‘ରେଳ ଦୁର୍ଘଟଣା ପଛରେ ଟିଏମସିର ହାତ’,ଶୁଭେନ୍ଦୁ ଅଧିକାରୀଙ୍କ ବଡ ଅଭିଯୋଗ, କହିଲେ ରେଳ ଅଧିକାରୀଙ୍କ ଫୋନ କରାଯାଇଛି ଟ୍ୟାପିଙ୍ଗ
କୋଲକାତା,୬।୬: ଓଡ଼ିଶାର ବାଲେଶ୍ୱରରେ ଶୁକ୍ରବାର ହୋଇଥିବା ଟ୍ରେନ ଦୁର୍ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶୁଭେନ୍ଦୁ ଅଧିକାରୀ ଏହି ଘଟଣାକୁ ନେଇ ଏକ ଚମକାଇବା ଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି ବାଲେଶ୍ୱର ଟ୍ରେନ୍…
ପରବର୍ତ୍ତି ନିର୍ବାଚନ ମଥୁରାରୁ ହିଁ ଲଢିବି: ହେମାମାଳିନୀ
ନୂଆଦିଲ୍ଲୀ,୬।୬: ମଥୁରା ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ହେମାମାଳିନୀ ସୋମବାର କହିଛନ୍ତି କି ଯଦି ସେ ପରବର୍ତ୍ତି ନିର୍ବାଚନ ଲଢିବେ ତେବେ କେବଳ ମଥୁରାରୁ ଲଢିବେ। ଅନ୍ୟ ଆସନରୁ ଲଢିବାର ପ୍ରସ୍ତାବକୁ ସେ କେବେହେଲେ ଗ୍ରହଣ କରିବେ…
ଦୁଇ ସ୍ପିନର ସପକ୍ଷରେ ପାନେସର
ଲଣ୍ଡନ, ୬ା୬ (ପି.ଟି.): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍ ୭ ତାରିଖରେ ଓଭାଲରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ। ଏହି ମ୍ୟାଚରେ ଭାରତ ଦୁଇ ସ୍ପିନରଙ୍କ ସହିତ ଖେଳିବା ଉଚିତ୍ ବୋଲି ପୂର୍ବାନୂମାନ କରିଛନ୍ତି ଇଂଲଣ୍ଡର ପୂର୍ବତନ…
‘ଓଡ଼ିଶାକୁ ଭଲ ସ୍ପିନର ଦେବା ଲକ୍ଷ୍ୟ’
କଟକ ଅଫିସ, ୬ା୬: ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସ୍ପିନରଙ୍କ ପାଇଁ ଅନୁଷ୍ଠିତ ୧୫ ଦିନିଆ ଶିବିର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଭେଙ୍କଟପତି ରାଜୁଙ୍କ ତତ୍ତ୍ୱାବଧାନରେ ସୋମବାର ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ୪୬ ଜଣ ସ୍ପିନରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି…
ଧନୁଷ ଶ୍ରୀକାନ୍ତଙ୍କୁ ସ୍ବର୍ଣ୍ଣ
ସୁଲ୍ (ଜର୍ମାନୀ), ୬ା୬ (ପି.ଟି.): ଜର୍ମାନୀର ସୁଲ୍ଠାରେ ଚାଲିଥିବା ଆଇଏସଏସ୍ଏଫ୍ ଜୁନିୟର ଶୁଟିଂ ବିଶ୍ୱକପ୍ରେ ଭାରତର ଧନୁଷ ଶ୍ରୀକାନ୍ତ ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଭାରତର ଏହା ହେଉଛି ତୃତୀୟ ସ୍ବର୍ଣ୍ଣ…
ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରାଯିବ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୬ା୬(ବ୍ୟୁରୋ): ରାଜ୍ୟ ସରକାରଙ୍କର ପ୍ରସ୍ତୁତି ଓ ଜନସାଧାରଣଙ୍କ ସହଯୋଗ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସର୍ବଦା ସଫଳତା ଦେଇଆସିଛି। ଆଗାମୀ ଦିନରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମିକୁ ଆହୁରି ଅଧିକ ସୁଦୃଢ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା…
