ପାଇପ୍ ବିଛା ହୋଇଛି, ଜମି ପଡ଼ିଆ
କେନ୍ଦୁଝର,୧୨ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍ କୋଡ଼ିପଶା ପଞ୍ଚାୟତ କୋଡ଼ିପଶା ଜୁଆଙ୍ଗ ଗ୍ରାମରେ ହୋଇଥିବା ସୋଲାର ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଲାଗୁନି। ଜିଲାର ପୁରାତନ ଜନଜାତି ଜୁଆଙ୍ଗମାନଙ୍କ ଚାଷଜମିକୁ ପାଇପ ବିଛାଇ ଏକ ନାଳରୁ ପାଣି ଉଠାଇ ଜଳସେଚନ…
ପୋତିଦେଲେ ନାଳ, ସମସ୍ୟା ଭୋଗିବେ ଚାଷୀ
ବନ୍ତ,୧୨।୬(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଆଡ଼ିଆ ପଞ୍ଚାୟତ କୁଆଁର୍ଦ୍ଦା ଗ୍ରାମରେ ପାଣି ନାଳକୁ ପୋତି ଦିଆଯାଇଥିବାରୁ ଚାଷୀମାନେ ସମସ୍ୟା ଭୋଗିବେ ବୋଲି ଅଭିଯୋଗ କରିଛନ୍ତି। ନାଳର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ଜିଲାପାଳ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ,…
ଚାରା ନଷ୍ଟ କରି ରାସ୍ତା ନିର୍ମାଣ
କେନ୍ଦୁଝର,୧୨ା୬ (ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ୧୫ ନଂ. ୱାର୍ଡ ୪୯ ନଂ. ଜାତୀୟ ରାଜପଥ ମୋଚିଗାଁ ଓଭରବ୍ରିଜ ନିକଟରେ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ୱାରା ବନୀକରଣ ନଷ୍ଟ କରି ରାସ୍ତା ନିର୍ମାଣ ଚାଲିଛି। ଜିଲା ମୁଖ୍ୟାଳୟଠାରୁ ମାତ୍ର ୨…
‘ବିପର୍ଯ୍ୟୟ’ଯୋଗୁ ବିଗିଡିଲା ପାଗ, ବିମାନ ଉଡାଣ ବିଳମ୍ବ ଯୋଗୁ ମୁମ୍ବାଇ ଏୟାରପୋର୍ଟରେ ବିଶୃଙ୍ଖଳା
ମୁମ୍ବାଇ,୧୨।୬: ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ପାଇଁ ବଦଳିଯାଇଛି ମୁମ୍ବାଇର ପାଣିପାଗ। ଏଥିପାଇଁ ରବିବାର ରାତିରେ ଅନେକ ବିମାନରେ ବିଳମ୍ବ ହେତୁ ବିମାନବନ୍ଦରରେ ବିଶୃଙ୍ଖଳା ହୋଇଥିଲା। ବିମାନ ଉଡ଼ାଣରେ ବିଳମ୍ବ ହେତୁ ଯାତ୍ରୀମାନଙ୍କୁ ଅନେକ ଘଣ୍ଟା ଅପେକ୍ଷା କରିବାକୁ ପଡିଲା ଏବଂ ବିମାନବନ୍ଦରରେ…
ବାଲି ବଦଳରେ ପାହାଡ଼ ମାଟିରେ ଚାଲିଛି କାମ
ଖଇରା,୧୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ତାଳମହୁରୀଠାରେ ନିର୍ମାଣାଧୀନ ଆଦର୍ଶ ବିଦ୍ୟାଳୟ ଛାତ୍ରୀନିବାସକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି ା ବୋରିଂ କାର୍ଯ୍ୟ ସରିବା ପରେ ଏବେ ଗାତ ଫିଲିଂ ପାଇଁ ବାଲି ବଦଳରେ ପାହାଡ ମାଟି ଫିଲିଂ…
ଦ୍ୱୈତନଗରରୁ ଆସୁଥିବା ବସ୍ ତାଳବଣିଆରେ ରହିବେ
ପୁରୀ ଅଫିସ ୧୨ା୬: ରଥଯାତ୍ରାକୁ ନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି। ମହାପ୍ରଭୁଙ୍କ ନୀତିକାନ୍ତିଠାରୁ ଆରମ୍ଭ କରି ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବରେ ସମ୍ପାଦନ କରିବା ନେଇ ସେବାୟତମାନେ…
ଗୋଚର ଜମିରୁ ଚାଲିଛି ମାଙ୍କଡ଼ା ପଥର ଚାଲାଣ
ଖୋର୍ଦ୍ଧା ଅଫିସ,୧୨ା୬: ଖୋର୍ଦ୍ଧାରେ ଲଘୁ ଖଣିଜ ସମ୍ପଦ ଲୁଟ୍ ବଢ଼ିଚାଲିଛି। ସରକାରୀ ଜମି, କାଜୁ ଜଙ୍ଗଲ ଏବଂ ଶ୍ରୀମନ୍ଦିର ଜମି ଉପରେ ରହିଛି ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି। ସବୁଠି ମାଙ୍କଡ଼ା ପଥର କଟାଚାଲିଛି। ଫଳରେ ଜମି, ଜଙ୍ଗଲ ନଷ୍ଟ ହେବା…
‘କାଶୀ ପର୍ଯ୍ୟନ୍ତ ପହଞ୍ଚିଛି ବିକାଶର ଏଜେଣ୍ଡା’, ଜି-୨୦ ବୈଠକରେ କହିଲେ ମୋଦି- ‘ମଦର ଅଫ ଡେମୋକ୍ରେସି’ର ସବୁଠାରୁ ପୁରୁଣା ସହରକୁ ସ୍ବାଗତ
ନୂଆଦିଲ୍ଲୀ,୧୨।୬: ଉତ୍ତର ପ୍ରଦେଶର ବାରାଣସୀରେ ସୋମବାର ଜି-୨୦ ଦେଶର ଡେଭଲପମେଣ୍ଟ ମିନିଷ୍ଟରଙ୍କ ବୈଠକ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧିତ କରି ପ୍ରତିନିଧିମାନଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଆପଣ ସମସ୍ତଙ୍କୁ…
ସହରରେ ବଢୁଛି ଚୋରା ବନ୍ଧୁକ କାରବାର
ଖୋର୍ଦ୍ଧା ଅଫିସ,୧୨ା୬: ଖୋର୍ଦ୍ଧା ନିଶା କାରବାରର ହବ୍ ପାଲଟିଥିବା ବେଳେ ଚୋରା ବନ୍ଧୁକ କାରବାର ମଧ୍ୟ ବଢ଼ିଚାଲିଛି। ଏକାଧିକ ଅସାମାଜିକ ଯୁବକଙ୍କ ପାଖରେ ବନ୍ଧୁକ ରହିଛି। ମାରଣାସ୍ତ୍ର, ବୋମା ପରିବର୍ତ୍ତେ ଏବେ କଥା କଥାକେ ଗୁଳି ଫୁଟୁଛି। ସହରରେ ଅପରାଧ ବଢ଼ିଚାଲିଥିବା…
ପୁଅର ଠେଙ୍ଗାମାଡ଼ରେ ବାପା ମୃତ, ମା’ ଗୁରୁତର
ଦେବଗଡ଼,୧୨ା୬(ଡି.ଏନ୍.ଏ.): ପୁଅର ଠେଙ୍ଗା ମାଡ଼ରେ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ। ମୃତକ ହେଲେ ଗୁରୁଚରଣ କିଷାନ(୫୦)। ରବିବାର ବିଳମ୍ବିତ ରାତିରେ ପୁଅ ତଥା ଅଭିଯୁକ୍ତ…
ଏନସିପିରେ ଅଦବଦଳକୁ ନେଇ ସାମନା ଲେଖିଛି, ନିଜ ଉପରେ ଲାଗିଥିବା ଭାଜପାର ଷ୍ଟାମ୍ପକୁ ଅଜିତ ପାଓ୍ବାରଙ୍କୁ କରିବାକୁ ପଡିବ ଦୂର
ମୁମ୍ବାଇ,୧୨।୬: ମହାରାଷ୍ଟ୍ରରେ ଶନିବାର ଏନସିପିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ପାଇଁ ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲଙ୍କୁ ନିଯୁକ୍ତ କରାଯାଇଛି। ଏନସିପିରେ ଏହି ଅଦଳବଦଳ ପରେ ଉଦ୍ଧବ ଦଳ ଶିବସେନା ତା’ର ମୁଖପତ୍ର ‘ସାମାନା’ରେ ଅଜିତ ପାଓ୍ବାରଙ୍କୁ ଟାର୍ଗେଟ କରିଛି। ଅଜିତ…
ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହାୟକ
ଭବାନୀପାଟଣା,୧୨ା୬(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କ ସହାୟକ ପ୍ରଦୀପ ଚନ୍ଦ୍ରକାର। ସୋମବାର ଚାରୋଟି ଟିମ୍ ସହ ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଏହି ଚଢ଼ାଉରେ ୩ଜଣ ଡିଏସ୍ପି ଏବଂ ୩ଜଣ ଇନ୍ସପେକ୍ଟର…

