Home Left

ତୁନିଶା ଶର୍ମା ଆତ୍ମହତ୍ୟା ମାମଲା: ଶିଜାନଙ୍କୁ ଜାମିନ

ନୂଆଦିଲ୍ଲୀ,୪।୩: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ବନ୍ଧୁ ଶିଜାନ ଖାନଙ୍କୁ ଜାମିନ ମିଳିଛି। ମହାରାଷ୍ଟ୍ର କୋର୍ଟ ତାଙ୍କୁ ଶନିବାର ଜାମିନ ପ୍ରଦାନ କରିଥିବା ସୂଚନା ମିଳିଛି। ତେବେ ୧ଲକ୍ଷ ଟଙ୍କାର ବଣ୍ଡ ପରେ ଶିଜାନ ବାହାରକୁ ଆସିଛନ୍ତି। ତୁନିଶା…

ଆମାଜନ ପେ’କୁ ବଡ଼ ଝଟ୍‌କା, ୩.୦୬ କୋଟି ଟଙ୍କାର ଜରିମାନା ଲଗାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୪।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଆମାଜନ ପେ’ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ୩.୦୬ କୋଟିରୁ ଅଧିକ ଟଙ୍କାର ଜରିମାନା ଲଗାଇଛି। ପ୍ରିପେଡ୍‌ ପେମେଣ୍ଟ ଇନ୍‌ଷ୍ଟ୍ରୁମେଣ୍ଟ(ପିପିଆଇ) ଏବଂ ନୋ ୟୁଓର କଷ୍ଟମର(କଓ୍ବୋଇସି) ସମ୍ବନ୍ଧୀୟ କିଛି ନିୟମାବଳୀକୁ ପାଳନ ନ କରିବା…

ଲାଖଚାଷ, ଲାଖ ସାମଗ୍ରୀ ବିକି ଲାଭବାନ୍‌ ହେବାକୁ ପରାମର୍ଶ

ଚନ୍ଦାହାଣ୍ଡି, ୪।୩(ଡି.ଏନ୍‌.ଏ.): ନବରଙ୍ଗପୁର ସିଡିଓ ଅନ୍ୟା ଦାଶ ଚନ୍ଦାହାଣ୍ଡି ବ୍ଲକ ଗସ୍ତକରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ। ଏଥିସହ ସେ ଲାଖ ଚାଷକରି ରୋଜଗାରକ୍ଷମ ହେବାକୁ ଏସ୍‌ଏଚ୍‌ଜି ମହିଳାଙ୍କୁ ପରାମର୍ଶ ଦେଇଥିଲେ। ବ୍ଲକ ପରିସରର ଶିଶୁ ଉଦ୍ୟାନ, ଧୋଡ଼ିପାଣି ସପ୍ତାହିକ…

ପଓ୍ବନ ଖେରାଙ୍କ ଜାମିନ ମିଆଦ ବଢ଼ିଲା

ନୂଆଦିଲ୍ଲୀ,୪ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ନେତା ପଓ୍ବନ ଖେରାଙ୍କ ଜାମିନ ମିଆଦକୁ ସୁପ୍ରିମକୋର୍ଟ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣିକୁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ…

ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟକୁ ପରିବେଶ ପ୍ରଦୂଷଣ

ରାୟଗଡ଼ା,୪।୩(ସ୍ବ.ପ୍ର.): ରାୟଗଡ଼ା ଜିଲାରେ ବଢ଼ି ଚାଲିଛି ବ୍ୟାପକ ବେଆଇନ କାରବାର। ବିଶେଷ ଭାବେ ପଥର, ମୋରମ ଓ ବାଲି ଚୋରା ଚାଲାଣ ସାଧାରଣ ଘଟଣା ହୋଇଗଲାଣି। ଜିଲାର ପ୍ରତ୍ୟେକ ତହସିଲ ଅଞ୍ଚଳରେ ଏହି କାରବାର ବଢ଼ି ଚାଲିଛି। ସରକାରଙ୍କୁ କୋଟି କୋଟି…

ବିଜ୍ଞାନ ଏକ ବିଷୟ ନୁହେଁ,ଏହା ଏକ ଦୃଷ୍ଟିଭଙ୍ଗୀ

କୋରାପୁଟ,୪।୩(ସ୍ବ.ପ୍ର.): ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା ପାଇଁ ଉଦ୍ୟମ ଚାଲିଛି ବୋଲି କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଜାତୀୟ ବିଜ୍ଞାନ ଦିବସରେ ଅତିଥିଭାବେ ଯୋଗଦେଇ…