ସିଦ୍ଧାର୍ଥ ଚୌଧାରୀଙ୍କୁ ଶଟ୍ପୁଟ୍ରେ ସ୍ବର୍ଣ୍ଣ
ଇଚିଅନ (ଦକ୍ଷିଣ କୋରିଆ), ୬।୬: ଏଠାରେ ଚାଲିଥିବା ୨୦ ବର୍ଷରୁ କମ୍ ଏସିଆନ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ସିଦ୍ଧାର୍ଥ ଚୌଧାରୀ ଭାରତ ପାଇଁ ତୃତୀୟ ସ୍ବର୍ଣ୍ଣ ପଦକ ଆଣିଦେଇଛନ୍ତି। ସୋମବାର ଅନୁଷ୍ଠିତ ଶଟ୍ପୁଟ ଇଭେଣ୍ଟରେ ସେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ୧୯.୫୨ ମିଟର…
କାର୍ଟୁନିଷ୍ଟ ଅଶ୍ୱିନୀ-ଅବନୀଙ୍କୁ ସ୍ବତନ୍ତ୍ର ପୁରସ୍କାର
ବଲାଙ୍ଗୀର ଅଫିସ, ୬ା୬: ଛତିଶଗଡ଼ ପରିବେଶ ସଂରକ୍ଷଣ ମଣ୍ଡଳ ଏବଂ ରାୟପୁର(ଛତିଶଗଡ଼)ରୁ ପ୍ରକାଶିତ ମାସିକ କାର୍ଟୁନ୍ ପତ୍ରିକା ‘କାର୍ଟୁନ୍ ୱାଚ୍’ର ମିଳିତ ଆବାହକତ୍ୱରେ ଆୟୋଜିତ ସର୍ବଭାରତୀୟସ୍ତରୀୟ କାର୍ଟୁନ୍ ପ୍ରତିଯୋଗିତାରେ ଓଡ଼ିଶାର କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ-ଅବନୀଙ୍କ ଏକ କାର୍ଟୁନ୍ ସ୍ବତନ୍ତ୍ର ପୁରସ୍କାର ଲାଭ…
ମାଲେସିଆକୁ ହରାଇଲା ଭାରତ
କାକାମିଘାରା, ୬ା୬ (ପି.ଟି.): ଜୁନିୟର ମହିଳା ଏସିଆ କପ୍ ହକି ଟୁର୍ନାମେଣ୍ଟରେ ସୋମବାର ଖେଳାଯାଇଥିବା ଏକ ମ୍ୟାଚ୍ରେ ଭାରତ ଦୃଢ଼ ପ୍ରତ୍ୟାବର୍ତ୍ତନ ସହ ମାଲେସିଆକୁ ୨-୧ ଗୋଲ୍ରେ ପରାସ୍ତ କରିଛି। ଖେଳର ୬ଷ୍ଠ ମିନିଟ୍ରେ ଦିଆନ ନାଜେରିଙ୍କ ଗୋଲ ଜରିଆରେ ମାଲେସିଆ…
ରାଷ୍ଟ୍ରପତି ନିର୍ବାଚନ: ଟ୍ରମ୍ପ୍ଙ୍କୁ ଚ୍ୟାଲେଞ୍ଜ ଦେବେ ମାଇକ୍ ପେନ୍ସ
ଓ୍ବାଶିଂଟନ, ୬ା୬: ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ରିପବ୍ଲିକାନ୍ ପ୍ରାର୍ଥତ୍ତ୍ୱ ଦୌଡ଼ରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ଉପରାଷ୍ଟ୍ରପତି ମାଇକ୍ ପେନ୍ସ ହେବାକୁ ଯାଉଛନ୍ତି। ସେ ଆମେରିକା ଫେଡେରାଲ ଇଲେକ୍ସନ କମିଶନଙ୍କ ନିକଟରେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।…
ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୬ ଗିରଫ
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୬ା୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ ନିଖୋଜ ଘଟଣାକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ପୋଲିସ ସୋମବାର ସନ୍ଧ୍ୟାରେ ଏହି ରହସ୍ୟ ଉପରୁ ପରଦା ହଟାଇଛି। ଲୋକମାନଙ୍କ ସହାନୁଭୂତି ପାଇବା ପାଇଁ ଅଜିତ୍ ଏବଂ…
୪ ବର୍ଷ ମଧ୍ୟରେ ୫ ଲକ୍ଷ ସେଲ୍ଟସ୍ ବିକ୍ରି
ନୂଆଦିଲ୍ଲୀ,୬।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ପ୍ରିମିୟମ ଏସ୍ୟୁଭି ସେଲ୍ଟସ୍ ଏକ ବିରଳ ରେକର୍ଡ ହାସଲ କରିଛି। ଏପରିକି ବିଗତ ୪ବର୍ଷ (୪୬ ମାସ) ମଧ୍ୟରେ ୫ଲକ୍ଷ ସେଲ୍ଟସ୍ ବିକ୍ରି ସହ ଏକ ମାଇଲଖୁଣ୍ଡ ସ୍ଥାପନ କରିଛି। ଉଲ୍ଲେଖଯୋଗ୍ୟ,…

