Home Left

ଭୁଲ୍‌ ଇଞ୍ଜେକଶନ୍‌ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ

ଯାଜପୁର ଟାଉନ/ପ୍ରୀତିପୁର, ୧୮ା୭(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି/ସୁଶାନ୍ତ ବେହୁରିଆ) : ଯାଜପୁର ଜିଲାରେ ସ୍ବାସ୍ଥ୍ୟ ସେବାକୁ ନେଇ ଜୋରଦାର ପ୍ରଚାର ଚାଲିଥିବା ବେଳେ ପ୍ରକୃତ ସ୍ଥିତି କିନ୍ତୁ ଭିନ୍ନ । ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳୁ ନ ଥିବାରୁ କ୍ୱାକ୍‌ ଓ ମେଡିସିନ୍‌…

ଶ୍ରୀଲଙ୍କାରେ ଯାଜପୁରର ଅୟେସଙ୍କ କମାଲ

ଯାଜପୁର,୧୮।୭(ହର୍ଷବର୍ଦ୍ଧନ ବେହେରା)ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଦ୍ୱାରା ପରିଚାଳିତ କ୍ରିକେଟ ଏକାଡେମୀ ‘କ୍ରିକ୍‌ କିଙ୍ଗ୍‌ଡ଼ମ’ ପକ୍ଷରୁ ୧୭ବର୍ଷରୁ କମ୍‌ ଚମ୍ପିୟନ ଟ୍ରଫି ଖେଳିବା ପାଇଁ ଯାଜପୁରର ଅୟେସ ପତି ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ସୋମବାର କଲମ୍ବୋଠାରେ ଶ୍ରୀଲଙ୍କା…

‘ପ୍ରୋଜେକ୍ଟ କେ’ରେ ଦୀପିକାଙ୍କ ପ୍ରଥମ ଲୁକ୍‌ ଭାଇରାଲ

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ରୋଜେକ୍ଟ କେ’ରେ ଦୀପିକା ପାଦ୍ୟୁକୋନଙ୍କ ପ୍ରଥମ ଲୁକ୍‌ ଭାଇରାଲ ହୋଇଛି। ବୈଜୟନ୍ତୀ ମୁଭିଜ୍‌ର ଅଫିସିଆଲ ଇନଷ୍ଟାଗ୍ରାମରେ ଫିଲ୍ମରେ ଦୀପିକାଙ୍କ ଲୁକ୍‌ ମୁକ୍ତିଲାଭ କରିଛି। ଦୀପିକାଙ୍କୁ ଫଟୋରେ ରାଗ ମୁଡ୍‌ରେ ଦେଖାଯାଇଛି। ସେ କିଛି ଦେଖୁଥିବାର ନଜର ଆସିଛନ୍ତି।…

ଗୋରୁ ଚମଡ଼ା ବୋଝେଇ ମିନିଟ୍ରକକୁ ପୋଡ଼ି ଦେଲେ

କଳିଙ୍ଗନଗର,୧୮।୭(ଶୁଭାଶିଷ ରାଉତ): ସୋମବାର ରାତିରେ କୋରେଇ ଥାନା ଅଞ୍ଚଳରୁ ଆସୁଥିବା ଏକ ୪୦୭ ମିନିଟ୍ରକରେ ଗୋଚମଡ଼ା ଓ ହାଡ଼ କଲିକତା ଅଭିମୁଖେ ଯାଉଥିଲା । ଲୋକେ ଏ ସଂକ୍ରାନ୍ତରେ ଖବର ପାଇବା ପରେ ସେହି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ।…

ଶାନ୍ତିଦୂତ ମଣ୍ଡେଲା

ନେଲ୍‌ସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଅର୍ଥାତ୍‌ ମଣ୍ଡେଲା ଦିବସ ହେଉଛି ନେଲ୍‌ସନ ମଣ୍ଡେଲାଙ୍କ ସମ୍ମାନାର୍ଥେ ବାର୍ଷିକ ଅନ୍ତର୍ଜାତୀୟ ଦିନ, ଯାହା ପ୍ରତିବର୍ଷ ୧୮ ଜୁଲାଇ ଶାନ୍ତିଦୂତ ମଣ୍ଡେଲାଙ୍କ ଜନ୍ମଦିନରେ ପାଳନ କରାଯାଇଥାଏ। ମିଳିତ ଜାତିସଂଘ ପକ୍ଷରୁ ନଭେମ୍ବର ୨୦୦୯ ମଣ୍ଡେଲାଙ୍କ ୯୧ତମ…

୯୦ ବର୍ଷରେ ୫ମ ବିବାହ

ରିୟାଧ: ଦୁନିଆରେ ଅନେକ ପ୍ରକାର ଲୋକ ଅଛନ୍ତି। ବୃଦ୍ଧ ସମୟରେ ପ୍ରଭୁଙ୍କ ପାଖରେ ସମୟ କାଟିବାକୁ ପସନ୍ଦ କରନ୍ତି। ହେଲେ ଜଣେ ୯୦ ବର୍ଷୀୟ ବ୍ୟକ୍ତି ଏବେ ବି ବିବାହ କରିବା କଥା ଚିନ୍ତା କରୁଛନ୍ତି। ରିପୋର୍ଟ ମୁତାବକ, ସାଉଦି ଆରବର…

ଆସନ୍ତାବର୍ଷ ଜାନୁଆରୀ ୧୫ରୁ ୨୪ ମଧ୍ୟରେ ହେବ ରାମ ମନ୍ଦିର ଗର୍ଭଗୃହରେ ପ୍ରତିମୂର୍ତ୍ତି ସ୍ଥାପନ

ଅଯୋଧ୍ୟା,୧୮।୭: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରଥମ ମହଲାରେ ପାଞ୍ଚ ବର୍ଷର ଶିଶୁ ରୂପରେ ଭଗବାନ ରାମଙ୍କ ପ୍ରତିମା ସ୍ଥାପନ କରାଯିବ। ଆସନ୍ତାବର୍ଷ ଜାନୁଆରୀ ୧୫ରୁ ୨୪ ମଧ୍ୟରେ ହେବ ରାମ ମନ୍ଦିର ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯିବ। ଶ୍ରୀ ରାମ…

ଜିଲା ପରିଷଦ ଉପନିର୍ବାଚନ ପାଇଁ ନାମାଙ୍କନ ସରିଲା

ଯାଜପୁର ଟାଉନ,୧୮ା୭: (ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) : ଯାଜପୁର ଜିଲା ୧୫ନଂ. ଜୋନ୍‌ ଜିଲା ପରିଷଦ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ୭ଜଣ ପ୍ରାର୍ଥୀ ଉପଜିଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୧୫ନଂ. ଜୋନ୍‌ର ଜିଲା ପରିଷଦ…

ଏସ୍‌ବିଆଇର ନବୀକୃତ ସଚିବାଳୟ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୮।୭: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ନବୀକୃତ ଶାଖାଗୁଡ଼ିକର ସମୂହ ଶୁଭାରମ୍ଭ କାର୍ଯ୍ୟକ୍ରମ ସୋମବାର ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଲୋକସେବା ଭବନ (ସଚିବାଳୟ) ପରିସରରେ ଥିବା ଏସବିଆଇର ନବୀକୃତ ସଚିବାଳୟ (ସେକ୍ରେଟାରିଏଟ) ଶାଖାକୁ ଏସବିଆଇର ଅଧ୍ୟକ୍ଷ…

ବେଦାନ୍ତ ଇ-ଲର୍ନିଂ ଅଭିଯାନର ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର,୧୮।୭: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍‌ ଝାରସୁଗୁଡ଼ା ପକ୍ଷରୁ ୨୦୨୨ରେ ଆରମ୍ଭ କରାଯାଇଥିବା ଇ-ଲର୍ନିଂ ଅଭିଯାନର ପ୍ରଥମ ପୂର୍ତ୍ତି ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ…

ବିଓବି ପକ୍ଷରୁ ଏମ୍‌ଏସ୍‌ଏସ୍‌ସିର ଶୁଭାରମ୍ଭ

ଭୁବନେଶ୍ୱର, ୧୮।୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ନୂତନ ଯୋଜନା ‘ମହିଳା ସମ୍ମାନ ସେଭିଙ୍ଗ୍‌ସ ସାର୍ଟିଫିକେଟ୍‌’ (ଏମ୍‌ଏସ୍‌ଏସ୍‌ସି)ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହା ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ ନୂତନ ପଦକ୍ଷେପ ବୋଲି ବିଓବି…

ଆଇଜିକେସିରେ ଓଡିଟିଏମ୍‌ ଅଧିବେଶନ

ଭୁବନେଶ୍ୱର,୧୮।୭: ଓଡ଼ିଶା ଡାଏଲିସିସ୍‌ ଟେକ୍ନିସିଆନ୍‌ ମିଟ୍‌ (ଓଡିଟିଏମ୍‌)ର ଉଦ୍‌ଘାଟନୀ ଅଧିବେଶନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଆଇଜିକେସି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଭୁବନେଶ୍ୱର ପରିସରରେ ଓଡିଟିଏମର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଆଇଜିକେସି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?