ବିପଜ୍ଜନକ ସ୍ଥିତିରେ କାମ କରୁଛନ୍ତି ମହିଳା ବିଡ଼ି ଶ୍ରମିକ

ଏମ୍‌ଭି ୭୯,୪।୩(ଡି.ଏନ୍‌.ଏ.): ଏବେ ପ୍ରତ୍ୟେକ ଜିନିଷର ଦାମ ବଢୁଥିବା ବେଳେ ବିଡ଼ି ଦାମ କମୁଛି । ହଜାରେ ବିଡ଼ି ପାଇଁ ମିଳୁଛି ୧୨୦ଟଙ୍କା। ଟଙ୍କା ପାଇଁ ମାରାତ୍ମକ ନିଶାଦ୍ରବ୍ୟ ତିଆରି କରୁଛନ୍ତି ମାଲକାନଗିରି ଜିଲା କାଲିମେଳା ବ୍ଲକର ବିଭିନ୍ନ ଅଞ୍ଚଳର କେତେକ…

ଏପ୍ରିଲ ୧ରେ ତାଳଚେର ବନ୍ଦ ନିଷ୍ପତ୍ତି

ତାଳଚେର, ୪।୩ (ନି.ପ୍ର.): ତାଳଚେର ସରକାରୀ ମେଡିକାଲ କଲେଜକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା ପାଇଁ କ୍ରିୟାନୁଷ୍ଠାନ କମିଟିର ପ୍ରତିଷ୍ଠା ବାର୍ଷିକୀରେ ଏକ ସଚେତନ ନାଗରିକ ସମାବେଶ ମେଡିକାଲ କଲେଜ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଆବାହକ ପଦ୍ମଚରଣ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି…

୨ ହଜାର ପୋଖରୀ ପୁନରୁଦ୍ଧାର ହେବ

ଅନୁଗୋଳ ଅଫିସ, ୪।୩: ଅନୁଗୋଳ ସଭାଘରଠାରେ ‘ଆମ ପୋଖରୀ’ ନେଇ କ୍ଲଷ୍ଟରସ୍ତରୀୟ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜଳାଶୟ ପୁନରୁଦ୍ଧାର କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟରେ ଥିବା ୨ ହଜାର ପରିତ୍ୟକ୍ତ ପୋଖରୀ ପୁନଃଜୀବନ ପାଇବା ସହ…

‘କାର୍ଯ୍ୟ କରୁନି, ଲାଭ ନେଉଛି ଏସ୍‌ଏଚ୍‌ଜି’

ଅନୁଗୋଳ ଅଫିସ, ୪।୩:  ଅନୁଗୋଳ ସଭାଘରଠାରେ ଶୁକ୍ରବାର ‘ଆମ ପୋଖରୀ’ ନେଇ କ୍ଲଷ୍ଟରସ୍ତରୀୟ କର୍ମଶାଳା ଚାଲିଥିବା ବେଳେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ। ପୌରାଞ୍ଚଳରେ ଏସ୍‌ଏଚ୍‌ଜି କୌଣସି ଉନ୍ନୟନ କାର୍ଯ୍ୟ…

୩ ଦିନ ପରେ ସାଇଣ୍ଟିଫିକ୍‌ ତଦନ୍ତକୁ ନେଇ ସନ୍ଦେହ

ସମ୍ବଲପୁର,୪ା୩(ବ୍ୟୁରୋ): ସମ୍ବଲପୁର ବୁର୍ଲା ଥାନା ପିସି ବ୍ରିଜ୍‌ ପାୱାର ଚ୍ୟାନେଲ ଭିତରୁ ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଅଗ୍ନିଶମ ବିଭାଗ ଗତ ବୁଧବାର ଉଦ୍ଧାର କରିଥିଲା। ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ ହତ୍ୟା ମାମଲା ରୁଜୁ ହୋଇ…

ଚୋରିକୁ ନେଇ ଚିନ୍ତିତ ନାଲ୍‌କୋବାସୀ

ବଅଁରପାଳ, ୪।୩ (ଡି.ଏନ.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅଞ୍ଚଳରେ ଅପରାଧ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷକରି ଘନ ଘନ ଚୋରି ଅଞ୍ଚଳବାସୀଙ୍କ ଚିନ୍ତାର କାରଣ ପାଲଟିଛି। ପୋଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ ନ ଥିବାରୁ ଏପରି ଅସାମାଜିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri