ରାୟପୁରରେ କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ଆଜିଠାରୁ, ରାହୁଲଙ୍କ ସମେତ ବହୁ ବଡ ବଡ ନେତା ହେବେ ସାମିଲ
ରାୟପୁର,୨୪ ।୨: ଛତିଶଗଡ଼ର ରାଜଧାନୀ ରାୟପୁରରେ ୨୪ ଫେବୃୟାରୀ ଅର୍ଥାତ୍ ଶୁକ୍ରବାରଠାରୁ କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଗୁରୁବାରଠାରୁ ରାୟପୁରରେ ପହଞ୍ଚି ସାରିଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ ବହୁ…
ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୧ ଜୀବନ
ରାୟପୁର,୨୪।୨: ଛତିଶଗଡର ଭଟ୍ଟାପାରର ଗାଁ ଖାମରିଆ ନିକଟରେ ଏକ ଟ୍ରକ ଏବଂ ପିକଅପ ମଧ୍ୟରେ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଭଟ୍ଟାପାର ଏବଂ ବାଲୋଡା ବଜାର…
ଅନ୍ତର୍ଜାତୀୟ ମଞ୍ଚରେ ପୁଣି ପାକିସ୍ତାନ ଉପରେ ବର୍ଷିଲା ଭାରତ
କାଲିଫର୍ନିଆ, ୨୪।୨: ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ପାକିସ୍ତାନ ବିରୋଧରେ ଭାରତ ନିଜର ‘ଜବାବର ଅଧିକାର’ ବ୍ୟବହାର କରିଛି। ଆତଙ୍କବାଦୀଙ୍କୁ ନିରାପଦ ସ୍ଥାନ ପ୍ରଦାନ କରୁଥିବା ଦେଶ ଭାବରେ ପାକିସ୍ତାନ ନିଜ ଟ୍ରାକ ରେକର୍ଡକୁ ଦେଖିବା ପାଇଁ ପରାମର୍ଶ ଦେଇଛି…
ଇଣ୍ଡୋନେସିଆରେ ୬.୩ ତୀବ୍ରତାର ଭୂକମ୍ପ
ଜାକର୍ତ୍ତା,୨୪ ।୨: ଏବେ ଭୂକମ୍ପର ନାଁ ଶୁଣିଣେ ଛାତିରେ ଛନକା ପଶିଯାଉଛି । ଏଥର ଇଣ୍ଡୋନେସିଆର ତୋବେଲୋରେ ଏକ ଭୂକମ୍ପ ଆସିଥିବା ସୂଚନା ମିଳିଛି । ୟୁଏସ ସିସମୋଲଜିକାଲ ସର୍ଭେ କହିଛି ଶୁକ୍ରବାର ସକାଳେ ଇଣ୍ଡୋନେସିଆର ତୋବେଲୋରେ ଭୂକମ୍ପ ଆସିଛି ।…
ଭୂକମ୍ପ ମୃତ୍ୟୁ ସଂଖ୍ୟା ୪୭ ହଜାରକୁ ବୃଦ୍ଧି
ଆଙ୍କାରା, ୨୩।୨: ତୁର୍କୀ- ସିରିଆରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ଗୁରୁବାର ୪୭,୦୦୦କୁ ବୃଦ୍ଧି ପାଇଛି। ଗତ ୬ ତାରିଖରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ସୋମବାର ୬.୪ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପରେ ତୁର୍କୀର ହତାୟ ଅଞ୍ଚଳ ବିଶେଷ ଭାବେ…
ପ୍ରେମିକାର ଅଶ୍ଳୀଳ ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ
ପାରଳାଖେମୁଣ୍ଡି,୨୩ା୨(ଡି.ଏନ୍.ଏ): ପ୍ରେମିକାର ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ପ୍ରେମିକ ଜଣକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ଗଜପତି ଜିଲା କେ.ଝାଲରସିଂ ଅଞ୍ଚଳର। ମିଳିଥିବା ସୂଚନା ମୁତାବକ, ନୂଆଗଡ଼ ଅଞ୍ଚଳର ଜନୈକ ଯୁବତୀଙ୍କ ସହିତ କେ.ଝାଲରସିଂ ଅଞ୍ଚଳର ଯୁବକଙ୍କ ସହ…
ଖେଳ ପଡ଼ିଆରୁ ଉଦ୍ଧାର ହୋଇଥିବା ଶିଶୁର ଚାଲିଗଲା ଜୀବନ
ବ୍ରହ୍ମପୁର ଅଫିସ,୨୩ା୨: ଗଞ୍ଜାମ ଛତ୍ରପୁର ପିଲି ବନ୍ଧ କଡ଼ରେ ଥିବା ଖେଳ ପଡିଆ ନିକଟରୁ ଏକ ନବଜାତ ଶିଶୁ ବୁଧବାର ଅପରାହ୍ନରେ ଉଦ୍ଧାର ହୋଇଥିଲା। ପ୍ରଥମେ ଛତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଏମ୍କେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ…
ମାଓବାଦୀ ମୁକ୍ତ ପାଇଁ ଗୋଇନ୍ଦା ନିର୍ଦ୍ଦେଶକଙ୍କ ଆହ୍ବାନ
ବାଲିଗୁଡା,୨୩ା୨(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅଞ୍ଚଳକୁ ରାଜ୍ୟ ଗୋଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଦିନିକିଆ ଗସ୍ତରେ ଆସି ବିଭିନ୍ନ ଥାନା ଓ ସିଆର୍ପିଏଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଆଇଜି ଅପରେଶନ ଅମିତାଭ ଠାକୁର, ଆଇଜି ସିଆର୍ପିଏଫ ଏସ.କେ…
ସିଆର୍ପିଏଫ୍ ଯବାନ କହି ଠକି ନେଲେ ୮୩ ହଜାର
ବାଲିଗୁଡା,୨୩।୨: ନିଜକୁ ସିଆର୍ପିଏଫ୍ ଯବାନର ପରିଚୟ ଦେଇ ଜଣେ ମାଛ ବ୍ୟବସାୟୀଙ୍କଠାରୁ ଟଙ୍କା ଠକେଇ ଘଟଣା ବାଲିଗୁଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି। ଠକେଇର ଶିକାର ହୋଇଛନ୍ତି କନ୍ଧମାଳ ଜିଲା ବାଲିଗୁଡା ଏନ୍ଏସି ନୂଆସାହିର ମାଛ ବ୍ୟବସାୟୀ ଶଙ୍କର ବେହେରା। ଶଙ୍କରଙ୍କ…
ଅଜୟ ବାଙ୍ଗା ହେଲେ ଓ୍ବାଲର୍ଡ ବ୍ୟାଙ୍କ ମୁଖ୍ୟ
ଓ୍ବାଶିଂଟନ୍,୨୩।୨: ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗାଙ୍କ ନାମ ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ୍ବାଲର୍ଡ ବ୍ୟାଙ୍କ ମୁଖ୍ୟ ପଦ ପାଇଁ ଚୟନ କରିଛନ୍ତି। ଡେଭିଡ୍ ପାଲବାସ୍ ଓ୍ବାଲର୍ଡ ବ୍ୟାଙ୍କ ଚିଫ୍ ପଦରୁ ଇସ୍ତଫା ଦେବା ପରେ ବାଇଡେନ୍ ଅଜୟଙ୍କୁ ଏପଦ…
ଖଣି ଭୁଶୁଡ଼ି ପଡ଼ିବାରୁ ୫ ମୃତ, ୪୮ ନିଖୋଜ
ଆଲକ୍ସା ଲିଗ,୨୩।୨: ଚାଇନାରେ ଏକ ଖଣି ଭୁଶୁଡ଼ି ପଡ଼ିବାରୁ ୫ଜଣଙ୍କ ମୃତ୍ୟୁ ଘଟିବା ସହ ୪୮ ଜଣ ନିଖୋଜ ଅଛନ୍ତି। ଆଭ୍ୟନ୍ତରୀଣ ମଙ୍ଗୋଲିଆର ଆଲକ୍ସା ଲିଗ୍ରେ ଭୂସ୍ଖଳନ ଏବଂ ବିପଜ୍ଜନକ ସ୍ଥିତିି ଯୋଗୁ ଉଦ୍ଧାର କାର୍ଯ୍ୟ ଅଟକି ରହିଥିବା ବେଳେ ଗୁରୁବାର…
ମଣ୍ଡିରେ ଚାଲିଗଲା ଚାଷୀଙ୍କ ଜୀବନ
ବାଉଁଶୁଣୀ,୨୩ା୨(ଡି.ଏନ୍.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ମଣ୍ଡି ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସିଥିବା ବେଳେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ଧରଣୀ ମେହେର(୫୦)। ଧାନ ବିକି ନ…
Archives


