Home Left

ଉଦ୍‌ଘାଟିତ ହେଲା ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ

ବଡ଼ବିଲ,୧୯।୫(ସ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଉତ୍ସବ ପଡ଼ିଆରେ ଆୟୋଜିତ ତିନିଦିନିଆ ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ଶୁକ୍ରବାର ସଂଧ୍ୟାାରେ ଉଦ୍‌ଘାଟିତ ହୋଇଛି। ରବିବାର ପର୍ଯ୍ୟନ୍ତ ଏହି ମହୋତ୍ସବ ହେବାର କାର୍ଯ୍ୟକ୍ରମ ରହିଥିଲାବେଳେ ଶୁକ୍ରବାର କାଳ ବୈଶାଖୀ ପ୍ରଭାବରେ ପବନ ଓ ବର୍ଷା…

ପୋଖରୀରେ ବୁଡି ଭଉଣୀ ଭାଇ ମୃତ

କୋରାପୁଟ,୧୯।୫(ସ୍ବପ୍ର ): ପୋଖରୀରେ ବୁଡି ଭଉଣୀ ଭାଇ ଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲା ଲମତାପୁଟ ବ୍ଲକ ପିପଳପୁଟ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜୀନୁ ବଡ଼ନାୟକଙ୍କ ୫ ବର୍ଷର ପୁଅ ଯୋଗେଶ ଏବଂ ୧୦ ବର୍ଷର…

ଟସ ଜିତି ଆରଆରର ବୋଲିଂ ନିଷ୍ପତ୍ତି

ଧର୍ମଶାଳା,୧୯।୫: ଆଇପିଏଲର ୨୦୨୩ର ୬୬ ତମ ମ୍ୟାଚ୍‌ ଶୁକ୍ରବାର ଧର୍ମଶାଳା ଷ୍ଟାଡିୟମରେ ଆୟୋଜିତ ହୋଇଛି। ପଞ୍ଜାବ କିଙ୍ଗ୍ସ(ପିବିକେଏସ)ଏବଂ ରାଜସ୍ଥାନ ରୟାଲ୍ସ (ଆରଆର)ମଧ୍ୟରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି। ତେବେ ପ୍ରଥମେ…

କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଭଦ୍ରକ ଅଫିସ, ୧୯।୫-ଭଦ୍ରକରେ କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ହାତରେ ମେହେନ୍ଦୀ, ଚୁଡ଼ି ସହ ପାଦରେ ଅଳତା ଓ ମଥାରେ ସିନ୍ଦୂର ଲଗାଇ ନୂଆ ଶାଢ଼ି ପିନ୍ଧି କିନ୍ନରମାନେ ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ଭିନ୍ନ ଢଙ୍ଗରେ ପୂଜା କରିଥିଲେ। ଶାଢ଼ି,…

ରାଗିଲେ ଦିଦି

କୋଲକାତା,୧୯।୫: ପଶ୍ଚିମବଙ୍ଗର କଥିତ କ୍ୟାଶ ଫର ଜବ ଘୋଟାଲା ମାମଲାରେ ତ୍ରୁଣମୂଳ କଂଗ୍ରେସର ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ ମିଳିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରୋକ୍ଷ ଭାବେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ,…

ଦଶମ ପାସ୍‌ କଲେ କଲେ ମହିଳା, ମା’ଙ୍କ ଠାରୁ କମ ମାର୍କ ରଖିଛନ୍ତି ପୁଅ

ଦାରିଙ୍ଗବାଡି,୧୯।୫(ଡି.ଏନ.ଏ): ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶିକ୍ଷା। ୪୭ ବର୍ଷୀୟ ସୁଜାତା ୬୦୦ ମାର୍କରୁ ୩୪୬ ମାର୍କ ରଖି ବି୨ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିବାହର ୩୦ ବର୍ଷ ପରେ ଅଧାରୁ ଛାଡ଼ିଥିବା ପାଠକୁ ସମ୍ପୂର୍ଣ୍ଣ କରିବାକୁ ମନ ବଳେଇଥିଲେ।…

ଭାରତରେ ନିକ ନେମ ‘ନିକୁଆ’କୁ ଖୁବ ପସନ୍ଦ କରନ୍ତି ନିକ ଜୋନାସ

ମୁମ୍ବାଇ: ବଲିଉଡ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ନେଇ ଭାରତରେ ଖୁବ ଚର୍ଚ୍ଚା ହୋଇଥିଲା। ପିସି ଆମେରିକାନ ସିଙ୍ଗର ନିକ ଜୋନାସଙ୍କୁ ବିବାହ କରିଥିଲେ। ସେତେବେଳେ ନିକଙ୍କୁ ଭାରତରେ ସମସ୍ତେ ‘ନିକ ଜିଜୁ’ ବୋଲି ଡାକୁଥିଲେ। କେବଳ ସେତିକି ନୁହେଁ ଭାରତରେ…

ରେଡ ଲିପଷ୍ଟିକ, ସିଲଭର ହୁଡି ଗାଉନରେ ଐଶ୍ୱର୍ଯ୍ୟାଙ୍କ କାନ୍ସ ଲୁକ ଭାଇରାଲ

ମୁମ୍ବାଇ: କାନ୍ସ ୨୦୨୩ରେ ବଲିଉଡ ନାୟିକାମାନେ ଗ୍ଲାମରର ତଡକା ଲଗାଉଥିବା ଦେଖାଯାଇଛି। ବି-ଟାଉନର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ କାନ୍ସ ଲୁକରେ ପ୍ରଶଂସକଙ୍କୁ ଫିଦା କରିଛନ୍ତି। କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୬ ତମ ଏଡିସନ ପାଇଁ ଐଶ୍ୱର୍ଯ୍ୟା…

୨୨କ୍ୟାରେଟ କହି ନିମ୍ନମାନର ସୁନା ଦେଇ ଗ୍ରାହକଙ୍କୁ ଆକ୍ରମଣ, ବନ୍ଧା ହେଲେ ଶ୍ରୀରାମ ଜୁଏଲର୍ସର ମାଲିକ

ପୋଲସରା,୧୯।୫: ଦୀଘବର୍ଷ ଧରି ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକ ଠାରେ ସୁନା ବ୍ୟବସାୟ କରୁଥିବା ଶ୍ରୀରାମ ଜୁଏଲର୍ସର ମାଲିକ ବିନୋଦ ବିହାରୀ ପଣ୍ଡା ଜଣେ ଗ୍ରାହକଙ୍କୁ ୨୨ କ୍ୟାରେଟର ସୁନା କହି ନିମ୍ନମାନର ସୁନା ଦେଇ ହରଡ଼ଘଣାରେ ପଡ଼ିଛନ୍ତିି । ଉକ୍ତ…

ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ

ଛତ୍ରପୁର,୧୯।୫(ଡିଏନଏ ): ନିଶା ସେବନର ମାୟା ଜାଲରେ ଆଜିକାର ଯୁବପିଢି। ନିଶା ଉଜାଡୁଛି ଅନେକ ପରିବାର ଆଉ ଏହି ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ । ସେମାନେ ହେଲେ ଦୁଇ…

ପରପାରିରେ ଆୟୁଷ୍ମାନ ଖୁରାନାଙ୍କ ପିତା

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ପିତା ତଥା ଜ୍ୟୋତିଷାଚାର୍ଯ୍ୟ ପି ଖୁରାନାଙ୍କର ମୋହାଲିରେ ପରଲୋକ ହୋଇଯାଇଛି। ଏହି ସୂଚନା ନିଜେ ଅଭିନେତା ଆୟୁଷ୍ମାନ ଖୁରାନା ଦେଇଛନ୍ତି। ପି ଖୁରାନା ଆୟୁଷ୍ମାନଙ୍କ ବ୍ୟତୀତ ଅପାରଶକ୍ତି ଖୁରାନାଙ୍କର ବି ପିତା। ଶୁକ୍ରବାର ପି ଖୁରାନାଙ୍କର ପରଲୋକ…

ଗିରଫ ହେଲେ ବିଗ୍‌ ବି!

ମୁମ୍ବାଇ:କିଛି ଦିନ ପୂର୍ବରୁ ବିଗ୍‌ ବି ଅମିତାଭ ବଚ୍ଚନ ମୁମ୍ବାଇ ଟ୍ରାଫିକ୍‌ରେ ଫଶିଯିବା କାରଣରୁ ଜଣେ ଅପରିଚିତଙ୍କ ବାଇକ୍‌ ପଛରେ ବସି ଯାଉଥିବାର ଫଟୋ ଭାଇରାଲ ହୋଇଥିଲା। ଏହି ଘଟଣାର କିଛିଦିନ ପରେ ଅଭିତାଭ ତାଙ୍କ ଇନଷ୍ଟାଗ୍ରାମ୍‌ରେ ଏକ ଫୋଟ ସେୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri