ତୃତୀୟ ବିଶ୍ୱଯୁଦ୍ଧ ଚେତାବନୀ ଦେଲେ ଜେଲେନସ୍କି
କିଭ୍,୨୧।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ପ୍ରାୟ ଏକ ବର୍ଷ ଧରି ଚାଲିଛି। ବର୍ତ୍ତମାନ ଯୁଦ୍ଧ ଶେଷ ହେବାର କୌଣସି ସୂଚନା ମଧ୍ୟ ନାହିଁ। ଏସବୁ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚେତାବନୀ ଦେଇ କହିଛନ୍ତି, ଏହି…
ଘରେ ପଶି ଏସିଡ୍ ମାଡ଼ ମାମଲା: ୨ଜଣଙ୍କୁ ପଚରାଉଚରା, ଜଣେ ଅଟକ
ବାଲେଶ୍ୱର ଅଫିସ, ୨୨ା୨: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଭୀମପୁରା ଗ୍ରାମ ଏସିଡ୍ ମାଡ଼ ଘଟଣାରେ ପୋଲିସ ମଙ୍ଗଳବାର ୨ଜଣ ଧରି ପଚରାଉଚରା କରୁଥିବା ବେଳେ ଜଣେ ସହଯୋଗୀଙ୍କୁ ଅଟକ ରଖିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ନୀଳଗିରି ବ୍ଲକ…
ସନ୍ତୋଷ ଟ୍ରଫି ସେମିଫାଇନାଲ ଚୂଡ଼ାନ୍ତ
ଭୁବନେଶ୍ୱର, ୨୧।୨(କ୍ରୀଡ଼ା ପ୍ରତିନିଧି): ସନ୍ତୋଷ ଟ୍ରଫି ଫୁଟ୍ବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡ ଏଠାରେ ଶେଷ ହୋଇଛି। ସୋମବାର ଅନୁଷ୍ଠିତ ଗ୍ରୁପ୍ ବି’ର ୩ଟି ମ୍ୟାଚ୍ରେ ସର୍ଭିସେସ୍, ମେଘାଳୟ ଓ ଦିଲ୍ଲୀ ଦଳ ବିଜୟ ହାସଲ କରିଛନ୍ତି। ଏଥିସହ ପ୍ରତିଯୋଗିତାର ସେମିଫାଇନାଲ ଲାଇନ୍ଅପ୍…
ବଦଳିଲେ ୪ ଆଇଆଇସି
ରାୟଗଡ଼ା,୨୧।୨(ସ୍ବ.ପ୍ର.): ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଜିଲା ପୋଲିସ ବୋର୍ଡ ପକ୍ଷରୁ ୪ ଆଇଆଇସିଙ୍କୁ ବଦଳି କରାଯାଇଛି। ରାୟଗଡ଼ା ଆଇଆଇସି ରଶ୍ମିରଞ୍ଜନ ପ୍ରଧାନଙ୍କୁ ବିଷମକଟକ ବଦଳି କରାଯାଇଥିବା ବେଳେ ଅମ୍ବାଦଳା ଆଇଆଇସି କେକେବିକେ କହଁରଙ୍କୁ ରାୟଗଡ଼ା ଟାଉନ୍ ଥାନାକୁ ବଦଳି…
ମନ୍ତ୍ରୀ ନବ ଦାସଙ୍କୁ କିଭଳି ଗୁଳି କରିଥିଲା ଗୋପାଳ, ଆସିଲା ଫଟୋ
ଭୁବନେଶ୍ୱର,୨୧।୨(ବ୍ୟୁରୋ): ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଏବେ ଚୌଦାର ଜେଲରେ ଅଛନ୍ତି। ତେବେ ଘଟଣାକୁ ନେଇ ବିଭିନ୍ନ ଦିଗରୁ ତଦନ୍ତ ଚାଲିଥିବା ବେଳେ ଗୋପାଳ ନବ ଦାସଙ୍କୁ କିଭଳି ମାରିଥିଲା,ତାହାର ଏକ ଫଟୋ ସାମ୍ନାକୁ…
ଅବସର ପରେ କ’ଣ କରିବେ ଶାହରୁଖ
ବଲିଉଡର ବାଦ୍ଶାହା ଶାହରୁଖ ଖାନ ଆଜିକାଲି ତାଙ୍କ କମ୍ବ୍ୟାକ୍ ଚଳଚ୍ଚିତ୍ର ‘ପଠାନ’ର ସଫଳତାକୁ ନେଇ ଚର୍ଚ୍ଚାରେ ଅଝନ୍ତି। ଏହାସହ ସେ ସୋସିଆଲ ମିଡିଆରେ ମଧ୍ୟ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ସେ ଟୁଇଟର୍ରେ ପ୍ରାୟତଃ ଆସ୍କ ମି ସେସନ୍ ରଖି…
ଆକ୍ରମଣ ପରେ ମୁହଁ ଖୋଲିଲେ ସୋନୁ ନିଗମ
ମୁମ୍ବାଇର ଚେମ୍ବୁରଠାରେ ସୋମବାର ରାତିରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବାବେଳେ ଗାୟକ ସୋନୁ ନିଗମଙ୍କ ଉପରେ ଆକ୍ରମଣ ହୋଇଛି। ଉଦ୍ଧବ ଠାକ୍ରେ ଗୋଷ୍ଠୀର ଜଣେ ଶିବସେନା ବିଧାୟକଙ୍କ ପୁଅ ଓ ତାଙ୍କର କେତେଜଣ ଗୁଣ୍ଡା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୋନୁ…
ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ
ମୁମ୍ବାଇ, ୨୧।୨: ମୁମ୍ବାଇର ତାଜ୍ ଲାଣ୍ଡସ୍ ଏଣ୍ଡରେ ସୋମବାର ଅନୁଷ୍ଠିତ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ହିନ୍ଦୀ ଫିଲ୍ମ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ୨୦୨୨ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗଙ୍ଗୁବାଈ କାଥିଆଓ୍ବାଡି’…
ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରେ ମାତୃଭାଷା
ଭାଷାଭିତ୍ତିକ ତଥା ସାଂସ୍କୃତିକ ବିବିଧତା ଏବଂ ବହୁଭାଷୀତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଫେବୃୟାରୀ ୨୧ରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥାଏ। ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାର ସଂକଳ୍ପକୁ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ…
ମା’ ବାପାଙ୍କୁ ଦେଢ଼ଶହ କୋଟିର ଘର ଉପହାର
ମୁମ୍ବାଇ: ତାମିଲ ଅଭିନେତା ଧନୁଷ୍ ନିକଟରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଚେନ୍ନାଇର ପୋଇସ୍ ଗାର୍ଡେନ ସ୍ଥିତ ଏହି ବିଳାସପୂର୍ଣ୍ଣ ଘରଟିକୁ ଧନୁଷ୍ ତାଙ୍କ ମା’ବାପାଙ୍କୁ ଉପହାର ସ୍ବରୂପ ଦେଇଛନ୍ତି। ଧନୁଷ୍ଙ୍କ ପୂରା ପରିବାର ସେହି ଘରେ ରହିବେ ବୋଲି ଜଣାପଡ଼ିଛି।…
ମନୁଷ୍ୟକୃତ ମମିଫାଏଡ୍ ମର୍ମେଡ୍
ଟୋକିଓ: ଜାପାନରେ ଏକ ମମିଫାଏଡ୍ ମର୍ମେଡ୍ ମମି ଠାବ ହୋଇଛି, ଯାହା ବୈଜ୍ଞାନିକଙ୍କ ପାଇଁ ଶହ ଶହ ବର୍ଷ ଧରି ରହସ୍ୟ ହୋଇ ରହିଥିଲା। ରିପୋର୍ଟ ଅନୁସାରେ, ଏହି ମମିକୁ ଜାପାନର ଆଶାକୁଚି ସହରର ଏନ୍ଜୁଇନ୍ ମନ୍ଦିରରେ ରଖାଯାଇଥିଲା। ତେବେ ୩୦୦…
ଆତଙ୍କବାଦୀ ସଂସ୍ଥା ହିଜବୁଲ ମୁଜାହିଦ୍ଦିନର ସର୍ବୋଚ୍ଚ କମାଣ୍ଡରଙ୍କୁ ହତ୍ୟା
କରାଚି,୨୧।୨: ପାକିସ୍ତାନରେ ହିଜବୁଲ ମୁଜାହିଦ୍ଦିନର ପ୍ରତିଷ୍ଠାତା ସଦସ୍ୟ ତଥା ତିନି ନମ୍ବର କମାଣ୍ଡର ଇମତିଆଜ ଆଲାମ ଛଦ୍ମନାମ ବଶିର ଅହମ୍ମଦ ପିର୍ଙ୍କୁ ହତ୍ୟା କରାଯାଇଛି। ରାୱଲପିଣ୍ଡିରେ ବଶିରଙ୍କୁ ଗୁଳି କରି ହତ୍ୟା କରାଯାଇଛି। କଶ୍ମୀରରେ ଆତଙ୍କ ବିସ୍ତାର ପାଇଁ ବଶିର ସର୍ବଦା…
Archives


