Home Left

ପ୍ଲେ ଷ୍ଟୋରରୁ ୪୩ ମୋବାଇଲ ଆପ୍‌ ହଟାଇଲା ଗୁଗଲ୍‌

ନୂଆଦିଲ୍ଲୀ,୧୦।୮: ଗୁଗଲ ପ୍ଲେ ଷ୍ଟୋରରୁ ଭାଇରସ ଥିବା ୪୩ଟି ମୋବାଇଲ ଆପ ହଟାଇଛି। ଏହି ଆପଗୁଡିକ ଗୁଗଲ ପ୍ଲେ ଡେଭଲପର୍‌ ପଲିସି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହି ଆପଗୁଡ଼ିକ ଫୋନର ସ୍କ୍ରିନ ବନ୍ଦ ହେବା ପରେ ମଧ୍ୟ ବିଜ୍ଞାପନ ଦେଖାଉଥିଲା।…

ମଲାଇକାଙ୍କ ସହ ହେଲା ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବାକୁ ପ୍ରାୟତଃ ନିଜର ଫଟୋ ଏବଂ ଭଡ଼ିଓଗୁଡ଼ିକୁ ଶେୟାର କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ୍‌କୁ ପ୍ରଶଂସା କରିବାରେ…

ପ୍ରଧାନମନ୍ତ୍ରୀ ମୋଦି ଭଗବାନ ନୁହଁନ୍ତି: ଖାର୍ଗେ

ନୂଆଦିଲ୍ଲୀ,୧୦।୮: ମଣିପୁର ହିଂସାକୁ ନେଇ ସଂସଦରେ ତାତି କମିବାର ନାଁ ଧରୁନି। ୧୬୭ ଅଧୀନରେ ଆଲୋଚନା ପାଇଁ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଦାବି କରିଆସୁଛନ୍ତି। ଏହା ଉପରେ ଶାସକ ସଦସ୍ୟମାନେ ଆପତ୍ତି କରିବା ମାତ୍ରେ ଖାର୍ଗେ ରାଗିଯାଇଥିଲେ। ମଲ୍ଲିକାର୍ଜୁନ…

ହାଓ୍ବାଇ ଜଙ୍ଗଲରେ ଭୟଙ୍କର ଅଗ୍ନୀକାଣ୍ଡ! ଜୀବନ ବଞ୍ଚାଇବାକୁ ସମୁଦ୍ରକୁ ଡେଇଁଲେ ଲୋକେ

ହଓ୍ବାଇ ଦ୍ୱିପ,୧୦।୮: ହାଓ୍ବାଇ ଦ୍ୱିପରେ ଲାଗିଥିବା ଜଙ୍ଗଲ ନିଆଁରେ ଏବେ ପର୍ଯ୍ୟନ୍ତ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହାୱାଇ ଦ୍ୱୀପରେ ଜଙ୍ଗଲୀ ନିଆଁ ଲାଗିବା ସହ ଲାହିନା ସହର ସମ୍ପୂର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଛି। ମାଉଇ କାଉଣ୍ଟି ସରକାର…

ମଣିପୁରର ଆଉ ଜଣେ ମହିଳା ବଖାଣିଲେ ଭୟାବହତାର କାହାଣୀ, ମାମଲା ରୁଜୁ

ଇମ୍ଫାଲ,୧୦।୮: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା ପରେ ଏବେ ଆଉ ଏକ ଗ୍ୟାଙ୍ଗରେପ ମାମଲା ସାମ୍ନାକୁ ଆସିଛି। ମେ ମାସ ଆରମ୍ଭରେ ଉତ୍ତର-ପୂର୍ବ ରାଜ୍ୟରେ ଜାତି ସଂଘର୍ଷ ପରେ ରିଲିଫ କ୍ୟାମ୍ପରେ ରହୁଥିବା ଜଣେ ପୀଡିତା ପୋଲିସ…

ଓପନିଙ୍ଗ୍‌ ଡେ’ରେ ଦମ୍‌ଦାର ଆୟ କରିପାରେ ‘ଗଦର-୨’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ ରିଲିଜ ପାଇଁ ପ୍ରସ୍ତୁତ ଏବଂ ନିର୍ମାତାଙ୍କ ସମେତ ସମସ୍ତେ ଆଶା କରୁଛନ୍ତି ଯେ, ଅଗଷ୍ଟ ୧୧ରେ ପରଦାକୁ ଆସୁଥିବା ଏହି ଫିଲ୍ମ ବକ୍ସ ଅଫିସରେ ଧମାକାଦାର ଆୟ କରିବ। ଫିଲ୍ମର ଟ୍ରେଲର ରିଲିଜ୍‌ ଠାରୁ…

କଂଗ୍ରେସ ହାତ ଛାଡିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ

ରାୟପୁର,୧୦।୮: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତା ଅରବିନ୍ଦ ନେତମ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାକୁ ଅଲ ଇଣ୍ଡିଆ କଂଗ୍ରେସ କମିଟି ତଥା ରାଜ୍ୟ କଂଗ୍ରେସ ସଭାପତି ଦୀପକ ବାଜଙ୍କ ନିକଟକୁ ପଠାଇଛନ୍ତି। ଏଆଇସିସିକୁ ପଠାଯାଇଥିବା…

ପାକିସ୍ତାନରେ ସଡ଼କ ଦୁର୍ଘଟଣା, ୮ ମୃତ ୧୦ ଆହତ

ଇସଲାମାବାଦ,୧୦।୮: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଆହତ ହୋଇଥିବା ସୂଚନା ମିଳିଛି। ରେସକ୍ୟୁ ୧୧୨୨ର ପ୍ରବକ୍ତା ମହମ୍ମଦ ଫାରୁକ କହିଛନ୍ତି ଯେ ଲାହୋରଠାରୁ ପ୍ରାୟ ୩୦୦କିଲୋମିଟର ଦୂରରେ ପଞ୍ଜାବର ମିଆନ…

ଶାହାଙ୍କ ନୂଆ ରେକର୍ଡ଼; ସଂସଦର ୫୮ ବର୍ଷର ଇତିହାସରେ ଦେଲେ ସବୁଠାରୁ ଲମ୍ବା ଭାଷଣ

ନୂଆଦିଲ୍ଲୀ, ୧୦। ୮: ସଂସଦରେ ମୋଦି ସରକାରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଉପରେ ଦୁଇ ଦିନ ଧରି ଚର୍ଚ୍ଚା ହେଉଛି। ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି। ପ୍ରସ୍ତାବ ଆଲୋଚନାର ଜବାବରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା…

ଏଭଳି ଏକ ଦେଶ ଯେଉଁଠି ଗୋଟିଏ ହେଲେ ହିନ୍ଦୁ ନାହାନ୍ତି, ହେଲେ ଜାତୀୟ ପତାକାରେ ରହିଛି ମନ୍ଦିରର ଚିତ୍ର

କମ୍ବୋଡିଆ,୧୦।୮: ଦୁନିଆରେ ଏପରି କୌଣସିି ଦେଶ ନାହିଁ ଯାହାକୁ ସଂପୂର୍ଣ୍ଣ ଭାବେ ହିନ୍ଦୁ ରାଷ୍ଟ୍ର କୁହାଯାଇପାରେ। କିନ୍ତୁ ଏଭଳି ଏକ ଦେଶ ଅଛି ଯାହାର ରାଷ୍ଟ୍ରୀୟ ପ୍ରତୀକଗୁଡ଼ିକରେ ଆପଣ ହିନ୍ଦୁ ଦେବାଦେବୀ, ପ୍ରତୀକ ଏବଂ ମନ୍ଦିରର ଚିତ୍ର ପାଇବେ। ଆଜି ଆମେ…

ସଂସଦର ମର୍ଯ୍ୟାଦା ବଜାୟ ରଖିବା ଜରୁରୀ: ଦେବେଗୌଡା

ନୂଆଦିଲ୍ଲୀ,୧୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଗୁରୁବାର ସଂସଦୀୟ ପ୍ରକ୍ରିୟାରେ ବ୍ୟାଘାତ ନେଇ ଦୁଃଖ ପ୍ରକାଶ କରିଛନ୍ତି। ୯୦ ବର୍ଷୀୟ ଜେଡିଏସ ସୁପ୍ରିମୋ କହିଛନ୍ତି, ସଂସଦରେ ସମସ୍ତେ ସମ୍ମାନ ଓ ମର୍ଯ୍ୟାଦା ବଜାୟ ରଖିଲେ ହିଁ ଗଣତନ୍ତ୍ର ରକ୍ଷା ହୋଇପାରିବ। ଆଜିକାଲି…

ଲକ୍ଷ୍ନୌରୁ ବାରାଣସୀ ପହଞ୍ଚିବା ହେଲା ସହଜ

ଲକ୍ଷ୍ନୌ,୧୦।୮: ଆଜି ଲକ୍ଷ୍ନୌରୁ ବାରାଣସୀ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଆଜି ଅତ୍ୟନ୍ତ ଶୁଭ ଦିନ। କାରଣ ଆଜିଠାରୁ ଲକ୍ଷ୍ନୌଏବଂ ବାରାଣସୀକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଲକ୍ଷ୍ନୌରୁ ବାରାଣସୀକୁ ପହଞ୍ଚିବାକୁ ମାତ୍ର ୫୫ ମିନିଟ୍‌ ଲାଗିବ। ଆଜି ଏହି ବିମାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?