ମନୁଷ୍ୟକୃତ ବନ୍ୟାର ସମାଧାନ ନ ହେଲେ ବିକ୍ଷୋଭ କରିବ ଭାଜପା
ଭୁବନେଶ୍ବର, ୧୭ା୭(ସୁନିତ୍ ମିଶ୍ର): ଗୋଟିଏ ପଟେ ରାଜ୍ୟର ଚାଷୀକୁଳ ବର୍ଷାକୁ ଅନାଇ ବସିଥିବାବେଳେ ଅନ୍ୟପଟେ ସାମାନ୍ୟ ବର୍ଷା ପାଣିରେ ରାଜ୍ୟବାସୀଙ୍କ ଜୀବନ ଦୁର୍ବିସହ ହୋଇପଡୁଛି। ମାତ୍ର କେଇ ଘଣ୍ଟା ବର୍ଷାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମନୁଷ୍ୟକୃତ ବନ୍ୟା ବିପଦ ମାଡି ଆସିଛି…
ଲଗାଣ ବର୍ଷା, ବାଇପାସ୍ ରାସ୍ତା ଧୋଇଗଲା ଡୁଙ୍ଗୁରିପାଲି-ରାମପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ
ଡୁଙ୍ଗୁରିପାଲି ୧୭ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲିରେ ରବିବାରଠାରୁ ବର୍ଷା ଲାଗି ରହିବାରୁ ଧନଜୀବନ ପ୍ରଦ୍ଭାବିତ ହୋଇଛି। ଡୁଙ୍ଗୁରିପାଲି, ରାମପୁର ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ବିଭିନ୍ନ ପୋଲ, ନାଳ ଦେଇ ବର୍ଷାଜଳ ଆସିବାରୁ ସୋମବାର ଡୁଙ୍ଗୁରିପାଲି-ରାମପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ…
୩ ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ ଗିରଫ
ବରପାଲି,୧୭ା୭ (ଚିତ୍ତରଞ୍ଜନ ସାହୁ): ଗଞ୍ଜେଇ ଚାଲାଣ ବେଳେ ୨ଆନ୍ତଃରାଜ୍ୟ ବେପାରୀଙ୍କ ସହ ୩ ଜଣଙ୍କୁ ବରପାଲି ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରପାଲି ଥାନା ରାବଣଗୁଡା ଗ୍ରାମର ଗୌର ମାଝୀ (୨୪), ମଧ୍ୟପ୍ରଦେଶ ଛତରପୁର ଜିଲା ରଘୁରାଜ ଶ୍ରିବସ…
୯୦ ବର୍ଷରେ ୫ମ ବିବାହ: ହନିମୁନ୍କୁ ନେଇ ବହୁତ ଖୁସି
ରିୟାଧ: ବୃଦ୍ଧା ଅବସ୍ତାରେ ତ୍ରୀର୍ଥ କରିବାକୁ ଲୋକେ ପସନ୍ଦ କରନ୍ତି। ହେଲେ ଏମିତି ଜଣେ ବୃଦ୍ଧ ଅଛନ୍ତି ଯିଏକି ୯୦ ବର୍ଷ ବୟସରେି ବିବାହ କରିବା କଥା ଚିନ୍ତା କରୁଛନ୍ତି। ରିପୋର୍ଟ ମୁତାବକ, ସାଉଦି ଆରବର ନାଦିର ବିନ୍ ଦହୈମ ବାହକ…
ଦୁର୍ଗମ ଗାଁକୁ ସଂଯୋଗ କରୁଥିଲା ପୋଲ, ଏବେ ବିପଦସଙ୍କୁଳ
କୋକସରା,୧୭।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତରେ ରହିଛି ଅନେକ ଦୁର୍ଗମ ଗିରି ଅଞ୍ଚଳ। ତାହାରି ମଧ୍ୟରେ ରହିଛି ଅନେକ ବନବାସୀ ଗାଁ। ଜଙ୍ଗଲ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଏହି ବନବାସୀ ଆଜି…
ଜାଲ ଦସ୍ତଖତ କରି ୧୨ ହଜାର ଟଙ୍କା ଉଠାଇ ନେଲେ
ବାଲିଗୁଡା,୧୭।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଷ୍ଟେଟ ବ୍ୟାଙ୍କ ବଜାର ଶାଖାରୁ ଜାଲ ଦସ୍ତଖତ କରି ୧୨ ହଜାର ଟଙ୍କା କେହି ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏନେଇ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ରୁତୁଙ୍ଗିଆ ଅଞ୍ଚଳର ବିରସେନ…
ଦନ୍ତାନଦୀ ପୋଲ ଉପରେ ୩ ଫୁଟ ପାଣି
ଭେଡ଼େନ,୧୭ା୭(ସୁଦନ ମହାକୁର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାରଠାରୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲାରେ ମଧ୍ୟ ବର୍ଷା ହୋଇଛି। ବର୍ଷା ଯୋଗୁ…
କେଲିଆ ଶୈବପୀଠରେ ବୋଲ୍ବମ୍ ଭକ୍ତଙ୍କ ଭିଡ଼
ଡାବୁଗାଁ, ୧୭।୭ (ପ୍ରଜ୍ଞାରଞ୍ଜନ ପରିଡ଼ା) ଶ୍ରାବଣ ମାସର ଦ୍ୱିତୀୟ ସୋମବାର ସକାଳୁ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବପୀଠରେ ବୋଲ୍ବମ୍ ଭକ୍ତଙ୍କ ଭିଡ଼ ଜମିଥିଲା। ଭୋରରୁ ୩ଟାରେ କେଲିଆ ଶୈବପୀଠରେ ଭକ୍ତମାନେ ପହଞ୍ଚତ୍ ବାବା ଝଡ଼େଶ୍ୱର ମହାଦେବଙ୍କ…
ବିଦ୍ୟୁତ୍ କାଟ୍ ଯୋଗୁ ଅନ୍ଧାରରେ ଲୋକେ
କୁଚିଣ୍ଡା,୧୭ା୭(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁ ଲୋକେ ଅନ୍ଧାରରେ ରହୁଥିବା ଅଭିଯୋଗ କରିଛନ୍ତି। ଶନିବାର ସକାଳୁ ବିଦ୍ୟୁତ୍ କଟି ରାତି ପ୍ରାୟ ୭ଟାରେ ଆସିଥିଲା। ସେହିଭଳି ରବିବାର ସକାଳେ ଓ ଅପରାହ୍ନରେ…
ବର୍ଷା ପାଇଁ ବେଙ୍ଗବେଙ୍ଗୁଲୀ ବାହାଘର
ଡାବୁଗାଁ, ୧୭।୭ (ପ୍ରଜ୍ଞାରଞ୍ଜନ ପରିଡ଼ା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ମେଦନା ପଞ୍ଚାୟତ ଅଧୀନ ଚାଟିଗୁଡ଼ା ଗ୍ରାମରେ ବର୍ଷା ପାଇଁ ବେଙ୍ଗବେଙ୍ଗୁଲୀ ବାହାଘର ଶନିବାର ସାରେ ଆରମ୍ଭ ହୋଇଛି। ଏହା ୯ ଦିନ ଧରି ଚାଲିବ। ସ୍ଥାନୀୟ ଠାକୁରାଣୀ ମନ୍ଦିରରେ ଗ୍ରାମର…
ଏଟିପି ର଼୍ୟାଙ୍କିଙ୍ଗ୍ରେ ନମ୍ବର ଓ୍ବାନ ରହିଲେ ଅଲ୍କାରାଜ
ଓ୍ବିମ୍ବେଲଡନ,୧୭ା୭: ଓ୍ବିମ୍ବେଲଡନ ଫାଇନାଲରେ ନମ୍ବର ୨ ଖେଳାଳି ନୋଭାକ୍ ଜୋକୋଭିଚ୍ଙ୍କୁ ହରାଇବା ଦ୍ୱାରା କାର୍ଲୋସ ଅଲ୍କାରାଜ ଏଟିପି ର଼୍ୟାଙ୍କିଙ୍ଗ୍ରେ ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷେ ମହିଳା ସିଙ୍ଗଲ୍ସରେ ମାର୍କେଟା ଭୋନ୍ଦ୍ରୋସୋଭା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବା…
ନକଲି ଡାକ୍ତର ଗିରଫ
ବ୍ରହ୍ମପୁର,୧୭।୭(ସୁବାସ ଚନ୍ଦ୍ର ପାଢ଼ୀ): ଜାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତକରି ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ଡେଙ୍ଗାଉସ୍ତା ଛକଠାରେ ଏକ କ୍ଲିନିକ୍ରେ ଚିକିତ୍ସା କରୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣକୁ ଗିରଫ କରିଛି। ସେ ହେଲେ ଶୁଭ୍ରଜିତ ପଣ୍ଡା (୨୯)। ତାଙ୍କ ଘର…

