Home Left

‘କିସି କା ଭାଇ କିସି କା ଜାନ୍‌’ର ନୂଆ ଗୀତ ରିଲିଜ

ମୁମ୍ବାଇ: ସଲମାନ ଖାନ୍‌ ତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଲାଟେଷ୍ଟ ଗୀତ ‘ବଟୁକମ୍ମା’ ରିଲିଜ କରିଛନ୍ତି। ‘ବଟୁକମ୍ମା’ ହେଉଛି ତେଲେଙ୍ଗାନାର ବାର୍ଷିକ ମହୋତ୍ସବ। ଯାହା ତେଲେଙ୍ଗାନାର ମହିଳାମାନେ ୯ ଦିନ ଧରି ପାଳନ କରନ୍ତି ଏବଂ…

ଜାଲ ସାର୍ଟିଫିକେଟ, କୋଟିଆ ବିବାଦକୁ ଗୃହରେ ହଙ୍ଗାମା: ଅପରାହ୍ନ ୪ ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର,୩୧।୩(ବ୍ୟୁରୋ): ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ଗୃହ ସରଗରମ। ଉଭୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ। ଏପରିକି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ଭାଜପା-କଂଗ୍ରେସ ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ଅପରାହ୍ନ ୪ ଟା…

କରୋନା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୩୧।୩: ଗତ କିଛି ଦିନ ହେବ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଶୁକ୍ରବାର ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ବୈଠକ ପରେ ସେ କହିଛନ୍ତି, ଦିଲ୍ଲୀରେ…

ଫର୍ମୁଲା ଓ୍ବାନ୍‌ ମୋଟର ରେସିଂ ୨୦୨୩

ଫର୍ମୁଲା ଓ୍ବାନ୍‌ ମୋଟର ରେସିଂର ୭୪ତମ ସଂସ୍କରଣ ମାର୍ଚ୍ଚ ମାସରେ ଆରମ୍ଭ ହୋଇଛି। ଏହି ସିଜନରେ ବିଶ୍ୱର ବିଭିନ୍ନ ସର୍କିଟ୍‌ରେ ମୋଟ ୨୩ଟି ରେସ୍‌ ଅନୁଷ୍ଠିତ ହେବ। ଇତିମଧ୍ୟରେ ବାହାରିନ୍‌ ଓ ସାଉଦି ଆରବିୟାନ ଗ୍ରାଁ ପ୍ରି ଶେଷ ହୋଇଯାଇଥିବାବେଳେ ରେଡ୍‌ବୁଲ୍‌…

ଇଣ୍ଡିଆନ ପ୍ରିମିୟର ଲିଗ୍‌ କାର୍ଯ୍ୟସୂଚୀ

ତାରିଖ ମ୍ୟାଚ୍‌ ସ୍ଥାନ ସମୟ ମାର୍ଚ୍ଚ ୩୧ ଗୁଜରାଟ ବନାମ ଚେନ୍ନାଇ ଅହମଦାବାଦ ରାତି ୭.୩୦ ଏପ୍ରିଲ ୧ ପଞ୍ଜାବ ବନାମ କୋଲକାତା ମୋହାଲି ଅପରାହ୍ନ ୩.୩୦ ଲକ୍ଷ୍ନୌ ବନାମ ଦିଲ୍ଲୀ ଲକ୍ଷ୍ନୌ ରାତି ୭.୩୦ ଏପ୍ରିଲ ୨ ହାଇଦ୍ରାବାଦ ବନାମ…

ଆମକୁ ବିଦେଶ ସମର୍ଥନ ଦରକାର ନାହିଁ: କପିଲ ସିବଲ

ନୂଆଦିଲ୍ଲୀ,୩୧।୩: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟ ପଦ ରଦ୍ଦକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏହି ଘଟଣାରେ ଜର୍ମାନ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଟୁଇଟ୍‌କୁ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଦିଗ୍‌ବିଜୟ ସିଂ…

ନବାଗତଙ୍କୁ ଦାୟିିତ୍ୱ ନେଇ ଚର୍ଚ୍ଚା

ସମ୍ବଲପୁର,୩୧ା୩(ବ୍ୟୁରୋ): ସମ୍ବଲପୁର ଜିଲା ପର୍ଯ୍ୟବେକ୍ଷକ ଭାବେ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ନିଯୁକ୍ତି ପାଇବା ପରେ ଜିଲା ବିଜେଡି ଶିବିର ଚଳଚଞ୍ଚଳ ହୋଇପଡିଛି। ଏପ୍ରିଲ ୭ରେ ବବି ସମ୍ବଲପୁର ଗସ୍ତରେ ଆସିବା ନେଇ…

୬୯ ବର୍ଷ ହେଲା ଭଡ଼ାଘରେ ପଞ୍ଚାୟତ କାର୍ଯ୍ୟାଳୟ

ଲାଞ୍ଜିଗଡ଼,୩୧।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ୬୯ ବର୍ଷ ହେଲା ଭଡ଼ାଘରେ ଚାଲିଛି। ଆଜିପର୍ଯ୍ୟନ୍ତ ପଞ୍ଚାୟତର ନିଜସ୍ବ ଘର ନ ଥିବାରୁ ଲାଞ୍ଜିଗଡ଼ ସମବାୟ ସମିତି ଅଫିସ କାର୍ଯ୍ୟାଳୟରେ ଚାଲୁଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ୧୯୫୬…

ଇନ୍ଦୋରରେ ଛାତ ଭୁଶୁଡିବା ଘଟଣା: ମନ୍ଦିର ଟ୍ରଷ୍ଟ ବିରୋଧରେ ମାମଲା ରୁଜୁ

ଇନ୍ଦୋର,୩୧।୩: ମଧ୍ୟପ୍ରଦେଶର ଇନ୍ଦୋରରେ ପବିତ୍ର ରାମ ନବମୀରେ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଥିବା କୂଅ ଛାତ ଭୁଶୁଡି ଏ ପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ କ୍ରମାଗତ ଭାବରେ ଚାଲଥିବା ବେଳେ ଉଦ୍ଧାର…

ସ୍ମାର୍ଟସିଟି: ଟ୍ରେନ୍‌ ନେଲାଣି ୧୩୯ ଜୀବନ

ରାଉରକେଲା ଅଫିସ,୩୧।୩: ସ୍ମାର୍ଟସିଟି ରାଉରକେଲାରେ ଟ୍ରେନ ଧକ୍କା, ଟ୍ରେନରୁ ଖସି ଓ ଆମତ୍ହତ୍ୟା ଜନିତ ମୃତ୍ୟୁ ମାମଲା ବଢିବାରେ ଲାଗିଛି। ଟ୍ରେନ୍‌ ଲାଇନରେ ଲୋକଙ୍କ ଜୀବନ ଯିବା ଘଟଣାରେ ରୋକ୍‌ ଲାଗିପାରୁନି। ସାମାନ୍ୟ ଭୁଲ ଓ ଅସାବଧାନତା ଯୋଗୁ ଅକାଳରେ ଚାଲିଯାଉଛି…

ସୋନପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ରାଜ୍ୟରେ କାଳବୈଶାଖୀ ସହ ତାତି ଅସମ୍ଭାଳ ହେବାରେ ଲାଗିଛି। ଗୁରୁବାର ପଶ୍ଚିମ ତଥା ଆଭ୍ୟନ୍ତରୀଣ କିଛି ଜିଲାରେ ବର୍ଷା ହୋଇଥିଲେ ମଧ୍ୟ ୨୪ ସହରରେ ପାରଦ ୩୫ ଡିଗ୍ରୀ ଉପରେ ଓ ୭ ସ୍ଥାନରେ ୩୭ ଡିଗ୍ରୀ ଟପିଥିଲା। ତେବେ…

ପୁରୁଷ, ନାରୀର ଦୋଛକିରେ ଜୀବନ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ପୁରୁଷ ଆଉ ନାରୀର ଦୋଛକିରେ ବିତୁଛି କିନ୍ନରଙ୍କ ଜୀବନ। ସାମାଜିକ ଅପନିନ୍ଦା ଏବଂ ବାଛନ୍ଦ କାରଣରୁ ଏକଦା ଦୃଷ୍ଟି ଆଢ଼ୁଆଳରେ ରହି ଆସୁଥିବା ଏହି ମଣିଷ ଏବେ ସମାଜରେ କିଛି ନୂଆ କରିବାର ପ୍ରୟାସରେ ଚେଷ୍ଟିତ। ନିଜ ଚେଷ୍ଟାରେ ସେମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri