Home Left

ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ୭ ଜଣଙ୍କୁ ଅଟକ ରଖି…

ବରଗଡ଼,୨୦ା୮(ପ୍ରେମାନନ୍ଦ ଖମାରୀ): ଜଣେ ନାବାଳିକାଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ୭ ଜଣ ଅଟକ ରହିଛନ୍ତି। ଭେଡେନ ଥାନାରେ ଉକ୍ତ ୭ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ଚଳାଇଛି। ଅଶ୍ଲୀଳ ଫଟୋ ଭାଇରାଲ ନେଇ ନାବାଳିକା ଜଣକ...

ଲୋକସଭାରେ ହଙ୍ଗାମା: ଅମିତ ଶାହଙ୍କ ଉପରେ କାଗଜ ଚିରି ଫୋଫାଡ଼ିଲେ ବିରୋଧୀ

ନୂଆଦିଲ୍ଲୀ,୨୦ା୮: ବୁଧବାର ଲୋକସଭାରେ ତୀବ୍ର ହଙ୍ଗାମା ଦେଖାଦେଇଥିଲା, ଯେତେବେଳେ ବିରୋଧୀ ଦଳର ସାଂସଦମାନେ ଗୁରୁତର ଅପରାଧିକ ଅଭିଯୋଗରେ ୩୦ ଦିନ ପାଇଁ ଗିରଫ ହେଉଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବା ସମ୍ପର୍କିତ ତିନୋଟି ବିଲ୍‌ର ନକଲ ଫାଡି କେନ୍ଦ୍ର...

ଏସ୍‌ସିବିରେ ଚିକିତ୍ସା ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ

କଟକ,୨୦ା୮: ସର୍ଜରୀ ବିଭାଗକୁ ଚିକିତ୍ସା ପାଇଁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡି। କୌଣସି ଏକ ଅସ୍ତ୍ରୋପଚାର ପାଇଁ ସେ ଆସିଥିବା ସୂଚନାରୁ ଜଣାପଡ଼ିଛି। ଏନେଇ ସନ୍ଧ୍ୟାରେ ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେବେ। କିଛିଦିନ ତଳେ...

ଏହି ସାମାନ୍ୟ କଥା ପାଇଁ ସାନ ଭଉଣୀଙ୍କ ତଣ୍ଟି ଚିପିଦେଲେ ବଡ଼: ପରିବାର ଆଶ୍ଚର୍ଯ୍ୟ

ଭୋପାଳ,୨୦।୮: ମଧ୍ୟପ୍ରଦେଶର ସତନାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୫ ବର୍ଷୀୟା ଝିଅ ଏପରି ଅପରାଧ କରିଛନ୍ତି ଯେ ତାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଗଲେ। ଝିଅଟି ବଜାରକୁ ଯାଉଥିଲେ। ତାଙ୍କ ସାନ ଭଉଣୀ କହିଲେ – ଦିଦି, ମୁଁ...

ଟେନ୍‌ସନ୍‌ରେ ଟ୍ରମ୍ପ: ଆମେରିକା ବିରୋଧରେ ମୋର୍ଚ୍ଚା ଖୋଲିଲେ ଏହି ୨ ଦେଶ

ଓ୍ବାଶିଂଟନ,୨୦।୮: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଏବଂ ଶାନ୍ତି ପାଇଁ ଆହ୍ବାନ ଦେଉଥିବା ଆମେରିକା ଏହି ସମୟରେ ବଢ଼ୁଥିବା ଚାପ ଦ୍ୱାରା ଘେରି ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସମ୍ପ୍ରତି ଦାବି କରିଛନ୍ତି, ସେ ୬ ମାସରେ...

ଭାରତକୁ ଦମ୍‌ଦାର ଅଫର ଦେଲେ ପୁଟିନ୍‌: ଶୁଣିଲେ ନିଆଁ ହୋଇଯିବେ ଟ୍ରମ୍ପ

ନୂଆଦିଲ୍ଲୀ,୨୦।୯: ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍‌କୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ରୁଷିଆ ଭାରତକୁ ଏକ ବଡ଼ ପ୍ରସ୍ତାବ ଦେଇଛି। ରୁଷିଆ କହିଛି ଯେ ଯଦି ଟାରିଫ୍‌ ଯୋଗୁଁ ଆମେରିକୀୟ ବଜାରର ଦ୍ୱାର ଭାରତୀୟ ସାମଗ୍ରୀ ପାଇଁ ବନ୍ଦ...

ବ୍ଲକ୍‌ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ

ଧର୍ମଶାଳା,୨୦ା୮: ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରଭାତଙ୍କ ବିରୋଧରେ ଅଗଷ୍ଟ ୧୧ରୁ ୩୮ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ ଅନାସ୍ଥା...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧,୦୮,୦୦,୦୦,୦୦୦ ଟଙ୍କାର ବଡ଼ ଠକେଇ! ଲୋକଙ୍କ ଆକାଉଣ୍ଟକୁ ପଳାଉଛି ଟଙ୍କା

ନୂଆଦିଲ୍ଲୀ,୨୦।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମୋଦି ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ମଧ୍ୟରୁ ଗୋଟିଏ, ଏପର୍ଯ୍ୟନ୍ତ ଏହି ଯୋଜନାରେ ସେହି ଲୋକମାନଙ୍କୁ ଘର ଯୋଗାଇ ଦିଆଯାଇଛି ଯେଉଁମାନଙ୍କର ମୁଣ୍ଡ ଉପରେ ଛାତ ନାହିଁ। କିନ୍ତୁ ପ୍ରୟାଗରାଜରେ ଏହି ଯୋଜନା ସହିତ ଜଡିତ...

ଆଗତ ହେଲା ଅନ୍‌ଲାଇନ୍‌ ଗେମିଂ ବିଲ୍‌, ମନ୍ତ୍ରୀ କହିଲେ ବେଟିଂ ସହ…

ନୂଆଦିଲ୍ଲୀ,୨୦ା୮: ଲୋକ ସଭାରେ ଉପସ୍ଥାପିତ ହୋଇଛି ଅନ୍‌ଲାଇନ୍‌ ଗେମିଂ ବିଲ୍‌ ୨୦୨୫। ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିଲ୍‌ ଉପସ୍ଥାପନ କରିଛନ୍ତି। ବେଟିଂ ସହିତ ଜଡ଼ିତ ଅନ୍‌ଲାଇନ ଟଙ୍କା ଖେଳକୁ ନିଷିଦ୍ଧ କରିବା ଲକ୍ଷ୍ୟରେ ଏହି ବିଲ୍‌...

ରାସ୍ତାରେ ଅଟୋ ଚଳାଇ ଚର୍ଚ୍ଚାରେ ଏହି ଯୁବତୀ, କହିଲେ କାର୍‌ ଚଳାଇବା ମୋର ନିଶା, ହେଲେ ବଜେଟ୍‌ ନ ଥିବାରୁ…

ଜଣେ ଯୁବତୀ ନିଜର ଦୃଢ଼ ଇଚ୍ଛାଶକ୍ତି ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ଏହି ଯୁବତୀ ଜଣକ ହେଉଛି ସଫୁରା, ଯିଏ କି ବେଙ୍ଗାଲୁରୁର ବ୍ୟସ୍ତବହୁଳ ରାସ୍ତାରେ ଅଟୋ ଚଳାଇ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ...

ସଂସଦରେ ତାତିଲା ବିଜେଡି! କେନ୍ଦ୍ର ସରକାରଙ୍କ ବିରୋଧରେ କରିଦେଲା…

ଭୁବନେଶ୍ୱର,୨୦।୮ ମେଟ୍ରୋ ରେଳ ପ୍ରକଳ୍ପର ଅନିଶ୍ଚିତତା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଏମପି ସସ୍ମିତ ପାତ୍ର । କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ବିଷୟରେ ସେ ସ୍ପଷ୍ଟୀକରଣ ମାଗିଛନ୍ତି। ସଂସଦ ଅଧିବେଶନରେ ଏମପି ସମ୍ବିତ ପାତ୍ର...

ଛାଡ଼ପତ୍ର ପରେ ପ୍ରଥମଥର ମୁହଁ ଖୋଲିଲେ ଧନଶ୍ରୀ: ଚହଲଙ୍କୁ ନେଇ କଲେ ବଡ଼ ଖୁଲାସା

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା କିଛି ମାସ ପୂର୍ବରୁ ଛାଡପତ୍ର ନେଇଥିଲେ। କିନ୍ତୁ ଉଭୟ ପ୍ରାୟତଃ ଖବରରେ ଅଛନ୍ତି। କିଛି ଦିନ ପୂର୍ବରୁ ଚହଲ ପ୍ରଥମ ଥର ପାଇଁ ଛାଡପତ୍ର ବିଷୟରେ କହିଥିଲେ। କୋରିଓଗ୍ରାଫର ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri