ପୁରୀରୁ ଦିଲ୍ଲୀ ପ୍ରି-ଆକ୍ଟିଭ ସିମ୍ କାର୍ଡ କାରବାର
ବେଆଇନ ପ୍ରିଆକ୍ଟିଭ ସିମ୍ କାର୍ଡ ଚାଲାଣ କରୁଥିବା ଏକ ଗ୍ୟାଙ୍ଗର ୮ଜଣଙ୍କୁ ଶନିବାର କମିଶନରେଟ ପୋଲିସ ଗିରଫ କରିଛି। ଏଥିସହ ସେମାନଙ୍କଠାରୁ ପ୍ରାୟ ୮୦୦ ସିମ୍ ଜବତ କରିଛି। ସମସ୍ତ ଅଭିଯୁକ୍ତ ପୁରୀର ହୋଇଥିବାବେଳେ ସେମାନେ ଦେଶର ବିଭିନ୍ନ ସ୍ଥାନକୁ ସିମ୍…
ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ
କୋକସରା,୧୦ା୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକକୁ ପ୍ରତି ମାସେ ଦୁଇମାସ ଅନ୍ତରରେ ରାଜ୍ୟ ବାହାରୁ ଫେରୁଛି ଦାଦନ ଶ୍ରମିକଙ୍କ ମୃତଦେହ। ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଜିର ଘଟଣା ସହ ୫ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିସାରିଛି।…
ପ୍ରଶାସନର ଦ୍ୱାରସ୍ଥ ପରେ ଗାଁରୁ ଦୂର ହେଲା ପାନୀୟ ଜଳ ସମସ୍ୟା
କୋକସରା,୧୦ା୬(ଡି.ଏନ୍.ଏ.): ପାନୀୟ ଜଳ ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ପରେ ଟେମରା ପଞ୍ଚାୟତ ହଂସପଡ଼ା ଗ୍ରାମକୁ ୨ଟି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରିଛନ୍ତି ବ୍ଲକ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷ। କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ…
ଗୋଟିଏ ସିନ୍ ପାଇଁ ୧୪ ଘଣ୍ଟା ପାଣିରେ ରହିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରକୁଲ ତାଙ୍କର ନୂଆ ଫିଲ୍ମ ‘ଆଇ ଲଭ୍ ୟୁ’କୁ ନେଇ ବେଶ୍ ଚର୍ଚ୍ଚାରେ। ରକୁଲଙ୍କ ବ୍ୟତୀତ ଏହି ଫିଲ୍ମରେ ପାଭେଲ ଗୁଲାଟି, ଅକ୍ଷୟ ଓବରାଏ ଏବଂ କିରଣ କୁମାର…
ଏକାଠି ନଜରଆସିବେ ଆସିବେ ଅମିତାଭ-ରଜନୀକାନ୍ତ
ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ ଉଭୟ ଭେଟରାନ ଅଭିନେତା ଅଟନ୍ତି। ବଲିଉଡ ହେଉ ଅବା ସାଉଥ୍ ଫିଲ୍ମରେ ତାଙ୍କର ଦବ୍ଦବା ଆଜି ଯାଏଁ ରହି ଆସୁଛି। ଉଭୟଙ୍କର ଲୋକପ୍ରିୟତା ଅନୁସାରେ ଫ୍ୟାନ୍ସଙ୍କ ଲମ୍ବା ଲାଇନ୍ ଲାଗିଥାଏ। ଦୁହେଁ ଏକାଠି ’ହମ’,…
କର୍ଲାମୁଣ୍ଡାରେ ବୁଲୁଛି ଦନ୍ତା, ଲୋକେ ଆତଙ୍କିତ
କର୍ଲାମୁଣ୍ଡା,୧୦ା୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହଜାରିପଡ଼ା ନିକଟସ୍ଥ ଶାନ୍ତିବନଠାରେ ଶନିବାର ଏକ ଜଙ୍ଗଲୀ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଖବର ପାଇ କେସିଙ୍ଗା, ନର୍ଲା ଓ ମ. ରାମପୁର ରେଞ୍ଜର କର୍ମଚାରୀମାନେ ପହଞ୍ଚି ହାତୀଟିକୁ ଘଉଡ଼ାଇବାର ସକ୍ଷମ ହୋଇଥିଲେ।…
