Home Left

ସାର୍କ ପେଟରେ ନିଖୋଜ ବ୍ୟକ୍ତି, ଟାଟୁ ଦେଖି ଚିହ୍ନିଲେ ପରିବାର

ଦକ୍ଷିଣ ଆମେରିକା ମାଳଦ୍ୱୀପରେ ଥିବା ଆର୍ଜେଣ୍ଟିନାରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ଅବଶେଷ ସାର୍କର ପେଟ ଭିତରୁ ମିଳିଛି। ସାର୍କ ଏକ ବିପଜ୍ଜନକ ମାଛ, ଯାହା ଅନ୍ୟ ଜୀବମାନଙ୍କୁ ଶିକାର କରିଥାଏ।…

ଗୁଣାତ୍ମକ ଉତ୍ପାଦ ଯୋଗାଉଛି ଟାପାରିଆ

ନୂଆଦିଲ୍ଲୀ,୧।୩: ଦେଶର ପ୍ରମୁଖ ହ୍ୟାଣ୍ଡ୍‌ ଟୁଲ୍ସ ଉତ୍ପାଦକ ଟାପାରିଆ ଟୁଲ୍ସ ବଜାରରେ ବର୍ତ୍ତମାନ ମଧ୍ୟ ପ୍ରାଧାନ୍ୟ ବଜାୟ ରଖିଛି। ଏହାର ମୂଳ ଲକ୍ଷ୍ୟ ସର୍ବଦା ଅନେକ ଶିଳ୍ପ କ୍ଷେତ୍ର ପାଇଁ ଉନ୍ନତ ହ୍ୟାଣ୍ଡ ଟୁଲ୍‌ ପ୍ରଦାନ କରିଥାଏ। ବିଶେଷକରି ବିମାନ ଚଳାଚଳ,…

୨୬ ବର୍ଷ ବୟସ୍କ ଯୁବକଙ୍କ ବ୍ୟାଗରେ ୮୦୦ ବର୍ଷ ପୁରୁଣା ଗର୍ଲଫ୍ରେଣ୍ଡ…

ଲିମା,୧।୩ : ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ। ପେରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ୨୬ ବର୍ଷ ବୟସ୍କ ଜଣେ ଫୁଡ ଡେଲିଭରୀ ଯୁବକଙ୍କ ବ୍ୟାଗରୁ ୮୦୦ ବର୍ଷ ପୁରୁଣା ମମି ଉଦ୍ଧାର କରାଯାଇଛି । ଯେତେବେଳେ ମମି କଙ୍କାଳ…

ଭାରତରେ ପହଞ୍ଚିଲେ ରୁଷିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ/ମସ୍କୋ,୧।୩: ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଭାରତରେ ପହଞ୍ଚିଛନ୍ତି। ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗ ଦେବାକୁ ମଙ୍ଗଳବାର ରାତିରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିବା ସୂଚନା ମିଳିଛି। ଲାଭ୍ରୋଭ ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ…

ଆଜି ବିଶ୍ୱ ଦହିବରା ଆଳୁଦମ ଦିବସ

ଭୁବନେଶ୍ୱର, ୧।୩(ବ୍ୟୁରୋ): ଆଜି ବିଶ୍ୱ ଦହିବରା ଆଳୁଦମ ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯାଉଛି। ବିଶେଷ କରି ଦହିବରା ଆଳୁଦମ ପାଇଁ ଖ୍ୟାତି ଅର୍ଜନ କରିଥିବା କଟକ ସହରର ବିଭିନ୍ନ ସ୍ଥାନରେ ଦହିବରା ବିକ୍ରି ହେବା ସହିତ…

ଏମ୍‌ପି, ଜିଲାପାଳଙ୍କ ଉଚ୍ଚସୋପାନ ସେତୁ ପରିଦର୍ଶନ

ଧାମନଗର,୧।୩(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ବଜାର ନିକଟରେ ଗେଙ୍ଗୁଟି ନଦୀ ଉପରେ ଏକ ଉଚ୍ଚସୋପାନ ସେତୁ ନିର୍ମାଣ କରାଯାଇଛି। ହେଲେ ଦୁଇପାର୍ଶ୍ୱରେ ଆପ୍ରୋଚ ରୋଡ୍‌ କରା ନ ଯିବାରୁ ପୋଲ ଲୋକଙ୍କ କାମରେ ଆସୁନି। ବୈତରଣୀ ନଦୀରେ ବନ୍ୟା…

ୱିମେନ୍‌ ଇଞ୍ଜିନିୟର୍ସ ପ୍ରୋଗ୍ରାମର ୫ମ ସଂସ୍କରଣ

ନୂଆଦିଲ୍ଲୀ,୧।୩: ଗ୍ଲୋବାଲ ଏଡ୍‌ଟେକ୍‌ କମ୍ପାନୀ ଟାଲେଣ୍ଟ ସ୍ପ୍ରିଣ୍ଟ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀର ୱିମେନ୍‌ସ ଇଞ୍ଜିନିୟର୍ସ (ଡବ୍ଲ୍ୟୁଇ) ପ୍ରୋଗ୍ରାମର ୫ମ ସଂସ୍କରଣ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଚଳିତ ବର୍ଷ ଉକ୍ତ କାର୍ଯ୍ୟକ୍ରମ ଦେଶବ୍ୟାପୀ ୨୦୦…

ଇନ୍‌ଫ୍ଲୁଏଞ୍ଜା ବି’ ଭାଇରସରେ ସଂକ୍ରମିତ ହେଲେ ଦେବିନା ବାନାର୍ଜୀ

ମୁମ୍ବାଇ: ଟେଲିି ଅଭିନେତ୍ରୀ ଦେବିନା ବାନାର୍ଜୀ ଛୋଟ ପରଦାରୁ ଦୂରରେ ଥିଲେ ବି ତାଙ୍କର ପ୍ରଶଂସକ କମ୍‌ ନୁହଁନ୍ତି। ଅଭିନେତ୍ରୀ ତାଙ୍କ ଜୀବନ ସହ ଜଡିତ ପ୍ରତ୍ୟେକ ମୁହୂର୍ତ୍ତର ସମ୍ବାଦକୁ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ସହ ଜଡିତ…

କାମରେ ଆସୁନି ଆର୍‌ଏମ୍‌ସି ଗୋଦାମ

ବାଲିଆପାଳ, ୧।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଦେଉଳା ପଞ୍ଚାୟତ ଅଧୀନ ବାସୁଦେବପୁରଠାରେ ୧୦ବର୍ଷ ପୂର୍ବରୁ ୨ଏକରରୁ ଊର୍ଦ୍ଧ୍ୱ ସରକାରୀ ଜାଗାରେ ଜଳେଶ୍ୱର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ପକ୍ଷରୁ ଗୋଦାମ ଘର ନିର୍ମାଣ ହୋଇଛି। ଆଜି ଯାଏ ଏହି ଘର…

୨୦୨୪ ଶେଷ ସୁଦ୍ଧା ଦେଶରେ ୫ଜି ସେବା

ନୂଆଦିଲ୍ଲୀ,୧।୩: ଗତ ବର୍ଷ ଅକ୍ଟୋବର ପହିଲାରେ ଆନୁଷ୍ଠାନିକ ଭାବେ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଏପରିକି ଗତ ୬ମାସ ମଧ୍ୟରେ ଦେଶର ୩୮୭ ଜିଲାରେ ୫ଜି ଟାଓ୍ବାର ସ୍ଥାପିତ କରାଯାଇସାରିଛି ବୋଲି ମଙ୍ଗଳବାର ଏକ ସମ୍ମିଳନୀରେ ଯୋଗଦେଇ ଟେଲିକମ୍‌ ମନ୍ତ୍ରୀ ଅଶ୍ବିନୀ…

ଫ୍ଲପ ହେଲା ସେଲଫି

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ କିଛି ଫିଲ୍ମ ଲଗାତାର ଫ୍ଲପ ହେବାରେ ଲାଗିଛି । ନିକଟରେ ରିଲିଜ୍ ହୋଇଥିବା ମୁଭି ‘ସେଲଫି’ ବି ଅକ୍ଷୟଙ୍କ ସମସ୍ତ ଆଶାକୁ ମଉଳାଇ ଦେଇଛି । ଓପନିଂ ଡେରୁ ହିଁ ‘ସେଲଫି’ ଖରାପ ପରଫର୍ମ କରି…

ଆଜି ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ପ୍ରଦୀପ ଜେନା

ଭୁବନେଶ୍ୱର,୧।୩(ବ୍ୟୁରୋ): ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା। କିଛି ଦିନ ତଳେ ରାଜ୍ୟ ସରକାର ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି। ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ପଦ ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri