ଧର୍ମେନ୍ଦ୍ର, ଜୟନାରାୟଣଙ୍କ ଆଡ଼କୁ ତଦନ୍ତ ଯାଉଛି: ପ୍ରମିଳା
ଭୁବନେଶ୍ବର, ୨୨।୨(ବ୍ୟୁରୋ): ନବ ଦାସ ହତ୍ୟା ଘଟଣାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବେଳେ ଏହି ଘଟଣା ଏବେ ଉଗ୍ରରୂପ ଧାରଣ କରିଛି। ଉଭୟ ଦଳର…
୬୦% ଜବ୍କାର୍ଡଧାରୀ କାମ ପାଇଁ ଇଚ୍ଛୁକ ନୁହନ୍ତି
ଫୁଲବାଣୀ ଅଫିସ, ୨୨।୨: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆରଇଜିଏସ୍) ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏହି ଯୋଜନାରେ ବ୍ଲକ ସମେତ ଅନ୍ୟ ବିଭାଗରେ କାମ କରାଯାଉଛି। ବିଶେଷ କରି କୋଭିଡ ପରେ…
ବିଦ୍ୟୁତ୍ ଦେଖିନାହାନ୍ତି ଶତାଧିକ ଜୁଆଙ୍ଗ ପରିବାର
କେନ୍ଦୁଝର,୨୨।୨: କେନ୍ଦୁଝର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୦ କି.ମି. ଦୂର କାଞ୍ଜିପାଣି ଘାଟି ଉପରେ ଟାଙ୍ଗରପଡ଼ା ଗ୍ରାମ ରହିଛି। ବଣପାହାଡ଼ ଘେରା ଅଞ୍ଚଳରେ ବହୁ ବର୍ଷ ଧରି ଗ୍ରାମରେ ଜୁଆଙ୍ଗ ଜନଜାତିମାନେ ବସବାସ କରି ଆସୁଛନ୍ତି। ଲୋକମାନଙ୍କ ଜମିଜମା ନ ଥିବା…
ଇନ୍ଦିରା ଗାନ୍ଧୀ ମୋ ବାପାଙ୍କୁ ସଚିବ ପଦରୁ ହଟାଇଥିଲେ: ଜୟଶଙ୍କର
ନୂଆଦିଲ୍ଲୀ,୨୨।୨: ଏକ ଅମଲା ପରିବାରରୁ ଆସିଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ୨୦୧୯ରେ ଅଚାନକ ଏବଂ ଆଶାତୀତ ଭାବେ ରାଜନୈତିକ ସୁଯୋଗ ପାଇଥିଲେ ବୋଲି ମଙ୍ଗଳବାର ଏକ ସାକ୍ଷାତ୍କାରରେ କହିଛନ୍ତି। ୧୯୮୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କ୍ଷମତାକୁ ଫେରିବା ପରେ…
ଆଉ ୫ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର
ବାଲେଶ୍ୱର ଅଫିସ/ ସୋର, ୨୨।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ପୌରାଞ୍ଚଳ ଅଧୀନ ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମର ଆଉ ୫ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୪ଜଣ ଛାତ୍ରୀ ଥିବା ବେଳେ ଜଣେ କର୍ମଚାରୀ ଅଛନ୍ତି।…
ଜଙ୍ଗଲନିଆଁ ରୋକିବାକୁ ‘ଫାୟାର ଲାଇନ୍’
କେନ୍ଦୁଝର,୨୨।୨(ସ୍ବ.ପ୍ର): କେନ୍ଦୁଝର ବନଖଣ୍ଡ ସହାୟତାରେ ସଦର ବନାଞ୍ଚଳ ଅନ୍ତର୍ଗତ ପଳାସପଙ୍ଗା ସେକ୍ସନ ଅଧୀନସ୍ଥ ୧୫ଟି ବନ ସୁରକ୍ଷା ସମିତି ଦ୍ୱାରା ଜଙ୍ଗଲ ନିଆଁ ପ୍ରତିକାର ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସାମିଲ ହୋଇ…
ବାଲଟ ପାଇଁ ଅର୍ଥ ନାହିଁ: ଶ୍ରୀଲଙ୍କାରେ ନିର୍ବାଚନ ସ୍ଥଗିତ
କଲମ୍ବୋ,୨୨।୨: ଦେବାଳିଆ ହୋଇପଡ଼ିଥିବା ଶ୍ରୀଲଙ୍କାରେ ବାଲଟ ପେପର ଛାପିବାକୁ ଅର୍ଥ ନାହିଁ। ତେଣୁ ଆସନ୍ତା ମାସରେ ହେବାକୁ ଥିବା ସ୍ଥାନୀୟ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହାକୁ ବିରୋଧ କରି ବିପକ୍ଷ ଦଳଗୁଡ଼ିକ ମଙ୍ଗଳବାର ପାର୍ଲାମେଣ୍ଟରେ ହଟ୍ଟଗୋଳ କରିବାରୁ ଗୃହକୁ ମୁଲତବୀ ରଖାଯାଇଛି।…
ଦେଶରେ ସମ୍ବିଧାନ ରହିଛି, ଯିଏ ଯେମିତି କରିବ ସେମିତି ପାଇବ: ବାଗେଶ୍ୱର ବାବା
ଭୋପାଳ,୨୨ ।୨: ବାଗେଶ୍ୱର ଧାମର ପୀଠାଧିଶ୍ୱର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ତାଙ୍କ ସାନ ଭାଇ ସøରଭ ଗର୍ଗ ଏକ ଦଳି ପରିବାରକୁ ଗାଳି ଗୁଲଜ କରିବା ଓ ମାରପିଟ କରିବାର ଭିଡିଓ ଜାରି କରି ସଫେଇ ଦେଇଛନ୍ତି । ସେ…
ହତ୍ୟା ପାଇଁ ଏକନାଥଙ୍କ ପୁଅ ସୁପାରି ଦେଇଥିଲେ: ସଞ୍ଜୟ
ମୁମ୍ବାଇ, ୨୨।୨: ଉଦ୍ଧବ ଗୋଷ୍ଠୀ ଏମ୍ପି ସଞ୍ଜୟ ରାଉତଙ୍କୁ ହତ୍ୟା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଥାଣେର ଜଣେ କଣ୍ଟ୍ରାକ୍ଟ କିଲରଙ୍କୁ ସୁପାରିି ଦେଇଥିବା ସେ ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ସଞ୍ଜୟ ଉପମୁଖ୍ୟମନ୍ତ୍ରୀ…
ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ: ଆଜି ଉଦ୍ଧବ ଗୋଷ୍ଠୀ ପିଟିଶନ୍ର ଶୁଣାଣି
ନୂଆଦିଲ୍ଲୀ,୨୨।୨(ପି.ଟି.): ଏକନାଥ ଗୋଷ୍ଠୀକୁ ପ୍ରକୃତ ଶିବସେନାର ସ୍ବୀକୃତି ଏବଂ ଧନୁତୀର ଚିହ୍ନ ପ୍ରଦାନ ଲାଗି ନିର୍ବାଚନ କମିଶନ (ଇସି)ଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଠାକ୍ରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ବୁଧବାର ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି।…
ସୋନୁ ନିଗମଙ୍କୁ ଆକ୍ରମଣ ଘଟଣା: ବିଧାୟକଙ୍କ ପୁଅ ନାଁରେ ଏତଲା
ମୁମ୍ବାଇ, ୨୨।୨: ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମଙ୍କୁ ଆକ୍ରମଣ ଘଟଣାରେ ମଙ୍ଗଳବାର ମୁମ୍ବାଇ ପୋଲିସ ଉଦ୍ଧବ ଗୋଷ୍ଠୀ ବିଧାୟକ ପ୍ରକାଶ ଫାଟେରପରକରଙ୍କ ପୁଅ ସ୍ବପନିଲ ପି. ଫାଟେରପକାରଙ୍କ ବିରୋଧରେ ଏତଲା ଦାଏର କରିଛି। ସୋମବାର ଏକ ମ୍ୟୁଜିକାଲ କନ୍ସର୍ଟରୁ ପର୍ଫମାନ୍ସ ସାରି…
୨୦୨୪ରେ ମେଣ୍ଟର ନେତୃତ୍ୱ ନେବ କଂଗ୍ରେସ: ଖର୍ଗେ
ନୂଆଦିଲ୍ଲୀ,୨୨ ।୨: ଲୋକ ସଭା ନିର୍ବାଚନ ୨୦୨୪କୁ ଆଉ ପ୍ରାୟ ବର୍ଷେ ସମୟ ରହିଛି । ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)ର ମୁକାବିଲା କରିବାକୁ ପ୍ରାୟ ସମସ୍ତ ବିରୋଧି ଦଳ ମେଣ୍ଟ ରାଜନୀତିକୁ ଆପଣେଇବା ଦେଖାଗଲାଣି । ଇତି ମଧ୍ୟରେ କଂଗ୍ରେସ…
Archives


