ପୋଖରୀରେ ବୁଡ଼ି ୨ ଛାତ୍ରଙ୍କ ଜୀବନ ଗଲା
ଧାମନଗର,୮ା୪(ସ୍ବ.ପ୍ର./ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ଏନ୍ଏସି ଅଧୀନ ଚିଲପଦୀ ଗ୍ରାମ ନିକଟସ୍ଥ ଏକ ପୋଖରୀରେ ବୁଡ଼ି ଶନିବାର ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଦକ୍ଷିଣବାଡ଼ ଗ୍ରାମର ସୁଦର୍ଶନ ମଲ୍ଲିକଙ୍କ ପୁଅ କମଳ ଲୋଚନ(୧୭) ଓ ବାଲେଶ୍ୱର ଜିଲା…
ବିହନ ବ୍ୟାଙ୍କରେ ବିଦେଶୀ ପର୍ଯ୍ୟଟକ
ବରଗଡ଼ ଅଫିସ,୮ା୪: ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମସ୍ଥିତ ଅନୁଭବ ବିହନ ବ୍ୟାଙ୍କକୁ ଶନିବାର ଜଣେ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ସେ ହେଲେ ସୁଇଜରଲାଣ୍ଡର ସେଲିନ। ବିହନ ବ୍ୟାଙ୍କ ଉପରେ ପୁସ୍ତକ ଲେଖିବା ପାଇଁ ସେ ଉକ୍ତ ବିହନ ବ୍ୟାଙ୍କକୁ ଆସିଥିଲେ।…
ପାଣିରେ ଭାସୁଥିଲା ଅଜଣା ମୃତଦେହ
ସୁନାବେଡ଼ା,୮ା୪(ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ା ପୋଲିସ ଶନିବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ତାଙ୍କ ପରିଚୟ ମିଳିପାରିନାହିଁ। ପୂର୍ବାହ୍ନରେ ଦାମନଯୋଡ଼ି ଇଣ୍ଟେକ ରାସ୍ତାରେ ଥିବା କୋଲାବ ଜଳଭଣ୍ଡାରକୁ ଚଉଗାଁ ଗ୍ରାମର କେତେ ଜଣ ଯୁବକ ଶୌଚ ହେବା ପାଇଁ ଯାଇଥିଲେ।…
ଶୁଟିଂକୁ ଫେରିବା ପାଇଁ ବିଗ୍ ବି’ଙ୍କୁ ସମୟ ଲାଗିବ
ମୁମ୍ବାଇ: ବିଗ୍ ବି’ ଅମିତାଭ ବଚ୍ଚନ ନିକଟରେ ଶୁଟିଂସେଟ୍ରେ ଆହତ ହୋଇଥିଲେ। ବର୍ତ୍ତମାନ ଖବର ଆସୁଛି କି ତାଙ୍କୁ ସେଟ୍କୁ ଫେରିବା ପାଇଁ ଆହୁରି ସମୟ ଲାଗିବ। ଗତ ସପ୍ତାହରେ ସେ ଘରୁ ବାହାରକୁ ଆସିଥିଲେ ଏବଂ ମାସେ ପୂର୍ବରୁ ହୋଇଥିବା…
ଅନୁଗୋଳରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଶୋ’ ରୁମ୍
ଅନୁଗୋଳ ଅଫିସ,୮ା୪: ଅନୁଗୋଳ ବଜାରରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ବଜାରରେ ଥିବା ମଙ୍ଗଲମ୍ ନାମକ ଏକ ଡ୍ରେସ୍ ଶୋ’ ରୁମ୍ ହୁତ୍ହୁତ୍ ହୋଇ ଜଳୁଛି। ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରିବା ପାଇଁ…
‘ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ନେତାଙ୍କ ଭଳି ନୁହେଁ ବରଂ…’ କଂଗ୍ରେସ ନେତାଙ୍କ ଉପରେ ବର୍ଷିଲେ ଅନିଲ ଆଣ୍ଟୋନି
ନୂଆଦିଲ୍ଲୀ,୮।୪: କଂଗ୍ରେସର ବରିଷ୍ଠ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଗୁରୁବାର ଭାଜପାରେ ସାମିଲ ହୋଇଥିଲେ। ଏବେ ଶନିବାର ଅନିଲ କଂଗ୍ରେସ ନେତା ରାହୁଲ ଗାନ୍ଧଙ୍କୁ ଟାର୍ଗେଟ କରିଛନ୍ତି। ଅନିଲ ଟୁଇଟ କରି କହିଛନ୍ତି,…
ଆମେରିକୀୟ ୨ ସଂସ୍ଥା ଉପରେ କଟକଣା ଲଗାଇଲା ଚାଇନା
ବେଜିଂ,୮ା୪: ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ସ୍ପିକର କେଭିନ୍ ମ୍ୟାକ୍କାର୍ଥି ଏବଂ ତାଇଓ୍ବାନ୍ ରାଷ୍ଟ୍ରପତି ସାଇ ଇଙ୍ଗ୍-ଓ୍ବେନ୍ କାଲିଫର୍ନିଆରେ ପରସ୍ପରକୁ ଭେଟିଥିଲେ। ଲସ୍ଏଞ୍ଜେଲସ୍ର ରୋନାଲ୍ଡ ରିଗାନ୍ ପ୍ରେସିଡେନ୍ସିଆଲ ଲାଇବ୍ରେରିରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆମେରିକା ମାଟିରେ ହାଉସ୍ ସ୍ପିକରଙ୍କୁ ତାଇଓ୍ବାନ୍ର…
ମାସକରେ ବୃଦ୍ଧାଙ୍କ ସହ ୧୯ ଗୃହପାଳିତ ପଶୁଙ୍କୁ ମାରିଲାଣି ବାଘ
ନୂଆପଡ଼ା ଅଫିସ,୮।୪: ନୂଆପଡ଼ା ଜିଲାରେ ଗତ ପ୍ରାୟ ୧ ମାସ ହେବ ବାଘ ଆତଙ୍କ ଦେଖାଦେଇଛି। ବାଘ ଭୟରେ ଲୋକେ ସନ୍ଧ୍ୟା ନ ହେଉଣୁ ତାଟିକବାଟ ବନ୍ଦ କରି ରହୁଛନ୍ତି। ଏଭଳି ସ୍ଥିତିରେ ନୂଆପଡା ସଦର ବନ ବିଭାଗ ରେଞ୍ଜ ଅଧୀନ…
‘ଭାଜପାଠାରୁ ବଡ ଫେକ ନ୍ୟୁଜ ଫ୍ୟାକ୍ଟ୍ରି ବିଶ୍ୱରେ କେହି ନାହିଁ, ନିଜେ ପିଏମ କହୁଛନ୍ତି ମିଛ’,ସୁପ୍ରିୟା ଶ୍ରୀନେତ
ନୂଆଦିଲ୍ଲୀ,୮।୪: ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଶନିବାର ଏକ ପ୍ରେସ କନଫରେନ୍ସ କରିଛି। ଏଥିରେ ମୋଦି ସରକାର ଆଣିବାକୁ ଯାଉଥିବା ଆଇଟି ନିୟମ ସଂଶୋଧନ ବିଲକୁ ନେଇ ଆଲୋଚନା ହୋଇଛି। କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ କହିଛନ୍ତି, ଏହି ଦେଶର ମିଡିଆକୁ ପିଏମଓର…
୧୦ କିଗ୍ରା ଓଜନ କମାଇଲେ ଏହି କ୍ରିକେଟର
ହାଇଦ୍ରାବାଦ,୮ା୪: ସିଏସ୍କେ ଅଲରାଉଣ୍ଡର ଶିବମ ଦୁବେ ପିଲାଦିନେ ଅଧିକ ମୋଟା ଥିଲେ। କ୍ରିକେଟରେ ଯୋଗ ଦେବା ପରେ ସେ ତାଙ୍କର ଓଜନ କମାଇଥିଲେ। ବର୍ତ୍ତମାନ ସେ ଆଇପିଏଲ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅଂଶ ହୋଇ ଅଛନ୍ତି। ଚେନ୍ନାଇ ସୁପର…
୪ ଦିନିଆ ଭାରତ ଗସ୍ତରେ ଆସିବେ ୟୁକ୍ରେନ୍ ଉପବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୮ା୪: ଗତ ବର୍ଷ ଫେବୃୟାରୀରେ ରୁଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ପ୍ରଥମ ଥର ପାଇଁ ସୋମବାର ୪ ଦିନିଆ ଭାରତ ଗସ୍ତରେ ଆସିବେ ୟୁକ୍ରେନ୍ ଉପବୈଦେଶିକ ମନ୍ତ୍ରୀ ଏମିନ୍ ଡିଜାରୋଭା। ଏହି ଅବସରରେ ସେ ଭାରତ-ୟୁକ୍ରେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା…
ତେଲେଙ୍ଗାନାକୁ ମିଳିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, କାର୍ଯ୍ୟକ୍ରମରୁ ଦୂରେଇ ରହିଲେ କେସିଆର
ହାଇଦ୍ରାବାଦ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ହାଇଦ୍ରାବାଦରେ ପହଞ୍ଚିଛନ୍ତି। ରାଜ୍ୟପାଳ ଡା.ତମିଲିସାଇ ସୁନ୍ଦରରାଜନ ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କୁ ସ୍ବାଗତ କରିଛନ୍ତି। ପିଏମଓ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ମୋଦି ସେଠାରେ ୧୧,୩୬୦ କୋଟି ଟଙ୍କାର ପରିଯୋଜନାକୁ…
Archives


