ସିସୋଡିଆଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ, ମାର୍ଚ୍ଚ ୩୧ରେ ହେବ ଶୁଣାଣି
ନୂଆଦିଲ୍ଲୀ,୨୪।୩: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଅଡୁଆ ବଢିବାରେ ଲାଗିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ରୌଜ୍ ଏଭେନ୍ୟୁ କୋର୍ଟ ସିବିଆଇ ଦ୍ୱାରା ଗିରଫଦାରୀ ଉପରେ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି। ତେବେ କୋର୍ଟ…
ବିପୁଳ ପରିମାଣର କଫ ସିରପ ଜବତ : ୩ ଜଣଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର ଅଫିସ,୨୪।୩: ବଲାଙ୍ଗୀର ସହର ବିଜାଖମନରୁ ଶୁକ୍ରବାର ବିପୁଳ ପରିମାଣର କଫ ସିରପ ଜବତ ହୋଇଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକର ବିଶ୍ୱନାଥ ମୂଲିଆ, ଯାଜପୁରର ମହେଶ୍ୱର ମହାନ୍ତି ଓ କଳାହାଣ୍ଡିର ଲାଲଧର…
ରାସ୍ତାରେ ଯାଉଥିବା ବେଳେ ମାଡ଼ିଗଲା କଣ୍ଟେନର
ପୋଲସରା,୨୪।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପୋଲସରା ଥାନା ଖଇରଚଟା ଗ୍ରାମର ସତ୍ୟବାଦୀ ଗୌଡ଼। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ,…
ରେଳ ଫାଟକରେ ଅଟକିରହିଲା ଅଟୋ
ନିରାକାରପୁର,୧୪।୩(ଡି.ଏନ୍.ଏ.):ବିଭିନ୍ନ ସମୟରେ ଦାୟିତ୍ୱରେ ଥିବା ରେଳ ଫାଟକ ଜଗୁଆଳିଙ୍କ ତ୍ରୁଟି ଯୋଗୁ କେତେବେଳେ ଅଟୋ ତ କେତେବେଳେ କାର୍ ଫାଟକ ମଝିରେ ଫସି ରହୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ଘଟଣା ସମ୍ପର୍କରେ ରେଳ ଅଧିକାରୀ ଜାଣି ସୁଦ୍ଧା କୌଣସି ପଦକ୍ଷେପ…
ୟେଦୁରପ୍ପାଙ୍କ ବାସଭବନରେ ଖାଇଲେ ଅମିତ ଶାହା, ମୁଖ୍ୟମନ୍ତ୍ରୀ ବୋମ୍ମାଇ ବି ଥିଲେ ଉପସ୍ଥିତ…
ବେଙ୍ଗାଲୁରୁ,୨୪।୩: ଆସନ୍ତା କିଛି ସପ୍ତାହ ମଧ୍ୟରେ କର୍ନାଟକ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ରହିଛି। ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାରରୁ କର୍ନାଟକ ଗସ୍ତରେ ଅଛନ୍ତି। ଏହାରି…
ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ପ୍ରତିକ୍ରିୟା ରଖିଲେ ଉଦ୍ଧବ ଠାକ୍ରେ: କହିଲେ, ଏହା ଗଣତନ୍ତ୍ରର ହତ୍ୟା
ମୁମ୍ବାଇ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ରଦ୍ଦ ହେବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏହା ପ୍ରତ୍ୟକ୍ଷ ଭାବେ ଗଣତନ୍ତ୍ରର ହତ୍ୟା। ଶୁକ୍ରବାର…
କରୋନାରେ ଆକ୍ରାନ୍ତ ହେଲେ ଅଭିନେତ୍ରୀ ପୂଜା ଭଟ୍ଟ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପୂଜା ଭଟ୍ଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋସିଆଲ ମିଡିଆରେ ସେ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଏକ ଭିଡିଓ ଶେୟାର କରି ଟୁଇଟ୍ରେ ଲେଖିଛନ୍ତି, ଠିକ୍ ୩ ବର୍ଷ ପରେ ପ୍ରଥମ ଥର ପାଇଁ…
ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ସନ୍ଧ୍ୟା ୫ଟାରେ ଏମାର୍ଜେନ୍ସି ବୈଠକ ଡକାଇଲା କଂଗ୍ରେସ
ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ଏକ ବଡ଼ ଝଟ୍କା ଲାଗିଛି। ଲୋକ ସଭା ସଚିବ ରାହୁଲଙ୍କ ଏମ୍ପି ସଦସ୍ୟତାକୁ ରଦ୍ଦ କରିଛନ୍ତି। ସୂଚନା ମୁତାବକ, ଗୁଜରାଟର ସୁରତ କୋର୍ଟରେ ମାନହାନି ମାମଲାରେ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ…
ଲୋକ ସଭା ସଦସ୍ୟତା ପଦ ରଦ୍ଦ ଏକଛତ୍ରବାଦୀ ଶାସନର ଏକ ଉଦାହରଣ: ଗେହଲୋଟ
ନୂଆଦିଲ୍ଲୀ,୨୪।୩: ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ପଦ ରଦ୍ଦ କରିଦିଆଯାଇଛି। ଯାହାକୁ ନେଇ କଂଗ୍ରେସ ଭାଜପାକୁ ଟାର୍ଗେଟ କରିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ…
ଉଡାଣ ଭରିବାର ମାତ୍ର ୧ମିନିଟ୍ ମଧ୍ୟରେ ଘର ସହ ଧକ୍କା ହେଲା ବିମାନ: ଭିଡିଓ ଭାଇରାଲ
ରାଞ୍ଚି,୨୪।୩: ଝାଡ଼ଖଣ୍ଡର ଧାନବାଦ ଜିଲାରେ ଉଡାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ଏକ ଗ୍ଲାଇଡର୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ୫୦୦ମିଟର ଦୂର ତଳକୁ ଖସି ଏକ ଘର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ…
ହଲିଉଡ ଫିଲ୍ମ ଅଫରକୁ ପ୍ରତ୍ୟାଖାନ କଲେ ରଣବୀର
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ତାଙ୍କ ଫିଲ୍ମ ‘ ତୁ ଝୁଠି ମୈ ମକ୍କାର’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଧମାକାଦାର ଆୟ କରୁଛି। ସେ ଗୋଟିଏ ପରେ ଗୋଟିଏ ବଲିଉଡ ହିଟ ଫିଲ୍ମ…
ମୁଁ ଆପଣଙ୍କୁ ଛୁଇଁଦେଲେ, ସେମାନେ କହିବେ ନାକ ପୋଛୁଛି: କାହିଁକି ଖାର୍ଗେଙ୍କୁ ଏମିତି କହିଲେ ରାହୁଲ
ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଧାରଣତଃ ନିଜର ମଜାଳିଆ ସ୍ବଭାବ ପାଇଁ ଜଣାଶୁଣା। ଶୁକ୍ରବାର ସଂସଦରୁ ବାହାରକୁ ଆସୁଥିବା ବେଳେ ତାଙ୍କ ଏହି ମଜାଳିଆ ଅନ୍ଦାଜ୍ ଦେଖିବାକୁ ମିଳିଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଆଗରେ ଭାଜପାର ସୋସିଆଲ ମିଡିଆ…
Archives


