ସୌର ଶୀତଳ କକ୍ଷ ଘୋଷଣାରେ ସୀମିତ
ରସୁଲପୁର,୨ା୩(ଡି.ଏନ.ଏ.): ୨୦୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ପଞ୍ଚାୟତରେ, ଦୈନିକ ପରିବାହାଟ ନିକଟରେ ଓ ପରିବା ପରିବହନ କେନ୍ଦ୍ର ଆଦି ସ୍ଥାନରେ ସୌରଚାଳିତ ଶୀତଳ କକ୍ଷ ସ୍ଥାପନ ପାଇଁ ଘୋଷଣା କରାଯାଇଥିଲା। ହେଲେ ସରକାରଙ୍କ ଏତାଦୃଶ୍ୟ ନିଷ୍ପତ୍ତିକୁ…
ପଟ୍ଟାମୁଣ୍ଡାଇ ବ୍ଲକରେ ଜଳ କଷ୍ଟ
ପଟ୍ଟାମୁଣ୍ଡାଇ,୨ା୩ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ ମାର୍ଗ ବାହାରି ପାରୁନି। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ମାଣ କରାଯାଇ ଥିବା ପାନୀୟଜଳ ପ୍ରକଳ୍ପର ଓଭରହେଡ୍ ଟାଙ୍କି କାମରେ ଲାଗୁ…
ମୟୂରଭଞ୍ଜରେ ପହଞ୍ଚିଲେ ୫-ଟି ସଚିବ
ବାରିପଦା ଅଫିସ,୨ା୩: ଗୁରୁବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଜିଲାର ଉଦଳା ଉଠଖଣ୍ଡ ଦେବକୁଣ୍ଡରେ ପହଞ୍ଚି ମା’ଅମ୍ବିକାଙ୍କ ଦର୍ଶନ କରିଥିଲେ। ଜିଲାପାଳ ବିନୀତ…
ସୂର୍ଯ୍ୟମୁଖୀ ଚାଷକୁ ମିଳୁନି ପ୍ରୋତ୍ସାହନ
କେନ୍ଦ୍ରାପଡ଼ା ଅଫିସ,୨ା୩: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୋଇଲିପୁରର ଚାରିପୋଖରିଆ ଗ୍ରାମର ସ୍ବୟଂସହାୟକ ମହିଳା ଗୋଷ୍ଠୀ ଚଳିତବର୍ଷ ୭ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। ଏହି ଚାଷ ସେମାନଙ୍କ ପାଇଁ ଦ୍ୱିତୀୟ ବର୍ଷ। ପ୍ରଥମ ବର୍ଷର ଅଭିଜ୍ଞତା ସେମାନଙ୍କୁ ପରିପକ୍ୱ…
ମାସକ ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ସନ୍ଦେହ
ନାଉଗାଁ ,୨ା୩ (ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ନାଉଗାଁ ବ୍ଲକରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ ୭ଟି ମଣ୍ଡି ଖୋଲାଯାଇଛି। ସେଥିମଧ୍ୟରୁ ୬ଟି ସୋସାଇଟି ରହିଥିବା ବେଳେ ପ୍ରଥମ ଥର ନନ୍ଦମଣୀ ସ୍ବୟଂ ସହାୟିକା ଦଳକୁ ଧାନ ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଛି।…
୫ କୋଟି ଟଙ୍କାର କାମରେ ଦୁର୍ନୀତିର ଗନ୍ଧ
ଜଗତ୍ସିଂହପୁର ଅଫିସ,୨ା୩: ଜଗତ୍ସିଂହପୁର ସଦର ମହକୁମାସ୍ଥିତ ବଙ୍ଗଳା ଛକ ନିକଟରେ ଜଳ ସମ୍ପଦ ବିଭାଗର ୧୦ ନଂ. ଡିଷ୍ଟ୍ରିବ୍ୟୁଟାରୀରେ ଏକ ବକ୍ସ କଲଭର୍ଟ କରାଯାଇଛି। ଏହି କଲଭର୍ଟଠାରୁ ବସ୍ଷ୍ଟାଣ୍ଡ ଆଗ ଏଲ୍ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ କେନାଲ ଉପରେ ୫ କୋଟି ଟଙ୍କା…
ବିଲେଇକୁ ପାଣିରୁ ଉଦ୍ଧାର କଲା କୁକୁର, ଭିଡିଓ ଦେଖିଲେ…
କୁକୁର ଏବଂ ବିଲେଇଙ୍କ ମଧ୍ୟରେ ଲଢ଼େଇ କେମିତି ହୋଇଥାଏ ତାହା ବେଶ୍ ସମସ୍ତଙ୍କୁ ଜଣା। ଯେତେବେଳେ ଉଭୟ ପାଖାପାଖି ରହିଥାଆନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥାଏ। ମାତ୍ର ଆପଣ ଏହି ଦୁଇ ପ୍ରାଣୀ ମଧ୍ୟରେ ପ୍ରେମ ଏବଂ ବନ୍ଧୁତା…
ଅଧିକ ନୋ ବଲ ପକାଇ ଅଡୁଆରେ ଜାଡେଜା, ବର୍ଷିଲେ ଗାଭାସ୍କର…
ଇନ୍ଦୋର,୨।୩ : ଚାରି ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଇନିଂସରେ ୧୦୯ ରନ ସଂଗ୍ରହ କରିଥିଲା। ଏହାର…
ଗଣମାଧ୍ୟମକୁ ଭାଜପା ଏମ୍ପିଙ୍କ ପରାମର୍ଶ : ମହଙ୍ଗା ନୁହେଁ, ଯେଉଁ ଜିନିଷ ଶସ୍ତା ହୋଇଛି ସେ ବିଷୟରେ ପଚାର
ଲକ୍ଷ୍ନୌ,୨।୩: ଉତ୍ତରପ୍ରଦେଶର ସୋନଭଦ୍ରରେ ରାଜ୍ୟ ସଭା ଏମ୍ପି ଦର୍ଶନା ସିଂ ଭାଜପା କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ମୂଲ୍ୟ ବୃଦ୍ଧି ନେଇ ଗଣମାଧ୍ୟମକୁ ପରାମର୍ଶ ଦେଉଥିବାର ନଜର ଆସିଥିଲେ। ସେ କହିଛନ୍ତି, ମହଙ୍ଗା ନୁହେଁ, ଯେଉଁ ଜିନିଷ ଶସ୍ତା ହୋଇଛି ସେ…
ମୋବାଇଲ ଡାଟା ସ୍ପିଡରେ ରୁଷିଆ, ଆର୍ଜେଣ୍ଟିନାଠାରୁ ଆଗରେ ଭାରତ
ନୂଆଦିଲ୍ଲୀ,୨।୩: ଭାରତରେ ମୋବାଇଲ ଡାଟା ଡାଉନଲୋଡ ସ୍ପିଡ ୧୧୫% ବୃଦ୍ଧି ପାଇଛି। ଗତ ବର୍ଷ ସେପ୍ଟେମ୍ବରରେ ଏହା ୧୩.୮୭ ଏମ୍ବିପିଏସ୍ ଥିଲା, ଯାହା ଜାନୁଆରୀରେ ୨୯.୮୫ ଏମ୍ବିପିଏସ୍ ଥିଲା। ବର୍ତ୍ତମାନ ରୁଷିଆ, ଆର୍ଜେଣ୍ଟିନା, ପାକିସ୍ତାନ, ବାଂଲାଦେଶ ଏବଂ ଇଣ୍ଡୋନେସିଆ ଭଳି ଜି-୨୦…
ଭାରତ ଗ୍ଲୋବାଲ ସାଉଥ୍ର ସ୍ବର: ମୋଦି
ନୂଆଦିଲ୍ଲୀ,୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତରେ ପହଞ୍ଚିଥିବା ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ହେଉଛି ଗ୍ଲୋବାଲ ସାଉଥର ସ୍ବର। ଏହି ବୈଠକରେ ଏକତା, ଉଦ୍ଦେଶ୍ୟର ଏକତା ଏବଂ କାର୍ଯ୍ୟର…
ଏହି ଫିଲ୍ମରେ ଅଭିନୟ ପାଇଁ ଗୋଟିଏ ଟଙ୍କା ବି ନେଇ ନ ଥିଲେ ଅମିତାଭ-ଜୟା: ହୋଇଗଲା ସୁପରହିଟ୍
୧୯୭୫ରେ ଋଷିକେଶ ମୁଖାର୍ଜୀଙ୍କ ଫିଲ୍ମ ‘ଚୁପକେ ଚୁପକେ’ ମୁକ୍ତିଲାଭ କରିଥିଲ। ଏହା ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଏକ ହାସ୍ୟାତ୍ମକ ଚଳଚ୍ଚିତ୍ର ଥିଲା। ଏହି ସୁପରହିଟ୍ ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର, ଶର୍ମିଲା ଟାଗୋର, ଓମ ପ୍ରକାଶ, ଉଷା କିରଣ ମଧ୍ୟ ନଜର…
Archives


