Home Left

ହଲିଉଡରୁ ନକଲ ହୋଇଛି ଫିଲ୍ମ ‘ଆଦିପୁରୁଷ’ର ସିନ୍‌!

ମୁମ୍ବାଇ: ରିଲିଜ ହେବା ପରଠାରୁ ‘ଆଦିପୁରୁଷ’ ବିବାଦରେ ଘେରରେ ରହିଛି। ପ୍ରଥମେ ଫିଲ୍ମର ଭିଫିଏକ୍ସ ଏବଂ ପରେ ସଂଳାପକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆଦିପୁରୁଷର ସଂଳାପଗୁଡ଼ିକ ପରିବର୍ତ୍ତନ କରାଯାଇଛି। ଅବଶ୍ୟ ଫିଲ୍ମ ଯେତିକି ହାଇପ୍ରୋଫାଇଲ ଥିଲା,…

ନବଜାତକର ମୃତଦେହ ଝୁଣି ଖାଇଲେ କୁକୁର

ଆନନ୍ଦପୁର,୨୪ା୬(ସନ୍ତୋଷ ରାଉତ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଧୀନ ବଡ଼ରମ୍ପାସ ଓ ବରିଡ଼ି ରାସ୍ତାର ଚାରିମାଣିଆ ଛକ ନିକଟ ରାସ୍ତା ପାର୍ଶ୍ୱ ପଡ଼ିଆରେ ଏକ ନବଜାତକର ମୃତଦେହ ପଡ଼ିଥିବାର ଲୋକେ ଦେଖିବାକୁ ପାଇଥିଲେ। ଶନିବାର ସକାଳେ କେତେକ ପଥଚାରୀ ସେହି ରାସ୍ତାରେ…

ବ୍ୟାଗ୍‌ କିଣିବାକୁ ଆସି ଲୁଟ୍‌: ୩ ଗିରଫ, ମିଳିଲା ଅଫେରା ଧନ  

ସୋରଡ଼ା,୨୪।୬(ଲମ୍ବୋଦର ପାଣିଗ୍ରାହୀ): ବ୍ୟାଗ୍‌ କିଣିବାକୁ ଆସି ଲୁଟ୍‌ ମାମଲାରେ ସୋରଡ଼ା ପୋଲିସ ୧୪ ଦିନ ମଧ୍ୟରେ ଡକାୟତ ମାନଙ୍କୁ ଗିରଫ କରିଛି। ଏହା ସହ ଲୁଟ ସୁନା ଟଙ୍କା ଜବତ କରି ଲୁଟ୍‌ର ଶିକାର ହୋଇଥିବା ସ୍ଥାନୀୟ ବଡଦାଣ୍ଡର ବ୍ୟବସାୟୀ ଦିନବନ୍ଧୁ…

ଯୁବକଙ୍କୁ ସାଇକେଲ ସହ ଟେକି କଚାଡ଼ିଲା ହାତୀ

ଆନନ୍ଦପୁର,୨୪ା୬(ସନ୍ତୋଷ ରାଉତ): ଆନନ୍ଦପୁର ଥାନା ସୀମାନ୍ତ ମହୁଲଡିହା ଥାନା ଝାଟିକିଡିହା ଗ୍ରାମରେ ଜଣେ ଯୁବକ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକ ହେଉଛନ୍ତି ଝାଟିକିଡିହାର ଭଜ ମଢେଇ।…

ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିବା ଉଚିତ୍‌: ଜୟରାମ ରମେଶ

ନୂଆଦିଲ୍ଲୀ,୨୪।୬: ମଣିପୁର ହିଂସାକୁ ନେଇ ସର୍ବଦଳୀୟ ବୈଠକ ପୂର୍ବରୁ କଂଗ୍ରେସ ଭାଜପାକୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ୍‌ କରି କହିଛନ୍ତି, ରାଜ୍ୟ ୫୨ଦିନ ଧରି ଜଳୁଛି। କିନ୍ତୁ ଗୃହମନ୍ତ୍ରୀ ଏବେ ସର୍ବଦଳୀୟ ବୈଠକ ଡାକୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

ଅବ୍ୟବସ୍ଥା ଘେରରେ ପୁଇଁତୋଳା ଗ୍ରାମ, ଅସରାଏ ବର୍ଷାରେ ରାସ୍ତା ଜଳମଗ୍ନ

ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୮ ପୁଇଁତୋଳା ଗ୍ରାମ ନାନା ସମସ୍ୟା ଦେଇ ଗତି କରୁଛି l ଶୁକ୍ରବାର ଅସରାଏ ବର୍ଷାରେ ବେହାଲ ପୁଇଁତୋଳା ଗ୍ରାମ l ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ରାସ୍ତାରେ…

ବର୍ଷେ ବିତିଗଲା: ହେଲେ ଆଜିବି ମନେ ପଡ଼ନ୍ତି ରାଇମୋହନ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ‘ଏ ଅନାନି’ ବର୍ଷେ ହେଲା ଏ ଡାଇଲଗର ଅସଲି ସ୍ବର ନୀରବି ଗଲାଣି। ପଳାଶୁଣୀ ପ୍ରାଚୀବିହାରସ୍ଥିତ ଉଦୟ-ପୂର’ରେ ଆଉ ଦେଖିବାକୁ ମିଳୁନି ତାଙ୍କୁ । ଆଜିବି ‘ଏ ଅନାନି’ ଡାଇଲଗର ଶୁଣିଲେ ମନେ ପଡ଼ନ୍ତି ରାଇ ଭାଇ। ରାଇମୋହନ ପରିଡ଼ାଙ୍କୁ…

ପୁଣି ଡେଟ୍‌ କରୁଛନ୍ତି ରଶ୍ମିକା ଓ ବିଜୟ

ମୁମ୍ବାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଇଣ୍ଡଷ୍ଟ୍ରରି ସବୁଠାରୁ ଲୋକପ୍ରିୟ ଅଭିନେତା। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି। ତେବେ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବାର ଗୁଜବ ବଲିଉଡରୁ ଟଲିଉଡ ପର୍ଯ୍ୟନ୍ତ ବ୍ୟାପିଥିଲା। କିନ୍ତୁ ଚଳିତ ବର୍ଷ…

ରବିବାର ଦକ୍ଷିଣମୋଡ ନେବେ ୩ ରଥ

ପୁରୀ,୨୪। ୬(ଅଜିତ ମହାନ୍ତି): ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରିସରି ଆସୁଛି । ତେବେ ରବିବାର ୩ ରଥର ଦକ୍ଷିଣମୋଡ ହେବ । ପୂଜାପଣ୍ଡା ସାମନ୍ତଙ୍କ ଆଜ୍ଞାମାଳ ଆସିବା ପରେ ରଥ ଟଣାଯିବ । ନାକଚଣା ଦ୍ୱାର ନିକଟକୁ ରଥ…

ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ

ଭୁବନେଶ୍ୱର,୨୪।୬: ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କୁ ଶନିବାର ଗିରଫ କରାଯାଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସ ସେଲ ଏସ୍ପି ଏମ. ରାଧାକ୍ରିଷ୍ଣନଙ୍କ ସୂଚନା ଅନୁଯାୟୀ, ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ…

ଫିଲ୍ମ ‘ଏମରଜେନ୍ସି’ର ଟିଜର ଆଉଟ୍‌, ଜାଣନ୍ତୁ କେବେ ହେବ ରିଲିଜ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିବା ଦିନଠାରୁ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରି ରହିଛନ୍ତି। ଶେଷରେ, ଶନିବାର କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ‘ଏମରଜେନ୍ସି’ ର ଟିଜର ରିଲିଜ କରିଛନ୍ତି।ସର୍ଟ କ୍ଲିପ୍‌ରେ ଅନୁପମ…

ପରିବାରର ୫ ଜଣଙ୍କୁ ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା

ଲକ୍ଷ୍ନୌ,୨୪।୬: ଉତ୍ତରପ୍ରଦେଶରେ ମେନପୁରୀ ଜିନପଦର ପୋଲିସ ଷ୍ଟେଶନ କିଶନି ଅଞ୍ଚଳରେ ପରିବାରର ୫ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ବଡ଼ ଭାଇ। ଏହି ଘଟଣା ଘଟାଇବା ପରେ ବ୍ୟକ୍ତି ଜଣଙ୍କ ମଧ୍ୟ ନିଜକୁ ଗୁଳି କରିଦେଇଥିବା ଜଣାପଡିଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?