ ଆସିଥିଲା। ସେ ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୨୫ ଜୀବନ। ହୃଦଘାତର ଶିକାର ହୋଇ ମଧ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା କଲେ ବସ…

ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ ଆଉ ୨ ଉପମୁଖ୍ୟମନ୍ତ୍ରୀଙ୍କ ପାଖରେ ଏତେ ସମ୍ପତ୍ତି, ଜାଣନ୍ତୁ କିଏ ସବୁଠୁ ଧନୀ

ପାଟନା,୨୦।୧୧: ବିହାର ବିଧାନସଭା ନିର୍ବାଚନରେ NDAର ବିପୁଳ ବିଜୟ ପରେ, ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶପଥ ଗ୍ରହଣ କରିବେ। ତାଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ମଧ୍ୟ ଶପଥ ଗ୍ରହଣ କରିବେ। ପ୍ରସ୍ତୁତି ସମ୍ପୂର୍ଣ୍ଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri