Home Left

କାଠ ଜବତ: ବେପାରୀ-ବନ କର୍ମଚାରୀଙ୍କ ଧସ୍ତାଧସ୍ତି

କୋଦଳା,୨୩ା୭(ଅମିତ କୁମାର ପଟ୍ଟନାୟକ): ଗକୋଦଳା ଏବଂ ସାତନଳ ଛକରେ ଦୀର୍ଘଦିନ ହେଲା ବେଆଇନ ଭାବେ କାଠ କଟାଯାଇ ସରଞ୍ଜାମ ତିଆରି ଚାଲିଥିଲା। ପୋଲସରା ବନବିଭାଗ ଏହା ଜାଣିବା ପରେ ରବିବାର ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ସାତନଲ…

ଓମେନ୍‌ ଚାଣ୍ଡିଙ୍କ ମୃତ୍ୟୁ ପରେ ପୁଥୁପାଲ୍ଲୀ ଆସନରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ? ସ୍ପଷ୍ଟ କଲେ କେ ସୁଧାକରନ

ଥିରୁଭାନନ୍ତପୁରମ୍‌,୨୩।୭: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ମୃତ୍ୟୁ ପରେ ତାଙ୍କ ନିର୍ବାଚନମଣ୍ଡଳୀ ପୁଥୁପାଲ୍ଲୀରୁ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେନେଇ ଚର୍ଚ୍ଚା ଜୋର ଧରିଛି। ମାତ୍ର କଳ୍ପନାଜଳ୍ପନାର କିଛି ଘଣ୍ଟା ପରେ କେରଳ ପ୍ରଦେଶ…

୪ ମିନିଟ୍‌ ୩୮ ସେକେଣ୍ଡରେ ଯୁବକଙ୍କୁ ୬୦ଥର ଜୋତାରେ ପିଟିଲେ ପୋଲିସ

ଲକ୍ଷ୍ନୌ,୨୩।୭: ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ମଦ୍ୟପ ଯୁବକ ରାସ୍ତାରେ ଲୋକଙ୍କୁ ହଇରାଣ କରୁଥିଲେ। ଏନେଇ ସ୍ଥାନୀୟ ଲୋକେ ସାଧା ପୋଷାକରେ ଥିବା ଜଣେ ପୋଲିସକର୍ମୀଙ୍କ ନିକଟରେ ଅଭିଯୋଗ କରିଥିଲେ। ପୋଲିସକର୍ମୀ ଜଣଙ୍କ…

ସମ୍ପର୍କକୁ ନା, ହେଲେ ଧରା ପକାଇଦେଲା ଜ୍ୟାକେଟ୍‌

ମୁମ୍ବାଇ: ଆଜିକାଲି ସୈଫ୍‌ ଅଲି ଖାନ୍‌ଙ୍କ ପୁଅ ଇବ୍ରାହିମଙ୍କ ସହ ଶ୍ୱେତା ତିଓ୍ବାରୀଙ୍କ ଝିଅ ତଥା ଅଭିନେତ୍ରୀ ପଲକ ତିଓ୍ବାରୀଙ୍କ ରିଲେସନଶିପ୍‌କୁ ନେଇ ଚର୍ଚ୍ଚା ହେଉଛି। ଶନିବାର ଉଭୟ ମୁମ୍ବାଇର ଜୁହୁ ପିଭିଆର ଭିତରକୁ ଯାଉଥିବାର ନଜର ଆସିଥିଲେ। ଉଭୟ ଷ୍ଟାର…

ଅଭିଯୋଗ କଲେ ବି ଶୁଣୁନାହାନ୍ତି ଅଧିକାରୀ

କୋରୁକୋଣ୍ଡା,୨୩ା୭(ଅବିନାଶ ବେହେରା): ଗ୍ରାମାଞ୍ଚଳର ରାସ୍ତାଗୁଡ଼ିକ ଉନ୍ନତିକରଣ କରିବା ପାଇଁ ଉଭୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବହୁ ଅର୍ଥ ବ୍ୟୟ କରୁଥିଲେ ମଧ୍ୟ ଆଜି ବି ବହୁ ଗ୍ରାମ୍ୟ ରାସ୍ତାରେ ଚାଲିବା କଷ୍ଟକର ହୋଇପଡୁଛି। କେଉଁଠି ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯିବା ସମୟରେ…

ମହିଳାଙ୍କ ବିରୋଧରେ ଅତ୍ୟାଚାର ପ୍ରସଙ୍ଗରେ କରା ନ ଯାଉ ରାଜନୀତି, ବିରୋଧୀଙ୍କୁ ହାତଯୋଡି ଅନୁରୋଧ କଲେ ଅନୁରାଗ

ନୂଆଦିଲ୍ଲୀ,୨୩।୭: ମଣିପୁରରେ ଜାତୀୟ ହିଂସାକୁ ନେଇ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଗୃହ ମୁଲତବୀ ହେବା ଜାରି ରହିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରବିବାର ବିରୋଧୀଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି କି ସେମାନେ ବି ଏହି ବତର୍କରେ ସାମିଲ…

ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ୩ ବର୍ଷର ଶିଶୁ

ପାଟନା,୨୩।୭: ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ବୋରଓ୍ବେଲରୁ ଉଦ୍ଧାର ହେଲେ ୩ ବର୍ଷର ଶିଶୁ। ନାଳନ୍ଦା ଥାନା ଅନ୍ତର୍ଗତ କୁଳଭଦାରୀ ଗ୍ରାମରେ ଏହି ଘଟଣା ଘଟିଛି। ୪୦ ଫୁଟ ଗଭୀର ବୋରଓ୍ବେଲ୍‌ ଭିତରେ ଖସିପଡିଥିବା ଶିବମ ନାମକ ଏହି ଶିଶୁଟିକୁ…

ପୂର୍ବ କଙ୍ଗୋରେ ଫୁଟିଲା ଗୁଳି ୯ ଶିଶୁ ସମେତ ୧୩ ମୃତ

ଗୋମା,୨୩।୭: ପୂର୍ବ ଡେମୋକ୍ରେଟିକ ରିପବ୍ଲିକ ଅଫ କଙ୍ଗୋରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି। ଏହି ଗୁଳିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଥିବା ଜଣାପଡିଛି। ଶନିବାର ରାତିରେ ପୂର୍ବ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ…

ଯୁବକଙ୍କୁ ନିର୍ମମ ହତ୍ୟା: ମୁଣ୍ଡ ପଡ଼ିଥିଲା ୟୁକାଲପଟାସ ବଗିଚାରେ, ଗଣ୍ଡି ଧାନବିଲରେ

ଲକ୍ଷ୍ନୌ,୨୩ା୭: ଉତ୍ତରପ୍ରଦେଶର ବରେଲିରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ଦୁଇଟି ଭିନ୍ନ ସ୍ଥାନରେ ଫିଙ୍ଗି ଦିଆଯାଇଛି। ମୁଣ୍ଡ ୟୁକାଲପଟାସ ବଗିଚାରେ ପଡ଼ିଥିବା ବେଳେ ଧାନବିଲରେ ଗଣ୍ଡ ପଡ଼ିଥିଲା। ମୃତଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ…

ବିପ୍ଳବଙ୍କ କଂଗ୍ରେସକୁ କଟାକ୍ଷ, କହିଲେ ରାହୁଲଙ୍କ ପାପ ଯୋଗୁ ହରିୟାଣାରେ ଆସିଛି ବନ୍ୟା

ଚଣ୍ଡିଗଡ଼,୨୩।୭: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରଦେଶ ପ୍ରଭାରୀ ବିପ୍ଳବ କୁମାର ଦେବ ପନ୍ନା ପ୍ରମୁଖ ସମ୍ମିଳନୀରେ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ପାପୀ ବୋଲି କହିଛନ୍ତି। ସେ କହିଛନ୍ତି କି ରାହୁଲ…

ପ୍ରେମରେ ଉବୁଟୁବୁ ହେଉଛନ୍ତି ସୈଫଙ୍କ ପୁଅ ଇବ୍ରାହିମ୍‌

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା ସୈଫ ଅଲ୍ଲି ଖାଁଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାଁ। ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀଙ୍କୁ ଡେଟ୍‌ କରୁଛନ୍ତି ସେ। ସବୁବେଳେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏନେଇ ପଚରାଯିବାରେ କିନ୍ତୁ ଦୁହେଁ…

ଘାଟିରେ ଅଟକିଲା ଗାଡ଼ି, ପ୍ରବଳ ବର୍ଷାରେ ଯାତ୍ରୀ ହଇରାଣ

ଦାରିଙ୍ଗବାଡ଼ି,୨୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଏକ ୧୪ ଚକିଆ ଟ୍ରକ୍‌ ବୁଲାଣି ଘାଟିରେ ଅଟକି ରହିଯିବାରୁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବ୍ରହ୍ମପୁରରୁ ବାଲିଗୁଡା, ଦାରିଙ୍ଗବାଡ଼ି ଗାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?