Home Left

ଆଇଜିକେସିରେ ଓଡିଟିଏମ୍‌ ଅଧିବେଶନ

ଭୁବନେଶ୍ୱର,୧୮।୭: ଓଡ଼ିଶା ଡାଏଲିସିସ୍‌ ଟେକ୍ନିସିଆନ୍‌ ମିଟ୍‌ (ଓଡିଟିଏମ୍‌)ର ଉଦ୍‌ଘାଟନୀ ଅଧିବେଶନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଆଇଜିକେସି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଭୁବନେଶ୍ୱର ପରିସରରେ ଓଡିଟିଏମର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଆଇଜିକେସି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଏବଂ…

ଆଇଡିବିଆଇର ସ୍ବତନ୍ତ୍ର ବକେଟ ଉନ୍ମୋଚିତ

ଭୁବନେଶ୍ୱର,୧୮।୭: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ବକେଟର ଉନ୍ମୋଚନ ହୋଇଯାଇଛି। ବିଶେଷକରି ବ୍ୟାଙ୍କ ପକ୍ଷରୁ ୩୭୫ ଦିନ ପାଇଁ ଏକ ଅମୃତ ମହୋତ୍ସବ ଏଫଡିର ଶୁଭାରମ୍ଭ କରାଯାଇଛି, ଯାହାକି ବାର୍ଷିକ ୭.୬୦%ର ଏକ ସର୍ବୋଚ୍ଚ ସୁଧ ହାର ପ୍ରଦାନ…

ସୀମା ହେଦର ପାକିସ୍ତାନୀ ଗୁପ୍ତଚର ହୋଇଥିବା ସନ୍ଦେହ ବଢିଲା

ଲକ୍ଷ୍ନୌ,୧୮।୭: ଉତ୍ତରପ୍ରଦେଶ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ବାାଡ (ୟୁପି ଏଟିଏସ) ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ଜଣେ ପାକିସ୍ତାନୀ ମହିଳା ସୀମା ହେଦରଙ୍କ ଦୀର୍ଘ ସମୟ ପଚରାଉଚରା କରିଛି। ଗୁପ୍ତଚର ଏଜେନ୍ସିରୁ ମିଳିଥିବା ‘ନିର୍ଦ୍ଦିଷ୍ଟ’ ସୂଚନାକୁ ଆଧାର କରି…

ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୮ା୭: ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)ରେ ରେକର୍ଡ ହୋଇଥିବା ଭୋଟ୍‌କୁ ଭୋଟର ଭେରିଫାଏବ୍ଲ ପେପର ଅଡିଟ୍‌ ଟ୍ରେଲ୍‌ (ଭିଭିପିଏଟି) ସହ ଭୋଟରମାନଙ୍କ ଦ୍ୱାରା ପୁନଃ ଯାଞ୍ଚ ପାଇଁ ଏକ ଏନ୍‌ଜିଓ ପକ୍ଷରୁ ଦାଏର ପିଟିଶନ ଉପରେ ସୁପ୍ରିମକୋର୍ଟ ସୋମବାର ନିର୍ବାଚନ…

ଚାଇନାର ବୈଦେଶିକ ମନ୍ତ୍ରୀ ନିଖୋଜ!

ବେଜିଂ,୧୮।୭: ଚାଇନାର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ (୫୭) ଗତ ତିନି ସପ୍ତାହ ହେବ ସେ କୌଣସି ସର୍ବସାଧାରଣରେ ଦେଖା ଦେଇନାହାଁନ୍ତି। ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ସେ ନିଖୋଜ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସରକାରଙ୍କ ପକ୍ଷରୁ ସେ…

ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର,୧୮।୭: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ଭାରତ-ପାକିସ୍ତାନ ଲାଇନ ଅଫ କଣ୍ଟ୍ରୋଲ (ଏଲଓସି) କଡ଼ରେ ଥିବା ଚକ୍କାନ ଦା ବାଗ ଅଞ୍ଚଳରେ ସୁରକ୍ଷା ବାହିନୀ ଏକ ଆତଙ୍କବାଦୀ ଅନୁପ୍ରବେଶକୁ ଭଣ୍ଡୁର କରିଛନ୍ତି। ସୁରକ୍ଷାବାହିନୀଙ୍କ ଗୁଳିରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି…

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ

ଥିରୁଭାନନ୍ତପୁରମ୍‌,୧୮ା୭: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମେନ ଚାଣ୍ଡିଙ୍କ ଦେହାନ୍ତ ହୋଇଛି। ତାଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ମଧ୍ୟ ଦେଖିବାକୁ ମିଳିଥିଲା। କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏବଂ…

ଦୋକାନ ମାଲିକ, କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଆଉ ୨ ଗିରଫ

ଭୁବନେଶ୍ୱର,୧୭।୭ (ସୂର୍ଯ୍ୟକାନ୍ତ ବେହେରା): ଚିକେନ ଦୋକାନ ମାଲିକ ଓ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଖଣ୍ଡଗିରି ଥାନା ପୋଲିସ ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶିରିପୁରର ବଳରାମ ପ୍ରଧାନ ଓ କ୍ୟାପିଟାଲ ଥାନା…

ସାଢେ ୭ କେଜିରୁ ଅଧିକ ଗଞ୍ଜେଇ ଜବତ,ଜଣେ ଗିରଫ

ଭୁବନେଶ୍ୱର,୧୭।୭ (ସୂର୍ଯ୍ୟକାନ୍ତ ବେହେରା): ବରମୁଣ୍ଡା ବସ ଷ୍ଟାଣ୍ଡ ନିକଟରୁ ସୋମବାର ନିଶାଦ୍ରବ୍ୟ ବେପାର କରୁଥିବା ଜଣେ ଅଭିଯୁକ୍ତକୁ ଭରତପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଲେ କଟକର ଶରତ କୁମାର ପୃଷ୍ଟି । ତାଙ୍କ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୨୪ ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୧୭ା୭(ଅନିଲଦାସ)- ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୫ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ…

ମନୁଷ୍ୟକୃତ ବନ୍ୟାର ସମାଧାନ ନ ହେଲେ ବିକ୍ଷୋଭ କରିବ ଭାଜପା

ଭୁବନେଶ୍ବର, ୧୭ା୭(ସୁନିତ୍‌ ମିଶ୍ର): ଗୋଟିଏ ପଟେ ରାଜ୍ୟର ଚାଷୀକୁଳ ବର୍ଷାକୁ ଅନାଇ ବସିଥିବାବେଳେ ଅନ୍ୟପଟେ ସାମାନ୍ୟ ବର୍ଷା ପାଣିରେ ରାଜ୍ୟବାସୀଙ୍କ ଜୀବନ ଦୁର୍ବିସହ ହୋଇପଡୁଛି। ମାତ୍ର କେଇ ଘଣ୍ଟା ବର୍ଷାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମନୁଷ୍ୟକୃତ ବନ୍ୟା ବିପଦ ମାଡି ଆସିଛି…

ଲଗାଣ ବର୍ଷା, ବାଇପାସ୍‌ ରାସ୍ତା ଧୋଇଗଲା ଡୁଙ୍ଗୁରିପାଲି-ରାମପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ

ଡୁଙ୍ଗୁରିପାଲି ୧୭ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲିରେ ରବିବାରଠାରୁ ବର୍ଷା ଲାଗି ରହିବାରୁ ଧନଜୀବନ ପ୍ରଦ୍ଭାବିତ ହୋଇଛି। ଡୁଙ୍ଗୁରିପାଲି, ରାମପୁର ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ବିଭିନ୍ନ ପୋଲ, ନାଳ ଦେଇ ବର୍ଷାଜଳ ଆସିବାରୁ ସୋମବାର ଡୁଙ୍ଗୁରିପାଲି-ରାମପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?