ଫୁଲ ଅନ ଆକ୍ସନ ଅବତାରରେ ନୟନତାରା

ମୁମ୍ବାଇ: ଶାହାରୁଖ ଖାଁଙ୍କ ଷ୍ଟାରର ମୁଭି ‘ଜଓ୍ବାନ’ ୨୦୨୩ର ମୋଷ୍ଟ ଆଓ୍ବେଟେଡ ଫିଲ୍ମ ମଧ୍ୟରୁ ଗୋଟିଏ। ନିକଟରେ ଫିଲ୍ମର ପ୍ରିଭ୍ୟୁ ରିଲିଜ ହୋଇଥିଲା, ଯାହାକୁ ଦର୍ଶକଙ୍କର ଜବରଦସ୍ତ ରେସପନ୍ସ ମିଳିଛି। ଆଉ ଏହାକୁ ନେଇ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢି ଯାଇଛି। ‘ଜଓ୍ବାନ’ରେ ପ୍ରଥମଥର କିଙ୍ଗ ଖାନ ସାଉଥ ଆକ୍ଟ୍ରେସ ନୟନତାରାଙ୍କ ସହ ସ୍କ୍ରିନ ଶେୟାର କରୁଛନ୍ତି। ଏବେ ଶାହାରୁଖ ସୋସିଆଲ ମିଡିଆରେ ଏକ ନୂଆ ପୋଷ୍ଟର ଶେୟାର କରି ଫିଲ୍ମରେ ଆକ୍ଟ୍ରେସ ନୟନତାରାଙ୍କ ଲୁକ ବି ରିଭିଲ କରିଦେଇଛନ୍ତି।

ଶାହାରୁଖ ଯେଉଁ ପୋଷ୍ଟର ଶେୟାର କରିଛନ୍ତି ସେଥିରେ ଅଭିନେତ୍ରୀଙ୍କ ଫାୟରୀ ଲୁକ ନଜର ଆସିଛି। ନୟନତାରା ହାତରେ ଗନ ଧରି ଫୁଲ ଅନ ଆକ୍ସନ ଅବତାରରେ ନଜର ଆସିଛନ୍ତି। ଏହାକୁ ଶେୟାର କରି ଶାହାରୁଖ ଲେଖିଛନ୍ତି, ‘ଓ୍ବହ ତୁଫାନସେ ପେହଲେ ଆନେ ଓ୍ବାଲି ଗଡଗଡାହଟ ହ! ନୟନତାରା।’
‘ଜଓ୍ବାନ’କୁ ନେଇ ଶାହାରୁଖ କୁହନ୍ତି ଏହା ଏକ ୟୁନିଭର୍ସାଲ ଷ୍ଟୋରୀ, ଯାହା ଭାଷା ଓ ଭୌଗୋଳିକ କ୍ଷେତ୍ର ଉପରେ ଓ ସମସ୍ତଙ୍କ ଏନଜୟ ପାଇଁ। ଏହି ୟୁନିକ ମୁଭିକୁ ନିର୍ମାଣ କରିବାର କ୍ରେଡିଟ ଏଟଲିଙ୍କୁ ଯାଉଛି। ଏହା ମୋ ପାଇଁ ଏକ ଶାନଦାର ଏକ୍ସପିରିଏନ୍ସ। କାରଣ ମୋତେ ଆକ୍ସନ ଫିଲ୍ମ ପସନ୍ଦ! ଟିଜର ଆଇସବର୍ଗର ବିଲକୁଲ ଛୋଟା ସା ଟିପ ଆଉ ଏହା ବି ଝଲକ ଦେଉଛି କି ଆଉ କ’ଣ ଆମେଜିଂ ଆସିବାକୁ ଅଛି।
ସୂଚନାଯୋଗ୍ୟ, ‘ଜଓ୍ବାନ’ରେ ଶାହାରୁଖ ଓ ନୟନତାରାଙ୍କ ବ୍ୟତୀତ ଦୀପିକା ପାଦୁକୋନ, ସାନ୍ୟା ମାଲହୋତ୍ରା, ପ୍ରିୟାମଣି, ବିଜୟ ସେତୁପତି, ଯୋଗୀ ବାବୁ ଓ ସିଦ୍ଧି ଡୋଗରା ଲିଡ ରୋଲରେ ଅଛନ୍ତି। ଏଥିରେ ଶାହାରୁଖଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଲୁକରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?