Home Left

ରାସ୍ତା କାର୍ଯ୍ୟ ଅଧାରୁ ବନ୍ଦ, ବଢୁଛି ଦୁର୍ଘଟଣା

କାଳିଆପାଣି,୧୫ା୩(ଡି.ଏନ.ଏ.): ଯାଜପୁର ଜିଲା ପୂର୍ତ୍ତ ବିଭାଗ ଅଧୀନରେ କାଳିଆପାଣି-ମଙ୍ଗଳପୁର ମୁଖ୍ୟ ରାସ୍ତାର ଟାଟା ବଜାର ତାରେଣି ମନ୍ଦିରଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି। ମାତ୍ର ଉକ୍ତ ରାସ୍ତା କାର୍ଯ୍ୟ ଅଧାରୁ ବନ୍ଦ ରହିଥିବାରୁ ଏବେ ଦୈନିକ ଦୁର୍ଘଟଣା…

ପାହାଡ଼ ଉପରେ ଷ୍ଟ୍ରବେରୀ ଚାଷ

ପାରଳାଖେମୁଣ୍ଡି, ୧୫।୩ (ଡି.ଏନ୍‌.ଏ): ଚାଷକାର୍ଯ୍ୟକୁ ଆପଣେଇ ସ୍ବାବଲମ୍ବୀ ହୋଇପାରିଛନ୍ତି ଗଜପତି ଜିଲା ମୋହନ ବ୍ଲକ ବେଲପଡ଼ା ଗ୍ରାମର ଏକ ଚାଷୀ ଦମ୍ପତି। ଷ୍ଟ୍ରବେରୀ ଚାଷ କରି ଜିଲାରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ପାହାଡ଼ରେ ପରିଶ୍ରମ କରି…

ଓସେପା ପୁସ୍ତକ କ୍ରୟରେ ଅନିୟମିତତା

ଯାଜପୁର ଅଫିସ,୧୫ା୩: କେତେକ ଅସାଧୁ ପୁସ୍ତକ ପ୍ରକାଶକଙ୍କ ଇଙ୍ଗିତରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟାକ୍ରମ ପ୍ରାଧିକରଣ(ଓସେପା)ର ପାଠାଗାର ପୁସ୍ତକ କ୍ରୟ ଆଦେଶ ପ୍ରସ୍ତୁତି ଚାଲିଛି। କେଉଁ ପ୍ରକାଶକ କେତେ ଟଙ୍କାର ଆଦେଶ ପାଇବାକୁ ଯାଉଛନ୍ତି ସେ ସମ୍ପର୍କରେ ଜଣେ ପ୍ରକାଶକ କଟକରେ…

୩ ମାସରେ ୧୨୮୯ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା ଅଫିସ,୧୫।୩: ଶିମିଳିପାଳ ଅଭୟାରଣ୍ୟରେ ମାସ ମାସ ଧରି ନିଅଁା ଜଳିବା ଦ୍ୱାରା ଜିଲାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ମଙ୍ଗଳବାର ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ମିଳିଥିବା ସାଟେଲାଇଟ୍‌ ତଥ୍ୟ ଅନୁସାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର…

ଗୁଡ୍‌ସ ସେଡ୍‌ ସ୍ଥାନାନ୍ତର ହେବ

ଯାଜପୁର ଅଫିସ,୧୫ା୩ : ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ଦ୍ୱିତୀୟ ପରାମର୍ଶଦାତା କମିଟି ବୈଠକରେ କେତେକ ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଏଥିରେ ସହର ମଝିରେ ଥିବା ଅତି ପ୍ରଦୂଷଣ ସୃଷ୍ଟିକାରୀ ଗୁଡ୍‌ସ ସେଡ୍‌କୁ ବ୍ୟାସ ସରୋବର ନିକଟକୁ ସ୍ଥାନାନ୍ତର ହେବ ବୋଲି ସୂଚନା…

୩୧ ସୁଦ୍ଧା ଆବାସ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି

ରସୁଲପୁର,୧୫ା୩(ଡି.ଏନ.ଏ.): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ୱନ୍ଦ୍ୱ ଦୂର ହୋଇପାରୁ ନାହିଁ। ଏହାରି ଭିତରେ ମାର୍ଚ୍ଚ ୩୧ ସୁଦ୍ଧା ଉକ୍ତ ଯୋଜନାର ପ୍ରଥମ କିସ୍ତି ହିତାଧିକାରୀଙ୍କ ଜମାଖାତାକୁ ପଠାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟ ଡିସେମ୍ବର ୨୦୨୨ ସୁଧା ସାରିବାକୁ ଲକ୍ଷ୍ୟ…