ତାତିରେ ଆଉଟପାଉଟ ସୋରଡ଼ାବାସୀ, ରାସ୍ତାଘାଟ ଶୂନଶାନ
ସୋରଡ଼ା,୧୦ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ଶନିବାର ଅଘୋଷିତ ବନ୍ଦ ପାଳନ ପରି ଦେଖାଯାଇଛି। ସକାଳୁ ୮ଟାରୁ କଣ୍ଟେଇପଲ୍ଲୀଠାରୁ ସୋରଡ଼ା ରାସ୍ତା ସଂପ୍ରସାରଣ କାମ ପାଇଁ ଗଛକଟା ଚାଲିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହୋଇଥିବା…
କାଳବୈଶାଖୀ ବିତ୍ପାତ: ଗଛ ପଡି ଜାତୀୟ ରାଜପଥ ଅବରୋଧ
ହିଞ୍ଜିଳିକାଟୁ,୧୦।୬(ଡିଏନଏ): ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳରେ ଶନିବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷାପବନ, କୁଆପଥର ମାଡ ସହ ବଜ୍ରପାତ ହୋଇଛି। ଏହା ପ୍ରଭାବରେ ହିଞ୍ଜିଳିକାଟୁ ସହରର ଜାତୀୟ ରାଜପଥ କଡ଼ରେ ବହୁ ସ୍ଥାନରେ ଗଛ ରାସ୍ତା ଉପରେ ପଡ଼ି ବହୁ ସମୟ…
ବଜ୍ରପାତରେ ଚାଲିଗଲା ୨ ଜୀବନ, ୩ ଗୁରୁତର
ବ୍ରହ୍ମପୁର ଅଫିସ,୧୦ା୬: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ମନ୍ଦରଡ଼ା ଏବଂ ମାଦୁକାବାଡ଼ ଗାଁ’ରେ ଏକ ଦୁଃଖଦ ଘଟଣା ଘଟିଛି। ବଜ୍ରପାତରେ ଏହି ଦୁଇ ଗାଁର ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମନ୍ଦରଡ଼ା ଗାଁ’ର ହରି…
ମାଟିତଳୁ ଅଷ୍ଟଧାତୁ ଲକ୍ଷ୍ମୀନୃସିଂହ ପ୍ରତିମୂର୍ତ୍ତି ଉଦ୍ଧାର
ଗଞ୍ଜାମ,୧୦ା୬(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ରବୀନ୍ଦ୍ର ପଟ୍ଟନାୟକଙ୍କ ଘରର ମାଟି ତଳୁ ଶନିବାର ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ ନୃସିଂହଙ୍କ ପ୍ରତିମୂର୍ତ୍ତି ଉଦ୍ଧାର ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରବୀନ୍ଦ୍ରଙ୍କ ଭାଇ ସୁରେନ୍ଦ୍ର ପଟ୍ଟନାୟକଙ୍କୁ ସ୍ବପ୍ନାଦେଶ ହେବା…
ଶାହିଦା ବିକଶିତ କଲେ ସ୍ମାର୍ଟ ଚାବି,ଛୋଟ ପିଲା ଚଳାଇ ପାରିବେନି ଗାଡ଼ି…
ଶ୍ରୀନଗର,୧୦।୬ : ବାରମୁଳାର ଶାହିଦା ବାନୋ ଅଳ୍ପ ବୟସର ଚାଳକଙ୍କ ଦ୍ୱାରା ଘଟୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଏକ ସ୍ମାର୍ଟ ଚାବି ବିକଶିତ କରିଛନ୍ତି। ଶାହିଦା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ, ଫତେହଗଡ ଏବଂ ଶେରି ନରଭା ବାରାମୁଳାର…
ଚୋର ସନ୍ଦେହରେ ଯୁବକଙ୍କୁ ପିଟି ମାରିଦେବା ଘଟଣା: ମୁଖ୍ୟ ଅଭିଯୁକ୍ତ ସୁରଟରୁ ଗିରଫ
ପୁରୁଷୋତ୍ତମପୁର,୧୦ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ସୁରଟରୁ ଗିରଫକରି ଶନିବାର କୋର୍ଟ ଚାଲାଣ କରିଛି ପୁରୁଷୋତ୍ତମପୁର ପୋଲିସ। ସେ ହେଲେ ବିଷ୍ଣୁ ଚରଣ…

