ଆଜି ମୁକେଶ ଅମ୍ବାନୀଙ୍କ ଲାଗି ଐତିହାସିକ ଦିନ: ରିଲାଏନ୍ସରୁ ଅଲଗା ହୋଇଯିବ ‘ଜିଓ ଫାଇନାନ୍ସିଆଲ’
ନୂଆଦିଲ୍ଲୀ,୨୦।୭: କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କ ରିଲାଏନ୍ସ ଗ୍ରୁପ୍ ପାଇଁ ଆଜିର ଦିନଟି ଐତିହାସିକ ଦିନ। ଗୁରୁବାର ରିଲାଏନ୍ସ ଷ୍ଟାଟର୍ଜିକ୍ ଇନ୍ଭେଷ୍ଟମେଣ୍ଟ ଲିମିଟେଡ୍ (ଆର୍ଏସ୍ଆଇଏଲ୍), ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ରୁ ଅଲଗା ହୋଇଯିବ। ଏହାର ନାମ ପରିବର୍ତ୍ତନ ହୋଇ…
ମଣିପୁର ଘଟଣାକୁ ନେଇ ବର୍ଷିଲେ ରାହୁଲ: କହିଲେ ”ଇଣ୍ଡିଆ’ ଚୁପ୍ ରହିବ ନାହିଁ…’
ନୂଆଦିଲ୍ଲୀ,୨୦।୭: ଭାଜପା ଶାସିତ ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗରେ ବିରୋଧୀ ମୋଦି ସରକାରଙ୍କୁ ଘେରୁଛନ୍ତି। ଦୀର୍ଘ ଅଢ଼େଇ ମାସ ଧରି ରାଜ୍ୟରେ ଜାତିଆଣ ହିଂସା ଲାଗି…
ମଣିପୁର ଘଟଣାରେ ଦେଶ ସ୍ତବ୍ଧ: ଲଜ୍ଜାଜନକ କହିଲେ ଅକ୍ଷୟ କୁମାର
ମୁମ୍ବାଇ:ମଣିପୁରରେ ଦୁଇ କୁକି ମହିଳାଙ୍କୁ ଉଲଗ୍ନ କରି ନିର୍ଯାତନା ଦେବା ଘଟଣା ଦେଶକୁ ସ୍ତବ୍ଧ କରିଛି। ଏହି ଲୋମଟାଙ୍କୁରା ଘଟଣାରେ ୟୁଜର୍ସମାନେ ସୋସିଆଲ ମିଡିଆରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ତେବେ ବଲିଉଡର କିଛି ଅଭିନେତ୍ରୀ/ଅଭିନେତା ଏହାକୁ ନିନ୍ଦା…
ଏମିତି ନିୟମ ଲାଗୁକଲା କମ୍ପାନୀ, ଅଧିକ ପିଲା ଜନ୍ମ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି କର୍ମଚାରୀ
ପ୍ରତ୍ୟେକ କମ୍ପାନୀର ସ୍ବତନ୍ତ୍ର ନିୟମ ରହିଛି। କିଛି ନିୟମ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଏମିତି ଏକ ଅଜବ ନିୟମ ରହିଛି ଜାପାନରେ। ଏଠାରେ ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଏଠାକାର ସରକାର ଏହି ପ୍ରସଙ୍ଗରେ ବହୁତ ଚିନ୍ତିତ ଅଛନ୍ତି।…
ଓଲଟିଲା ଟୁରିଷ୍ଟ ବସ୍
ଭଦ୍ରକ,୨୦ା୭(ସନାତନ ରାଉତ): ୧୬ ନଂ. ଜାତୀୟ ରାଜପଥ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଛତାବରପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଟୁରିଷ୍ଟ ବସ୍ ଓଲଟି ୨ ଜଣ ଗୁରୁତର ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଭଣ୍ଡାରିପୋଖରୀ…
୫ ଦିନ ପରେ ହରିଜନପଡ଼ାକୁ ହେଲା ଜଳଯୋଗାଣ
ଡୁଙ୍ଗୁରିପାଲି,୨୦ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ହରିଜନପଡ଼ାବାସୀ ପାଇପ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପାଇପ ଫାଟି ଯାଇଥିବାରୁ ଏହି ସମସ୍ୟା ଉପୁଜି ଥିଲା। ଦୀର୍ଘଦିନ ଧରି ମରାମତି ନ ହେବାରୁ ଗ୍ରୀଷ୍ମରେ ପରିସ୍ଥିତି ସଙ୍ଗୀନ ରୂପ…
ସ୍ବାବଲମ୍ବୀ କରିଛି ଲଙ୍କାମରିଚ, କଖାରୁ ଚାଷ
ନବରଙ୍ଗପୁର,୨୦।୭(ସଦାଶିବ ପ୍ରହରାଜ)ଚାଷ ପ୍ରତି ବିମୁଖ ଅନେକ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ନିଯୁକ୍ତି ସୁଯୋଗ ନ ପାଇ ଶିକ୍ଷିତ ଯୁବତୀଯୁବକ ଅନ୍ୟ ବାଟକୁ ଚାଲି ଯାଉଛନ୍ତି। ତେବେ ଚାଷରେ ଭଲ ରୋଜଗାର ରହିଛି। ଏହାର ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି…
ମଣିପୁର ଘଟଣାରେ ଦୋଷୀଙ୍କୁ ମିଳିପାରେ ଫାଶୀ: ବିରେନ ସିଂ
ଇମ୍ଫାଲ,୨୦।୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାବା ଘଟଣାରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆଶ୍ୱାସନା ଦେଇଛନ୍ତି। ଗୁରୁବାର ଏହି ମାମଲାରେ ପ୍ରଥମ…
ବିମାନରେ ଗଞ୍ଜେଇ: ସୁପର ମଡେଲ ଗିରଫ
ଲଣ୍ଡନ,୨୦।୭: ଗଞ୍ଜେଇ ଧରି ବନ୍ଧୁଙ୍କ ସହ ବିମାନ ଯାତ୍ରା କରୁଥିବା ଆମେରିକୀୟ ସୁପର ମଡେଲ ଗିଗି ହାଡିଡ୍ ଗିରଫ ହୋଇଛନ୍ତି। ଗିଗି କେମାନ୍ ଆଇଲାଣ୍ଡରେ ଛୁଟି କଟାଇବାକୁ ଯାଇଥିଲେ। ଭାକେଶନ୍ରୁ ପ୍ରାଇଭେଟ୍ ଜେଟ୍ରେ ଜୁଲାଇ ୧୦ରେ ଫେରିବାବେଳେ ଓଓ୍ବେନ୍ ରୋବୋର୍ଟସ୍ ଇଣ୍ଟରନ୍ୟାଶନାଲ…
ଇତିହାସ ରଚିଲେ ଷ୍ଟୁଆର୍ଟ ବ୍ରଡ
ମାଞ୍ଚେଷ୍ଟର,୨୦।୭: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଶେସ ସିରିଜର ଚତୁର୍ଥ ମ୍ୟାଚରେ ଇଂଲଣ୍ଡର ତାରକା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଇତିହାସ ସୃଷ୍ଟି କରିଛନ୍ତି। ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ହେଡଙ୍କୁ ଆଉଟ୍ କରି ବ୍ରଡ ଟେଷ୍ଟ କ୍ରିକେଟରେ ୬୦୦ ଉଇକେଟ ପୂରଣ…
ବାୟାପଡ଼ା ଘାଟିରେ ଭୂସ୍ଖଳନ
କୋରୁକୋଣ୍ଡା,୨୦ା୭(ଅବିନାଶ ବେହେରା): ମାଲକାନଗିରି ଜିଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଜିଲାର ଅଧିକାଂଶ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି । ଆଜି ପ୍ରବଳ ବର୍ଷା ଯୋଗୁ ଜିଲାର କୋରୁକୋଣ୍ଡା ବ୍ଲକ ଅନ୍ତରଗତ ନାକାମାମୁ ପଞ୍ଚାୟତର…
ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର,୨୦ା୭(ଅସମାପିକା ସାହୁ): ଓଡ଼ିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନୋଟି ଷ୍ଟେଶନ ଅଫିସର ପଦବୀ ଥିବା ବେଳେ ୩ଟି ଲିଡିଂ ଫାୟାର ମ୍ୟାନ୍ ଓ ୨୦ଟି…