ରାଶନ ଚାଉଳ ବଣ୍ଟନରେ ଅନିୟମିତତା

ପାଟଣା,୧୫୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ି କାପୁଡ଼ି ଗ୍ରାମରେ ରାଶନ ଚାଉଳ ବଣ୍ଟନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କୀତ ଭିଡିଓ ସୋସିଆଲ ମିଡିଆରେ ଭାରରାଲ ହେବାରେ ଲାଗିଛି। ଠକାମୀର ଶିକାର ହୋଇଥିବା ହିତାଧିକାରୀମାନେ ଏହାର ତଦନ୍ତ…

ସମସ୍ତ ସୂଚନା ପାଇବାକୁ ହକ୍‌ଦାର ଉପଭୋକ୍ତା

ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପ୍ରତିବର୍ଷ ମାର୍ଚ୍ଚ ୧୫ ରେ ବିଶ୍ୱସ୍ତରରେ ପାଳନ କରାଯାଇଥାଏ। ଜଣେ ଗ୍ରାହକଙ୍କ ପାଖରେ ଥିବା ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିବସର ମୂଳ ଲକ୍ଷ୍ୟ । ଗ୍ରାହକ ଅଧିକାର ସୂଚିତ କରେ ଯେ…

ରାମଚଣ୍ଡୀ ବିଦ୍ୟାନିକେତନ: ଶ୍ରାଦ୍ଧବାର୍ଷିକ ଉତ୍ସବକୁ ନେଇ ବିବାଦ

ଡେରାବିଶ,୧୫ା୩ (ସ୍ବ.ପ୍ର.): ଡେରାବିଶ ବ୍ଲ୍ଳକ ଅଧୀନ ଛୋଟି ଗଁାସ୍ଥିତ ରାମଚଣ୍ଡୀ ବିଦ୍ୟାନିକେତନରେ ବୁଧବାର ପବିତ୍ର କୁମାର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଓ ଛାତ୍ରୀଛାତ୍ରଙ୍କୁ ମେଧାବୃତି କାର୍ଯ୍ୟକ୍ରମ ପାଇଁ ତାଙ୍କ ପରିବାର ପକ୍ଷରୁ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବିରୋଧ କରି ଡେରାବିଶ…

କେନ୍ଦ୍ର ପିଏମ୍‌ଏଓ୍ବାଇ ଅନିୟମିତତାର ତଦନ୍ତ କରାଇଛି କି

ନୂଆଦିଲ୍ଲୀ,୧୫ା୩: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ କୌଣସି ଅନିୟମିତତା ହୋଇଥିବା ନେଇ କେନ୍ଦ୍ର ସରକାର ଅବଗତ କି। ଏହା ଉପରେ କେନ୍ଦ୍ର କୌଣସି ପ୍ରକାର ତଦନ୍ତ କରାଇଛି କି ବୋଲି ମଙ୍ଗଳବାର ବିଜେଡି ପକ୍ଷରୁ ଲୋକ ସଭାରେ ପ୍ରଶ୍ନ କରାଯାଇଛି।…

ଭୋଟର ବିକଳ୍ପ ଖୋଜିଲେଣି

କେନ୍ଦ୍ରାପଡ଼ା ଅଫିସ, ୧୫ା୩: ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ସମୟ ଅଛି। ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲା ରାଜନୀତି ଚଳଚଞ୍ଚଳ ହୋଇଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ପକ୍ଷରୁ ସ୍ଥାନୀୟ ସମସ୍ୟାକୁ ପ୍ରସଙ୍ଗ କରି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା…

ଜଗନ୍ନାଥଙ୍କ ଜମିରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ

ପୁରୀ ଅଫିସ, ୧୫ା୩: ମରୀଚିକୋଟ ଛକସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା। ବିଶେଷକରି ଏହି ମାର୍କେଟ କମ୍ପ୍ଲେକ୍ସ ପଛପଟେ ଏକ ପୁରାତନ ମନ୍ଦିର ଠାବ ହେବା ପରେ ଉକ୍ତ ଜମିକୁ ନେଇ ବିଭିନ୍ନ ଆଲୋଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri